ହାରାଷ୍ଟ୍ରକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ । ସରକାର ଗଠନ ନେଇ ଦାବି ଜଣାଇବ ବିଜେପି ।
ଇସ୍ତଫା ପତ୍ର ଦେବା ପରେ ଉଦ୍ଧବ ଠାକ୍ରେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି। ସେପଟେ ସେଲିବ୍ରେସନ ମୁଡ୍ରେ ମହାରାଷ୍ଟ୍ର ବିଜେପି।
ଉଦ୍ଧବ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ପରେ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେଲେ ଉଦ୍ଧବ।
ଗାଦି ଖସିଯିବା ପୂର୍ବରୁ ଆଜି ଶେଷ ହିନ୍ଦୁତ୍ୱ କାର୍ଡ ଖେଳିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ।
ସରକାର ବଞ୍ଚାଇ ପାରିବେ କି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ? ସମୟ ଯେତେ ପାଖେଇ ଆସୁଛି ମହାରାଷ୍ଟ୍ରରେ ଉଦ୍ଧବ ଠାକ୍ରେଙ୍କ ସରକାର ଉପରେ କ୍ଷମତା ଯିବାର ଭୟ ସେତେ ବଢ଼ୁଛି।
ମହାରାଷ୍ଟ୍ର ରାଜନୀତିରେ ହାଇଭୋଲଟେଜ୍ ଡ୍ରାମା ମଧ୍ୟରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇପାରେ। କାରଣ ମହାରାଷ୍ଟ୍ର ବିଧାନସଭାରେ ଆସନ୍ତାକାଲି ଫ୍ଲୋର୍ ଟେଷ୍ଟ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
କୋର୍ଟ ଏହି ପ୍ରସଙ୍ଗରେ ଉପବାଚସ୍ପତିଙ୍କ ସମେତ ସମସ୍ତ ପକ୍ଷକୁ ୫ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବିଦ୍ରୋହୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଠାକରେ ସରକାରଙ୍କୁ ନିର୍ଦ୍ଦେଶ
ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଭିତରେ ଶିବସେନା ନେତା ଏକନାଥ ସିନ୍ଧେ, MVA(Maha Vikas Aghadi)କୁ ଏକ ବଡ଼ ଝଟ୍କା ଦେଇଛନ୍ତି।
ସୁପ୍ରିମ କୋର୍ଟରେ ପହଞ୍ଚିଲା ମହାରାଷ୍ଟ୍ର କ୍ଷମତା ଲଢେଇ । ବିଦ୍ରୋହୀ ବିଧାୟକ ଗୋଷ୍ଠୀ ପକ୍ଷରୁ ସୁପ୍ରିମକୋର୍ଟରେ ଦୁଇ ଦୁଇଟି ଆବେଦନ କରାଯାଇଛି ।
ଗୌହାଟୀ ହୋଟେଲରେ ପୁଣି ଶକ୍ତି ପ୍ରଦର୍ଶନ
ଦଳୀୟ ନେତୃତ୍ୱ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିବା ଏକନାଥ ସିନ୍ଦେଙ୍କର ବଢିବାରେ ଲାଗିଛି ବଳ
ବିଦ୍ରୋହୀ ବିଧାୟକ ଯେଉଁମାନେ ଉଦ୍ଧବ ସରକାରଙ୍କୁ ବିରୋଧ କରୁଛନ୍ତି, ସେମାନେ ବର୍ତ୍ତମାନ ଆସାମର ଗୌହାଟିରେ ଅଛନ୍ତି। ବର୍ତ୍ତମାନ ସେମାନଙ୍କର ଠିକଣା Radisson Blu ହୋଟେଲ୍।
ଗୋଟିଏପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଅଡୁଆ ବଢ଼ି ଚାଲିଥିବାବେଳେ ଅନ୍ୟପଟେ ବିଦ୍ରୋହୀ ନେତା ଏକନାଥଙ୍କ ସିନ୍ଦେଙ୍କ ସମର୍ଥକଙ୍କ ସଂଖ୍ୟା ବଢ଼ି ଚାଲିଛି।
୩୪ ବିଦ୍ରୋହୀ ବିଧାୟକଙ୍କ ଏକନାଥ ସିନ୍ଧେଙ୍କ ସମର୍ଥନ ଜଣାଇବା ପରେ ଗାଦି ଯିବା ନିଶ୍ଚିତ ଜାଣି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ସରକାରୀ ବାସଭବନ ଛାଡ଼ିଛନ୍ତି।
ଧୀରେ ଧୀରେ ମହାରାଷ୍ଟ୍ରରେ ମହାସଙ୍କଟ ଘନେଇବାରେ ଲାଗିଛି । ସମୟ ଯେତେ ଗଡ଼ୁଛି ମହାରାଷ୍ଟ୍ର ସରକାରଙ୍କ ପାଇଁ ସେତେ ସମସ୍ୟା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର ବିଧାନସଭା ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି।
ମହାରାଷ୍ଟ୍ରରେ ଏବେ ରାଜନୈତିକ ସଙ୍କଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉଦ୍ଧବ ସରକାରରେ ରାଜନୈତିକ ସଙ୍କଟ ଦେଖା ଦେଇଥିବା ବେଳେ ବିଜେପି ଏଠି ସରକାର ଗଠନ କରିବା ପ୍ରୟାସ ଚଳାଇଛି। ମହାରାଷ୍ଟ୍ରରେ ଉଦ୍ଧବ ସରକାରରେ ଫାଟ ସୃଷ୍ଟି ହୋଇଛି।