• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Vladimir Putin

Ajit Doval
ପୁଟିନଙ୍କୁ ଭେଟିଲେ NSA ଅଜିତ ଡୋଭାଲ୍

ସେଣ୍ଟ ପିଟର୍ସବର୍ଗରେ ଭ୍ଲାଦିମିର ପୁଟିନ୍ ଓ ଅଜିତ ଡୋଭାଲ ୱାନ୍ ଟୁ ୱାନ୍ ବୈଠକରେ ଆଲୋଚନା କରିଛନ୍ତି ।

Putin hosts PM Modi
ମୋଦିଙ୍କୁ ପୁଟିନଙ୍କ ଭବ୍ୟ ସ୍ୱାଗତ; ସାଙ୍ଗ ହୋଇ ଖାଇଲେ, କାର୍‌ରେ ବୁଲିଲେ

ଉଭୟ ନେତା ପ୍ରାଇଭେଟ୍ ଡିନର କରିବା ସହିତ ଅନୌପଚାରିକ ଭାବେ କିଛି ସମୟ ଆଲୋଚନା କରିଥିଲେ। ଏହି ଅବସରରେ ମୋଦିଙ୍କୁ ଇଲେକ୍ଟ୍ରିକ୍ କାର୍ ରେ ବସାଇ ନୋଭୋ ଓଗାରିୟୋଭୋ ପରିସର ବୁଲାଇଥିଲେ ପୁଟିନ୍। ନିଜେ ପୁଟିନ୍ ଡ୍ରାଇଭ୍ କରୁଥିବା ଦେଖିବାକୁ ମିଳିଥିଲା ।

Vladimir Vladimirovich Putin
ରୁଷରେ ଚାଲିବ ପୁଟିନଙ୍କ ରାଜ୍; ରେକର୍ଡ ବିଜୟ ସହ ରଚିଲେ ଇତିହାସ

ରବିବାର ଭୋଟିଂ ବେଳେ ରୁଷର ବିଭିନ୍ନ ଭୋଟିଂ କେନ୍ଦ୍ରରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଭୋଟିଂରେ ସ୍ବଚ୍ଛତା ଅବଲମ୍ବନ କରାଯାଉନଥିବା ନେଇ ଆମେରିକା ମଧ୍ୟ ଅଭିଯୋଗ ଆଣିଥିଲା। ଏହା ସତ୍ତ୍ୱେ ମଧ୍ୟ ପୁଟିନ ପୁଣି ଥରେ ବିଜୟୀ ହୋଇଛନ୍ତି।

Russia War
ଋଷ୍‌ରେ ରହୁଥିବା ଭାରତୀୟଙ୍କୁ ସରକାରଙ୍କ ବଡ଼ ପରାମର୍ଶ, କହିଲେ...

ଆମେ ସମସ୍ତ ଭାରତୀୟ ନାଗରିକଙ୍କୁ ଅନୁରୋଧ କରୁଛି କି ସେମାନେ ସତର୍କତା ଅବଲମ୍ବନ କରନ୍ତୁ ଏବଂ ଯୁଦ୍ଧଠାରୁ ଦୂରେଇ ରୁହନ୍ତୁ ।

Yevgeny Prigozhin
ବିମାନ ଦୁର୍ଘଟଣାରେ ଓ୍ୱାଗନର ମୁଖ୍ୟ ୟେଭଗେନୀଙ୍କ ମୃତ୍ୟୁ; ପୁତିନଙ୍କ ବିରୁଦ୍ଧରେ ଗର୍ଜୁଥିଲେ

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଖୋଲାଖୋଲି ବିଦ୍ରୋହ ଘୋଷଣା କରି ଚର୍ଚ୍ଚାକୁ ଆସିଥିବା ଶକ୍ତିଶାଳୀ ଘରୋଇ ମିଲିଟାରୀ ସଂସ୍ଥା ୱାଗନର ମୁଖ୍ୟ ୟେଭଗେନି ପ୍ରିଗୋଝିନଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

russia ukraine war
ଚିନ୍ତାରେ ରୁଷ ରାଷ୍ଟ୍ରପତି ! ୟୁକ୍ରେନ୍‌ ପ୍ରୟୋଗ କରିପାରେ କ୍ଲଷ୍ଟର ବୋମା; ଭାରତ ପାଖରେ ଅଛି କି ଏହି ବୋମା ?

ଆମେରିକାର ଏହି ଘୋଷଣା ପରେ ପୁଟିନ୍‌ ଚିନ୍ତାରେ ପଡ଼ିଛନ୍ତି । ସେପଟେ ଖାଲି ରୁଷିଆ ନୁହେଁ ଜର୍ମାନୀ, ଇଂଲଣ୍ଡ, ସ୍ପେନ୍ ଏବଂ ଇଟାଲୀ ମଧ୍ୟ ଚିନ୍ତିତ ରହିଛନ୍ତି । ନାଟୋ ସଦସ୍ୟମାନେ କ୍ଲଷ୍ଟର ବୋମା ବ୍ୟବହାରକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

Russian President Vladimir Putin Praised PM Modi Make In India Initiative
‘ମେକ୍‌ ଇନ୍‌ ଇଣ୍ଡିଆ’ କନ୍‌ସେପ୍ଟକୁ ଆପଣାଇବ ଋଷ ! ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତି ଦେଲେ ପୁଟିନ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ(Make In India)’ ପଦକ୍ଷେପକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ପ୍ରଶଂସା କରିଛନ୍ତି।

Vladimir Putin
ବିଶ୍ୱସ୍ତଙ୍କ ବିଦ୍ରୋହ ପରେ ରାଗରେ ଜରଜର ପୁଟିନ୍‌ ! କହିଲେ, ଦେଶଦ୍ରୋହୀଙ୍କୁ ମିଳିବ ଭୟଙ୍କର ଦଣ୍ଡ

ଦେଶଦ୍ରୋହୀଙ୍କ ବିରୋଧରେ ଲଢ଼େଇ କରିବାର ସମୟ ଆସିଛି । ଯେଉଁମାନେ ବିଦ୍ରୋହରୁ ବିରତ ରହିବେ ସେମାନଙ୍କର କୌଣସି କ୍ଷତି ହେବାକୁ ଦିଆଯିବନାହିଁ ବୋଲି ରୁଷିଆନ୍ ଆର୍ମି ପକ୍ଷରୁ କୁହାଯାଛି।...

Belarus President poisoned!
ମିତ୍ରଦ୍ରୋହୀ ପୁଟିନ୍‌ ! ରୁଷ୍‌ ରାଷ୍ଟ୍ରପତିଙ୍କ ସହ ରୁଦ୍ଧଦ୍ୱାର ବୈଠକ ପରେ ବେଲାରୁଷ୍ ରାଷ୍ଟ୍ରପତିଙ୍କ ଅବସ୍ଥା ସଙ୍କଟାପନ୍ନ

ବନ୍ଦ କୋଠରୀରେ ପୁଟିନଙ୍କୁ ଭେଟିଲେ ବେଲାରୁଷ୍ ରାଷ୍ଟ୍ରପତି । ବାହାରିବା ମାତ୍ରେ ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା । ଏବେ ବେଲାରୁଷ୍ ରାଷ୍ଟ୍ରପତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କୁ ବିଷ ଦିଆଯାଇଥିବା ସନ୍ଦେହ କରାଯାଉଛି ।

Ukraine attempted to assassinate Vladimir Putin, says Kremlin
କ୍ରେମଲିନ୍ ଉପରକୁ ଡ୍ରୋନ୍‌ମାଡ଼, ପୁଟିନ୍‌ଙ୍କୁ ହତ୍ୟା ଉଦ୍ୟମ

ଅନ୍ୟ ୨ଟି ଡ୍ରୋନକୁ ଗୁଳିକରି ଖସାଇଦେଇଛି ରୁଷିଆ ସେନା । ଆକ୍ରମଣରେ କ୍ରେମଲିନ କ୍ଷତିଗ୍ରସ୍ତ ହୋଇନଥିବା ସୂଚନା । ରାଷ୍ଟ୍ରପତି ପୁଟିନ ସଂପୂର୍ଣ୍ଣ ସୁରକ୍ଷିତ ଥିବା କହିଲା ରୁଷିଆ ।

Russian President Vladimir Putin
ପୁଟିନ୍‌ଙ୍କୁ ହତ୍ୟା ପାଇଁ ୟୁକ୍ରେନ୍‌ ଉଡ଼ାଇଲା ବିସ୍ଫୋରକ ଭର୍ତ୍ତି ଡ୍ରୋନ୍‌

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ପୁଟିନଙ୍କୁ ହତ୍ୟା କରିବା ପାଇଁ ଏହି ଡ୍ରୋନ ଏକ ମିଶନରେ ଥିଲା । ଏହି ଡ୍ରୋନରେ ୧୭ କିଲୋଗ୍ରାମ ବିସ୍ଫୋରକ ଭର୍ତ୍ତି କରାଯାଇଥିଲା ।

Pavel Antov
ରାୟଗଡ଼ାରେ କୋଟିପତି ଋଷ ସାଂସଦଙ୍କ ରହସ୍ୟଜନକ ମୃତ୍ୟୁ, ରହିଛି କି ରାଷ୍ଟ୍ରପତି ପୁଟିନ୍‌ଙ୍କ ସମ୍ପୃକ୍ତି ?

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍‌ଙ୍କ ଯିଏ ଥିଲେ କଠୋର ସମାଲୋଚକ । ୟୁକ୍ରେନ୍-ରୁଷ୍ ଯୁଦ୍ଧକୁ ଯିଏ କହୁଥିଲେ ଏହା ପୁତିନ୍‌ଙ୍କ ଆତଙ୍କରାଜ୍, ଓଡ଼ିଶାରେ ରୁଷ୍‌ର ସେହି ସାହସୀ ରାଜନେତାଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଏବେ ସାରା ବିଶ୍ୱରେ ହଟଚମଟ । ଦେଶର ହିତ ଉଦ୍ଦେଶ୍ୟରେ ରୁଷ୍‌ର ସଂସଦ ଭବନକୁ କମ୍ପାଉଥିବା କୋଟିପତି ସାଂସଦ ପାଭେଲ ଆଣ୍ଟୋଭଙ୍କ ରାୟଗଡ଼ାରେ ଅସ୍ୱାଭାବିକ ମୃତ୍ୟୁ, ରୁଷ୍‌ରେ ଚହଳ ପକାଇଛି ।

Pavel Antov
ରାୟଗଡ଼ାରେ କୋଟିପତି ଋଷ ସାଂସଦଙ୍କ ରହସ୍ୟଜନକ ମୃତ୍ୟୁ, ରହିଛି କି ରାଷ୍ଟ୍ରପତି ପୁଟିନ୍‌ଙ୍କ ସମ୍ପୃକ୍ତି ?

ରାୟଗଡ଼ାରେ ରୁଷୀୟ ସାଂସଦ ପାଭେଲଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ । ଗୋଟିଏ ହୋଟେଲ୍‌ରେ ୨ ଦିନରେ ୨ ରୁଷୀୟ ବନ୍ଧୁଙ୍କ ମୃତ୍ୟୁକୁ ନେଇ ହଲ୍‌ଚଲ୍ ।

Vladimir Putin
ପୁତିନଙ୍କୁ କ୍ୟାନସର ? ବାତିଲ କଲେ ବହୁ ପ୍ରତୀକ୍ଷିତ ବର୍ଷ ଶେଷର ବାର୍ତ୍ତା

ଭୀଷଣ ସ୍ୱାସ୍ଥ୍ୟ ସମସ୍ୟା ସହ ଜୁଝୁଛନ୍ତି କି ପୁତିନ?

Vladimir Putin and PM Narendra Modi
‘ମୋଦି ଜଣେ ପ୍ରକୃତ ଦେଶଭକ୍ତ’ : ଭାରତର ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ପୁଟିନ

ଭ୍ଲାଦିମିର୍‌ ପୁଟିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ।

Putin watches Russian nuclear drills as Moscow fears nuke strike by Ukraine
ୟୁକ୍ରେନୀୟ ‘ଡାର୍ଟି ବମ୍’ର ଜବାବ ଦେବ କି ରୁଷ୍ ? ଚାଲିଛି ଜୋରଦାର ସମରାଭ୍ୟାସ

ୟୁକ୍ରେନ୍ ଦ୍ୱାରା ସମ୍ଭାବ୍ୟ ‘ଡାର୍ଟି ବମ୍’ ହମ୍‌ଲାର ଜବାବ ପରମାଣୁ ବୋମାରେ ଦେବାକୁ ପ୍ରସ୍ତୁତ ହେଉଛି କି ରୁଷ୍ ? ୟୁକ୍ରେନ୍‌ର ଆକ୍ରମଣ ପରେ ପ୍ରଥମ ଥର ପାଇଁ ରୁଷୀୟ ଷ୍ଟ୍ରାଟେଜିକ୍ ନ୍ୟୁକ୍ଲିଅର୍ ଫୋର୍ସର ସମରାଭ୍ୟାସ ଅନୁଷ୍ଠିତ ହୋଇଛି। 

Russian President Vladimir Putin Warned Global Catastrophe
ବିଶ୍ୱକୁ ପୁଟିନ୍‌ଙ୍କ ଧମକ- ରୁଷ୍‌ ସେନା ସହ ନାଟୋ ସୈନ୍ୟଙ୍କର ସଂଘର୍ଷ ହେଲେ, ପରିଣାମ ଭୟଙ୍କର ହେବ

କିଛିଦିନ ପୂର୍ବରୁ ୟୁକ୍ରେନର ୪ଟି ଅଞ୍ଚଳକୁ ନିଜ ଅକ୍ତିଆରକୁ ଆଣିବା ପରେ ପୁଟିନ୍‌ କହିଥିଲେ ଯେ, ରୁଷ୍‌ର ସାମ୍ରାଜ୍ୟକୁ ସୁରକ୍ଷା ଦେବାକୁ ସେ ଆଣବିକ ଅସ୍ତ୍ରର ପ୍ରୟୋଗ କରିବାକୁ ବି ପଛେଇବେ ନାହିଁ।

Vladmir Putin
ପୁଟିନ୍‌ଙ୍କୁ ଟ୍ରାକ୍ଟର ଉପହାର ଦେଲେ ବେଲାରୁଷ ରାଷ୍ଟ୍ରପତି, ଜାଣନ୍ତୁ ଏହା ପଛର ରହସ୍ୟ...

ପୁଟିନ୍‌ ଆହୁରି ମଧ୍ୟ ଧମକ ଦେଇଥିଲେ ଯେ, ଯଦି ଏହି ଯୁଦ୍ଧ ଭିତରେ ଆଉ କିଏ ମୁଣ୍ଡ ପୁରେଇବ ତେବେ ସେହି ଦେଶର ଅବସ୍ଥା ବି ଭୟଙ୍କର ହେବ ।

Why did Putin occupy 4 states of Ukraine?
ୟୁକ୍ରେନ୍‌ର ୪ ରାଜ୍ୟକୁ କାହିଁକି ଅକ୍ତିଆର କଲେ ପୁତିନ୍; ଜାଣନ୍ତୁ କାରଣ

ପୁତିନ୍ ୟୁକ୍ରେନର ୪ ରାଜ୍ୟକୁ ନିଜ ଭୌଗୋଳିକ ସୀମାରେ ମିଶାଇଦେଇଛନ୍ତି। ତେବେ ପୁତିନ୍ ଏସବୁ କରିବା ପଛରେ ଅନେକ କାରଣ ରହିଥିବା କୁହାଯାଉଛି। କ’ଣ ସେ କାରଣ ଆସନ୍ତୁ ନଜର ପକେଇବା।

Russian flee to avoid war; Putin in a hurry
ୟୁକ୍ରେନ୍ ଯୁଦ୍ଧକୁ ନେଇ ହରଡ଼ଘଣାରେ ରାଷ୍ଟ୍ରପତି ପୁଟିନ୍

ଯୁଦ୍ଧକୁ ନେଇ ହରଡ଼ଘଣାରେ ପୁଟିନ୍। ରିଜର୍ଭ ଫୋର୍ସ ମୁତୟନ ଲାଗି ଘୋଷଣା ପରେ ଛନକା। ତୁଚ୍ଛାଟାରେ ଯୁଦ୍ଧ ନ ଲଢ଼ିବାକୁ ଦେଶ ଛାଡୁଛନ୍ତି ଋଷୀୟ ନାଗରିକ।

putin
ଧମକ ଦେଲେ ପୁଟିନ୍‌ : ‘ଦରକାର ହେଲେ ପ୍ରୟୋଗ କରାଯିବ ପରମାଣୁ ଅସ୍ତ୍ର’

ଦେଶବାସୀଙ୍କୁ ଟେଲିଭିଜନ ବାର୍ତ୍ତା ଦେଇ ଚେତାଇଲେ ପୁଟିନ୍

Special story
ସୁରକ୍ଷାକର୍ମୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଗଲା ପୁଟିନ୍‌ଙ୍କ ଜୀବନ

ପୁଟିନ୍‌ଙ୍କୁ ହତ୍ୟା ପାଇଁ ରଚାଯାଇଥିଲା ବ୍ଲୁ-ପ୍ରିଣ୍ଟ। ରାସ୍ତାରେ ଯିବା ବେଳେ ଗାଡିକୁ ଧକ୍କା ଦେଲା ଆମ୍ବୁଲାନ୍ସ...ଧୂଆଁ ମୟ ହେଲା ପୂରା ପରିବେଶ...କେବଳ ସୁରକ୍ଷାକର୍ମୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଗଲା ପୁଟିନ୍‌ଙ୍କ ଜୀବନ

pak pm getting embarrassed while meeting with vladimir putin
ଇୟରଫୋନ ଲଗାଇ ନ ପାରି ହଟହଟା ହେଲେ ପାକ୍‌ ପ୍ରଧାନମନ୍ତ୍ରୀ: ହସ ରୋକି ପାରିଲେନି ପୁଟିନ

ଇୟରଫୋନକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ଶରିଫଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନଙ୍କ ସାମ୍ନାରେ ବେଶ ହଟହଟା ହେବାକୁ ପଡ଼ିଛି। ବହୁ ଚେଷ୍ଟା କରି ବି କାନରେ ଇୟରଫୋନ ଲଗାଇ ପାରିଲେନି ପାକ ପ୍ରଧାନମନ୍ତ୍ରୀ। ଶରିଫଙ୍କର ଏପରି ଅବସ୍ଥା ଦେଖି ପୁଟିନ୍‌ ନିଜ ହସକୁ ରୋକି ପାରି ନ ଥିଲେ। ଶେଷରେ କିପରି ପିନ୍ଧିବାକୁ ହେବ ତାହା ମଧ୍ୟ ଦେଖାଇଥିଲେ। ତଥାପି କାନରେ ଇୟରଫୋନ ଲଗାଇବାରେ ବିଫଳ ହୋଇଥିଲେ ପାକ୍‌ ପ୍ରଧାନମନ୍ତ୍ରୀ। ଉଜବେକିସ୍ଥାନରେ ଚାଲିଥିବା କ୍ଷେତ୍ରୀୟ ସମ୍ମେଳନରେ ଗତକାଲି ଏପରି ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଏହାର ଭିଡିଓ ଏବେ ଭାଇରାଲ ହୋଇଛି।

Putin
ପୁଣି ପୁଟିନ୍‌ଙ୍କୁ ହତ୍ୟା ଉଦ୍ୟମ, କାରକେଡ୍‌ ବ୍ଲକ୍ କଲା ଅଜଣା ଆମ୍ବୁଲାନ୍ସ...ଚାରି ଆଡ଼ ଧୂଆଁମୟ

ଋଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଦୀର୍ଘ ଦିନ ଧରି ଯୁଦ୍ଧ ଚାଲିଛି । ଏହାରି ଭିତରେ ବାରମ୍ବାର ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ।

Special story
ଜନସଂଖ୍ୟା ବଢ଼ାଇବାକୁ ଲୋଭନୀୟ ଅଫର୍‌ : ୧୦ ଛୁଆ ଜନ୍ମ କଲେ ପୁରସ୍କାର ଦେବେ ପୁଟିନ୍‌

ମହିଳାଙ୍କୁ ୧୦ରୁ ଅଧିକ ସନ୍ତାନ ଜନ୍ମ କରିବା ଲାଗି ଉତ୍ସାହିତ କରିଛନ୍ତି ଋଷ୍‌ ରାଷ୍ଟ୍ରପତି ।