ବନ୍ଦ କୋଠରୀରେ ପୁଟିନଙ୍କୁ ଭେଟିଲେ ବେଲାରୁଷ୍ ରାଷ୍ଟ୍ରପତି । ବାହାରିବା ମାତ୍ରେ ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା । ଏବେ ବେଲାରୁଷ୍ ରାଷ୍ଟ୍ରପତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କୁ ବିଷ ଦିଆଯାଇଥିବା ସନ୍ଦେହ କରାଯାଉଛି ।
ଅନ୍ୟ ୨ଟି ଡ୍ରୋନକୁ ଗୁଳିକରି ଖସାଇଦେଇଛି ରୁଷିଆ ସେନା । ଆକ୍ରମଣରେ କ୍ରେମଲିନ କ୍ଷତିଗ୍ରସ୍ତ ହୋଇନଥିବା ସୂଚନା । ରାଷ୍ଟ୍ରପତି ପୁଟିନ ସଂପୂର୍ଣ୍ଣ ସୁରକ୍ଷିତ ଥିବା କହିଲା ରୁଷିଆ ।
ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ପୁଟିନଙ୍କୁ ହତ୍ୟା କରିବା ପାଇଁ ଏହି ଡ୍ରୋନ ଏକ ମିଶନରେ ଥିଲା । ଏହି ଡ୍ରୋନରେ ୧୭ କିଲୋଗ୍ରାମ ବିସ୍ଫୋରକ ଭର୍ତ୍ତି କରାଯାଇଥିଲା ।
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ଯିଏ ଥିଲେ କଠୋର ସମାଲୋଚକ । ୟୁକ୍ରେନ୍-ରୁଷ୍ ଯୁଦ୍ଧକୁ ଯିଏ କହୁଥିଲେ ଏହା ପୁତିନ୍ଙ୍କ ଆତଙ୍କରାଜ୍, ଓଡ଼ିଶାରେ ରୁଷ୍ର ସେହି ସାହସୀ ରାଜନେତାଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଏବେ ସାରା ବିଶ୍ୱରେ ହଟଚମଟ । ଦେଶର ହିତ ଉଦ୍ଦେଶ୍ୟରେ ରୁଷ୍ର ସଂସଦ ଭବନକୁ କମ୍ପାଉଥିବା କୋଟିପତି ସାଂସଦ ପାଭେଲ ଆଣ୍ଟୋଭଙ୍କ ରାୟଗଡ଼ାରେ ଅସ୍ୱାଭାବିକ ମୃତ୍ୟୁ, ରୁଷ୍ରେ ଚହଳ ପକାଇଛି ।
ରାୟଗଡ଼ାରେ ରୁଷୀୟ ସାଂସଦ ପାଭେଲଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ । ଗୋଟିଏ ହୋଟେଲ୍ରେ ୨ ଦିନରେ ୨ ରୁଷୀୟ ବନ୍ଧୁଙ୍କ ମୃତ୍ୟୁକୁ ନେଇ ହଲ୍ଚଲ୍ ।
ଭୀଷଣ ସ୍ୱାସ୍ଥ୍ୟ ସମସ୍ୟା ସହ ଜୁଝୁଛନ୍ତି କି ପୁତିନ?
ଭ୍ଲାଦିମିର୍ ପୁଟିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ।
ୟୁକ୍ରେନ୍ ଦ୍ୱାରା ସମ୍ଭାବ୍ୟ ‘ଡାର୍ଟି ବମ୍’ ହମ୍ଲାର ଜବାବ ପରମାଣୁ ବୋମାରେ ଦେବାକୁ ପ୍ରସ୍ତୁତ ହେଉଛି କି ରୁଷ୍ ? ୟୁକ୍ରେନ୍ର ଆକ୍ରମଣ ପରେ ପ୍ରଥମ ଥର ପାଇଁ ରୁଷୀୟ ଷ୍ଟ୍ରାଟେଜିକ୍ ନ୍ୟୁକ୍ଲିଅର୍ ଫୋର୍ସର ସମରାଭ୍ୟାସ ଅନୁଷ୍ଠିତ ହୋଇଛି।
କିଛିଦିନ ପୂର୍ବରୁ ୟୁକ୍ରେନର ୪ଟି ଅଞ୍ଚଳକୁ ନିଜ ଅକ୍ତିଆରକୁ ଆଣିବା ପରେ ପୁଟିନ୍ କହିଥିଲେ ଯେ, ରୁଷ୍ର ସାମ୍ରାଜ୍ୟକୁ ସୁରକ୍ଷା ଦେବାକୁ ସେ ଆଣବିକ ଅସ୍ତ୍ରର ପ୍ରୟୋଗ କରିବାକୁ ବି ପଛେଇବେ ନାହିଁ।
ପୁଟିନ୍ ଆହୁରି ମଧ୍ୟ ଧମକ ଦେଇଥିଲେ ଯେ, ଯଦି ଏହି ଯୁଦ୍ଧ ଭିତରେ ଆଉ କିଏ ମୁଣ୍ଡ ପୁରେଇବ ତେବେ ସେହି ଦେଶର ଅବସ୍ଥା ବି ଭୟଙ୍କର ହେବ ।
ପୁତିନ୍ ୟୁକ୍ରେନର ୪ ରାଜ୍ୟକୁ ନିଜ ଭୌଗୋଳିକ ସୀମାରେ ମିଶାଇଦେଇଛନ୍ତି। ତେବେ ପୁତିନ୍ ଏସବୁ କରିବା ପଛରେ ଅନେକ କାରଣ ରହିଥିବା କୁହାଯାଉଛି। କ’ଣ ସେ କାରଣ ଆସନ୍ତୁ ନଜର ପକେଇବା।
ଯୁଦ୍ଧକୁ ନେଇ ହରଡ଼ଘଣାରେ ପୁଟିନ୍। ରିଜର୍ଭ ଫୋର୍ସ ମୁତୟନ ଲାଗି ଘୋଷଣା ପରେ ଛନକା। ତୁଚ୍ଛାଟାରେ ଯୁଦ୍ଧ ନ ଲଢ଼ିବାକୁ ଦେଶ ଛାଡୁଛନ୍ତି ଋଷୀୟ ନାଗରିକ।
ଦେଶବାସୀଙ୍କୁ ଟେଲିଭିଜନ ବାର୍ତ୍ତା ଦେଇ ଚେତାଇଲେ ପୁଟିନ୍
ପୁଟିନ୍ଙ୍କୁ ହତ୍ୟା ପାଇଁ ରଚାଯାଇଥିଲା ବ୍ଲୁ-ପ୍ରିଣ୍ଟ। ରାସ୍ତାରେ ଯିବା ବେଳେ ଗାଡିକୁ ଧକ୍କା ଦେଲା ଆମ୍ବୁଲାନ୍ସ...ଧୂଆଁ ମୟ ହେଲା ପୂରା ପରିବେଶ...କେବଳ ସୁରକ୍ଷାକର୍ମୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଗଲା ପୁଟିନ୍ଙ୍କ ଜୀବନ
ଇୟରଫୋନକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ଶରିଫଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନଙ୍କ ସାମ୍ନାରେ ବେଶ ହଟହଟା ହେବାକୁ ପଡ଼ିଛି। ବହୁ ଚେଷ୍ଟା କରି ବି କାନରେ ଇୟରଫୋନ ଲଗାଇ ପାରିଲେନି ପାକ ପ୍ରଧାନମନ୍ତ୍ରୀ। ଶରିଫଙ୍କର ଏପରି ଅବସ୍ଥା ଦେଖି ପୁଟିନ୍ ନିଜ ହସକୁ ରୋକି ପାରି ନ ଥିଲେ। ଶେଷରେ କିପରି ପିନ୍ଧିବାକୁ ହେବ ତାହା ମଧ୍ୟ ଦେଖାଇଥିଲେ। ତଥାପି କାନରେ ଇୟରଫୋନ ଲଗାଇବାରେ ବିଫଳ ହୋଇଥିଲେ ପାକ୍ ପ୍ରଧାନମନ୍ତ୍ରୀ। ଉଜବେକିସ୍ଥାନରେ ଚାଲିଥିବା କ୍ଷେତ୍ରୀୟ ସମ୍ମେଳନରେ ଗତକାଲି ଏପରି ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଏହାର ଭିଡିଓ ଏବେ ଭାଇରାଲ ହୋଇଛି।
ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଦୀର୍ଘ ଦିନ ଧରି ଯୁଦ୍ଧ ଚାଲିଛି । ଏହାରି ଭିତରେ ବାରମ୍ବାର ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ।
ମହିଳାଙ୍କୁ ୧୦ରୁ ଅଧିକ ସନ୍ତାନ ଜନ୍ମ କରିବା ଲାଗି ଉତ୍ସାହିତ କରିଛନ୍ତି ଋଷ୍ ରାଷ୍ଟ୍ରପତି ।
୨୦୦୯ରେ ଖୋଲା ଦେହରେ ଫଟୋ ଉଠାଇଥିଲେ ପୁଟିନ୍, ଆଉ ସେହି ଫଟୋ ପାଇଁ ସେ ଏବେ ସମାଲୋଚନାର ଶିକାର ହୋଇଛନ୍ତି ।
ପୋଡିୟମ ପାଖରେ ଠିଆ ହୋଇଥିବା ବେଳେ ପୁଟିନ ଗୋଡ ହଲାଉଥିବା ନଜର ଆସୁଛନ୍ତି । ପୁଟିନ ଛିଡ଼ା ହେବାରେ ଅସୁବିଧା ଭୋଗୁଥିବା ଜଣାପଡ଼ୁଛି ।
ସତରେ କଣ ଆଉ ଜୀବିତ ନାହାନ୍ତି ଋଷିଆ ରାଷ୍ଟ୍ରପତି ପୁଟିନ୍? ତାଙ୍କର ପରଲୋକ ହୋଇସାରିଥିବା ନେଇ ବଢିଲା ଚର୍ଚ୍ଚା...ଜାଣନ୍ତୁ କଣ ରହିଛି ପୂରା ଘଟଣା
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍(Vladimir Putin)ଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିବାରେ ଲାଗିଛି। ଏନେଇ ରୁଷ୍ ସ୍ପାଏ ଏଜେନ୍ସି FSB ଏକ ରିପୋର୍ଟରେ ଏସମ୍ପର୍କରେ ସୂଚନା ଦେଇଛି।
ଋଷିଆକୁ ଯାଇପାରିବେନି ଜୋ ବାଇଡେନ୍ । ଲାଗିଲା କଟକଣା ।
ଭ୍ଲାଦିମିର୍ ପୁଟିନ୍(Vladimir Putin)ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ସେ ବ୍ଲଡ୍ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ଏକ ସିକ୍ରେଟ୍ ରିପୋର୍ଟରୁ ଜଣାପଡ଼ିଛି।
ପୁଟିନଙ୍କ ପୂର୍ବର ଫୂର୍ତ୍ତିଲା ଚେହେରା ନାହିଁ, କି ଆଖିରେ ତେଜ ବି ନାହିଁ ।
ଋଷିଆ ରାଷ୍ଟ୍ରପତି ଭ୍ଳାଦିମିର୍ ପୁଟିନ୍ ସବୁ ବେଳେ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ପ୍ରେମ ପାଇଁ ତ ପୁଣି କେତେବେଳେ ରାଜନୀତି ପାଇଁ। ୨୦୧୬ରେ ଯେତେବେଳେ ଫୋର୍ବସ୍ ପକ୍ଷରୁ ପ୍ରକାଶିତ ବିଶ୍ୱର ଶକ୍ତିଶାଳୀ ବ୍ୟକ୍ତି ତାଲିକା ପ୍ରକାଶ ପାଇଲା। ଶୀର୍ଷରେ ସ୍ଥାନରେ ପୁଟିନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ବିଶ୍ୱ...