ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତା ବଢ଼ିଛି। ଶୁକ୍ରବାର ଦିନ ଦିଲ୍ଲୀରେ ୨,୪୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାୟଗଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୪୧ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି..
ରାଜ୍ୟରେ ସାମନ୍ୟ କମିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା...
ବଢ଼ୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା...୨୪ ଘଣ୍ଟାରେ ଏତିକି ଆକ୍ରାନ୍ତ ଚିହ୍ନଟ....
ଆଜି ୯୪୫ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, କେବଳ ଖୋର୍ଦ୍ଧାରୁ ୩୭୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି...
ଗତ ୭ ସପ୍ତାହରେ କରୋନା କେସ୍ ଓ ମୃତ୍ୟୁ ସଂଖ୍ୟା ଯେଉଁଭଳି ଲଗାତାର ଭାବେ ବୃଦ୍ଧି ପାଉଛି, ତାହା ଚିନ୍ତାର କାରଣ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୧୬,୯୩୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଦେଶରେ ୨ ଶହ କୋଟି ଡୋଜ୍ ଟିକାକରଣ ହୋଇଛି। ୧୮ ମାସ ଧରି ଚାଲିଥିବା ଟିକାକରଣରେ ଏବେ ଯାଏ ୨୦୦ କୋଟି ମାର୍କକୁ ପାର୍ କରିଛି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୬୨୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୪୪୧ ରହିଛି।
ରାଜ୍ୟରେ ବେକାବୁ ମହାମାରୀ କୋଭିଡ୍ । ମାରିଛି ଲମ୍ବଡିଆଁ । ହଜାରେ ପାର୍ କରିଛି ଦୈନିକ ସଂକ୍ରମଣ । ମାତ୍ର ୧୦ ଦିନ ଭିତରେ ଦୈନିକ ସଂକ୍ରମଣ ଟପିଗଲାଣି ୩ ଗୁଣାରୁ ଅଧିକ ।
ଦେଶର ଅନ୍ୟ ସ୍ଥାନରେ ମଧ୍ୟ ସଂକ୍ରମଣ ବଢୁଛି । ପୂର୍ବରୁ ମଧ୍ୟ ଅନ୍ୟ ରାଜ୍ୟ ଗୁଡ଼ିକରେ ଯେବେ ବଢ଼ିଥାଏ, ତାର କିଛି ଦିନ ବ୍ୟବଧାନରେ ଓଡିଶାରେ ବଢିବା ଆରମ୍ଭ ହୁଏ । ତେଣୁ ଥରେ ବଢିବା ଆରମ୍ଭ ହେଲେ କିଛି ଦିନ ନିଶ୍ଚିତ ଭାବରେ ବଢିବ ।
ରାଜ୍ୟରେ ବଢି ଚାଲିଥିବା କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱର ପରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ନୂଆ କୋଭିଡ଼ ଗାଇଡଲାଇନ ଜାରି କରାଯାଇଛି।ଏପରିକି ଯେଉଁମାନେ କୌଣସି କାମରେ ବାହାରୁ ସମ୍ବଲପୁର ଆସୁଛନ୍ତି ସେମାନେ ମଧ୍ୟ ମାସ୍କ ପିନ୍ଧିବେ।
ଗତ କିଛି ଦିନ ହେଲା ଜାରି ରହିଥିବା ୫ ଶହ ଟ୍ରେଣ୍ଡକୁ ଡେଇଁ ଗତକାଲି ସିଧା ସାଢ଼େ ୭ ଶହ ପାଖାପାଖି ପହଞ୍ଚିଛି ଦୈନିକ ସଂକ୍ରମଣ ସଂଖ୍ୟା।
୧୮ରୁ ୫୯ ବୟସ ବର୍ଗଙ୍କୁ ଜୁଲାଇ ୧୫ରୁ ମାଗଣାରେ କରୋନା ପ୍ରିକସନ୍ ଡୋଜ୍ ଦିଆଯିବ। ୭୫ ଦିନିଆ ସ୍ପେଶାଲ ଡ୍ରାଇଭ୍ କରି ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି।
କଟକ, ପୁରୀ ଓ ଖୋର୍ଦ୍ଧା ସହରାଞ୍ଚଳରେ ସଂକ୍ରମଣ ହାର ଅଧିକ ରହୁଥିବା ସୂଚନା....
କାଶ, ଜ୍ୱର, ମୁଣ୍ଡବିନ୍ଧା, ଗଳା ଦରଜ, ଅଣନିସ୍ୱାଶୀ ଲାଗିବା, ସ୍ୱାଦ ଓ ଘ୍ରାଣ ଶକ୍ତି ହରାଇବା ଭଳି ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାଇବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।
ରାଜ୍ୟରେ ୨୪ ଘଣ୍ଟାରେ ଆଉ ୫୭୨ କରୋନା ସଂକ୍ରମିତ ଚିହ୍ନଟ ।
ରାଜ୍ୟରେ ଆଜି ବି କରୋନା ସଂକ୍ରମଣ ୫ ଶହ ଉପରେ। ୨୪ ଘଣ୍ଟାରେ ଆଉ ୫୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱର ପୁଣି ରେଡ୍ ଜୋନ୍କୁ ଫେରିଛି। ରେଡ୍ ଜୋନ୍କୁ ଫେରିବା ପରେ ଭୁବନେଶ୍ୱର ମେୟର କଡ଼ା ତାଗିଦ୍ କରିଛନ୍ତି।
କଟକ ଅଡ଼ଶପୁରର ଏକ କଲେଜରୁ ୨୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଛାତ୍ର ଓ ବାକି ୨୬ ଜଣ ଛାତ୍ରୀ ରହିଛନ୍ତି।
ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ଶହ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ଭୁବନେଶ୍ୱରରେ ଟେଷ୍ଟିଂ ସେଣ୍ଟରକୁ BMC ବଢ଼ାଇଛି। ଏବେ ଭୁବନେଶ୍ୱରର ୨୫ଟି UPHC ଓ UCHCରେ କୋଭିଡ୍ ଟେଷ୍ଟ ବ୍ୟବସ୍ଥା ରହିଛି।
ଭିଡ଼କୁ ନଯିବାକୁ, ସବୁ ବେଳେ ମାସ୍କ ପିନ୍ଧିବାକୁ ଲୋକଙ୍କୁ କୁହାଯାଇଛି।
ଦିନକରେ ୪୫% କରୋନା ସଂମଣ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୧୭ ହଜାର ୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।