ଗୁଜରାଟ ଦଙ୍ଗା ମାମଲାରେ ଷଡ଼ଯନ୍ତ୍ର, ତଦନ୍ତକୁ ପ୍ରଭାବିତ କରିବା, ମିଛ ଆରୋପ ଲଗାଇବା ଭଳି ଅଭିଯୋଗରେ ଗୁଜରାଟର ତତ୍କାଳୀନ ଡିଜି ପୋଲିସ୍ ଆର୍ ବି ଶ୍ରୀକୁମାରଙ୍କୁ ଗିରଫ କରାଯାଇଛି।
ଶରୀର ପାଇଁ ଶକ୍ତି ଜରୁରୀ। ଶକ୍ତି କମିଗଲେ ଶରୀର ହାଲିଆ ହୋଇପଡେ। କାମ କରିବାରେ ଇଛା ଲାଗେନି। ତେବେ ଶରୀରକୁ ଶକ୍ତି ଯୋଗାଇବା ପାଇଁ କେଉଁସବୁ ଯୋଗ କରିବା ଜରୁରୀ ଆସନ୍ତୁ ଜାଣିବା।
ଆମେ ସମସ୍ତେ ଜାଣିଛେ ମୃତ୍ୟୁ ପରେ ସବୁକିଛି ସରିଯାଏ। କିନ୍ତୁ ଆପଣ ଜାଣିଛନ୍ତି କି ମୃତ୍ୟୁ ପରେ ବି ଜଣେ ମା’ ସନ୍ତାନ ଜନ୍ମଦେଇପାରେ। ପୂରା ପଢନ୍ତୁ।
ଭାଇରାଲ ହେଉଛନ୍ତି ୯ ବର୍ଷର ବାଳକ। ଅଗ୍ନିବୀର ଉପରେ ଗୀତ ଗାଇ ଚର୍ଚ୍ଚାରେ ଅଛନ୍ତି।
ସିଲ୍କ ସ୍ମିତାଙ୍କଠୁ ନେଇ ସୁଶାନ୍ତ ସିଂ ରାଜପୁତ ଅବା ରାଇମୋହନ...ସଫଳତାର ଶୀର୍ଷରେ ଥାଇ ବି କାହିଁକି ଜୀବନ ହାରୁଛନ୍ତି ସେଲିବ୍ରିଟି...
ଆପଣ ୧୦ ସେକେଣ୍ଡ ଗୋଟିଏ ଗୋଡରେ ଠିଆ ହୋଇ ପାରୁଛନ୍ତି ତ? ଯଦି ନା, ତେବେ ଆପଣଙ୍କ ପ୍ରତି ବିପଦ ରହିଛି। ଅନ୍ୟମାନଙ୍କ ତୁଳନାରେ ଆଗାମୀ ୧୦ ବର୍ଷ ମଧ୍ୟରେ ମୃତ୍ୟୁ ହେବାର ଆଶଙ୍କା ରହିଛି।
AAI ରେ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ। ୪୦୦ ପଦବୀ ପାଇଁ AAI ଆବେଦନ ଜାରି କରିଛି। ଜାଣନ୍ତୁ କିପରି କରିବେ ଆବେଦନ।
ପୁଣି ସାମ୍ନାକୁ ଆସିଛି ଅଦନାନ୍ ସାମିଙ୍କ ନୂଆ ଫଟୋ। ଏହି ଫଟୋରେ ସେ ତାଙ୍କର ଟ୍ରାନ୍ସଫର୍ମେସନରେ ଲୋକଙ୍କୁ ପୁଣି ଥରେ ଚକିତ କରିଛନ୍ତି। ଏଥର ସେ କେବଳ ତାଙ୍କର ରୂପାନ୍ତର ନୁହେଁ ବରଂ ଗ୍ରୁମିଙ୍ଗ୍ ଉପରେ ମଧ୍ୟ ଧ୍ୟାନ ଦେଇଛନ୍ତି। ଲୋକମାନେ ତାଙ୍କର ଏହି ପରିବର୍ତ୍ତନକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି।
ଭୟଙ୍କର ରୂପରେ ଆସୁଛନ୍ତି ଶାହାରୁଖ୍। ମୁହଁରେ ରକ୍ତର ଦାଗ। ମୁଣ୍ଡରେ ଲମ୍ବା କେଶ। ବଳିଷ୍ଠ ଚେହେରା ସହ ହାତରେ ବନ୍ଧୁକ। ଏହାକୁ ଯିଏ ଦେଖିବ ସେ ତାଜୁବ୍ ହେବ।
ଆତ୍ମହତ୍ୟାର ଧମକ ଦେବା ପରେ ଡେଇଁ ପଡ଼ିଲେ
ସରକାରୀ ଖଜାନା ଉପରେ ବୋଝ ବଢ଼ୁଛି । ମାଗଣା ଯୋଜନା ଗୁଡ଼ିକୁ ବନ୍ଦ କରିବା ପାଇଁ ସରକାରଙ୍କୁ କୁହାଯାଇଛି ।
ଗୁଜୁରାଟ ଦଙ୍ଗା ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦିନ ନ୍ୟୁଜ୍ ଏଜେନ୍ସି ANIକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ଦୀର୍ଘ ଦିନ ଧରି ଲଢ଼େଇ ପରେ ସୁନା ଭଳି ସତ୍ୟ ପଦାକୁ ଆସିଛି ।
ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ରାମଗୋପାଲ ବର୍ମା କରିଛନ୍ତି ବିବାଦୀୟ ଟ୍ୱିଟ୍ । ଆଉ ଏହା ପରେ ଦେଇଛନ୍ତି ସଫେଇ ।
ଭିକ୍ଷା ମାଗି ଚଳୁଥିଲେ, ଏବେ ସେ ଶିକ୍ଷକତା କରିବେ। ଦୀର୍ଘ ୨୪ ବର୍ଷର ସଂଘର୍ଷ ପରେ ଶେଷରେ ତାଙ୍କ ଜିଦ୍ ରହିଲା। ତେବେ ଚାକିରି ଏମିତି ବୟସରେ ମିଳିଲା ଯେ, ଆଉ ମାତ୍ର ବର୍ଷେ ଦୁଇବର୍ଷ ପରେ ସେ ରିଟାୟାର୍ଡ ହେଇଯିବେ। କଥାଟା ଟିକେ ଅଡୁଆ ଲାଗୁଛି, କିନ୍ତୁ ଏ ଭିଡିଓ ଦେଖିଲେ ଆପଣ କ୍ଲିୟର ହେଇଯିବେ।
ମାୟାବତୀ ସିଧାସଳଖ ଦ୍ରୌପଦୀଙ୍କୁ ସମର୍ଥନ କରିବେ କହିଛନ୍ତି । ବିଜେପି କିମ୍ବା NDAକୁ ନୁହେଁ ଦଳର ଆଭିମୁଖ୍ୟ ପାଇଁ ସମର୍ଥନ କରୁଥିବା ଘୋଷଣା କରିଛନ୍ତି ମାୟାବତୀ ।
କୋଭୋଭ୍ୟାକ୍ସ ଟିକାକୁ ନେଇ ସୁପାରିଶ କଲା DCGIର ବୈଷୟିକ ବିଶେଷଜ୍ଞ କମିଟି । ପୁଣେ ସ୍ଥିତ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଦ୍ୱାରା ବିକଶିତ ଟିକା କୋଭୋଭ୍ୟାକ୍ସ ୭ ରୁ ୧୧ ବର୍ଷ ପିଲାଙ୍କୁ ଦିଆଯିବା ନେଇ ସୁପାରିଶ ।
କଂଗ୍ରେସ ଓ ଏନସିପି ସମର୍ଥନ କରୁଥିବା ବେଳେ ନିଜ ଦଳ ପଛରୁ ଛୁରୀମାଡ କରିଛନ୍ତି ବୋଲି ଉଦ୍ଧବ କହିଛନ୍ତି ।
ମେଡିକାଲରୁ ଡିସଚାର୍ଜ ପରେ ଜିଲ୍ଲାପାଳଙ୍କୁ ଭେଟିବ ରାହୁଲ । ରାହୁଲକୁ ସ୍ୱାଗତ ପାଇଁ ଗାଁରେ ବ୍ୟାପକ ଆୟୋଜନ ହୋଇଛି । ୧୦୮ ଘଣ୍ଟାର ଅପରେସନ ପରେ ଉଦ୍ଧାର ହୋଇଥିଲା ରାହୁଲ ।
ଏକଦା ଦେଶରେ ସବୁଠାରୁ ଚର୍ଚ୍ଚିତ ରାଷ୍ଟ୍ରପତି ନିର୍ବାଚନ ଲଢିଥିଲେ ଜଣେ ଓଡିଆ ନେତା। ଏପରିକି ତାଙ୍କୁ ଦଳ ଚାହୁଁ ନଥିଲେ ମଧ୍ୟ ସେ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଗଲେ, ଆଉ ଏହି ବିଜୟର ଏମିତି ପ୍ରଭାବ ପଡ଼ିଲା ଯେ ସେତେବେଳେ ଦେଶର ସବୁଠାରୁ ଶକ୍ତିଶାଳୀ ଦଳ ଦୁଇ ଫାଳ ହୋଇଗଲା। ବର୍ତ୍ତମାନ ନିର୍ବାଚନ ଲଢୁଥିବା ଆଉ ଜଣେ ଓଡିଆଙ୍କ ଅବସ୍ଥା ସେମିତି ନାହିଁ। ଏନ୍ଡିଏ ସହିତ ଅନ୍ୟ ଦଳଗୁଡିକ ଦ୍ରୌପଦୀଙ୍କୁ ସମର୍ଥନ କରୁଥିବାରୁ ସେ ସହଜରେ ବିଜୟଲାଭ କରିପାରନ୍ତି ବୋଲି ଆଶା ରହିଛି।
ଆଇପିଏଲ୍ର ପଞ୍ଚଦଶ ସଂସ୍କରଣ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳା ପରେ ପନ୍ତ ଓ ପାଣ୍ଡ୍ୟାଙ୍କ ମଧ୍ୟରେ କିଏ ସବୁ ଦୃଷ୍ଟିରୁ ଅଧିକ ଯୋଗ୍ୟ, ତାହାକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।
କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ପାଇଁ ମୋଦୀ ସରକାର ନୂଆ ଲେବର କୋଡ୍। ବେତନ, ପେନ୍ସନ୍ ଗ୍ରାଚ୍ୟୁଇଟି ଆଦିରେ ଆସୁଛି ପରିବର୍ତ୍ତନ। ଅଧିକ ଜାଣିବା ପାଇଁ ପଢନ୍ତୁ…
ଦଳୀୟ ନେତୃତ୍ୱ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିବା ଏକନାଥ ସିନ୍ଦେଙ୍କର ବଢିବାରେ ଲାଗିଛି ବଳ
ସ୍ତ୍ରୀକୁ କାମୁଡ଼ିଲା ସାପ : ବୋତଲରେ ସର୍ପକୁ ଧରି ହସ୍ପିଟାଲରେ ହାଜର ସ୍ୱାମୀ
ସୁବର୍ଣ୍ଣ ସୁଯୋଗ। ବିନା ପରୀକ୍ଷାରେ କୋଲ୍ ଇଣ୍ଡିଆରେ ଚାକିରି। ୧୦୫୦ଟି ପଦବୀ ପୂରଣ ହେବ। ଦରମା ୫୦ ହଜାର ଉପରେ।