ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୨ ତାରିଖ ମଙ୍ଗଳବାର, ତିଥି – ୧୩ଶୀ ପ୍ରାତଃ ୦୭/୪୬ ଗତେ ୧୪ଶୀ (କ୍ଷୟ) ରାତ୍ରି ୦୪/୦୧ ପୂର୍ଣ୍ଣିମା,ଚନ୍ଦ୍ର – ଧନୁ ଅହୋରାତ୍ର, ଘାତ ଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର, ଘାତ ବାର – ମକର ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ,୧ ପାଦ- କୃଷିହାନି- ଭୂମିଦାନ ।
ଆଜିର ଅଧରପଣା ନୀତି ସମାପ୍ତ ପରେ ଆସନ୍ତାକାଲି ନବଦିନାତ୍ମକ ଯାତ୍ରା ସାରି ନିଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି । ଅଧରପଣା ନୀତି ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରେ ଭକ୍ତଙ୍କ ଭିଡ଼ ଲାଗିଛି ।
୧୩ରେ ରାଷ୍ଟ୍ରପତି ଗୋଟାବାୟାଙ୍କ ଗାଦି ଛାଡିବା ପୂର୍ବରୁ ବଢୁଛି ଉତ୍କଣ୍ଠା । ଆନ୍ଦୋଳନକାରୀ କହିଲେ ରାଷ୍ଟ୍ରପତିଙ୍କ ଇସ୍ତଫା ପରେ ହିଁ ଘରକୁ ଯିବୁ ।
ସୂର୍ଯ୍ୟକୁମାର ଯାଦବ ଏହି ଟି -୨୦ରେ ଶତକ ହାସଲ କରିବା ପରେ, ସୋସିଆଲ ମିଡିଆରେ ଏକ ପୁରୁଣା ପୋଷ୍ଟ ଜବରଦସ୍ତ ଭାବେ ଭାଇରାଲ ହେବାରେ ଲାଗିଛି ।
କରୋନା ପଜିଟିଭ୍ ଚିହ୍ନଟ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା । ତେଣୁ ସେ ଇଡିକୁ ୪ ସପ୍ତାହର ସମୟ ମାଗିଥିଲେ । ଏହି ସମୟ ୨୨ ଜୁଲାଇରେ ଶେଷ ହେବାକୁ ଯାଉଛି ।
ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁସାରେ ଏହି ଆଇନ୍ ଦ୍ୱାରା କର୍ମଚାରୀ କାମ ଓ ବ୍ୟକ୍ତିଗତ ଜୀବନ ଭିତରେ ସନ୍ତୁଳନ ରକ୍ଷା କରିପାରିବେ ଓ ଯାତାୟାତ ସମୟ ମଧ୍ୟ ବଞ୍ଚିଯିବ
ନିଆରା ଷ୍ଟଲ୍ ଖୋଲି ଲୋକଙ୍କୁ ବାଣ୍ଟୁଛନ୍ତି ଆହାର...
ଶ୍ରୀଲଙ୍କାରେ ଲାଗି ରହିଥିବା ଅଚଳାବସ୍ଥା ମଧ୍ୟରେ ଆଜି ଦୁଇ ଦୁଇଟି ଭିନ୍ନ ଘଟଣା ଘଟିଛି । ପ୍ରଥମତଃ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ରାଜି ହେବା ସହ ଏନେଇ ଘୋଷଣା କରିଛନ୍ତି ଗୋଟାବାୟା ରାଜପାକ୍ସେ। ଏହାର କିଛି ସମୟ ମଧ୍ୟରେ ହିଁ ଶ୍ରୀଲଙ୍କା ସରକାରର ସମସ୍ତ ମନ୍ତ୍ରୀ ଆଜି ସାମୁହିକ ଇସ୍ତଫା ଦେଇଛନ୍ତି। ଶ୍ରୀଲଙ୍କାକୁ ଶାସନ କରିବେ ବିରୋଧୀ !
ନକଲି କ୍ରିକେଟ ଲିଗ୍, ପଡ଼ିଆ, କ୍ରିକେଟର, କମେଣ୍ଟେଟର ଓ ଅମ୍ପାୟାର...ସବୁକିଛି ଏଠି ନକଲି। ହେଲେ ଏଥିପାଇଁ ଚାଲିଥିବା ବେଟିଂ କିନ୍ତୁ ଥିଲା ଅସଲି।
ଦିଲ୍ଲୀର ନୂତନ ସଂସଦ ଭବନ ଉପରେ ୬.୫ ମିଟର ଲମ୍ବର ଅଶୋକ ସ୍ତମ୍ଭ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଗୁଜୁରାଟ ଓ ମହାରାଷ୍ଟ୍ରରେ ସ୍ଥିତି ବେହାଲ, କେଉଁଠି ଘର ଦ୍ୱାର ବୁଡ଼ିଛି ତ କେଉଁଠି ମନ୍ଦିର
ଟାର୍ଗେଟରେ ଥିଲା ଗାଁ ବାହାରେ ଥିବା ମନ୍ଦିର
ନିଆରା ଢ଼ଙ୍ଗରେ ବକ୍ରିଇଦ୍ ପର୍ବ ପାଳନ କରି ଚର୍ଚ୍ଚାରେ ଉତ୍ତରପ୍ରଦେଶର ଏକ ପରିବାର ।
୨୦୧୭ର ଏକ କୋର୍ଟ ଅବମାନନା ମାମଲାରେ ସୁପ୍ରିମକୋର୍ଟଙ୍କ ଦଣ୍ଡାଦେଶ । ପଳାତକ ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ୍ ଦଣ୍ଡ ଶୁଣାଇଲେ ସୁପ୍ରିମକୋର୍ଟ ।
ଆଜି ମାଦ୍ରାସ ହାଇକୋର୍ଟ ଏଆଇଏଡିଏମକେର ଜେନେରାଲ କାଉନସିଲ୍ ବୈଠକ ପାଇଁ ସବୁଜ ସଙ୍କେତ ଦେବା ପରେ ପନିରସେଲଭମ୍ ଗୋଷ୍ଠୀ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।
ମହାରାଷ୍ଟ୍ର ପରେ ଗୋଆରେ ଏବେ ରାଜନୈତିକ ସଙ୍କଟ ଦେଖାଦେଇଛି। ଗୋଆରେ କଂଗ୍ରେସ ସଙ୍କଟର ସମ୍ମୁଖୀନ ହୋଇଛି। ୧୧ ବିଧାୟକଙ୍କ ମଧ୍ୟରୁ ୫ ଜଣ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି।
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ ପକ୍ଷରୁ JEE (ମେନ୍) ସେସନ୍-୧ ରେଜଲ୍ଟ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ସେମାନଙ୍କ ସ୍କୋର କାର୍ଡ jeemain.nta.nic.inରୁ ଡାଉନଲୋଡ୍ କରିପାରିବେ।
ତେବେ ପ୍ରଶ୍ନ ଉଠୁଛି ତା ପରେ କଣ ହେବ । ଶ୍ରୀଲଙ୍କାରେ କିଏ ଗଢ଼ିବ ନୂଆ ସରକାର? କିଏ ହେବ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ? ନା ଜାରି ରହିବ ଅରାଜକତା?
ସର୍ଚ୍ଚ ଅପରେସନ ଶେଷ ପରେ ଯାତ୍ରା ପୁନଃ ଆରମ୍ଭ ଲାଗି ରାସ୍ତା ମରାମତିରେ ବ୍ୟସ୍ତ ସେନା ଓ ଅର୍ଦ୍ଧସାମରିକ ବାହିନୀ
ଥଳକୂଳ ନପାଇ ମନସ୍ତତ୍ୱବିତଙ୍କ ସହଯୋଗ ନେଲା ତଦନ୍ତକାରୀ ଟିମ୍