• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Economic Crisis

Pakistan economic crisis
ପାକିସ୍ତାନକୁ ଶନିଦଶା : ଅଙ୍ଗୁର ୭ଶହ, କମଳା ୫ଶହ

ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ, କଦଳୀ ଡଜନ ପିଛା ୩୦୦ ଟଙ୍କା, ସେଓ କିଲୋ ପ୍ରତି ୫୦୦ ଟଙ୍କା, କମଳା ୫୫୦ ଟଙ୍କା କିଲୋଗ୍ରାମ ରହିଥିବା ବେଳେ ଅଙ୍ଗୁର ୭୦୦ ଟଙ୍କା ଓ ତରଭୁଜ କିଲୋ ୬୫୦ ଟଙ୍କା ରହିଛି । ସେହିପରି ନଡ଼ିଆ ଦର ୩୫୦ ଉପରେ ଥିଲା ବେଳେ ପଇଡ଼ ଦର ୩୦୦ ଟଙ୍କା ରହିଛି । ତେବେ ରମଜାନ ମାସରେ ଏତେ ମାତ୍ରାରେ ଫଳ ଦର ରହିଥିବାରୁ ଖାଉଟିଙ୍କ ମଧ୍ୟରେ ବଢିଛି ଚିନ୍ତା ।

Pakistan Grocery hike
ପାକ୍‌ରେ ଭୋକରେ ଲୋକ...ଅଟା କିଲୋ ୧୨୫

ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ କରାଚିରେ ବର୍ତ୍ତମାନ ସମୟରେ ଅଟା କିଲୋର ଦାମ୍‌ ୧୨୫ ଟଙ୍କା ରହିଛି। ଯାହାକି ଇସଲାମବାଦ ଓ ପଞ୍ଜାବ ପ୍ରଦେଶ ତୁଳନାରେ ପାଖାପାଖି ୧୦୦ ପ୍ରତିଶତ ଅଧିକ।

Special story
ଶେହବାଜ ସରିଫ ଏବଂ ଇମ୍ରାନ ଖାନଙ୍କ ମଧ୍ୟରେ ବାକ୍ ଯୁଦ୍ଧ : ଅର୍ଥନୀତି ପତନକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଆଇନ ଆଖିରେ ଧୁଳି ଦେଇ ପ୍ରଧାନମନ୍ତ୍ରୀ ସରିଫ୍ ଜାତୀୟ ସମ୍ପତ୍ତିକୁ ବିକ୍ରି ଓ ବନ୍ଧା ପକାଇବାକୁ ଯାଉଥିବା ସିରିଜ ଅଫ୍ ଟୁଇଟରେ ଉଲ୍ଲେଖ କରିଛନ୍ତି

Dinesh Gunawardena
ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହେଲେ ଦିନେଶ ଗୁଣଓ୍ୱାର୍ଦ୍ଧନେ

ଏପ୍ରିଲରେ ସେ ଗୋଟାବାୟାଙ୍କ ଦ୍ୱାରା ଗୃହମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେଙ୍କର ସେ ଜଣେ ବିଶ୍ୱସ୍ତ ନେତା ଭାବେ ପରିଚିତ ।

Special story
ଶ୍ରୀଲଙ୍କାରେ ହଠାତ୍‌ ବଢ଼ିଲା ସାଇକେଲର ଚାହିଦା, କାରଣ କହିଲେ ସାଧାରଣ ଲୋକ

ପେଟ୍ରୋଲ କି ଡିଜେଲ୍‌ ମିଳୁନି, ସାଇକେଲ ଆଡ଼କୁ ଢ଼ଳୁଛନ୍ତି ଶ୍ରୀଲଙ୍କାବାସୀ ।

Sri Lanka
ଶ୍ରୀଲଙ୍କାକୁ ସଂକଟରୁ ମୁକୁଳାଇ ପାରିବ କି ମଧ୍ୟବର୍ତ୍ତିକାଳୀନ ସରକାର ?

୧୩ରେ ରାଷ୍ଟ୍ରପତି ଗୋଟାବାୟାଙ୍କ ଗାଦି ଛାଡିବା ପୂର୍ବରୁ ବଢୁଛି ଉତ୍କଣ୍ଠା । ଆନ୍ଦୋଳନକାରୀ କହିଲେ ରାଷ୍ଟ୍ରପତିଙ୍କ ଇସ୍ତଫା ପରେ ହିଁ ଘରକୁ ଯିବୁ ।

Sri Lanka Govt Faces Economic Crisis
ଘୋର ଆର୍ଥିକ ସଙ୍କଟ: ସ୍କୁଲ୍‌ ବନ୍ଦ ପାଇଁ ନିଷ୍ପତ୍ତି, ୱାର୍କ ଫର୍ମ ହୋମ୍‌ ପାଇଁ ପରାମର୍ଶ

ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ମଧ୍ୟରେ ସରକାର ବଦଳି ଯାଇଛନ୍ତି ସତ, ହେଲେ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଏବେ ସ୍କୁଲ୍‌ ବନ୍ଦ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି।

Sri Lanka
ଶ୍ରୀଲଙ୍କାରେ ତେଲଦରରେ ନିଆଁ : ପେଟ୍ରୋଲ୍ ଲିଟର ୪୨୦କୁ ଡିଜେଲ୍ ୪୦୦ ଟଙ୍କା

ଗତ ୧୬ ତାରିଖରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ଦେଶରେ ପେଟ୍ରୋଲ ସଂକଟ ଦେଖା ଦେଇପାରେ ବୋଲି ଚେତାଇ ଦେଇଥିଲେ ।

Gotabaya Rajapaksa
ଗୋଟାବାୟାଙ୍କ ବଡ଼ ବାର୍ତ୍ତା, ଖୁବ୍‌ଶୀଘ୍ର ଦେଶରେ ନୂଆ ପ୍ରଧାନମନ୍ତ୍ରୀ

ସମ୍ବିଧାନ ସଂଶୋଧନ କରି ସଂସଦକୁ ଅଧିକ ଶକ୍ତିଶାଳୀ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଗୋଟାବାୟା । ଘୋର ଆର୍ଥିକ ସଂକଟ ପାଇଁ ସାରା ଦେଶରେ ଲାଗି ରହିଛି ହିଂସାକାଣ୍ଡ ।

Srilanka Crisis
ଶ୍ରୀଲଙ୍କାରେ ଭୟଙ୍କର ହିଂସା: ଶାସକ ଦଳର ସାଂସଦ ଅତୁକୋରାଲା ମୃତ

ଦେଶରେ ଜରୁରୀ ପରିସ୍ଥିତି ଓ କର୍ଫ୍ୟୁ ସତ୍ତ୍ୱେ ପରିସ୍ଥିତି ଅଣାୟତ୍ତ ହେଉଥିବାରୁ ଚିନ୍ତା ବଢ଼ିଛି।

Sri Lankan
ଦୋଷ ସ୍ୱୀକାର କଲେ ଶ୍ରୀଲଙ୍କା ସରକାର : ଭୁଲ ନିଷ୍ପତ୍ତି ଯୋଗୁଁ ପରିଣାମ ଭୋଗୁଛନ୍ତି ଜନତା

ଶ୍ରୀଲଙ୍କାର ଋଣ ଭାର ରହିଛି ୨୫ ବିଲିୟନ ଡଲାର । ସେଥିରୁ ୭ ବିଲିୟନ୍ ଡଲାର ଚଳିତ ବର୍ଷ ଶେଷ ସୁଦ୍ଧା ସୁଝିବାକୁ ପଡିବ । ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ ପାଇଁ ନାକେଦମ ହୋଇପଡୁଛନ୍ତି

economic crisis in Sri Lanka
ହାତ ଟେକିଦେଲା ଶ୍ରୀଲଙ୍କା ! ଋଣ ଶୁଝିପାରିବନି ବୋଲି କହିଲା କଲମ୍ବୋ

ଶ୍ରୀଲଙ୍କା ବାହ୍ୟ ଋଣ ଶୁଝିପାରିବେନି ବୋଲି ସିଧାସଳଖ ଘୋଷଣା କରିଦେଇଛି କଲମ୍ବୋ ।

SRILANKA
ଖାଇବା ଆଗ, ସୁନା ପଛ : ଦାନା ମୁଠେ ପାଇଁ ଗହଣା ବିକୁଛନ୍ତି ଶ୍ରୀଲଙ୍କା ଲୋକ

ସୁନା ଗହଣା ଥିଲେ କଣ ହେବ? ତାକୁ ଦେଖିଲେ କଣ ପେଟ ପୂରିବ? ଏମିତି କହି ନିଜର ପିନ୍ଧା ସୁନା ଗହଣା ବିକି ଦେଉଛନ୍ତି ଶ୍ରୀଲଙ୍କା ଲୋକେ। କାରଣ ଏଠି ବଂଚିବା କଷ୍ଟକର ହୋଇ ପଡିଛି। ପେଟ ପାଇଁ ସୁନା ବିକି ଦେଉଛନ୍ତି ଏଠାକାର ଲୋକେ...

Sanath Jayasuriya
ସଙ୍କଟ ସମୟରେ ସାହା ହୋଇଥିବାରୁ ଭାରତକୁ ‍ବଡ଼ ଭାଇ କହିବା ସହ ପ୍ରଶଂସା କଲେ ସନଥ ଜୟସୁରିୟା

ଭାରତକୁ କୃତଜ୍ଞତା ଜଣାଇଲେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର । ଭାରତକୁ ବଡ଼ ଭାଇର ଆଖ୍ୟା ଦେଇଛନ୍ତି ସନଥ ଜୟସୁରିୟା। ଏଥିସହ ଭାରତ ସମେତ ସବୁ ପଡ଼ୋଶୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି।

Sri Lanka
ଶ୍ରୀଲଙ୍କାରେ ଆକାଶଛୁଆଁ ଦର : ସେଓ କିଲୋ ହଜାରେ, ନାସପାତି କେଜି ୧୫ଶହ

ଶ୍ରୀଲଙ୍କା ପରିବା ବଜାରର ଅବସ୍ଥା କହିଲେ ନସରେ । ଦୋକାନରେ ଫଳ ଓ ପନିପରିବା ତ ଅଛି, ହେଲେ କିଣିବାକୁ ଗ୍ରାହକ ନାହାନ୍ତି । କାଁ ଭାଁ ଲୋକ ଦରଦାମ୍ ପଚାରିବାକୁ ଆସୁଛନ୍ତି ।

Gotabaya Rajapaksa
ସଂକଟରେ ରାଜପକ୍ସାଙ୍କ ଆସନ : ରାଜରାସ୍ତାରେ... ସଂସଦ ବାହାରେ... ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଆନ୍ଦୋଳନ

କ’ଣ ହେବ ଶ୍ରୀଲଙ୍କାବାସୀଙ୍କ ଭବିଷ୍ୟତ ? ଉଗ୍ର ଜନ ଆନ୍ଦୋଳନ, ବିରୋଧୀଙ୍କ ଚାପ ଓ ଦେଶର ଧରାଶାୟୀ ଅର୍ଥନୀତି ଭିତରେ ଶ୍ରୀଲଙ୍କାର କ୍ଷମତାସୀନ ରାଜପକ୍ସା ସରକାର ପାଇଁ ବଢ଼ିଛି ଆଉ ଏକ ଅଡ଼ୁଆ

Sri Lanka Economic Crisis
ଶ୍ରୀଲଙ୍କାରେ ଉତ୍କଟ ଅର୍ଥନୈତିକ ଓ ରାଜନୈତିକ ସଂକଟ : ଚରମସୀମାରେ ସରକାର ବିରୋଧୀ ଜନଆନ୍ଦୋଳନ

ଆନ୍ଦୋଳନକାରୀଙ୍କୁ ଦମନ ଲାଗି ପୋଲିସ ଓ ସେନାର ସହାୟତା ନେଇଥିଲେ ରାଷ୍ଟ୍ରପତି ରାଜପକ୍ସା । ଦେଶରେ ଜରୁରୀ ପରିସ୍ଥିତି ପରେ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଇଥିଲେ ରାଷ୍ଟ୍ରପତି।

Sri Lanka: 26 Ministers including PM's son step down from cabinet amid economic crisis ...  Read mor
ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ; ମନ୍ତ୍ରିମଣ୍ଡଳରୁ ୨୬ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମୁହ ଇସ୍ତଫା

ଗୁରୁତର ଆର୍ଥିକ ଦୁରବସ୍ଥା ଭିତରେ ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସାଙ୍କ ମନ୍ତ୍ରିମଣ୍ଡଳରୁ ସମସ୍ତ ୨୬ କ୍ୟାବିନେଟ୍ ମନ୍ତ୍ରୀ ସମୁହ ଇସ୍ତଫା ଦେଇଛନ୍ତି ।

srilanka
ଚୀନର ଋଣଯନ୍ତାରେ ଛଟପଟ ଶ୍ରୀଲଙ୍କା : ଦେବାଳିଆ ଦ୍ୱୀପରାଷ୍ଟ୍ରର ଅର୍ଥନୀତି, ଭାରତକୁ ମାଗିଲା ଆଉ ଶହେ କୋଟି ଡଲାରର ସହାୟତା

ଚାଉଳ ନାହିଁ, ଗହମ ନାହିଁ, କାଗଜ ନାହିଁ । ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ବି ନାହିଁ । ଯେଉଁଠି ଦେଖିବ ଅତ୍ୟାବଶକ ସାମଗ୍ରୀ କିଣିବା ଲାଗି ଲୋକଙ୍କ ଲମ୍ବା ଲାଇନ୍। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏସବୁର ଆମଦାନୀ ଲାଗି ଶ୍ରୀଲଙ୍କା ସରକାର ପାଖରେ ଟଙ୍କା ବି ନାହିଁ

South asia food and drink prices skyrocket in sri lanka rs 200 kg potato green chilli cost rs 710 pe
ଆକାଶଛୁଆଁ ପରିବା ଦର, ଆଳୁ ରେଟ୍‌ ୨ ଶହ ତ କଞ୍ଚାଲଙ୍କା ରେଟ୍‌ ୭ ଶହ

ହଜାରେ ମୁହାଁ ପରିବା ଦର । ଏମିତିକି ବଜାରରେ କଞ୍ଚା ଲଙ୍କା କିଲୋ ପ୍ରତି ୭୧୦ ଟଙ୍କା ରହିଥିବାବେଳ ବିନ୍ସ କିଲୋ ପିଛା ୩୨୦ ଟଙ୍କା, ଗାଜର ୨୦୦ ଟଙ୍କା, କଞ୍ଚା କଦଳୀ ୧୨୦ ଟଙ୍କା, ଭେଣ୍ଡି ୨୦୦ ଓ ବିଲାତି ୨୦୦ ଟଙ୍କାରେ ବିକ୍ରି ହେଉଛି ।

Pakistan in deep economic crisis.
ପାକିସ୍ତାନରେ ଆର୍ଥିକ ସଙ୍କଟ, ଚିନ୍ତାରେ ଇମ୍ରାନ ଖାନ୍‌

କାଙ୍ଗାଳ ହୋଇଗଲାଣି ପାକିସ୍ତାନ । ପାକିସ୍ତାନରେ ଧିରେ ­­ଧିରେ ଅର୍ଥ ଅଭାବର ସଙ୍କଟ ଦେଖିବାକୁ ମିଳିଛି । ଦେଶର ଏଭଳି ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏବେ ଚିନ୍ତାରେ ପଡିଛନ୍ତି ।