• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Motor Vehicles

vehicle
Vehicle: ପାଖରେ ଅଛି କି ୨୦ ବର୍ଷର ପୁରୁଣା ଗାଡ଼ି? ଗଣିବେ ଅଧିକ ତଣ୍ଡ

BS-II ନିର୍ଗମନ ନିୟମ ପୂର୍ବର ପୁରୁଣା ଗାଡ଼ି ରେଜିଷ୍ଟ୍ରେସନ ନବୀକରଣକୁ ନିରୁତ୍ସାହିତ କରିବାକୁ ପରିବହନ ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଇଥିବା କୁହାଯାଉଛି।

ଗାଡ଼ିକୁ ଦେଖିଲେ କାହିଁକି ଗୋଡ଼ାନ୍ତି କୁକୁର
Why Dogs Chase Vehicles: କାର୍, ବାଇକ୍ ପଛରେ କାହିଁକି ଦୌଡ଼ନ୍ତି କୁକୁର ? କ’ଣ ରହିଛି ଏହା ପଛର କାରଣ ?

କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।

Vehicles
ରାଜ୍ୟ ପରିବହନ ମନ୍ତ୍ରୀଙ୍କ ବଡ଼ ସୂଚନା: ଜବତ ହେବ ଫିଟନେସ୍ ନଥିବା ଗାଡ଼ି...

ସଡ଼କ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ ପାଇଁ ପରିବହନ ମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ କହିଛନ୍ତି, ବିନା ଫିଟନେସରେ ଚାଲୁଥିବା ଗାଡ଼ି ଗୁଡ଼ିକୁ କେବଳ ଜରିମାନା ନୁହେଁ, ଆଇନ ଅନୁଯାୟୀ ଜବତ କରାଯିବା ସହ ମାମଲା ରୁଜୁ କରାଯିବ।

Vehicle Tyre
ସାବଧାନ!! ଗାଡ଼ିର ଟାୟାର ଅବସ୍ଥା ଭଲ ନଥିଲେ, ଗଣିବେ ଜୋରିମାନା..

ଗାଡ଼ି ଟାୟାର ଅବସ୍ଥା ଠିକ୍‌ ନଥିଲେ ଏଣିକି ଗଣିବେ ମୋଟା ଅଙ୍କର ଫାଇନ୍‌ । ତେବେ ଜାଣନ୍ତୁ କେଉଁଠି ଲାଗୁ ହୋଇଛି ଏହି ନିୟମ..

Vehicle Runs Over 4 Farmers In UP’s Lakhimpur Kheri, DM Requests Not To Politicise Incident
କୃଷକଙ୍କୁ ଗାଡ଼ି ମଡ଼େଇ ହତ୍ୟା

ଆନ୍ଦୋଳନରତ କୃଷକଙ୍କ ଉପରେ ଏସ୍ୟୁଭି ମଡ଼ାଇ ହତ୍ୟା ଅଭିଯୋଗକୁ ନେଇ ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ ଉତ୍ତେଜନା ଦେଖାଦେଇଛି । ପରିସ୍ଥିତିକୁ ଦେଖି ସେଠାରେ ଅନେକ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି । ଦେଖନ୍ତୁ ଖବର।