କକପିଟ୍ ଭଏସ୍ ରେକର୍ଡର ବ୍ଲାକବକ୍ସ ମିଳିଥିବା ତଦନ୍ତକାରୀ ଟିମ୍ ସ୍ପଷ୍ଟ କରିଛନ୍ତି।ଏଥିରୁ ଜଣାପଡ଼ିବ ଦୁର୍ଘଟଣା ପଛର ସମ୍ଭାବ୍ୟ କାରଣ। ବିମାନ ଦୁର୍ଘଟଣାର କାରଣ ଖୋଜିବାକୁ ୩ ମାସ ଡେଡଲାଇନ୍ ଦିଆଯାଇଛି ।
ଗତକାଲି ବିଜୟ ରୂପାଣିଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଡିଏନଏ ଟେଷ୍ଟ ମାଧ୍ୟମରେ ତାଙ୍କ ମୃତଦେହ ଚିହ୍ନଟ କରାଯାଇଛି ।ପତ୍ନୀ ଏବଂ ଝିଅକୁ ଦେଖା କରିବା ପାଇଁ ଲଣ୍ଡନ ଯାଉଥିଲେ ।
ବିଜୟ ରୂପାନୀଙ୍କ ଜୀବନ ନେଇଗଲା ଲକି ନମ୍ୱର। ଶୁଭ ଭାବୁଥିବା ନମ୍ୱର ନେଇଗଲା ତାଙ୍କ ଜୀବନ। ଲକି ନମ୍ୱର ଥିଲା ୧୨୦୬ ଆଉ ୧୨-୦୬ରେ ହିଁ ଚାଲିଗଲା ପ୍ରାଣ ।
ଲଗାତାର ଦ୍ବିତୀୟ ଦିନରେ ବୋଇଂର ଶେୟାର ପ୍ରାଇସ ହ୍ରାସ ପାଇଛି। ପ୍ରଥମ ଦିନରେ ଅର୍ଥାତ ଗୁରୁବାର ଦୁର୍ଘଟଣା ପରେ ପରେ ଆମେରିକୀୟ ଷ୍ଟକ ମାର୍କେଟ ଖୋଲିଥିଲା। ତେବେ ବୋଇଂର ଶେୟାର ପ୍ରାଇସ ହ୍ରାସ ପାଇଥିଲା। ପ୍ରଥମ ଦିନର ମାର୍କେଟ ବନ୍ଦ ହେବା ବେଳକୁ ଏହି ଶେୟାର ମୂଲ୍ୟ ୧୯୬.୫୦ ଡଲାରରେ ପହଞ୍ଚିଥିଲା।
ଗୁଜରାଟ ଅହମ୍ମଦାବାଦ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା । ଦୁର୍ଘଟଣା ପରେ ଜଳିଗଲା ବିମାନ । ବିମାନରେ ୧୦୦ରୁ ଅଧିକ ଯାତ୍ରୀ ଥିଲେ ।
ଆଜି ଗୁଜରାଟର ଅହମ୍ମଦାବାଦରେ ଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲର ୧୮ ତମ ସଂସ୍କରଣ ଅନୁଷ୍ଠିତ ହେବ । ଏଥିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବ ।
ପ୍ରଥମେ ଗୁଜରାଟର ଜନତା ମୋତେ ଆଶୀର୍ବାଦ କରିଥିଲେ, ଏହା ପରେ ସାରା ଦେଶର କୋଟି କୋଟି ଲୋକ ମୋତେ ଆଶୀର୍ବାଦ କରିଥିଲେ ବୋଲି ଜନସଭାରେ କହିଛନ୍ତି ପିଏମ ମୋଦି ।
ଯୁଆଡ଼େ ଚାହିଁବେ ସିଆଡ଼େ ଖାଲି ଧୂଆଁମୟ ପରିବେଶ । ଆଖି ପିଛୁଳାକେ ଚାଲିଗଲା ୧୭ ଜଣଙ୍କ ଜୀବନ। ସବୁ ଜଳି ପୋଡ଼ି ପାଉଁଶ ହୋଇଗଲା।
ପ୍ରେମିକା ତଥା ପର ସ୍ତ୍ରୀକୁ ଘରୁ ଭଗେଇ ନେଲା, ମର୍ଡର କରି କୂଅରେ ଫୋପାଡିଲା। ଫ୍ରୀ କଲ ଆପରେ ପୋଲିସକୁ ଭୂଆଁ ବୁଲାଇଲା। ଆଉ ଏବେ ।
ତୀର୍ଥଯାତ୍ରୀମାନେ ମହାରାଷ୍ଟ୍ରର ତ୍ରିମ୍ବକେଶ୍ୱରରୁ ଗୁଜରାଟର ଦ୍ୱାରିକା ଅଭିମୁଖେ ଯାଉଥିଲେ। ସାପୁତାରା ହିଲ୍ ଷ୍ଟେସନ ନିକଟରେ ବସ୍ଟି ଭାରସାମ୍ୟ ହରାଇ ଖାଲକୁ ଖସି ପଡ଼ିଥିଲା।
ବିଚ୍ ରାସ୍ତାରେ ଲୁହା ରଡ୍ରେ ପିଟିଲେ । ବାରମ୍ବାର ଭୁସି ଚାଲିଲେ ଛୁରି । ଏତିକିରେ ମନ ବୁଝିଲାନି । ପେଟ ଚିରି ଅନ୍ତପୁଟା ବାହାର କରି ଖଣ୍ଡ ଖଣ୍ଡ କରି କାଟି ପକାଇଲେ। ମା’ର ପ୍ରେମ ସମ୍ପର୍କକୁ ବରଦାସ୍ତ କରି ନ ପାରି ଏପରି ଜହ୍ଲାଦ ପାଲଟି ଗଲେ ଦୁଇ ପୁଅ।
HMPV ମୁଖ୍ୟତଃ ବୟସ୍କ ଏବଂ ଶିଶୁମାନଙ୍କୁ ପ୍ରଭାବିତ କରେ। ବୟସ୍କ ଲୋକଙ୍କଠାରେ ଲକ୍ଷଣଗୁଡ଼ିକ ସାମାନ୍ୟରୁ ଗୁରୁତର ପର୍ଯ୍ୟନ୍ତ ହୋଇଥାଏ ଏବଂ ସଂକ୍ରମିତ ବ୍ୟକ୍ତିମାନେ ସାଧାରଣତଃ କାଶ, ନାକ ବନ୍ଦ, ନାକରୁ ପାଣି ବୋହିବା, ଗଳା ଯନ୍ତ୍ରଣା ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି। ଜ୍ୱର ଏବଂ ଥକ୍କାପଣ ମଧ୍ୟ ହୋଇପାରେ।
ପଲିଟାନାକୁ ଅନୁସରଣ କରି ଗୁଜୁରାଟର ରାଜକୋଟ, ଭଦୋଦରା, ଜୁନାଗଡ ଏବଂ ଅହମ୍ମଦାବାଦ ଭଳି ଅନ୍ୟାନ୍ୟ ସହରରେ ମଧ୍ୟ ସମାନ ନିୟମ ପ୍ରଣୟନ ହୋଇଛି। ରାଜକୋଟରେ କର୍ତ୍ତୃପକ୍ଷ ଆମିଷ ଖାଦ୍ୟ ପ୍ରସ୍ତୁତି ଏବଂ ସର୍ବସାଧାରଣ ସ୍ଥାନରେ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
ଭାରତରେ ମଧ୍ୟବିତ୍ତ ଶ୍ରେଣୀ ପାଇଁ ଏକ କାର ହେଉଛି ଏକ ସ୍ୱପ୍ନ, ଯାହା ପୂରଣ କରିବାରେ ଥାଏ ଭାବପ୍ରବଣତା । ଭବିଷ୍ୟତରେ ଜଣେ ବ୍ୟକ୍ତି ଯେତେ ଧନୀ ହୁଅନ୍ତୁ ନା କାହିଁକି, ପ୍ରଥମ କାର୍ ତାଙ୍କ ପାଇଁ ସବୁଠାରୁ ସ୍ୱତନ୍ତ୍ର।
ଗଣତନ୍ତ୍ରର ମହାନ ପର୍ବରେ ଭୋଟରଙ୍କୁ ସଚେତନ କରିବା ପାଇଁ ଯୁବପିଢୀ ଏବେ ନିଆରା ଉପାୟ ଆପଣାଇଛନ୍ତି। ନିଜ ଶରୀରରେ ଟାଟୁ କରି ସଚେତନ କରୁଛନ୍ତି। ଚାଲନ୍ତୁ ଦେଖିବା ଭଦୋଦରାରୁ ଏକ ରିପୋର୍ଟ
ବୈଜ୍ଞାନିକମାନେ କଚ୍ଚର ପାନନ୍ଦ୍ରାଓ ଲିଗ୍ନାଇଟ୍ ଖଣିରୁ ‘ବାସୁକି ନାଗ’ର ମେରୁଦଣ୍ଡର ୨୭ଟି ଅଂଶ ଉଦ୍ଧାର କରିଛନ୍ତି । ତେବେ ଏହି ସାପର ବୈଜ୍ଞାନିକ ନାମ ହେଉଛି ବାସୁକି ଇଣ୍ଡିକସ୍ ।
ଦୀର୍ଘ ବର୍ଷ ହେଲା କୌଣସି ପତ୍ତା ନ ମିଳିବାରୁ ପରିବାର ଲୋକେ ଶୁଦ୍ଧିକ୍ରିୟା ବି ସାରି ଦେଇଥିଲେ। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ୨୫ ବର୍ଷ ପରେ ଘରକୁ ଫେରିଛନ୍ତି ଜଣେ ବୃଦ୍ଧ।
ଖେଳୁଥିବା ସମୟରେ ଶିଶୁଟି ବୋରୱେଲରେ ଖସିପଡ଼ିଛି। ଶିଶୁଟିକୁ ସୁରକ୍ଷିତ ଉଦ୍ଧାର କରିବାକୁ ଯୁଦ୍ଧାକାଳୀନ ଭିତ୍ତିରେ ପ୍ରୟାସ କରାଯାଉଛି ।
୪ ହଜାର ବ୍ୟକ୍ତି ଗୋଟିଏ ସାଙ୍ଗରେ ୧୦୮ଟି ସ୍ଥାନରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରିଛନ୍ତି ।
ଗୁଜରାଟ୍ ପର୍ଯ୍ୟଟନ ବିଭାଗ ଆରମ୍ଭ କରିବ ଯୋଜନା । ୨୦୨୪ ଦୀପାବଳୀ ଠାରୁ ବୁଡାଜାହାଜ ସେବା ଆରମ୍ଭ ଲକ୍ଷ୍ୟ ।
ଆହିର ସମାଜର ମହିଳାମାନେ ମହାରାସରେ ଗରବା କରିବା ସହ ରାସର ସ୍ୱରୂପ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ନିଜକୁ ସମର୍ପଣ କରିଥିଲେ। ଭଗବାନ ଶ୍ରୀକୃଷଙ୍କର ଗୋପିଙ୍କ ସହ ବ୍ରଜ ରାସ ସାରା ବିଶ୍ୱର ପରିଚିତ।
ଆକ୍ରମଣରେ ଜାହାଜଟିରେ ଆଂଶିକ ଭାବେ ନିଆଁ ଲାଗିଯାଇଥିଲା । ହେଲେ ପରେ ଏହାକୁ ଆୟତ୍ତ କରାଯାଇଛି । ଡ୍ରୋନ ଆକ୍ରମଣରେ କ୍ଷତିଗ୍ରସ୍ତ ଜାହାଜ ହେଉଛି ଏମଭି ଚେମ୍ ପ୍ଲଟୋ ।
ସବୁଠୁ ବଡ଼ କଥା ହେଉଛି, ବିଶ୍ୱର ବୃହତ୍ତମ ଅଫିସ୍ ବିଲ୍ଡିଂ ଭାବେ ଏବେ ଯାଏଁ ଆମେରିକାର ସେନା ମୁଖ୍ୟାଳୟ ପେଣ୍ଟାଗନ୍ ପରିଚିତ ଥିବା ବେଳେ, ୬୭ ଲକ୍ଷ ବର୍ଗ ଫୁଟ୍ ଫ୍ଲୋର ସ୍ପେଶ୍ ସହ ଏହି ୮୦ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି ସୁରତ ଡାଇମଣ୍ଡ ବୋର୍ସ।
ଆମେରିକାର ସେନା ମୁଖ୍ୟାଳୟ ପେଣ୍ଟାଗନ ଠାରୁ ମଧ୍ୟ ବିଶାଳ । ୩୫ ଏକରରେ ନିର୍ମିତ, ୪ହଜାର ୭ଶହରୁ ଅଧିକ ଅଫିସ୍ ।
ମନିଷ ସୋଲାଙ୍କି ନାମକ ଜଣେ ବ୍ୟବସାୟୀ ନିଜ ବାପା, ମା’, ପତ୍ନୀ ଓ ୩ ପିଲାଙ୍କୁ ବିଷ ଦେଇ ମାରିବା ପରେ ନିଜେ ଝୁଲି ଆତ୍ମହତ୍ୟା କରିଥିବା କୁହାଯାଉଛି ।