• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Srilanka Crisis

Sri Lanka economic crisis 6 million people suffering from food shortage
ଶ୍ରୀଲଙ୍କା ସଂକଟ; କିଏ ଖାଦ୍ୟ ଛାଡିଲେଣି ତ କିଏ କମେଇଲେଣି

ଶ୍ରୀଲଙ୍କାରେ ଦେଖାଦେଇଛି ଖାଦ୍ୟ ସଂକଟ। ଲୋକେ ଏବେ ନିଜର ଖାଦ୍ୟର ପରିମାଣକୁ କମେଇ ଦେଲେଣି। ଅନେକ ଲୋକ ନିଜ ପିଲାମାନଙ୍କୁ ଖାଇବାକୁ ଦେବା ନେଇ ନିଜେ ଖାଇବା ମଧ୍ୟ ଛାଡି ଦେଲେଣି।

Srilanka Crisis
କିଏ ଜଳେଇଲା ଲଙ୍କାକୁ ? ଶ୍ରୀଲଙ୍କା ପରେ କାହା ପାଳି ?

କେମିତି ହେବ ଶ୍ରୀଲଙ୍କାର ଉଦ୍ଧାର? କଣ ବିକ୍ରମସିଙ୍ଘେ ଶ୍ରୀଲଙ୍କାକୁ ଦେଇପାରିବେ ନୂଆ ଜୀବନଦାନ? ଶ୍ରୀଲଙ୍କା ପରେ କିଏ ଭୋଗିବ ସମଦଶା; ପାକିସ୍ତାନ, ନେପାଳ ନା ଭାରତ ?

Sri Lanka crisis: Gotabaya Rajapaksa leaves Maldives for Singapore
ଶରଣ ସନ୍ଧାନରେ ଗୋଟାବାୟା: ମାଳଦ୍ୱୀପ ଓ ସିଙ୍ଗାପୁର ପରେ ଏବେ ସାଉଦିରବ ପଳାଇଯିବା ଚର୍ଚ୍ଚା

ଦେଶକୁ ଦେଶ ଘୁରି ବୁଲୁଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ ....

island wide curfew to be imposed till 5 am Today
କଲମ୍ବୋରେ କର୍ଫ୍ୟୁ: ମଧ୍ୟାହ୍ନରୁ ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ କଟକଣା

ରାଷ୍ଟ୍ରପତି ଗୋଟାବାୟାଙ୍କ ପଳାୟନ ସତ୍ତ୍ୱେ ଶ୍ରୀଲଙ୍କାରେ ଥମୁନି ଅଶାନ୍ତିର ନିଆଁ...

Lankan President Rajapaksa
ମାଳଦ୍ୱୀପ ଛାଡ଼ି ସିଙ୍ଗାପୁର ଗଲେ ରାଷ୍ଟ୍ରପତି ରାଜପକ୍ସେ

ସାଉଦି ଏୟାରଲାଇନ୍ସ ଯୋଗେ ସିଙ୍ଗାପୁର ଗଲେ ରାଜପକ୍ସେ, ପୂର୍ବରୁ ଦେଶ ଛାଡ଼ି ମାଳଦ୍ୱୀପରେ ଥିଲେ

Special story
ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ ଦେଶଛାଡି ମାଳଦ୍ୱୀପ ପଳାଇବା ପରେ ଆହୁରି ଉଗ୍ର ହୋଇଛି ଆନ୍ଦୋଳନ

ଦେଶରେ ସ୍ଥିତି ନିୟନ୍ତ୍ରଣ ଲାଗି ବିକ୍ରମସଙ୍ଘେ ଦେଶରେ ଜରୁରୀକାଳୀନ ସ୍ଥିତି ଜାରି କରିଛନ୍ତି ।

Special story
ଗୋଟାବାୟାଙ୍କ ପଳାୟନ ପରେ ଲଙ୍କାରେ ଉଗ୍ର ଆନ୍ଦୋଳନ: ପ୍ରଧାନମନ୍ତ୍ରୀଙ୍କ ଅଫିସକୁ ଧସେଇ ପଶିଲେ ହଜାର ହଜାର ଲୋକ

ଏପଟେ ଦେଶରେ ଜରୁରୀ ପରିସ୍ଥିତି ଲାଗୁ କଲେ କାମଚଳା ରାଷ୍ଟ୍ରପତି ବିକ୍ରମାସିଂଘେ

Srilanka
ଖୁବ୍‌ଶୀଘ୍ର ଶ୍ରୀଲଙ୍କା ଦଶା ଭୋଗିବ ପାକିସ୍ତାନ, ଅନ୍ୟ ୪ ଦେଶର ବି ସମାନ ସ୍ଥିତି

ପାକିସ୍ତାନ ମଧ୍ୟ ଅନାହାର ଓ ଦାରିଦ୍ର୍ୟ ଆଡ଼କୁ ଗତି କରୁଛି ବୋଲି ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।

Srilanka Crisis
ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ରାଷ୍ଟ୍ରପତି ଗୋଟାବାୟା ମାଳଦ୍ୱୀପକୁ ଚାଲି ଆସିଥିବା ସୂଚନା ମିଳିଛି। 

Srilanka President
ଦେଶ ଛାଡ଼ି ମାଳଦ୍ୱୀପ ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି

ସାଜିଥ ପ୍ରେମଦାସାଙ୍କୁ ଅନ୍ତରୀଣ ରାଷ୍ଟ୍ରପତି ପାଇଁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିବା ଜଣାପଡ଼ିଛି।

Srilanka Crisis
ଶ୍ରୀଲଙ୍କାରେ ରାଜନୈତିକ ଅଚଳାବସ୍ଥା ଜାରି; ଦେଶ ଛାଡ଼ି ଗୋଟାବାୟାଙ୍କ ପଳାୟନ ଉଦ୍ୟମ ଫେଲ୍‌

ସାରା ବିଶ୍ୱର ନଜର ଏବେ କଲମ୍ବୋ ସ୍ଥିତ ରାଷ୍ଟ୍ରପତି ଭବନ ଉପରେ ଥିବା ବେଳେ, ତେଣେ ବାହାରେ ଜନତାଙ୍କ ଦୁର୍ଦ୍ଦଶାରେ କୌଣସି ସୁଧାର ଆସିନି । ପେଟ୍ରୋଲ ଓ ଡିଜେଲ ପାଇଁ  କଲମ୍ବୋରେ ଲମ୍ବା ଲାଇନ୍‌ ଲାଗିଛି ।

Special story
ଶ୍ରୀଲଙ୍କା ମହାସଂକଟ : ରାଷ୍ଟ୍ରପତିଙ୍କ ପଳାୟନ ଓ ପିଏମଙ୍କ ଇସ୍ତଫା ସତ୍ତ୍ୱେ ପ୍ରେସିଡେନ୍ସିଆଲ୍ ପ୍ୟାଲେସ୍ ଛାଡ଼ୁ ନାହାନ୍ତି ପ୍ରଦର୍ଶନକାରୀ

ତେବେ ପ୍ରଶ୍ନ ଉଠୁଛି ତା ପରେ କଣ ହେବ । ଶ୍ରୀଲଙ୍କାରେ କିଏ ଗଢ଼ିବ ନୂଆ ସରକାର? କିଏ ହେବ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ? ନା ଜାରି ରହିବ ଅରାଜକତା?

Srilanka Crisis
ଗୋଟାବାୟାଙ୍କ ପଳାୟନ ପରେ ବିଗିଡ଼ିଲା ସ୍ଥିତି, ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ୱିକ୍ରମସିଂଘେ

ଶ୍ରୀଲଙ୍କାରେ ଗୃହ ଯୁଦ୍ଧ ଉଗ୍ରରୂପ ଧାରଣ କରିଛି। ସବୁଠି ଅଶାନ୍ତିର ନିଆଁ। ଆର୍ଥିକ ଦେବାଳିଆ ହୋଇପଡ଼ିଥିବା ଶ୍ରୀଲଙ୍କାରେ ବିଦ୍ରୋହ ଥମୁ ନାହିଁ। ଫଳରେ ଦେଶରେ ରାଜନୈତିକ ଅସ୍ଥିରତା ଲାଗିରହିଛି।

President Resigned
ଶ୍ରୀଲଙ୍କାରେ ରାଜନୈତିକ ଓ ଅର୍ଥନୈତିକ ସଂକଟ; ୧୩ ରେ ଇସ୍ତଫା ଦେବେ ଗୋଟାବାୟା

ଶ୍ରୀଲଙ୍କାର ଆର୍ଥିକ ସଂକଟ ଚରମ ସୀମାରେ ପହଞ୍ଚିଥିବା ବେଳେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି ଗୋଟାବାୟା ରାଜପକ୍ସେ ।

Srilanka Crisis
ଲଙ୍କା ରାଜଧାନୀରେ ଲଙ୍କାକାଣ୍ଡ: ପୋଡିଦେଲେ ପ୍ରଧାନମନ୍ତ୍ରୀଙ୍କ ଘର

ସ୍ଥିତି ଶାନ୍ତ ନହେବା ପର୍ଯ୍ୟନ୍ତ ସେ ସମୁଦ୍ର ମଝିରେ ନୌସେନା ଜାହାଜରେ ଆଶ୍ରୟ ନେବେ।

Thousands of protesters surrounded galle stadium
ଶ୍ରୀଲଙ୍କା ସଂକଟ; ବିକ୍ଷୋଭରେ ସାମିଲ୍ ସନଥ୍‌ ଜୟସୁରିଆ

ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟ ମଧ୍ୟରେ ଜନସାଧାରଣଙ୍କ କ୍ରୋଧ ଏପର୍ଯ୍ୟନ୍ତ କମି ନାହିଁ। ଦେଶରେ ତେଲ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ଅଭାବ ମଧ୍ୟରେ ଲୋକମାନେ ପୁଣି ଥରେ ରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ଗାଲ୍ ଷ୍ଟାଡିୟମକୁ ଘେରିଛନ୍ତି। ବିକ୍ଷୋଭରେ ସାମିଲ ଅଛନ୍ତି ସନଥ୍‌ ଜୟସୁରିଆ।

Special story
ସଂକଟ ବେଳେ ସହାୟତା ଲୋଡିଲା ଶ୍ରୀଲଙ୍କା : ଔଷଧ, ଖାଦ୍ୟ ଓ ସାର ଯୋଗାଇ ଦେବାକୁ ଅନୁରୋଧ

ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେ ଅଷ୍ଟ୍ରେଲିଆ ସରକାରଙ୍କୁ ଓଷଧ, ଖାଦ୍ୟ ଓ ସାରା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ଅପିଲ୍ କରିଛନ୍ତି

Roshan Mahanama
ଆର୍ଥିକ ଦୁର୍ଦ୍ଦଶା ବେଳେ ଲୋକଙ୍କୁ ସହାୟତାର ହାତ ବଢ଼ାଇଲେ ସିଂହଳୀ କ୍ରିକେଟର୍‌ ରୋଶନ ମହାନାମା

ଆର୍ଥିକ ବିପର୍ଯୟ ସ୍ଥିତିରେ ଗତି କରୁଛି ଶ୍ରୀଲଙ୍କା । ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ସାହାଯ୍ୟର ହାତ ବଢ଼ାଇଛନ୍ତି ୱାର୍ଲ୍ଡ କପ୍‌ ବିଜୟୀ କ୍ରିକେଟର ରୋଶନ ମହାନାମା ।

Sri Lanka Crsis
ଶ୍ରୀଲଙ୍କାରେ ବଡ଼ ସଙ୍କଟ: ଦିନକ ପାଇଁ ଅଛି ପେଟ୍ରୋଲ

୧୪ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମେ ମାସର ଦରମା ଦେବା ପାଇଁ ମଧ୍ୟ ସରକାରଙ୍କ ପାଖରେ ଟଙ୍କାର ଅଭାବ ରହିଛି

Gotabaya Rajapaksa
ଗାଦି ଛାଡିବେନି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା

ଦେଶବାସୀଙ୍କ ଉଦ୍ଦେଶ୍ୟରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟାଙ୍କ ବଡ଼ ବାର୍ତ୍ତା । ସପ୍ତାହକ ମଧ୍ୟରେ ନୂଆ ପ୍ରଧାନମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀଙ୍କୁ ନିଯୁକ୍ତି ମିଳିବ ବୋଲି ସେ କହିଛନ୍ତି । ସଂଖ୍ୟାଗରିଷ୍ଠ ସମର୍ଥନ ଥିବା ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବ ।

Sri Lanka
ଅଶାନ୍ତ ଶ୍ରୀଲଙ୍କାରେ ସଂଘର୍ଷ, ପୋଡାଜଳା, ଭଙ୍ଗାରୁଜା ଜାରି : ସରକାର ବିରୋଧୀ ଆନ୍ଦୋଳନ ନିଆଁରେ ଜଳୁଛି ସାରା ଦେଶ

ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କାରେ ସାଂଘାତିକ ଭାବେ ଅର୍ଥନୈତିକ ସଂକଟ ଦେଖାଦେଇଛି

Srilanka Crisis
ଅଣାୟତ୍ତ ଶ୍ରୀଲଙ୍କା ସ୍ଥିତି: ଚରମ ସୀମାରେ ସିଂହଳୀଙ୍କ ରାଗ

ବିକ୍ଷୋଭ, ସଂଘର୍ଷ, ପୋଡ଼ାଜଳା, ଶ୍ରୀଲଙ୍କା ସରକାରଙ୍କ ବିରୋଧରେ ସିଂହଳୀଙ୍କ ରାଗ ଚରମ ସୀମାରେ ପହଞ୍ଚିବା ଥିବା ବେଳେ ସମ୍ପୂର୍ଣ୍ଣ ଅଣାୟତ୍ତ ହୋଉପଡିଛି ସ୍ଥିତି । ଗତକାଲି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ, ନାରାବାଜି ଓ ହିଂସାକାଣ୍ଡ ଭିତରେ ମହିନ୍ଦା ରାଜପାକସେ ପଦରୁ ଇସ୍ତଫା ଦେଇଥିଲେ ।

Srilanka Crisis
ଶ୍ରୀଲଙ୍କା ସରକାର ଉପରେ ସିଙ୍ଘଣୀଙ୍କ ରାଗ ଚରମ ସୀମାରେ…

ଜଳୁଛି ଶ୍ରୀଲଙ୍କା । ଉଗ୍ର ରୂପ ଧାରଣ କରିଛି ସରକାର ବିରୋଧୀ ଜନ ଆନ୍ଦୋଳନ । ଗତକାଲି ରାଜଧାନୀ କଲମ୍ବୋ ସମେତ ସାରା ଦେଶରେ ବ୍ୟାପକ ହିଂସା ଓ ପୋଡ଼ାଜଳା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମହିନ୍ଦା ରାଜପାକସେ ।

Prime Minister Resigned
ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମହିନ୍ଦା ରାଜପକ୍ଷ

ସ୍ୱାଧୀନତା ପରେ ଦେଶରେ ପ୍ରଥମ ଥର ପାଇଁ ଆର୍ଥିକ ସଙ୍କଟ ଉତ୍କଟ ରୂପ ଧାରଣ କରିବା ପରେ ପ୍ରଧାନମନ୍ତ୍ରୀ ରାଜପକ୍ଷ ନିଜ ପଦରୁ ଆଜି ଇସ୍ତଫା ଦେଇଛନ୍ତି ।

Sri Lanka: 26 Ministers including PM's son step down from cabinet amid economic crisis ...  Read mor
ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ; ମନ୍ତ୍ରିମଣ୍ଡଳରୁ ୨୬ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମୁହ ଇସ୍ତଫା

ଗୁରୁତର ଆର୍ଥିକ ଦୁରବସ୍ଥା ଭିତରେ ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସାଙ୍କ ମନ୍ତ୍ରିମଣ୍ଡଳରୁ ସମସ୍ତ ୨୬ କ୍ୟାବିନେଟ୍ ମନ୍ତ୍ରୀ ସମୁହ ଇସ୍ତଫା ଦେଇଛନ୍ତି ।