ଏପରି ଏକ ଦୋକାନ ଅଛି, ଯାହା ୩୯୩ ଫୁଟ ଉଚ୍ଚରେ ଏକ ପାହାଡ ଉପରେ ଝୁଲୁଛି। ଲୁହାର କ୍ଲାମ୍ପ୍ ସାହାଯ୍ୟରେ ଏହି ଦୋକାନକୁ ଟଙ୍ଗାଯାଇଛି। କେଉଁମାନେ ସାଜୁଛନ୍ତି ଏହାର ଗ୍ରାହକ, ଆସନ୍ତୁ ଜାଣିବା।
ସମ୍ପ୍ରତି ଜଣେ ଶିକ୍ଷୟିତ୍ରୀଙ୍କ ଏକ ଭିଡିଓ ଭାଇରାଲ ହେଉଛି ଯିଏ ପିଲାମାନଙ୍କୁ ଗୁଡ୍ ଟଚ୍ ଏବଂ ବ୍ୟାଡ୍ ଟଚ୍ ବିଷୟରେ ଶିକ୍ଷା ଦେଉଛନ୍ତି। ଏହା ମଧ୍ୟ ସବୁ ପିଲା ଜାଣିବା ଦରକାର। ନହେଲେ ସେମାନଙ୍କୁ ଏ ସମାଜରେ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିପାରେ।
ଆଜିକାଲି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଏକ ମାଙ୍କଡ଼ ଏକ ସାଇକେଲ୍ ଚଢି ଆସୁଛି ଆଉ ଏକ ମଣିଷ ଛୁଆକୁ ଅପହରଣ କରିବାକୁ ଚେଷ୍ଟା କରୁଛି। ଭାଗ୍ୟ ଭଲ ପିଲାଟି ରକ୍ଷା ପାଇଯାଇଛି।
ନିର୍ମାଣ ଶ୍ରମିକ ଭାବେ କାମ କରୁଥିବାରୁ ଯୁବତୀଙ୍କୁ ଅନେକ ଟ୍ରୋଲ ମଧ୍ୟ କରାଯାଇଛି । କିନ୍ତୁ ସେ ହାର ନ ମାନି ନିଜ କର୍ତ୍ତବ୍ୟ ପଥରେ ଆଗେଇ ଚାଲିଥିଲେ । ଆଉ ଏବେ ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।
କାଲିଫର୍ଣ୍ଣିଆରେ ରହୁଥିଲେ ସତ କିନ୍ତୁ ଫ୍ଲୋରିଡାରେ ସ୍ୱାମୀଙ୍କ ଶ୍ରାଦ୍ଧ କରିବାକୁ ଯୋଜନା କରିଥିଲେ ।
ଭୀଷଣ ବର୍ଷା ଆଉ ଥଣ୍ଡାରେ ପ୍ରେମିକାକୁ ଫେରାଇ ଆଣିବାକୁ ଯୁବକଙ୍କ ଏପରି ଉଦ୍ୟମ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସିଙ୍ଗଡ଼ା ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଦମ୍ପତି । ଶିଖର ପାଠପଢ଼ା ସମୟରୁ ହିଁ ସିଙ୍ଗଡ଼ା ଦୋକାନ ଖୋଲିବା ପାଇଁ ଚାହୁଁଥିଲେ, କିନ୍ତୁ . .
‘ଗ୍ଲିଡେନ୍’ ନିକଟରେ ଘୋଷଣା କରିଛି ଯେ ଏହା ବିଶ୍ୱରେ ୧୦ମିଲିୟନ୍ ଉପଭୋକ୍ତା ହାସଲ କରିଛି। ସେଥିମଧ୍ୟରୁ ୨ ମିଲିୟନ୍ ଉପଭୋକ୍ତା କେବଳ ଭାରତରୁ ଆସିଛନ୍ତି। ଏହି ସଂଖ୍ୟା ସେପ୍ଟେମ୍ବର ୨୦୨୨ ଠାରୁ ୧୧% ବୃଦ୍ଧି ପାଇଛି।
ପର୍ସରେ ଥିଲା ୪୧ ଲକ୍ଷ ଟଙ୍କା। ଏହାକୁ ମାସ ମାସ ଧରି ବୁଲୁଥିଲେ ବି ମହିଳାଙ୍କୁ ଜଣା ନଥିଲା। ଯେତେବେଳେ ଜାଣିଲେ ସେ ଖୁସିରେ ପାଗଳ ହୋଇଗଲେ। କିଏ ଏହି ମହିଳା ଆଉ କେଉଁଠିକାର ଜାଣିବା ପାଇଁ ପଢନ୍ତୁ।
ସେ ଥିଲେ ମହାରାଣୀ, ସେ ଥିଲେ ବର୍ବର। ନୃଶସ ମହିଳା ସିରିଏଲ୍ କିଲର୍ଭାବେ ସେ ଜଣାଶୁଣା। ନିଜ ସୌନ୍ଦର୍ଯ୍ୟ ପାଇଁ କରୁଥିଲେ ରକ୍ତସ୍ନାନ। ଏଥି ପାଇଁ ମାରି ଦେଇଛନ୍ତି ୬୦୦ରୁ ଅଧିକ ଯୁବତୀ। ସେମାନଙ୍କ ସହ ଆଉ କ’ଣ ସବୁ କରୁଥିଲେ ଜାଣିବା ପାଇଁ ପଢନ୍ତୁ।
ଭାରତରେ ଏମିତି ଅନେକ ନିଆରା ଜାଗା ଅଛି ଯାହାକୁ ଆପଣ ପ୍ରାୟ ଦେଖିଥିବେ। କିନ୍ତୁ ଏଇ ଭାରତରେ ଏମିତି କିଛି ଜାଗା ଅଛି ଯାହା ଅନ୍ତିମ ଜାଗା। ଆପଣ କେବେ ଏ ଜାଗା ବିଷୟରେ ଜାଣିଛନ୍ତି କି? ଜାଣିବା ପାଇଁ ପଢନ୍ତୁ…
ଆପଣ ବି ରାତିସାରା ପଙ୍ଖା ଦେଇ ଶୋଉଛନ୍ତି କି? ତେବେ ଏବେଠାରୁ ହୋଇଯାଆନ୍ତୁ ସାବଧାନ। ଆଉ କରନ୍ତୁ ନାହିଁ ଏହି ଭୁଲ୍। ଯଦି ଏହାକୁ ବନ୍ଦ ନ କରିବେ ତେବେ ସାମ୍ନା କରିବାକୁ ହେବ ଏହିସବୁ ସମସ୍ୟା…
ପାଠ ପଢିବା ନେଇ ତାଙ୍କର ବହୁତ ଇଛା। ତାଙ୍କ ପାଖରେ ଅଭାବ ଅଛି ସତ ହେଲେ ମରିଯାଇଛି ଲକ୍ଷ। ନିଜ ପଢାକୁ ଜାରି ରଖିବା ନେଇ ଝିଅ ହେଇ ମଧ୍ୟ ସେ ରାସ୍ତାକଡରେ ବିକୁଛନ୍ତି ଗୁପ୍ଚୁପ୍।
ଭାଇରାଲ୍ ହେଉଛି ବୁଲ୍ଡୋଜର୍ ଭିଡିଓ। କେଉଁ ବୁଲଡୋଜର ଗ୍ୟାସ୍ ଲଗେଇ ରୋଷେଇ କରୁଛି ତ ପୁଣି କିଏ ଆମଲେଟ୍ ତିଆରି କରୁଛି। ଏମିତି ବି ବୁଲଡୋଜର ଅଛି ଯାହାକୁ ଷ୍ଟଣ୍ଟ ଦେବା ଦେଖାଯାଉଛି।
ଜେଡିୟୁ ଏବଂ ବିଜେପି ମଧ୍ୟରେ ବ୍ରେକଅପ୍ ହୋଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆ ମୀମ୍ସରେ ଛାଇ ଯାଇଛି।
ମେଳାରେ ଦୋଳିରେ ବସିଥିଲେ ଛାତ୍ରୀ। ତଳେ ଖସିପଡିଲେ। ଶରୀର ଦୁଇ ଖଣ୍ଡ ହୋଇଗଲା। ୨୨ ଦିନ କୋମାରେ ସଂଘର୍ଷ କଲେ। ପୁଣି ଫେରି ପାଇଲେ ନୂଆ ଜୀବନ।
ଭାରତରେ ଏମିତି ଏକ ସଂପ୍ରଦାୟର ଲୋକେ ବାସ କରନ୍ତି ଯେଉଁମାନଙ୍କ ସଂସ୍କୃତିରେ ରହିଛି ଏକ ନିଆରା ବିବାହ ଉତ୍ସବ। ଏଠାକାର ଜଣେ ମହିଳା ଆଉ ଜଣେ ମହିଳାଙ୍କୁ ବିବାହ କରନ୍ତି। ତେବେ ଏହା ପଛରେ କି କାରଣ ରହିଛି ଆସନ୍ତୁ ଜାଣିବା।
ଭାରତର ଏହି ବଜାରରେ ବିକ୍ରିହୁଏ ବର। ଝିଅମାନେ ବଜାରକୁ ଯାଆନ୍ତି, ସେମାନଙ୍କ ବର ବାଛନ୍ତି। ଦାମ ଯେତେ ଅଧିକ ହେବ ସେତେ ଭଳ ବର ମିଳିବ।
ବିଜ୍ଞାନ ଯେତେ ଆଗକୁ ଗଲେ ବି ଜଣଙ୍କ ମନ କଥା ଜାଣିବାରେ ବିଫଳ। କିନ୍ତୁ ଏମିତି ଏକ ଥେରାପି ଅଛି ଯାହା ନିଜ ଅତୀତକୁ ମନେପକେଇ ଦେବ ଆଉ ବର୍ତ୍ତମାନକୁ କରିଦେବ ପରିବର୍ତ୍ତନ। ଆସନ୍ତୁ ଜାଣିବା ସେହି ରାଜ୍ ବିଷୟରେ।
ଜାଣିଲେଣି କି ମଦ ଜୋତା ବିଷୟରେ? ଏକ ବିୟର କମ୍ପାନୀ ଏହାକୁ ପ୍ରସ୍ତୁତ କରୁଛି। ଏହା ଏମିତି ଜୋତା ଯେଉଁଥିରେ ମଦ ଭରି ଯେକୌଣସି ଜାଗାକୁ ବି ନେଇ ହେବ।
ଭାରତ ଭଳି ଏହି ୫ ଟି ଦେଶ ମଧ୍ୟ ଅଗଷ୍ଟ ମାସ ୧୫ ତାରିଖରେ ସ୍ୱାଧୀନତା ହାସଲ କରିଥିଲେ । ଜାଣନ୍ତୁ କେଉଁ କେଉଁ ଦେଶ...
ପ୍ରେମକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡା ହେଲା। ପତ୍ନୀ ରାଗିଗଲେ ଆଉ ପିଲାଙ୍କୁ ନେଇ ବାପ ଘର ପଳେଇଲେ। ପତ୍ନୀଙ୍କୁ ମନେଇବା ନେଇ ନେବାକୁ ହେଲା ୩ ଦିନ ଛୁଟି। ଜାଣନ୍ତୁ କ’ଣ ଥିଲା ଚିଠି।
ଅନେକ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଭାରତର ପ୍ରତିଦ୍ୱନ୍ଦୀ ପାକିସ୍ଥାନରେ ଜନ୍ମ ହୋଇଥିଲେ, କିନ୍ତୁ ସେମାନକ କାମ ଆଜି ଭାରତକୁ ଗର୍ବିତ କରେ। ସେମାନଙ୍କୁ ସମସ୍ତେ ଭାରତୀୟ ବୋଲି ମାନନ୍ତି। ଆସନ୍ତୁ ଏମିତି ୧୦ ଜଣ ବ୍ୟକ୍ତିତ୍ୱଙ୍କ ଉପରେ ନଜର ପକେଇବା।
ମଣିଷ ପରି ଠୋ ଠୋ ହୋଇ ହସୁଛନ୍ତି ପକ୍ଷୀ... ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ...
ଡ୍ରାଇଭିଂ କ୍ଷେତ୍ରରେ ଝିଅମାନେ ମଧ୍ୟ କାହାଠାରୁ କମ୍ ନୁହଁନ୍ତି। ଆଜିର ଯୁଗରେ ମହିଳାମାନେ କେବଳ ସେମାନଙ୍କ ସୁବିଧା ପାଇଁ କାର୍ କିମ୍ବା ବାଇକ୍ ଚଳଉ ନାହାନ୍ତି, ବରଂ କ୍ୟାରିଅର୍ ଭାବରେ ବିମାନ, ଟ୍ରେନ୍ କିମ୍ବା ଅଟୋ ରିକ୍ସା ମଧ୍ୟ ଚଳଉଛନ୍ତି। ଆସନ୍ତୁ ଜାଣିବା ଏମିତି ଜଣେ ଯୁବତୀଙ୍କ ବିଷୟରେ ଯିଏ ଭାରୀ ଯାନ ଚଳାଇବାରେ ମାହିର।