କଙ୍ଗାରୁ କୋର୍ଟରେ ହତ୍ୟାକାରୀକୁ ମୃତ୍ୟୁଦଣ୍ଡ
କମ୍ପ୍ୟୁଟର ସଫ୍ଟୱେୟାର ଜଗତରେ ରାଜ୍ କରୁଛନ୍ତି ଅମିତାଭଙ୍କ ପିଲାବେଳର ଚରିତ୍ରରେ ଅଭିନୟ କରିଥିବା ପିଲା ଏବେ ଆଇଟି କ୍ଷେତ୍ରରେ କରୁଛି ରାଜ୍ ...
ସୋସିଆଲ ମିଡିଆରେ ବିବାହ ପରର ଦୃଶ୍ୟ ଭାଇରାଲ ହେଉଛି ।
GRSE ଟେକ୍ନିସିଆନ୍, ସୁପର୍ଭାଇଜର୍ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମୋଟ ୫୮ ଟି ପଦବୀ ପୂରଣ ହେବ।
ହୀନମାନସିକତା ଥିବା ଲୋକଙ୍କୁ ଉପଯୁକ୍ତ ପ୍ରତିଉତ୍ତର ଦେଲେ ମନ୍ତ୍ରୀ..
ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଭାରତୀୟ ମୂଳ ମହିଳା ମଧ୍ୟ ଅଛନ୍ତି। ବୋରିସ୍ ଜନ୍ସନ୍ଙ୍କ ଜଣେ ସମର୍ଥକ ଭାବରେ ବିବେଚିତ ହୋଇଥିବା ପ୍ରୀତି ପଟେଲ ମଧ୍ୟ ତାଙ୍କ ଇସ୍ତଫା ଦାବି କରିଛନ୍ତି।
ଟ୍ରୋଲ୍ ହେଉଛନ୍ତି ଦିଶା ପାଟନୀ। ଅଙ୍ଗ ପ୍ରଦର୍ଶନ ପୋଷାକ ଯୋଗୁଁ ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି। ତାଙ୍କୁ ଉର୍ଫି ଜାଭେଦଙ୍କ ସହ ତୁଳନା କରୁଛନ୍ତି ଲୋକେ।
ବେଦୀରୁ ଉଠି ଚାଲିଗଲା କନ୍ୟା, କହିଲା କିଛି ଏମିତି...
ଆଜି ରାଘବ ଜୁୟାଲ ଜଣେ ଜଣାଶୁଣା ଚେହେରା। ତାଙ୍କ ଡାନ୍ସ ପାଇଁ ଆଜି ସମସ୍ତେ ପାଗଳ। କିନ୍ତୁ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରୁ ତାଙ୍କୁ କାଟି ଦିଆଯାଇଥିଲା। ମିଥୁନ୍ଙ୍କ ଗୋଟିଏ ନିଷ୍ପତ୍ତି ହିଁ ତାଙ୍କୁ ଏତେ ବାଟ ନେଇ ଆସିଲା।
କେବେ ଶୁଣି ନଥିବେ ଏମିତି ସ୍ୱର। ସତେ ଯେମିତି ଭାସି ଆସୁଛି କୋଇଲିର କୁହୁ। ଏହି ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ତାଜୁବ।
ଦଶ ମାସର ଶିଶୁକୁ ମିଳିଲା ଚାକିରି। ସେ ପୁଣି ରେଲୱେରେ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଛତିଶଗଡରେ ରାୟପୁର ରେଳବାଇ ବିଭାଗ ପକ୍ଷରୁ ଏମିତି ନିଯୁକ୍ତି ଦିଆଯିବା ଖବର ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
ଋତୁ ପରିବର୍ତ୍ତନ ଆମ କେଶ ଓ ଚର୍ମ ଉପରେ ମଧ୍ୟ ପ୍ରଭାବ ପକାଏ। ସବୁ ଋତୁରେ ଚର୍ମ ଓ କେଶର ଯତ୍ନ ଅଲଗା ହୋଇଥାଏ। ତେବେ ଚାଲନ୍ତୁ ଜାଣିବା, ବର୍ଷା ଋତୁରେ ଚର୍ମ ଓ କେଶର ଯତ୍ନର ସହଜ ଉପାୟ କ'ଣ।
ଆଜି ଇଦ୍ ଉଲ୍ ଜୁହା । ମସଜିଦ୍ରେ ସମୂହ ନମାଜ ପାଠ କରୁୁଛନ୍ତି ମୁସଲମାନମାନେ...
ଶ୍ରୀଲଙ୍କାରେ ଗୃହ ଯୁଦ୍ଧ ଉଗ୍ରରୂପ ଧାରଣ କରିଛି। ସବୁଠି ଅଶାନ୍ତିର ନିଆଁ। ଆର୍ଥିକ ଦେବାଳିଆ ହୋଇପଡ଼ିଥିବା ଶ୍ରୀଲଙ୍କାରେ ବିଦ୍ରୋହ ଥମୁ ନାହିଁ। ଫଳରେ ଦେଶରେ ରାଜନୈତିକ ଅସ୍ଥିରତା ଲାଗିରହିଛି।
ଶ୍ରୀଲଙ୍କାର ଆର୍ଥିକ ସଂକଟ ଚରମ ସୀମାରେ ପହଞ୍ଚିଥିବା ବେଳେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି ଗୋଟାବାୟା ରାଜପକ୍ସେ ।
ନବୋଦୟ ବିଦ୍ୟାଳୟରେ ନିଯୁକ୍ତି ପାଇବେ ଟିଜିଟି, ପିଜିଟି, ପ୍ରଧାନଶିକ୍ଷକ ତଥା ଅନ୍ୟାନ୍ୟ ଶିକ୍ଷକ। ଆରମ୍ଭ ହୋଇଯାଇଛି ଆବେଦନ। ଜାଣନ୍ତୁ କେବେ ଅଛି ଶେଷ ତାରିଖ।
ସ୍ଥିତି ଶାନ୍ତ ନହେବା ପର୍ଯ୍ୟନ୍ତ ସେ ସମୁଦ୍ର ମଝିରେ ନୌସେନା ଜାହାଜରେ ଆଶ୍ରୟ ନେବେ।
ପ୍ରଳୟକୁ ୨୪ ଘଣ୍ଟ ବିତିଯାଇଥିଲେ ବି ପ୍ରଳୟ ପରର ଚିତ୍ର ଏବେ ବି ତାଜା ରହିଛି। ସମୁଦ୍ର ଢେଉ ପରି ପାଣି ଆସି ସବୁକିଛି ଭସାଇ ନେବା ପରେ ଏବେ ତା’ ଭିତରୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ।
ପୂର୍ବତନ ଅଧିନାୟକ ବିରାଟ କୋହଲି ଅଢ଼େଇ ବର୍ଷରୁ ଊର୍ଦ୍ଧ୍ୱ କାଳ ଧରି ଆନ୍ତର୍ଜାତିକ କ୍ରିକେଟ୍ର କୌଣସି ଫର୍ମାଟ୍ରେ ଶତକ ଲଗାଇ ନାହାନ୍ତି। ଏବେ ଚାରିଆଡ଼େ ତାଙ୍କ ଦୁର୍ବଳ ପ୍ରଦର୍ଶନକୁ ନେଇ ଚର୍ଚ୍ଚା। ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡ ଗସ୍ତରେ ଅଛି। କୁହାଯାଇଛି, ଏହି ଗସ୍ତ କୋହଲିଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ।
ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟ ମଧ୍ୟରେ ଜନସାଧାରଣଙ୍କ କ୍ରୋଧ ଏପର୍ଯ୍ୟନ୍ତ କମି ନାହିଁ। ଦେଶରେ ତେଲ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ଅଭାବ ମଧ୍ୟରେ ଲୋକମାନେ ପୁଣି ଥରେ ରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ଗାଲ୍ ଷ୍ଟାଡିୟମକୁ ଘେରିଛନ୍ତି। ବିକ୍ଷୋଭରେ ସାମିଲ ଅଛନ୍ତି ସନଥ୍ ଜୟସୁରିଆ।
ରାଷ୍ଟ୍ରପତି ଭବନ ଘେରାଉ କରି ସୁଇମିଂପୁଲ୍ରେ ଗାଧୋଇଲେ ଆନ୍ଦୋଳନକାରୀ...
୯୦ ଦଶକର ‘ଶକ୍ତିମାନ’ ସିରିଏଲ୍ ଏବେ ଫିଲ୍ମର ରୂପ ନେବ। କିଏ ହେବ ଶକ୍ତିମାନ ତାହା ନିଶ୍ଚିତ ହୋଇ ସାରିଥିବା ବେଳେ ଗୀତା ବିଶ୍ୱାସ ଭୂମିକାରେ ଦୀପିକା ପାଦୁକୋନ୍ ନଜର ଆସିବେ ବୋଲି ଶୁଣାଯାଉଛି। ତେବେ ଆସନ୍ତୁ ପୂରା ଚରିତ୍ର ଉପରେ ନଜର ପକେଇବା।
ବାସଭବନ ଘେରିଲେ ପ୍ରତିବାଦକାରୀ, ଦେଶ ଛାଡି ପଳାଇଲେ ରାଷ୍ଟ୍ରପତି...
ଟେଲିଭିଜନରେ ଭାଷଣ ଦେବା ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଟେଲିପ୍ରମ୍ପଟରରେ ଲେଖା ହୋଇଥିବା ନିର୍ଦ୍ଦେଶକୁ ଭୁଲ୍ରେ ପଢ଼ି ଦେଇଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ପାଟିରେ ପାଣି ସ୍ପ୍ରେ କରି କରୁଥିଲେ ଆଇରନ୍, ଲୋକେ କହିଲେ କିଛି ଏମିତି...