ଓଟିପି ନଦେଇ ବି ଟଙ୍କା ଗାୟବ୍ । କେମିତି ଜଣେ ସୁରକ୍ଷା ଏଜେନ୍ସି ଚଳାଉଥିବା ବ୍ୟକ୍ତି ଠକାମିର ଶିକାର ହେଲେ ..
ଶ୍ରୀ ମହିନ୍ଦ୍ରା ସେୟାର କରିଥିବା ଭିଡିଓରେ ଏକ ଏରୋପ୍ଲେନ୍ ଦେଖାଯାଉଛି । ଯାହାକି ଦୂରରୂ ଦେଖିଲେ ଲାଗୁଛି ଏକ ବଡ଼ ବିମାନ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବ ।
ଆପଣମାନେ କେବେ ଶୁଣିଛନ୍ତି ମିମିକ୍ରି କରି ଅନ୍ଲାଇନ୍ରେ ଖାଦ୍ୟ ଅର୍ଡର କରିବା କଥା । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଦୁଷ୍କର୍ମ କରିବା ପରେ ଡାକ୍ତର ଜଣକ ଛାତ୍ରୀଙ୍କୁ ଧମକାଇଥିବା ସୂଚନା ମିଳିଛି ।
ଭାଇରାଲ ଭିଡିଓରେ ଜଣେ ଯୁବକ କୁମ୍ଭୀର ଡ୍ରେସ୍ ପିନ୍ଧି ସତ ସତିକା କୁମ୍ଭୀର ସହ ଖେଳୁଛନ୍ତି । ଖାଲି ଖେଳୁଛନ୍ତି ତାହା ନୁହେଁ, କୁମ୍ଭୀରର ଗୋଡ଼ ମଧ୍ୟ ଭିଡ଼ୁଛନ୍ତି ।
ସ୍ତନ କର୍କଟ ଯୋଗୁଁ ଅସ୍ତ୍ରୋପଚାର ହେଲା ଏବଂ କେମୋଥେରାପି କରାଗଲା। ସେ ଭଲ ହେବେ ବା ନ ହେବେ ଏମିତି ଚିନ୍ତାରେ ଥିଲେ। ଏପରି କଷ୍ଟକର ସମୟରେ ସେ ତାଙ୍କ ପୋଷା ବିଲେଇଙ୍କ ସମର୍ଥନ ପାଇଥିଲେ। ଆସନ୍ତୁ ଜାଣିବା ଏହାକୁ ନେଇ କ’ଣ କହୁଛନ୍ତି ଏହି ଯୁବତୀ।
ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ ଆଜି ଶପଥ ଗ୍ରହଣ କରିଛନ୍ତି। ଦ୍ୱିତୀୟ ଥର ପାଇଁ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
ଉଭୟଙ୍କ ମଧ୍ୟରେ ବୟସର ଫରକ ୨୨ ବର୍ଷ ଥିଲେବି ପ୍ରେମ ଆଗରେ ସବୁ ସମସ୍ୟା ହାର ମାନିଥିଲା।
ସରକାରୀ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପୂରଣ ପାଇଁ ଜବଲପୁର କ୍ୟାଣ୍ଟନମେଣ୍ଟ ବୋର୍ଡ ବିଜ୍ଞପ୍ତି ଜାରି କରିଛି।
ପ୍ରେମିକକୁ ସିନ୍ଧୁକରେ ଲୁଚାଇ ରଖିଥିଲେ ବିବାହିତ ମହିଳା ଜଣକ । ହେଲେ ସନ୍ଦେହ ହେବାରୁ ପରିବାର ଲୋକ ପୋଲିସକୁ ଡାକିଥିଲେ ।
ଯୁବରାଜ ସିଂହ(ଯୁବୀ) ଆଜି ତାଙ୍କର ୪୧ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଟିମ୍ ଇଣ୍ଡିଆର ସଂକଟମୋଚକ ଥିଲେ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୪୦୦ ଟଙ୍କା ରହିଛି
ପ୍ରୋଫାଇଲ ଭେରିଫାଇ ହେବା ପରେ ବ୍ଲୁ ଟିକ୍ ରହିବ।
ଏକ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀ ପିକ୍ନିକ୍ ସାରି ବସ୍ରେ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଗତକାଲି ମୁମ୍ବାଇରେ ଏହି ଦୁର୍ଘଟଣା ଘଟିଛି।
ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆପଣ IAS ଅଫିସର୍ ହେବାକୁ ଚାହୁଁଛନ୍ତି, କିନ୍ତୁ ଏନେଇ କୋଚିଂ ନେବାକୁ ଆପଣଙ୍କ ପାଖରେ ସମ୍ବଳ ନାହିଁ। ତେବେ ଚିନ୍ତା କରନ୍ତୁ ନାହିଁ। ଘରେ ରହି ବିନା କୋଚିଂରେ ବି ଆପଣ UPSC ଟପ୍ପର ହୋଇପାରିବେ। କିନ୍ତୁ ପ୍ରସ୍ତୁତି ପାଇଁ କିଛି ଜିନିଷକୁ ଧ୍ୟାନରେ ରଖିବାକୁ ହେବ। ଆସନ୍ତୁ ସେ ବିଷୟରେ ଜାଣିନେବା।
ବଲିଉଡ୍ ତଥା ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଆଜି ତାଙ୍କର ୭୨ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଆଜି ସଫଳତାର ଯେଉଁ ଶିଖରରେ ପହଞ୍ଚିଛନ୍ତି ତାକୁ ପାଇବା ତାଙ୍କ ପାଇଁ ସହଜ ନଥିଲା। ସେ କିନ୍ତୁ ଏହା କରି ଦେଖେଇଛନ୍ତି। ଏନେଇ ସେ କୁଲି ହୋଇଛନ୍ତି, ବସ୍ କଣ୍ଡକ୍ଟର୍ ବି ସାଜିଛନ୍ତି। ଆସନ୍ତୁ ତାଙ୍କ ସଂଘର୍ଷର ଜୀବନୀ ଉପରେ ନଜର ପକେଇନେବା।
ସୁଶାନ୍ତଙ୍କ ମୃତ୍ୟୁରେ ଭୟଭୀତ ଲୋକେ ! ଅଢ଼େଇ ବର୍ଷ ପରେ ବି ଖାଲିପଡ଼ିଛି ଡୁପ୍ଲେକ୍ସ ଫ୍ଲାଟ୍
RRB ପରୀକ୍ଷା ଫଳାଫଳ ଖୁବ ଶୀଘ୍ର ଘୋଷଣା କରିବ। ଫଳାଫଳ ଆସିବା ପୂର୍ବରୁ ଆପଣ ଆଗକୁ ପ୍ରସ୍ତୁତି ହେବା ଉଚିତ। ପରବର୍ତ୍ତୀ ପ୍ରକ୍ରିୟା କ’ଣ ହେବ ଏବଂ RRB ଗ୍ରୁପ୍ ଡି ଫଳାଫଳ ଘୋଷଣା ପରେ ପ୍ରାର୍ଥୀମାନେ କ’ଣ କରିବେ ସେ ସମ୍ବନ୍ଧରେ ଆସନ୍ତୁ ଜାଣିନେବା।
ହିଜାବ ବିରୋଧୀଙ୍କ ପ୍ରତି ବଢୁଛି ବିଶ୍ୱବ୍ୟାପି ସମର୍ଥନ ଇରାନର ସର୍ବୋଚ୍ଚ ଧାର୍ମିକ ନେତାଙ୍କ ଭଉଣୀଙ୍କର ସମର୍ଥନ
ପ୍ରଥମେ ସ୍ୱାମୀ ଉପରେ କରାଇଲା ଆକ୍ରମଣ, ବଞ୍ଚିଯିବାରୁ ପ୍ରତିଦିନ ଦେଉଥିଲା ବିଷ
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିଲା। ଯୁଦ୍ଧ ପରେ ସାରା ବିଶ୍ୱରେ ଅନାହାର ଏବଂ ପୁଷ୍ଟିହୀନତା ଭଳି ସମସ୍ୟା ଉପୁଜିଥିଲା। ଯାହାର ସବୁଠାରୁ ବଡ ପ୍ରଭାବ ଛୋଟ ପିଲାମାନଙ୍କ ଉପରେ ପଡିଥିଲା। ଅନାହାର ଏବଂ ପୁଷ୍ଟିହୀନତାକୁ ଦୃଷ୍ଟିରେ ରଖି ପିଲାମାନଙ୍କର ଉନ୍ନତି ପାଇଁ ଏହି ଅନୁଷ୍ଠାନ ଗଠନ କରାଯାଇଥିଲା। ଆସନ୍ତୁ ଏ ବିଷୟରେ ସବିଶେଷ ଜାଣିନେବା।
କିଛିଦିନ ହେବ ସର୍ବିଆ ମଡେଲ ଆଲେକ୍ସଜାଣ୍ଡାର୍ ଆଲେକ୍ସଙ୍କ ସହ ଦିଶା ପାଟନୀଙ୍କୁ ଦେଖିବାକୁ ମିଳୁଛି। ଏହାରି ଭିତରେ ଟାଇଗର୍ ଶ୍ରଫ୍ଙ୍କ ସହ ତାଙ୍କ ବ୍ରେକଅପ୍ ଖବର ମଧ୍ୟ ରହିଛି। ତେବେ ଦିଶାଙ୍କ ସମ୍ପର୍କ ଆଲେକ୍ସଙ୍କ ସହ ଅଛି କି?
କୁନି କୁନି ପିଲାଙ୍କୁ ଦୁର୍ଘଟଣା ରୋକିବା ଚିନ୍ତା, ତିଆରି କଲେ ସ୍ମାର୍ଟ ହେଲେମେଟ୍ ।
ଏବେ ପୁଣି ଚର୍ଚ୍ଚାରେ ବଲିଉଡ୍ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ୍। ବିଜ୍ଞାପନ କରି ଫସିଛନ୍ତି। ଲୋକେ କହୁଛନ୍ତି କାମରେ ଜେଣ୍ଡରାଇଜ୍ କରାଯାଇଛି।