• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Disha Patani

Disha patani looks stunning in black bodycon
ବ୍ଲାକ୍ ବଡିକନ୍‌ରେ ଦିଶା ପଟାନୀ ଦେଖେଇଲେ କିଲର୍‌ ଲୁକ୍; ଥରେ ଦେଖିଲେ ନଜର ହଟିବନି

ବଲିଉଡ୍‌ ସୁନ୍ଦରୀ ଦିଶା ପଟାନୀ ପୁଣି ଥରେ ନିଜର ହଟ୍‌ ଲୁକ୍ ସହିତ ସୋସିଆଲ ମିଡିଆର ତାପମାତ୍ରା ବଢାଇଦେଇଛନ୍ତି। ସେ ନିକଟରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ହଟ୍ ଏବଂ ବୋଲ୍ଡ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଏକ ଟ୍ୟୁବ୍ ବଡିକନ୍ ଡ୍ରେସ୍‌ରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ତାଙ୍କର ଏହି ଗ୍ଲାମରସ୍ ଲୁକ୍ ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି।

Anant Ambani and Radhika Merchant Sangeet ceremony
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ସଂଗୀତ ସମାରୋହରେ ସେଲିବ୍ରେଟିଙ୍କ ଦମଦାର ଲୁକ୍

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ସଂଗୀତ ସମାରୋହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଯୋଡି ୧୨ ଜୁଲାଇରେ ବିବାହ କରିବାକୁ ଯାଉଛନ୍ତି। ସମ୍ପ୍ରତି ସଂଗୀତ ସମାରୋହରେ ପ୍ରସିଦ୍ଧ ସେଲିବ୍ରିଟିମାନଙ୍କୁ ଦେଖିବାକୁ ମିଳିଥିଲା। ଏହି ସମାରୋହରେ ଆଲିଆ ଭଟ୍ଟ, ରଣବୀର କପୁର, ଦୀଶା ପାଟନୀ, ଜାହ୍ନବୀ କପୁର ଆଦି କଳାକାର ଅଂଶଗ୍ରହଣ କରିଥିଲେ।

600 crore budget Kalki 2898 ad star cast fees
'କଲ୍‌କୀ ୨୮୯୮ ଏଡି' ଆଠ ଦିନରେ ଏତେ କଲାଣି ରୋଜଗାର; ଜାଣନ୍ତୁ କିଏ ନେଇଛନ୍ତି କେତେ ଫିସ୍

ଫିଲ୍ମ 'କଲ୍‌କୀ ୨୮୯୮ ଏଡି' କୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି। ଏହି ଫିଲ୍ମ ରିଲିଜ୍ ହେବାର ଗୋଟିଏ ସପ୍ତାହ ମଧ୍ୟରେ ବହୁତ ଭଲ ରୋଜଗାର ମଧ୍ୟ କରିଛି। ଏହାରି ଭିତରେ ଆସନ୍ତୁ ଜାଣିନେବା ଏହି ଫିଲ୍ମରେ କାମ କରି କିଏ କେତେ ଟଙ୍କା ନେଇଛନ୍ତି।

Disha patani dating kalki 2898 ad actor prabhas
ଦିଶାଙ୍କୁ ମିଳିଗଲା କି ନୂଆ ପ୍ରେମିକ; ତାଙ୍କ ହାତରେ ଦେଖିବାକୁ ମିଳିଛି ସାଉଥ୍‌ର ଏହି ସୁପରଷ୍ଟାର୍‌ଙ୍କ ନାଁ

ଫିଲ୍ମ ଦୁନିଆଁ ଛଡା ପ୍ରେମ ଜୀବନକୁ ନେଇ ଦିଶା ପଟାନୀ ଏବେ ଖୁବ୍ ଚର୍ଚ୍ଚାରେ। ଅଭିନେତ୍ରୀଙ୍କ ନାଁ ଏବେ ସାଉଥ୍ ସୁପରଷ୍ଟାର୍‌ଙ୍କ ସହ ଯୋଡି ଆଲୋଚନା ଚାଲିଛି। ଦିଶାଙ୍କ ହାତରେ ହୋଇଥିବା ଟାଟୁରୁ ଏଭଳି କଳ୍ପନାକଳ୍ପନା କରାଯାଉଛି। ପ୍ରଶଂସକମାନେ ଦିଶାଙ୍କ ହାତରେ ଏଭଳି ଟାଟୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Disha patani confirms relationship with gym friend
ଟାଇଗର ଶ୍ରଫଙ୍କ ସହ ବ୍ରେକ୍‌ଅପ୍ ପରେ ନୂଆ ପ୍ରେମିକ ଖୋଜିନେଲେ ଦିଶା ପଟାନୀ

ଟାଇଗର୍‌ ଶ୍ରଫ୍‌ଙ୍କ ସହ ଦୀର୍ଘ ଦିନ ସମ୍ପର୍କରେ ରହିବା ପରେ ଅଭିନେତ୍ରୀ ଦିଶା ପଟାନୀ ଏବେ ଅଲଗା ହୋଇଯାଇଛନ୍ତି। କିନ୍ତୁ ଟାଇଗର ଏବେ ସେମିତି ସିଙ୍ଗଲ ଥିବାବେଳେ ଦିଶା କିନ୍ତୁ ନୂଆ ପ୍ରେମିକ ଖୋଜି ନେଇଛନ୍ତି। ଜାଣିଛନ୍ତି ସେ କିଏ…

NMACC Event
NMACCରେ ଜବରଦସ୍ତ ପର୍‌ଫର୍ମାନ୍ସ; ଦେଖିବାକୁ ମିଳିଲା ସେଲିବ୍ରେଟିଙ୍କ ଜଲ୍‌ୱା

NMACC ଫ୍ୟାଶନ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଅନେକ ବଲିଉଡ୍‌ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା। ଶାହରୁଖ ଖାନ ତାଙ୍କ ପରିବାର ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସ୍ୱାମୀ ନିକ୍‌ ଜୋନାସଙ୍କ ସହ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଦେଖିବାକୁ ମିଳିଥିଲା ଆହୁରି ଅନେନ ଷ୍ଟାର୍‌ଙ୍କ ଜଲ୍‌ୱା।

Aleksandar Alex reacts on dating rumours with Disha Patani
ଆଲେକ୍ସଜାଣ୍ଡାର୍ ଆଲେକ୍ସଙ୍କ ସହ ଦିଶା ପାଟନୀଙ୍କ ଅଛି କି ସଂପର୍କ….

କିଛିଦିନ ହେବ ସର୍ବିଆ ମଡେଲ ଆଲେକ୍ସଜାଣ୍ଡାର୍ ଆଲେକ୍ସଙ୍କ ସହ ଦିଶା ପାଟନୀଙ୍କୁ ଦେଖିବାକୁ ମିଳୁଛି। ଏହାରି ଭିତରେ ଟାଇଗର୍ ଶ୍ରଫ୍‌ଙ୍କ ସହ ତାଙ୍କ ବ୍ରେକଅପ୍ ଖବର ମଧ୍ୟ ରହିଛି। ତେବେ ଦିଶାଙ୍କ ସମ୍ପର୍କ ଆଲେକ୍ସଙ୍କ ସହ ଅଛି କି?

Bollywood actress disha patani educational qualification
ବାପା ଡିଏସ୍‌ପି, ଭଉଣୀ ଲେଫ୍ଟନାଣ୍ଟ; ଦିଶା ପଟାନୀ କଲେଜ୍ ଡ୍ରପ୍ ଆଉଟ୍

ମଡେଲ ତଥା ଅଭିନେତ୍ରୀ ଦିଶା ପଟାନୀ ଫିଲ୍ମ 'ଏମ୍‌ଏସ୍‌ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ'ରୁ ନିଜ ପରିଚୟ ସାଉଁଟିଥିଲେ। ମନୋରଞ୍ଜନ ଜଗତରେ କୌଣସି ପାରିବାରିକ ସଂପର୍କ ନଥିବାରୁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଛି। ଆସନ୍ତୁ ନଜର ପକେଇବା ତାଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ।

Disha Patani Tiger Shroff break up reason reveal
କାହିଁକି ଭାଙ୍ଗିଲା ଟାଇଗର–ଦିଶାଙ୍କ ୬ ବର୍ଷର ସମ୍ପର୍କ

ଟାଇଗର ଶ୍ରଫ୍‌ ଓ ଦିଶା ପାଟାନୀଙ୍କ ୬ ବର୍ଷର ଦୀର୍ଘ ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ। ଏହି ଖବର ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ଏବେ ସାମ୍ନାକୁ ଆସିଛି ଏହା ପଛର କାରଣ।

Disha Patani trolled for her dress
ଦିଶା ପାଟନୀଙ୍କ ପୋଷାକ ବଢେଇଲା ସୋସିଆଲ୍ ମିଡିଆ ତାପମାତ୍ରା; ଟ୍ରୋଲ୍ ହେଲେ

ଟ୍ରୋଲ୍ ହେଉଛନ୍ତି ଦିଶା ପାଟନୀ। ଅଙ୍ଗ ପ୍ରଦର୍ଶନ ପୋଷାକ ଯୋଗୁଁ ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି। ତାଙ୍କୁ ଉର୍ଫି ଜାଭେଦଙ୍କ ସହ ତୁଳନା କରୁଛନ୍ତି ଲୋକେ।

Disha Patani
ଦିଶା ପାଟନୀଙ୍କ ଏହି ରୂପ ଦେଖି ସମସ୍ତେ ଫିଦା

ଆଜିକାଲି ବଲିଉଡ୍ ଅଭିନେତ୍ରୀ ଦିଶା ପାଟନୀ ନିଜର ଗ୍ଲାମରସ୍‌ ଫଟୋ ପାଇଁ ଚର୍ଚ୍ଚାରେ ରହୁଛନ୍ତି। କେତେବେଳେ ପାଶ୍ଚାତ୍ୟ ପୋଷାକରେ ତ ପୁଣି କେତେବେଳେ ବିକିନୀରେ ଦିଶା ନିଜର ଫଟୋ ସେୟାର କରିଥାନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କୁ ଆଉ ଏକ ଅବତାରରେ ଦେଖିବାକୁ ମିଳିଛି। ଦୀର୍ଘ ଦିନ ପରେ ଦିଶା ଟ୍ରାଡିସନାଲ୍‌ ଆଉଟ୍‌ଫିଟ୍‌ରେ ନିଜର ଫଟୋ ସେୟାର କରିଛନ୍ତି। ଏହାକୁ ଦେଖି ପ୍ରଶଂସମାନେ ବହୁତ ପସନ୍ଦ କରୁଥିବା ଦେଖାଯାଏ।

Disha Patanai
ସମୁଦ୍ର କୂଳରେ ଦିଶା ପାଟନୀଙ୍କ ସନ୍‌ବାଥ୍ ଫଟୋ ଭାଇରାଲ୍‌

ବଲିଉଡରେ ଯଦି ଫିଟ୍‌ନେସ୍ ଅଭିନେତ୍ରୀଙ୍କ କଥା ଉଠେ ତେବେ ଦିଶା ପାଟନୀ ବାଦ ପଡିବେନି। ନିଜର ଫିଟ୍‌ନେସ୍‌ର ଯତ୍ନ ନେଉଥିବା ଦିଶା ଫିଟ୍ ଫିଜିକ୍ ଦୃଷ୍ଟିରୁ ଜଣେ ଆଗଧାଡିର ଅଭିନେତ୍ରୀ। ଫିଲ୍ମରେ ଅଭିନୟ ଏବଂ ସୋସିଆଲ୍‌ ମିଡିଆରେ ତାଙ୍କ ଫଟୋ ଦ୍ୱାରା ଲୋକଙ୍କ ହୃଦୟରେ ରାଜ କରୁଥିବା ଦିଶା ନିକଟରେ ସମୁଦ୍ର କୂଳରେ ସୁନ୍ଦର ଚେହେରା ସହିତ ନଜର ଆସିବାର ଦେଖିବାକୁ ମିଳିଥିଲା। ଏପରିକି ଅଭିନେତା ଟାଇଗର ଶ୍ରଫ୍ ଦିଶା ପାଟନୀଙ୍କୁ ଗୋଲାପୀ ବିକିନିରେ ସମୁଦ୍ର କୂଳରେ ସନ୍‌ବାଥ୍ ନେଉଥିବା ଦେଖିବା ପରେ ନିଜକୁ ଅଟକାଇ ପାରି ନ ଥିଲେ।