ଘର ଭିତରେ ଥିବା ସିଲ୍ ଡ୍ରମରୁ ଜଣେ ମହିଳାଙ୍କ ଗଳିତ କଟା ଶବ ମିଳିଥିଲା ।
NPCIL ବୈଜ୍ଞାନିକ ସହାୟକ, ଫାର୍ମାସିଷ୍ଟ, ଷ୍ଟାଇପେଣ୍ଡାରୀ ଟ୍ରେନି, ନର୍ସ, ଆସିଷ୍ଟାଣ୍ଟ ଗ୍ରେଡ୍ -୧ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଏହି ପୋଷ୍ଟଗୁଡିକରେ ଚାକିରି କରିବାକୁ ଚାହାନ୍ତି ଏବଂ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରିଛନ୍ତି ସେମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ।
'ଦେଶୀ ଗାର୍ଲ' ପ୍ରିୟଙ୍କା ଚୋପ୍ରା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବୋଲ୍ଡ ଗାଉନ୍ରେ ସମସ୍ତଙ୍କ ମନ କିଣିଛନ୍ତି। ପ୍ରିୟଙ୍କା ତାଙ୍କ ସୁନ୍ଦର ଚେହେରା ସହିତ ସବୁଠାରୁ ହଟେଷ୍ଟ ରଙ୍ଗ 'ଗୋଲାପୀ' କୁ ଆଦରି ନେଇଛନ୍ତି। ତାଙ୍କ ଫଟୋ ଓ ଭିଡିଓ ଦେଖି ଆପଣଙ୍କ୍ ଦିଲ୍ ବି ଖୁସ୍ ହେଇଯିବ।
ଏହି ଭାଇରାଲ ଭିଡିଓକୁ ଖୁବ୍ କମ୍ ସମୟ ମଧ୍ୟରେ ଏକ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଯିଏ ବି ଭିଡିଓ ଦେଖୁଛି ହସି ହସି ବେଦମ ହେଉଛି । ଆପଣ ବି ସେହି ଭିଡିଓ ଦେଖିଲେ ହସି ହସି ଗଡ଼ିଯିବେ ।
ଅକ୍ଷୟ କୁମାରଙ୍କ OMG 2 ଏକ କୋର୍ଟରୁମ୍ ଡ୍ରାମା। ଏଥିରେ ଜଣେ ନାଗରିକ କୋର୍ଟକୁ ଯାଇ ବିଦ୍ୟାଳୟରେ ଯୌନ ଶିକ୍ଷା ବାଧ୍ୟତାମୂଳକ କରାଯିବାକୁ ଦାବି କରନ୍ତି। ପ୍ରଥମ ଭାଗ ପରି, ସିକ୍ୱେଲ୍ରେ ମଧ୍ୟ ଭଗବାନଙ୍କ ଦୃଶ୍ୟ ଥିବା କୁହାଯାଇଛି।
ରବିବାର କୌଣସି ସୂତ୍ରରୁ ପୋଲିସ ଖବର ପାଇଥିଲା କି ୪୮ ନମ୍ବର ଜାତୀୟ ରାଜପଥରେ ଏକ ଗାଡିରେ ବେଆଇନ ଭାବରେ ଟଙ୍କା କାରବାର ଚାଲିଛି।
ଗତକାଲି ତୁଳନାରେ ଆଜି ରୂପା ଦରରେ ପରିବର୍ତ୍ତନ ହୋଇଛି ।
କଇଁଛକୁ ହୋଇଛି ୧୯୦ ବର୍ଷ। ଏହାର ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ମଧ୍ୟ ରେକର୍ଡ କରାଯାଇଛି। ଚାରି ଫୁଟ ଉଚ୍ଚର ଜୋନାଥନ୍ ଦକ୍ଷିଣ ପ୍ରଶାନ୍ତର ସେଣ୍ଟ୍ ହେଲେନା ଦ୍ୱୀପରେ ରୁହେ। ଏବେ ତା’ର ଐତିହାସିକ ଜନ୍ମବାର୍ଷିକୀ ପାଳନ ପାଇଁ ଉତ୍ସବ କରାଯାଇଛି।
୨୦ରୁ ଅଧିକ ମହିଳାଙ୍କୁ କରିଛନ୍ତି ବିବାହ। ଏହି ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ ୧୫ ବର୍ଷରୁ କମ୍। ନିଜ ଝିଅଙ୍କୁ ବି ଛାଡିଲେନି।
ଆଶ୍ଚର୍ଯ୍ୟର କଥା ଯେ ହତ୍ୟା ପରେ କଟାମଣ୍ତକୁ ଧରି ସେଲଫି ନେଇଛନ୍ତି ଦୁର୍ବୃତ୍ତ ।
କରୋନା ମହାମାରୀ ପରେ ୨୦୨୦ ମାର୍ଚ୍ଚ ପରଠୁ ଇ-ଭିସା ନୀତି କାର୍ଯ୍ୟକାରୀ ହେଉନଥିଲା ।
ଆଜି ଯଶପ୍ରୀତ ବୁମ୍ରା ଜଣେ ସଫଳ ବୋଲର୍। ହେଲେ ଏ ସ୍ଥାନରେ ପହଞ୍ଚିବା ନେଇ ତାଙ୍କୁ କମ ସଂଘର୍ଷ କରିବାକୁ ପଡିନି। ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ତାଙ୍କ ସହ ଜଡିତ ସଂଘର୍ଷର କାହାଣୀ ଉପରେ ନଜର ପକେଇ ନେବା।
ପୂର୍ବରୁ ବିଭିନ୍ନ ଦେଶ ଓ ଭିନ୍ନ ଭିନ୍ନ ବୈଜ୍ଞାନିକ ବହୁବାର ଏଭଳି ଦାବି କରି ଆସୁଥିବା ବେଳେ ଏ ସନ୍ଦେହକୁ ଏବେ ସତ ବୋଲି କହିଛନ୍ତି ଉହାନ ଗବେଷଣା କେନ୍ଦ୍ରରେ ଗବେଷଣା କରୁଥିବା ଆମେରିକୀୟ ବୈଜ୍ଞାନିକ ଆଣ୍ଡ୍ର୍ୟୁ ହଫ୍ସ ।
ବାଂଲାଦେଶ ଗସ୍ତରେ ଥିବା ଟିମ ଇଣ୍ଡିଆକୁ ଡବଲ ଝଟକା । ପ୍ରଥମ ଦିନିକିଆରେ ବାଂଲାବାହିନୀ ଠାରୁ ହାରିବା ପରେ ଭାରତୀୟ ଟିମକୁ ଗଣିବାକୁ ପଡିଛି ଜରିମାନା। ରବିବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ଧୀମା ବୋଲିଂ ପାଇଁ ICC ଭାରତୀୟ ଖେଳାଳିଙ୍କ ୮୦ ପ୍ରତିଶତ ମ୍ୟାଚ୍ ଫି କାଟ୍ କରିଛି।
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବର୍ତ୍ତମାନ ରାଜସ୍ଥାନ ଅଭିମୁଖେ ତାଙ୍କ ‘ଭାରତ ଯୋଡ ଯାତ୍ରା’ର ଅଭିଯାନକୁ ଆଗେଇ ନେଉଛନ୍ତି। ଯେତେବେଳେ ମଧ୍ୟପ୍ରଦେଶରେ ଏହି ଯାତ୍ରା ଚାଲିଥିଲା ସେତେବେଳେ 'ମୋଦି, ମୋଦି' ସ୍ଲୋଗାନ ଦେଇଥିବା ଜନତାଙ୍କୁ ଫ୍ଲାଇଙ୍ଗ୍ କିସ୍ ଦେଉଥିବାର ନଜର ଆସିଛନ୍ତି।
ଦୀର୍ଘ ୩୦ ବର୍ଷ ପରେ ଇଣ୍ଡଷ୍ଟ୍ରୀଙ୍କୁ ଫେରୁଛନ୍ତି ଓଏ… ଓଏ… ଗାର୍ଲ ସୋନମ ଖାନ୍। ବିବାହ ପରେ ସେ ଇଣ୍ଡଷ୍ଟ୍ରୀକି ବାଏ ବାଏ କରିଥିଲେ। ଆସନ୍ତୁ ଜାଣିବା ବଲିଉଡ୍ରେ ତାଙ୍କ ଦ୍ୱିତୀୟ ଇନିସ୍କୁ ନେଇ ସେ କ’ଣ କୁହନ୍ତି।
ସର୍ଭେ ରିପୋର୍ଟକୁ ନେଇ ଆମେ ପ୍ରସ୍ତୁତ କରିଛୁ ଏକ୍ଜିଟ୍ ପୋଲ୍ ରିପୋର୍ଟ ।
ଉପସ୍ଥିତ ଲୋକମାନେ ମହିଲାଙ୍କୁ ଉଦ୍ଧାର ନକରି କେବଳ ଦର୍ଶକ ସାଜିଥିଲେ।
ଏହି ବାହାଘରିଆ ଫଟୋ ଭିଡିଓ ଭିତରେ ଆମ ସାମ୍ନାକୁ ଏମିତି ଏକ ଭିଡିଓ ଆସିଛି ଯାହା ଦେଖିଲେ ଆପଣ ବି ଖୁସି ହେବେ ଏବଂ ଟିକେ ଆଶ୍ଚର୍ଯ୍ୟ ବି ହେବେ । ଆଉ କହିବେ ଏଇ ବୋଧେ ଭଲ ପାଇବା ।
‘ଦି କପିଲ ଶର୍ମା ଶୋ’ରେ ନବଜୋତ ସିଂହ ସିଦ୍ଧୁଙ୍କ ବଦଳରେ ଅର୍ଚ୍ଚନା ପୁରନ୍ ସିଂହଙ୍କୁ ବିଚାରପତି ଭାବରେ ନିଆଯାଇଥିଲା। ଅନେକ ସମୟରେ କୁହାଯାଏ ସିଦ୍ଧୁଙ୍କ ଠାରୁ ଅଭିନେତ୍ରୀଙ୍କ ଚେୟାର ବିପଦରେ ଅଛି। କିନ୍ତୁ, ବର୍ତ୍ତମାନ ଅର୍ଚ୍ଚନା ନିଜେ କହିଛନ୍ତି ଯେ ସିଦ୍ଧୁଙ୍କ ଠାରୁ ନୁହେଁ ବରଂ ଅନ୍ୟ କେହି ନାୟିକାଙ୍କ ଠାରୁ ତାଙ୍କ ଚେୟାର ପ୍ରତି ବିପଦ ରହିଛି।
ହଫ୍ଙ୍କ ଦ୍ୱାରା ଲିଖିତ ପୁସ୍ତକ ଦ ଟ୍ରୁଥ୍ ଏବାଉଟ୍ ଉହାନ ପୁସ୍ତକରେ ଏନେଇ ଉଲ୍ଲେଖ କରିଛନ୍ତି।
ଦିଲ୍ଲୀରେ ଶ୍ରଦ୍ଧା ୱାକର୍ ହତ୍ୟା ମାମଲା ମନରୁ ନଲିଭୁଣୁ ମହାରାଷ୍ଟ୍ରରେ ଜଣେ ବ୍ୟକ୍ତି ନିଜ ଲିଭ୍-ଇନ୍ ପାର୍ଟନରଙ୍କୁ ଶ୍ରଦ୍ଧାଙ୍କ ଭଳି ହତ୍ୟା କରିବାକୁ ଧମକ ଦେଇଛନ୍ତି। ଲିଭ୍-ଇନ୍ ପାର୍ଟନର ତାଙ୍କୁ ହଇରାଣ କରିବା ସହ ୭୦ ଖଣ୍ଡ କରିବା ପାଇଁ ଧମକ ଦେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି।
ଭାଗ୍ୟର କି ସଂଯୋଗ ! ସେହି ଦିନହିଁ ବ୍ରେଣ୍ଡା ତାଙ୍କର ତୃତୀୟ ସନ୍ତାନଙ୍କୁ ଜନ୍ମ ଦେଇଥିଲେ।
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା। ବାତ୍ୟା ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟ୍ୱିଟ୍ କରି ସୂଚନା ଦେଇଛି।