• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Animal Lover

World Animal Welfare Day Action herescan animal sacrifice
World Animal Welfare Day: ଆଖି ଆଗରେ ପଶୁ ବଳି ଦେଖୁଥିଲେ, ଜାଣନ୍ତୁ କ’ଣ କରିବେ

ଆମେ ଦିନକୁ ଦିନ ଯେତେ ନୂଆ ସଭ୍ୟତା ଆଡକୁ ଯାଉଥିଲେ ମଧ୍ୟ ଆମ ଭିତରେ କେଉଁଠି ନା କେଉଁଠି ସେହି ପ୍ରାଚୀନ ଅନ୍ଧବିଶ୍ୱାସ ରହିଯାଉଛି। ଆଜି ବି ଅନେକ ସଂପ୍ରଦାୟ ଅଛନ୍ତି ଯେଉଁମାନେ ବିଭିନ୍ନ ପର୍ବପର୍ବାଣୀରେ ପଶୁ ବଳି ଦେଇଥାନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କୁ ଏ ଦିଗରେ ରୋକ ଦେବାକୁ ପଡିବ। କିପରି ସେମାନଙ୍କୁ ଏହି ମାନସିକତାରୁ ଦୂର କରିହେବ ଆସନ୍ତୁ ଜାଣିବା।

Cats helped breast cancer survivor through diagnosis treatment
ନିଜ ପୋଷା ବିଲେଇଙ୍କ ସହାୟତାରେ କର୍କଟକୁ ମାତ୍ ଦେଲେ ଏହି ଯୁବତୀ

ସ୍ତନ କର୍କଟ ଯୋଗୁଁ ଅସ୍ତ୍ରୋପଚାର ହେଲା ଏବଂ କେମୋଥେରାପି କରାଗଲା। ସେ ଭଲ ହେବେ ବା ନ ହେବେ ଏମିତି ଚିନ୍ତାରେ ଥିଲେ। ଏପରି କଷ୍ଟକର ସମୟରେ ସେ ତାଙ୍କ ପୋଷା ବିଲେଇଙ୍କ ସମର୍ଥନ ପାଇଥିଲେ। ଆସନ୍ତୁ ଜାଣିବା ଏହାକୁ ନେଇ କ’ଣ କହୁଛନ୍ତି ଏହି ଯୁବତୀ।

Elephant was seen pushing its own newborn child
ନିଜ ନବଜାତ ଶିଶୁକୁ ଧକ୍କା ମାରୁଛି ମା; ଲୋକେ ଦେଖି ଆଶ୍ଚର୍ଯ୍ୟ

ସବୁ ମା’ ନିଜ ପିଲାମାନମାନଙ୍କୁ ଭଲ ପାଆନ୍ତି। ସେ ମଣିଷ ହୁଅନ୍ତୁ ବା ପଶୁ। ଛୁଆ ପ୍ରତି ଯଦି ବି ଟିକିଏ ଆଘାତ ଆସେ ମା’ର ହୃଦୟ ଫାଟିଯାଏ। କିନ୍ତୁ ଏବେ ଯେଉଁ ଭିଡିଓଟି ଭାଇରାଲ ହେଉଛି ତାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଥିରେ ଏକ ମା’ ତା’ର ଛୁଆକୁ ଧକ୍କା ମାରୁଥିବା ଦେଖାଯାଏ…

Animal Lover
ଚଚଂଳା, ଚାନ୍ଦିନୀ, ଭୁଆ...ଆ-ଆ-ଆ...ଡାକ ଶୁଣିଲା ମାତ୍ରେ...

କୁଆଡେ ଗଲରେ ଚଂଚଳା, ଚାନ୍ଦିନୀ, ଭୁଆ....ଖାଇବା ବେଳ ହେଲାଣି, ଆସ ଧାଇଁ ଧାଇଁ। ବାସ୍‌ ଏଇ ଡାକ ଶୁଣିବା ମାତ୍ରେ ଉପେନ୍ଦ୍ରଙ୍କ ପାଖକୁ ଛୁଟେ ବିଲେଇ, କୁକୁରଙ୍କ ସୁଅ। ସରକାର ଦେଉଥିବା ୫ କିଲୋ ଚାଉଳରେ ନିଜ ପେଟ ସହ ପୂରାଉଛନ୍ତି ୧୫ ଜୀବଙ୍କ ପେଟ

Dog’s funeral procession is like human being
କୁକୁରର ମୃତ୍ୟୁରେ ଶୋକ; ହଳଦୀ ପାଣିରେ ଗାଧୋଇ ଶେଷକୃତ୍ୟ କଲେ

ମଣିଷ ଓ ପଶୁ ମଧ୍ୟରେ ଆତ୍ମିୟତା ବଢିଗଲେ ସେ ବି ହେଇଯାଏ ଘରର ଏକ ସଦସ୍ୟ। ମଣିଷ ପରି ଖାଏ, ମଣିଷ ସହ ଶୁଏ ଆଉ ମଣିଷ ପରି ବଢେ। ତା’ର ବିରହ ବି ଦୁଃଖ ଦିଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପାରଳାଖେମୁଣ୍ଡିରେ। ଗୋଟେ କୁକୁରର ଶେଷକୃତ୍ୟ ଠିକ ମଣିଷ କରି କରାଯାଇଛି।

mohit
କୁନି ପୁଅର ନିରୋଳା ପ୍ରେମରେ ବନ୍ଧା ଗାଈଗୋରୁ,କୁକୁର

ମୋହିତଙ୍କୁ ଦେଖିଲେ ଧାଇଁ ଆସନ୍ତି ଗାଈଗୋରୁ , କୁକୁର ।

animal lover
ପଶୁପକ୍ଷୀଙ୍କ ଚିନ୍ତାରେ ଯୁବକ, ଖୋଳି ଚାଲିଛନ୍ତି ଗାତ

ମୁଣ୍ଡଫଟା ଖରା ସାଙ୍ଗକୁ ଜଳ କଷ୍ଟ । ଅସ୍ତବ୍ୟସ୍ତ ଜନଜୀବନ । ପଶୁ ପକ୍ଷୀଙ୍କ ପାଇଁ ଚିନ୍ତା କରିବ କିଏ ? ପଶୁ ପକ୍ଷୀ କେମିତି ପାଣି ପାଇବେ ସେଥି ପାଇଁ ଉଦ୍ୟମ କରିଛନ୍ତି ନୂଆପଡା ଜିଲ୍ଲା ପାର୍ବତ୍ୟ ଅଞ୍ଚଳ ପାଟଦରା ଗାଁର ଯୁବକମାନେ

dog lover
ବୁଲା କୁକୁରଙ୍କ ଅନ୍ନଦାତା : ମୋଚିରାମଙ୍କୁ ଦେଖିବା ମାତ୍ରେ ପାଖକୁ ଧାଇଁ ଆସନ୍ତି କୁକୁର ଦଳ

ମୋଚିରାମ ଓ ବୁଲା କୁକୁରଙ୍କ ଏପରି ଏକ ନିଆରା କାହାଣୀ । ବସିଲେ କି ଉଠିଲେ କିମ୍ବା ଯୁଆଡେ ଗଲେ ଆପଣାର ଲୋକ ପଛରେ ଦଳ ଦଳ ହୋଇ ଦୌଡ଼ନ୍ତି କୁକୁର । ପ୍ରତିଦିନ କୁକୁର ଦଳ ତାଙ୍କ ବାଟ ଚାହିଁ ବସିଥାଆନ୍ତି ।