RRB ଅଧୀନରେ ଟେକ୍ନିସିଆନ ନିଯୁକ୍ତି ୨୦୨୪ପାଇଁ ଆବେଦନ କରିଛନ୍ତି, ତେବେ ସାବଧାନ ରୁହନ୍ତୁ। ଯଦି ଆବେଦନ ଫର୍ମରେ କୌଣସି ଭୁଲ ହୋଇଯାଇଥାଏ ତେବେ ବୋର୍ଡ ଏହାକୁ ସଂଶୋଧନ କରିବାର ସୁଯୋଗ ଦେଇଛି।
ରେଲୱେରେ ୧ ଲକ୍ଷ ୫୪ ହଜାର ଲୋକଙ୍କୁ ନିକଟରେ ଚାକିରି ମିଳିଛି । ରେଲୱେରେ ନିଯୁକ୍ତି ନେଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା
ଯେଉଁମାନେ ରେଳବାଇରେ ଚାକିରି ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏଥିପାଇଁ ରେଳବାଇ ନିଯୁକ୍ତି ବୋର୍ଡ (RRB) ନିଯୁକ୍ତି ପାଇଁ RRB 2024 ବାର୍ଷିକ କ୍ୟାଲେଣ୍ଡର ପ୍ରକାଶ କରିଛି।
ଆପଣ ଯଦି ରେଳବାଇରେ ଚାକିରି କରିବାକୁ ଇଚ୍ଛୁକ ତେବେ ଆପଣଙ୍କ ପାଇଁ ଏହି ଖବର। ଦକ୍ଷିଣ ରେଳ(RRC SR) ଆପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଆପଣ ଯଦି ଦଶମ ପାଶ୍ କରିଛନ୍ତି ତେବେ ଏହାର ସୁଯୋଗ ନେଇପାରିବେ।
ଭାରତୀୟ ରେଳ, ପଶ୍ଚିମ କେନ୍ଦ୍ରୀୟ ବିଭାଗ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ପଶ୍ଚିମ କେନ୍ଦ୍ରୀୟ ରେଳବାଇ (WCR) ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ୩ ହଜାରରୁ ଅଧିକ ପଦବୀ ପୂରଣ ହେବ।
ଦଶମରୁ ନେଇ ସ୍ନାତକ ପାଶ୍ ପର୍ଯ୍ୟନ୍ତ ଯୁବକମାନଙ୍କ ପାଇଁ ନୂତନ କ୍ରୀଡା କୋଟାରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରେଳବାଇରେ କ୍ରୀଡା କୋଟା ଅଧୀନରେ ଦକ୍ଷିଣ ରେଳବାଇ ଦ୍ୱାରା ଏକ ନିଯୁକ୍ତି ବାହାରିଛି। ରେଳବାଇରେ କ୍ରୀଡା କୋଟା ପାଇବାକୁ ଚାହୁଁଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ।
ଭାରତୀୟ ରେଳବାଇ ବମ୍ପର ନିଯୁକ୍ତି ଘୋଷଣା କରିଛି। ରେଳବାଇ ନିଯୁକ୍ତି ସେଲ୍ (ପୂର୍ବାଞ୍ଚଳ ରେଳବାଇ) ୩ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ୧୦ମ ପାଶ ପ୍ରାର୍ଥୀ ଆବେଦନ କରିପାରିବେ।
ଯଦି ଆପଣ ଦଶମ ପାଶ୍ କରିଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଦଶମ ପାଶ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇରେ ଚାକିରି ସୁଯୋଗ ଅଛି। ଏହା ଅଧୀନରେ, ବର୍ତ୍ତମାନ ୧୦୦୦ ରୁ ଅଧିକ ନିଯୁକ୍ତି କରାଯିବ।
ଦକ୍ଷିଣ-ପୂର୍ବ କେନ୍ଦ୍ରୀୟ ରେଳ ବିଭାଗ ଆପ୍ରେଣ୍ଟିସ୍ ପଦ ପାଇଁ ଦମଦାର ନିଯୁକ୍ତି ବାହାର କରିଛି। ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ପ୍ରାର୍ଥୀମାନେ ଏହି ସୁଯୋଗର ଲାଭ ଉଠାଇପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ସମୁଦାୟ ୭୭୨ଟି ପଦବୀ ପୂରଣ ହେବ।
ଭାରତୀୟ ରେଳବାଇ କୋଚ୍ ଫ୍ୟାକ୍ଟ୍ରି (ICF) ଅଧୀନରେ ଆପ୍ରେଣ୍ଟିସ୍ ପଦବୀ ପାଇଁ ଅନ୍ଲାଇନ୍ ଆବେଦନକୁ ଆମନ୍ତ୍ରଣ କରିଛି। ଏନେଇ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୭୮୨ ପଦବୀ ପୂରଣ ହେବ।
RRB ପରୀକ୍ଷା ଫଳାଫଳ ଖୁବ ଶୀଘ୍ର ଘୋଷଣା କରିବ। ଫଳାଫଳ ଆସିବା ପୂର୍ବରୁ ଆପଣ ଆଗକୁ ପ୍ରସ୍ତୁତି ହେବା ଉଚିତ। ପରବର୍ତ୍ତୀ ପ୍ରକ୍ରିୟା କ’ଣ ହେବ ଏବଂ RRB ଗ୍ରୁପ୍ ଡି ଫଳାଫଳ ଘୋଷଣା ପରେ ପ୍ରାର୍ଥୀମାନେ କ’ଣ କରିବେ ସେ ସମ୍ବନ୍ଧରେ ଆସନ୍ତୁ ଜାଣିନେବା।
ବିଭିନ୍ନ ପଦବୀ ପୂରଣ ପାଇଁ ଭାରତୀୟ ରେଳ ବିଭାଗ ବିଜ୍ଞପ୍ତି ଜାରି କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୫୨୧ଟି ଖାଲି ପଦବୀ ପୂରଣ ହେବ। ତୁରନ୍ତ ଆବେଦନ କରନ୍ତୁ।
RRC ପଶ୍ଚିମ ରେଳବାଇ (WR) ଅଧୀନରେ ଥିବା ଅନେକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଏହି ପ୍ରକ୍ରିୟାରେ ଅନେକଗୁଡିଏ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।
ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଦକ୍ଷିଣ ପୂର୍ବ ରେଲୱେ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଦକ୍ଷିଣ ପୂର୍ବ ରେଲୱେରେ ଆପାରଣ୍ଟିସ ପଦ ପାଇଁ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଆବେଦନ କରିପାରିବେ ।