ମଝି ରାତିରେ ସୋସିଆଲ୍ ମିଡିଆ ଡାଉନ୍ । ହ୍ୱାଟ୍ସ୍ ଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍ ଗତକାଲି ରାତି ୧୧ଟା ପରଠୁ କିଛି ଘଣ୍ଟା ପାଇଁ କାମ କରିନଥିଲା ।
ଇନଷ୍ଟାଗ୍ରାମ୍ ଲାଇଭ୍ରେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମର ରିଅଲ ଟାଇମ ଆଲର୍ଟ ସିଷ୍ଟମ ଏବଂ ପୋଲିସର ସଜାଗତା ଯୋଗୁଁ ଯୁବକଙ୍କ ଜୀବନ ରକ୍ଷା କରାଯାଇପାରିଛି।
ବିଶ୍ୱର ପ୍ରସିଦ୍ଧ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଚଳାଉଥିବା କମ୍ପାନୀ ମେଟାର ସମସ୍ୟା ପୁଣି ଥରେ ବଢିପାରେ। ସୋମବାର ଦିନ ମେଟା ୟୁରୋପୀୟ ୟୁନିଅନ ନିୟାମକର ନୂଆ ଡିଜିଟାଲ ପ୍ରତିଯୋଗିତା ରୁଲ୍ବୁକ୍ର ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଛି।
ଏଥିରେ ମୃତ୍ୟୁ ବରଣ କରିଥିବା ଛାତ୍ର ଜଣକ ହେଳେ, ଯଶବନ୍ତ ନାଗର । ସେ ଝଲାୱର ଜିଲ୍ଲା ମନୋହର ଥାନା ଅଞ୍ଚଳର ବାସିନ୍ଦା । କୋଟରେ ହ୍ୟୁମାନିଟିଜ୍ରେ ସେ ବ୍ୟାଚଲର ଡିଗ୍ରୀ ପାଠ ପଢ଼ୁଛନ୍ତି ।
ଠକ ପ୍ରେମିକ । ନିଜକୁ ଆରପିଏଫ ଅଧିକାରୀ କହି ଯୁବତୀଙ୍କୁ ପ୍ରେମ ନିବେଦନ । ଏକାଧିକ ଯୁବତୀଙ୍କଠୁ ଟଙ୍କା ଠକିଥିବା ଅଭିଯୋଗ ।
ଏହାରି ମଧ୍ୟରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇଜଣ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ତାଙ୍କ ଗାଡ଼ିକୁ ରାସ୍ତା ମଝିରେ ପାର୍କିଂ କରି ଭିଡିଓ କରୁଛନ୍ତି।
୨୦୧୯ ଡିସେମ୍ୱର ୨ରେ PWD କଣ୍ଟ୍ରାକ୍ଟର ରାକେଶ ଯାଦବଙ୍କୁ ଦିନ ଦ୍ୱିପ୍ରହରେ ଗୁଳି କରି ହତ୍ୟା କରିବା ଅଭିଯୋଗରେ ଆସିଫ ଗିରଫ ହୋଇଥିଲା। ଦିଲ୍ଲୀର ସଦର ବଜାର ପୋଲିସ ଷ୍ଚେସନ ଅଂଚଳର ଶାହାଜାହାନପୁରରେ ଏହି ହତ୍ୟାକାଣ୍ଡ ଘଟିଥିଲା।
ଫେସବୁକ୍ ଖୋଲିଲେ 'ଲଗ୍ ଇନ' ମାଗୁଛି। ଲଗ୍ ଇନ୍ ରିଜେକ୍ଟ ଦେଖାଉଛି।
ନିଜର ୟୁଜର୍ସଙ୍କୁ ଯୋଡ଼ି ରଖିବା ପାଇଁ ମେଟା ଏହାର ସୋସିଆଲ ମିଡ଼ିଆ ଆପ୍ସରେ ଅନେକ ନୂଆ ଫିଚର୍ ଆଡ୍ କରୁଛି । ତେବେ ଏଣିକି ଆଉ କହିପାରିବେନି ମିଛ...ଆପଣ କେଉଁଠି ଅଛନ୍ତି କହିଦେବ ଇନ୍ଷ୍ଟାଗ୍ରାମ୍...
ନିକଟରେ ମେଟା ପିଲାମାନଙ୍କ ସୁରକ୍ଷା ପାଇଁ ଇନ୍ଷ୍ଟାଗ୍ରାମ୍ରେ କିଛି ନୂଆ ଫିଚର ଯୋଡିଥିଲା, ଯାହାଦ୍ୱାରା ସେମାନେ Explore ଏବଂ reels ଇତ୍ୟାଦିରେ ହାନିକାରକ କଣ୍ଟେଣ୍ଟ୍ ଦେଖିବେ ନାହିଁ। ବର୍ତ୍ତମାନ କମ୍ପାନୀ ଶିଶୁ ସୁରକ୍ଷା ପାଇଁ ପ୍ଲାଟ୍ଫର୍ମରେ ଆଉ ଏକ ଫିଚର ଯୋଡିଛି।
ଅନେକ ଲୋକ ଅଭିଯୋଗ କରନ୍ତି ଯେ ଇନଷ୍ଟାଗ୍ରାମରେ ସେମାନଙ୍କର ଅନେକ ଫଲୋର୍ସ ଥିଲେ ମଧ୍ୟ ସେମାନଙ୍କର ଇନଷ୍ଟାଗ୍ରାମ ଷ୍ଟୋରୀରେ ଭିୟୁ ବଢୁନି। ଆପଣ ଯଦି ଚାହୁଛନ୍ତି ଅନ୍ୟମାନଙ୍କ ପରି ଆପଣ ବି ଭଲ ଭିୟୁ ପାଆନ୍ତୁ ତେବେ ଏଠାରେ ୫ଟି ଉପାୟ ଦିଆଗଲା।
ଫଲୋର୍ସ ବଢ଼ାଇବାକୁ ହେଲେ ମାତ୍ର କେତୋଟି ଦିଗ ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ । ଯାହା ଦ୍ୱାରା ଆପଣଙ୍କ ଫଲୋର୍ସ ବଢ଼ିପାରିବେ ।
ମାଆଙ୍କ କାନ୍ଦ ଦେଖି ପୁଅ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି । କହୁଛି ଅଫିସ ତ ଯିବାକୁ ପଡ଼ିବ । ଅଫିସ୍ ନଗଲେ କେମିତି ହେବ...
ହ୍ୱାଟ୍ସ ଆପ୍ର ନୂଆ ଫିଚର୍କୁ ୟୁଜର୍ସ ମନରେ ଉତ୍କଣ୍ଠା।
ଇନଷ୍ଟାଗ୍ରାମରେ ଲାଇଭ କଲାବେଳେ, ଅଭାବନୀୟ ଘଟଣା। ଜଣକ ପରେ ଜଣେ ପାଣିରେ ବୁଡ଼ି ୪ ଜଣଙ୍କ ଜୀବନ ଚାଲି ଯାଇଛି।
ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଇନଷ୍ଟାଗ୍ରାମ ଡାଉନ୍ ଥିବା ସୂଚନା ମିଳିଛି। ଇନଷ୍ଟାଗ୍ରାମ ପେଜ୍ ଖୋଲିବା ମାତ୍ରେ ଏଥିରେ ଏରର୍ ଆସୁଥିବା ଦେଖିବାକୁ ମିଳିଛି।
ଦୀପେଶ କୋଲି ନାମକ ଏହି ଯୁବକ ଇନ୍ଷ୍ଟ୍ରାଗ୍ରାମରେ ଏକ ଫେକ୍ ଆକାଉଣ୍ଟ ଖୋଲି ବିଭିନ୍ନ ମହିଳାଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ . . .
ଆଜିକାଲି ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ଲୋକଙ୍କ ହୃଦୟ ଜିତିଛି। ଏହି ଭିଡିଓରେ ବାପା ପ୍ରତି କୁନି ଝିଅର ଭଲପାଇବା ଦେଖିବାକୁ ମିଳିଛି। ଦେଖନ୍ତୁ କୁନି ଝିଅ କିପରି ବାପାକୁ ଖାଇବାକୁ ଦେଉଛି।
ସୌଭାଗ୍ୟବଶତଃ ଗାଡ଼ିଟିର ଆଗ ଚକା ନଥିଲେ ମଧ୍ୟ ତାହା ସେମିତି ଛିଡ଼ା ହୋପାରୁଥିଲା ।
ତୁନିଶା ଶର୍ମାଙ୍କ ମୃତ୍ୟୁ ଆଘାତ ଲୋକଙ୍କ ମନରୁ ଯାଇ ନଥିବା ବେଳେ ଆଉ ଏକ ଦୁଃଖ ଖବର ଆସିଛି। ଏବେ ଏଭଳି ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୨୨ ବର୍ଷ ବୟସ୍କ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଲୀନା ନାଗବଂଶୀ ଆତ୍ମହତ୍ୟା କରିଥିବା ଖବର ଆସିଛି।
ପୁଣି ଭାଇରାଲ୍ ହେଲେ ରାନୁ ମଣ୍ଡଳ। ଜଣେ ଯୁବକଙ୍କ ସହ ରୋମାଣ୍ଟିକ୍ ମୁଡ୍ରେ ରାନୁ ମଣ୍ଡଳଙ୍କର ଭିଡିଓ ଭାଇରାଲ୍ ହେଉଛି। ଯୁବକ ଜଣଙ୍କ ବାଇକ୍ ଆଗରେ ବସିଥିବା ବେଳେ ରାନୁ ତାଙ୍କ ବାଇକ୍ ପଛରେ ବସିଛନ୍ତି। ଦେଖନ୍ତୁ ଏହି ଭିଡିଓ…
ସୋସିଆଲ ମିଡିଆରେ ପ୍ରାୟତଃ ଅନେକ ପ୍ରକାର ଅଦ୍ଭୁତ ଭିଡିଓ ଭାଇରାଲ ହୁଏ । ଯେଉଁଥିରେ କେତେବେଳେ କିଏ ନାଚନ୍ତି, କେତେବେଳେ ଗୀତ ଗାଇଥାନ୍ତି ତ ଆଉ କିଏ ଭିନ୍ନ କଳାକୌଶଳ ପ୍ରଦର୍ଶନ କରନ୍ତି । ହେଲେ ଏବେ ଯେଉଁ ଭିଡିଓ ଭାଇରାଲ୍ ହେଉଛି ତାହା ସମ୍ପୂର୍ଣ୍ଣ ନୂଆ ।
ଶେଷଥର ପାଇଁ ୨୦୦୧ରେ ଡକ୍ଟର ଗୋବିତ୍ରୀକର ମିସେସ୍ ୱାର୍ଲ୍ଡ ବିଜେତା ଥିଲେ।
ଆପଣମାନେ କେବେ ଶୁଣିଛନ୍ତି ମିମିକ୍ରି କରି ଅନ୍ଲାଇନ୍ରେ ଖାଦ୍ୟ ଅର୍ଡର କରିବା କଥା । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ବିବାହର ପ୍ରତିଶ୍ରୁତି ଓ ପ୍ରଲୋଭନରେ ଆସି ୨ ଯୁବତୀ ଶେଷରେ ଠକାମିର ଶିକାର ହୋଇଛନ୍ତି। ଇନ୍ଷ୍ଟାଗ୍ରାମରେ ପ୍ରେମ କରି ଫସିଥିବା ଏହି ୨ ଯୁବତୀଙ୍କୁ ପୋଲିସ୍ ଉଦ୍ଧାର କରିଛି।