ମେଟା ପରେ ଏହାକୁ ସଂଶୋଧନ କରି ଭୁଲଟି ଠିକ୍ କରିଛି। ମୁଖ୍ୟମନ୍ତ୍ରୀଙ୍କ ମିଡିଆ ଉପଦେଷ୍ଟାଙ୍କ ଦ୍ୱାରା ମେଟାକୁ ଲେଖାଯାଇଥିବା ଏକ ଚିଠିରେ ସିଦ୍ଦରମୈୟା ମେଟାକୁ କନ୍ନଡ଼ ଭାଷା ବିଶେଷଜ୍ଞମାନଙ୍କ ସହ କାର୍ଯ୍ୟ କରି କନ୍ନଡ଼ରୁ ଇଂରାଜୀକୁ ଅନୁବାଦର ଗୁଣବତ୍ତା ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି।
ଇଣ୍ଟର୍ନେଟ୍ରେ ଭାଇରାଲ ହେଉଛି ଏକ କୁନି ଝିଅର ଭିଡିଓ । ଏଥିରେ ଜଣେ ମାଆ ତାଙ୍କ କୁନି ଝିଅକୁ ଏକ ବ୍ୟାଗ୍ରେ ଘରକୁ ଆଣୁଥିବାର ଦେଖାଯାଉଛି। ଏହି ଭିଡିଓଟି ଦେଖିଲେ ଆପଣଙ୍କ ଦିନ ବି ପୂରା ମସ୍ଗୁଲ୍ ହୋଇଯିବ।
ଅଫିସ୍ରେ ଜଣେ ବ୍ୟକ୍ତି ନିଜ କାମରେ ବ୍ୟସ୍ତ ଥିଲେ। ଠିକ୍ ଏହି ସମୟରେ ସେ ତାଙ୍କ ଡେସ୍କ ତଳେ ଏହି ବିରାଟ ସାପଟିକୁ ଦେଖିବାକୁ ପାଇଲେ। ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ଖୁବ୍ ଜୋର୍ ଭାଇରାଲ୍ ହେବାରେ ଲାଗିଛି ଆଉ ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି।
ସନ୍ଦେହର ଚରମ ସୀମାରେ ପହଞ୍ଚିଲେ ମହିଳା । ସ୍ୱାମୀଙ୍କୁ ସନ୍ଦେହ କରି ଅନ୍ୟ ଯୁବତୀଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲିବା ପଡ଼ିଲା ମହଙ୍ଗା । ଶେଷରେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କଲା ସାଇବର ୟୁନିଟ୍ ।
ରିଜଓ୍ଵାନା ତା’ ପ୍ରେମିକା ସାଇରାଙ୍କୁ ଫୋନ୍ ମାଧ୍ୟମରେ ବିବାହ ପ୍ରସ୍ତାବ ଦେଇଥିଲା। ଉଭୟ ଏହି ପ୍ରସ୍ତାବକୁ ନେଇ ଆଗକୁ ବଢ଼ିଲେ। ନିକଟତର ହେଲେ। ହଠାତ୍ ସବୁ କିଛି ବଦଳିଗଲା। ରିଜୱାନ ତା ପ୍ରେମିକା ସାଇରାକୁ ଅନ୍ୟ ଜଣେ ପୁଅ ସହିତ ଦେଖିଥିଲେ। ଯାହାକୁ ନେଇ ରିଜୱାନ ତାଙ୍କୁ ସେଇ ପୁଅକୁ ନ ଭେଟିବାକୁ ଅନେକ ଥର କହିଥିଲା।
ଅନୁରାଗ କଶ୍ୟପ କହିଛନ୍ତି ଯେ ସେ କ୍ରୋଧରେ ନିଜର ସୀମା ଭୁଲିଯାଇଥିଲେ। ଏହା ପରେ ସେ କଥାବାର୍ତ୍ତା ସମୟରେ ଠିକ୍ ଶବ୍ଦ ବ୍ୟବହାର କରିବାକୁ ଯତ୍ନ ନେବେ ବୋଲି କହିଛନ୍ତି।
ହରିୟାନାର ଭିଓ୍ଵାନି ଅଞ୍ଚଳର ବାସିନ୍ଦା ୩୫ ବର୍ଷୀୟ ପ୍ରବୀଣଙ୍କ ବିବାହ ରେୱାଡ଼ିର ଜୋଡି ଗାଁର ବାସିନ୍ଦା ରବିନା ରାଓ (୩୨)ଙ୍କ ସହିତ ହୋଇଥିଲା। ଆଜକୁ ୮ ବର୍ଷ ତଳେ ବାହାଘର ହୋଇଥିଲା। ଏହି ଦମ୍ପତ୍ତିଙ୍କ ଏକ ଛଅ ବର୍ଷର ପୁଅ ମୁକୁଲ। ମୁକୁଲର ଜୀବନ ଆରମ୍ଭରୁ ମୋଡ଼ ଏମିତି ଗୋଟିଏ ଅଜଣା ଦିଗକୁ ମୁହାଁଇବ, ଏକଥା ସେ କେବେ ସ୍ବପ୍ନରେ ବି ଚିନ୍ତା କରିନଥିଲା। ଯେତେବେଳେ ଜାଣୁଛି ଚାରିଆଡ଼ ତାକୁ ଖାଲି ଅନ୍ଧାର ଦିଶୁଛି।
ପୁଣି ଚର୍ଚ୍ଚାରେ IIT ବାବା। ଏଥର ସେ ମେହେନ୍ଦୀ ଲଗାଇ ବଂଶୀ ବଜାଉଥିବାର ନଜର ଆସୁଛନ୍ତି। ଲାଇଭ୍ ଷ୍ଟ୍ରିମିଂ ଯୋଗୁଁ ଖବରରେ ଥିବା IIT ବାବା ଏଥର ତାଙ୍କ ରିଲ୍ ଯୋଗୁଁ ଭାଇରାଲ୍ ହେଉଛନ୍ତି।
ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ନିଜ ଘରର ଛାତ ଉପରେ ନାଚୁଛନ୍ତି। କିନ୍ତୁ ଏହା ପରେ ତାଙ୍କ ସହିତ ଯାହା ହେଲା ଲୋକେ ଦେଖି ଖରାପ ଅନୁଭବ କରୁଛନ୍ତି ଏବଂ ଏହା ଦେଖିବା ପରେ ସେମାନଙ୍କ ହସକୁ ରୋକିପାରୁ ନାହାନ୍ତି।
କଣ୍ଟେଣ୍ଟ୍ କ୍ରିଏଟରମାନେ ରିଲ୍ସ ତିଆରି କରି ଲକ୍ଷ ଲକ୍ଷ ଫଲୋର୍ସ ପାଆନ୍ତି । ଯଦି ଆପଣ ରିଲ୍ସ ମାଧ୍ୟମରେ ଫଲୋର୍ସ ସଂଖ୍ୟା ବଢାଇବାକୁ ଚାହାଁନ୍ତି, ତେବେ ଏପରି ୫ଟି ଭୁଲ୍ ବିଷୟରେ ବିଷୟରେ ଜାଣନ୍ତୁ ଯାହାକୁ ଆପଣ କେବେ ବି କରିବେ ନାହିଁ ।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଇଣ୍ଟରନେଟରେ ଆସିବା ମାତ୍ରେ ଲୋକଙ୍କ ମଧ୍ୟରେ ଏକ ନକରାତ୍ମକ ଆଲୋଚନା ଆରମ୍ଭ ହୋଇଯାଇଛି। ଲୋକେ ଏହାକୁ ନେଇ ନକରାତ୍ମକ ପ୍ରତିକ୍ରିୟା ଦେଉଛନ୍ତି ଏବଂ ଅନେକ ଏହାକୁ ନୈତିକତା ବିରୁଦ୍ଧ ବୋଲି କହିଛନ୍ତି।
ମଝି ରାତିରେ ସୋସିଆଲ୍ ମିଡିଆ ଡାଉନ୍ । ହ୍ୱାଟ୍ସ୍ ଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍ ଗତକାଲି ରାତି ୧୧ଟା ପରଠୁ କିଛି ଘଣ୍ଟା ପାଇଁ କାମ କରିନଥିଲା ।
ଇନଷ୍ଟାଗ୍ରାମ୍ ଲାଇଭ୍ରେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମର ରିଅଲ ଟାଇମ ଆଲର୍ଟ ସିଷ୍ଟମ ଏବଂ ପୋଲିସର ସଜାଗତା ଯୋଗୁଁ ଯୁବକଙ୍କ ଜୀବନ ରକ୍ଷା କରାଯାଇପାରିଛି।
ବିଶ୍ୱର ପ୍ରସିଦ୍ଧ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଚଳାଉଥିବା କମ୍ପାନୀ ମେଟାର ସମସ୍ୟା ପୁଣି ଥରେ ବଢିପାରେ। ସୋମବାର ଦିନ ମେଟା ୟୁରୋପୀୟ ୟୁନିଅନ ନିୟାମକର ନୂଆ ଡିଜିଟାଲ ପ୍ରତିଯୋଗିତା ରୁଲ୍ବୁକ୍ର ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଛି।
ଏଥିରେ ମୃତ୍ୟୁ ବରଣ କରିଥିବା ଛାତ୍ର ଜଣକ ହେଳେ, ଯଶବନ୍ତ ନାଗର । ସେ ଝଲାୱର ଜିଲ୍ଲା ମନୋହର ଥାନା ଅଞ୍ଚଳର ବାସିନ୍ଦା । କୋଟରେ ହ୍ୟୁମାନିଟିଜ୍ରେ ସେ ବ୍ୟାଚଲର ଡିଗ୍ରୀ ପାଠ ପଢ଼ୁଛନ୍ତି ।
ଠକ ପ୍ରେମିକ । ନିଜକୁ ଆରପିଏଫ ଅଧିକାରୀ କହି ଯୁବତୀଙ୍କୁ ପ୍ରେମ ନିବେଦନ । ଏକାଧିକ ଯୁବତୀଙ୍କଠୁ ଟଙ୍କା ଠକିଥିବା ଅଭିଯୋଗ ।
ଏହାରି ମଧ୍ୟରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇଜଣ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ତାଙ୍କ ଗାଡ଼ିକୁ ରାସ୍ତା ମଝିରେ ପାର୍କିଂ କରି ଭିଡିଓ କରୁଛନ୍ତି।
୨୦୧୯ ଡିସେମ୍ୱର ୨ରେ PWD କଣ୍ଟ୍ରାକ୍ଟର ରାକେଶ ଯାଦବଙ୍କୁ ଦିନ ଦ୍ୱିପ୍ରହରେ ଗୁଳି କରି ହତ୍ୟା କରିବା ଅଭିଯୋଗରେ ଆସିଫ ଗିରଫ ହୋଇଥିଲା। ଦିଲ୍ଲୀର ସଦର ବଜାର ପୋଲିସ ଷ୍ଚେସନ ଅଂଚଳର ଶାହାଜାହାନପୁରରେ ଏହି ହତ୍ୟାକାଣ୍ଡ ଘଟିଥିଲା।
ଫେସବୁକ୍ ଖୋଲିଲେ 'ଲଗ୍ ଇନ' ମାଗୁଛି। ଲଗ୍ ଇନ୍ ରିଜେକ୍ଟ ଦେଖାଉଛି।
ନିଜର ୟୁଜର୍ସଙ୍କୁ ଯୋଡ଼ି ରଖିବା ପାଇଁ ମେଟା ଏହାର ସୋସିଆଲ ମିଡ଼ିଆ ଆପ୍ସରେ ଅନେକ ନୂଆ ଫିଚର୍ ଆଡ୍ କରୁଛି । ତେବେ ଏଣିକି ଆଉ କହିପାରିବେନି ମିଛ...ଆପଣ କେଉଁଠି ଅଛନ୍ତି କହିଦେବ ଇନ୍ଷ୍ଟାଗ୍ରାମ୍...
ନିକଟରେ ମେଟା ପିଲାମାନଙ୍କ ସୁରକ୍ଷା ପାଇଁ ଇନ୍ଷ୍ଟାଗ୍ରାମ୍ରେ କିଛି ନୂଆ ଫିଚର ଯୋଡିଥିଲା, ଯାହାଦ୍ୱାରା ସେମାନେ Explore ଏବଂ reels ଇତ୍ୟାଦିରେ ହାନିକାରକ କଣ୍ଟେଣ୍ଟ୍ ଦେଖିବେ ନାହିଁ। ବର୍ତ୍ତମାନ କମ୍ପାନୀ ଶିଶୁ ସୁରକ୍ଷା ପାଇଁ ପ୍ଲାଟ୍ଫର୍ମରେ ଆଉ ଏକ ଫିଚର ଯୋଡିଛି।
ଅନେକ ଲୋକ ଅଭିଯୋଗ କରନ୍ତି ଯେ ଇନଷ୍ଟାଗ୍ରାମରେ ସେମାନଙ୍କର ଅନେକ ଫଲୋର୍ସ ଥିଲେ ମଧ୍ୟ ସେମାନଙ୍କର ଇନଷ୍ଟାଗ୍ରାମ ଷ୍ଟୋରୀରେ ଭିୟୁ ବଢୁନି। ଆପଣ ଯଦି ଚାହୁଛନ୍ତି ଅନ୍ୟମାନଙ୍କ ପରି ଆପଣ ବି ଭଲ ଭିୟୁ ପାଆନ୍ତୁ ତେବେ ଏଠାରେ ୫ଟି ଉପାୟ ଦିଆଗଲା।
ଫଲୋର୍ସ ବଢ଼ାଇବାକୁ ହେଲେ ମାତ୍ର କେତୋଟି ଦିଗ ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ । ଯାହା ଦ୍ୱାରା ଆପଣଙ୍କ ଫଲୋର୍ସ ବଢ଼ିପାରିବେ ।
ମାଆଙ୍କ କାନ୍ଦ ଦେଖି ପୁଅ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି । କହୁଛି ଅଫିସ ତ ଯିବାକୁ ପଡ଼ିବ । ଅଫିସ୍ ନଗଲେ କେମିତି ହେବ...
ହ୍ୱାଟ୍ସ ଆପ୍ର ନୂଆ ଫିଚର୍କୁ ୟୁଜର୍ସ ମନରେ ଉତ୍କଣ୍ଠା।