• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ସୋମବାର ଚନ୍ଦ୍ର – କର୍କଟ ଅହୋରାତ୍ର ତିଥି- ୪ର୍ଥୀ ସନ୍ଧ୍ୟା ୦୬.୪୯ ଗତେ ୫ମୀ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ମିଥୁନ ପୁଷ୍କର ଦୋଷ – ନାସ୍ତି

ଶୁଭ ସମୟ:

ପ୍ରାତଃ ୦୬.୧୫ ରୁ ୦୭.୩୬

ଦିବା ୦୯.୦୮ ରୁ ୧୧.୧୮

ରାତ୍ରି ୦୭.୪୩ ରୁ ୧୦.୦୧

ରାତ୍ରି ୦୨.୪୫ ରୁ ୦୩.୩୭

ଅଧିକ ପଢ଼ନ୍ତୁ: ଏହିସବୁ ଜିନିଷକୁ ଦେଖିବା ଉଚିତ୍ ନୁହେଁ, ଆଣିପରେ ଜୀବନରେ ଏଭଳି ବିପଦ

ଅଶୁଭ ସମୟ:

ଋାହୁକାଳ - ଦିବା ୦୭.୩୬ ରୁ ୦୮.୫୭

କାଳବେଳା - ଦିବା ୦୭.୩୬ ରୁ ୦୮.୫୭

ବାରବେଳା – ଦିବା ୦୨.୨୨ ରୁ ୦୩.୪୩

କାଳରାତ୍ରି – ରାତ୍ରି ୧୦.୦୧ ରୁ ୧୧.୪୦