ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ ଆଜି ଶପଥ ଗ୍ରହଣ କରିଛନ୍ତି। ଦ୍ୱିତୀୟ ଥର ପାଇଁ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
ଗୁଜରାଟରେ ବଡ଼ ବିଜୟ ପରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଜନାଦେଶ ଅଭିଭୂତ କରିଛି । ଗୁଜରାଟରେ ଏଥର ଚମତ୍କାର ହୋଇଛି ।
ଯଦି ଆମେ ପ୍ରାରମ୍ଭିକ ଟ୍ରେଣ୍ଡ୍କୁ ଦେଖିବା, ତା’ହେଲେ ଗୁଜରାଟରେ ବିଜେପି ଏହାର ଶାସନ ବଜାୟ ରଖିବାକୁ ଯାଉଛି। କାରଣ ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ ବିଜେପିକୁ ଅନ୍ୟ ଦଳ ଠାରୁ ଅଧିକ ଭୋଟ୍ ମିଳିଥିବା ଦେଖିବାକୁ ମିଳିଛି।
ସର୍ଭେ ରିପୋର୍ଟକୁ ନେଇ ଆମେ ପ୍ରସ୍ତୁତ କରିଛୁ ଏକ୍ଜିଟ୍ ପୋଲ୍ ରିପୋର୍ଟ ।
ଗୁଜରାଟ ବିଧାନସଭା ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟରେ ମୋଟ୍ ୯୩ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ।
ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ୧୯ ଜିଲ୍ଲାର ୮୯ ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଛି।
ଗୁଜରାଟରେ କ୍ଷମତାସୀନ ବିଜେପି ସରକାର ଦୁର୍ନୀତିରେ ଲିପ୍ତ ଥିବା ଶ୍ରୀ ଗେହଲଟ ଅଭିଯୋଗ କରିଛନ୍ତି।
ଦୀର୍ଘ ୨୭ ବର୍ଷ ହେଲା ରାଜ୍ୟରେ ଶାସନ କରୁଥିବା ବିଜେପି ଏଥର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ନୀତୀନ ପଟେଲଙ୍କ ଭଳି ବରିଷ୍ଠ ନେତାଙ୍କୁ ନିର୍ବାଚନ ଲଢିବାକୁ ଟିକେଟ ଦେଇନି ।
ପ୍ରାର୍ଥିତ୍ୱ ନେଇ ୧୬ ଲକ୍ଷ ଲୋକ ନିଜର ପସନ୍ଦ ବ୍ୟକ୍ତ କରିଥିଲେ । ଆଉ ତା’ପରେ ଇସୁଦାନଙ୍କୁ( Isudan Gadhvi) ବାଛିଛନ୍ତି ଅରବିନ୍ଦ କେଜ୍ରିୱାଲ ।
ବାଜିଲା ଗୁଜରାଟ ବିଗୁଲ୍। ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରେସ୍ମିଟ୍ରେ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି।
ଗୁଜରାଟ ବିଧାନସଭା ନିର୍ବାଚନ(Gujarat Election) ସମ୍ପର୍କରେ ବିସ୍ତୁତ ତଥ୍ୟ ଦେବେ ECI