• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Gujarat Polls

Bhupendra Patel Takes Oath For Second Time As Gujarat CM
ଗୁଜରାଟରେ ଭୂପେନ୍ଦ୍ର ସରକାର 2.0: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ

ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ ଆଜି ଶପଥ ଗ୍ରହଣ କରିଛନ୍ତି। ଦ୍ୱିତୀୟ ଥର ପାଇଁ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। 

Gujarat BJP Record
ଗୁଜରାଟରେ ରେକର୍ଡ କଲା, ଇତିହାସ ଲେଖିଲା ବିଜେପି..

ଗୁଜରାଟରେ ବଡ଼ ବିଜୟ ପରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି,  ଜନାଦେଶ ଅଭିଭୂତ କରିଛି । ଗୁଜରାଟରେ ଏଥର ଚମତ୍କାର ହୋଇଛି ।

Today Gujarat And Himachal Pradesh Election Results To Be Declared
ଗୁଜରାଟରେ କଂଗ୍ରେସକୁ ଧୂଳି ଚଟାଇଲା ବିଜେପି, ହିମାଚଳରେ କଡ଼ା ଟକ୍କର...

ଯଦି ଆମେ ପ୍ରାରମ୍ଭିକ ଟ୍ରେଣ୍ଡ୍‌କୁ ଦେଖିବା, ତା’ହେଲେ ଗୁଜରାଟରେ ବିଜେପି ଏହାର ଶାସନ ବଜାୟ ରଖିବାକୁ ଯାଉଛି। କାରଣ ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁସାରେ ବିଜେପିକୁ ଅନ୍ୟ ଦଳ ଠାରୁ ଅଧିକ ଭୋଟ୍‌ ମିଳିଥିବା ଦେଖିବାକୁ ମିଳିଛି।

Exit poll
କିଏ ମାରିବ ବାଜି ? ବିଜେପିର ସ୍ଥିତି କେଉଁଠି ? କ’ଣ କହୁଛି ଏକ୍‌ଜିଟ୍‌ ପୋଲ୍‌.. ଦେଖନ୍ତୁ

ସର୍ଭେ ରିପୋର୍ଟକୁ ନେଇ ଆମେ ପ୍ରସ୍ତୁତ କରିଛୁ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ।

Gujarat Phase 2 Polling Today
ଗୁଜରାଟ ବିଧାନସଭା ନିର୍ବାଚନ: ଆଜି ଶେଷ ପର୍ଯ୍ୟାୟ ମତଦାନ, ଗୁରୁତ୍ୱପୂର୍ଣ୍ଣ ଆସନରେ ଭୋଟ୍‌ ପଡ଼ିବ

ଗୁଜରାଟ ବିଧାନସଭା ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ। ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟରେ ମୋଟ୍‌ ୯୩ ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ହେବ।

Voting for the first phase of Gujarat Elections 2022 begins
ଗୁଜରାଟ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ, ମଇଦାନରେ ୭୮୮ ପ୍ରାର୍ଥୀ

ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ୧୯ ଜିଲ୍ଲାର ୮୯ ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି।

Congress Manifesto
କଂଗ୍ରେସ କ୍ଷମତାକୁ ଆସିଲେ ବଦଳିବ ମୋଦି ଷ୍ଟାଡିୟମର ନାଁ

ଗୁଜରାଟରେ କ୍ଷମତାସୀନ ବିଜେପି ସରକାର ଦୁର୍ନୀତିରେ ଲିପ୍ତ ଥିବା ଶ୍ରୀ ଗେହଲଟ ଅଭିଯୋଗ କରିଛନ୍ତି।

Gujarat BJP
ନେତାଙ୍କ ସମ୍ପର୍କୀୟ ଓ ବୟସ୍କଙ୍କ ଟିକଟ କାଟିଲା ବିଜେପି, ନୂଆ ଫର୍ମାଟ୍‌ରେ ଲଢ଼ିବ ଗୁଜରାଟ ନିର୍ବାଚନ

ଦୀର୍ଘ ୨୭ ବର୍ଷ ହେଲା ରାଜ୍ୟରେ ଶାସନ କରୁଥିବା ବିଜେପି ଏଥର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ନୀତୀନ ପଟେଲଙ୍କ ଭଳି ବରିଷ୍ଠ ନେତାଙ୍କୁ ନିର୍ବାଚନ ଲଢିବାକୁ ଟିକେଟ ଦେଇନି ।

Isudan Gadhvi
ଇସୁଦାନ ଗଡୱୀ ଆପର ଗୁଜରାଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ପ୍ରାର୍ଥିତ୍ୱ ନେଇ ୧୬ ଲକ୍ଷ ଲୋକ ନିଜର ପସନ୍ଦ ବ୍ୟକ୍ତ କରିଥିଲେ । ଆଉ ତା’ପରେ ଇସୁଦାନଙ୍କୁ( Isudan Gadhvi) ବାଛିଛନ୍ତି ଅରବିନ୍ଦ କେଜ୍ରିୱାଲ ।

Gujarat Election
ବାଜିଲା ଗୁଜରାଟ ବିଧାନସଭା ଭୋଟ୍ ବିଗୁଲ

ଏଥର ଦେଖିବାକୁ ମିଳିବ ତ୍ରିମୁଖୀ ଲଢେଇ

Election Commission Announces Gujarat Poll Dates
ବାଜିଲା ଗୁଜରାଟ ବିଗୁଲ୍‌: ଡିସେମ୍ବର ୧ ଓ ୫ରେ ଭୋଟ୍‌ ଗ୍ରହଣ

ବାଜିଲା ଗୁଜରାଟ ବିଗୁଲ୍‌। ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରେସ୍‌ମିଟ୍‌ରେ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି। 

Gujarat Election
ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ! ମଧ୍ୟାହ୍ନରେ ନିର୍ବାଚନ କମିଶନଙ୍କ ପ୍ରେସମିଟ

ଗୁଜରାଟ ବିଧାନସଭା ନିର୍ବାଚନ(Gujarat Election) ସମ୍ପର୍କରେ ବିସ୍ତୁତ ତଥ୍ୟ ଦେବେ ECI