• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Elon Musk
ପଛରେ ପଡ଼ିଲେ ଏଲନ୍‌ ମସ୍କ; ଏବେ ପ୍ରଥମ ନୁହେଁ, ଦ୍ୱିତୀୟ..

ଫୋବର୍ସ ତାଲିକାରେ ଏଲନ୍‌ ମସ୍କ ବିଶ୍ୱର ପ୍ରଥମ ଧନୀ ଥିବା ବେଳେ ଏବେ LVMH ର ମୁଖ୍ୟ କାର୍ଯ୍ୟନିର୍ବାହୀ ବର୍ନାର୍ଡ ଆର୍ନାଲ୍ଟ ପ୍ରଥମ ସ୍ଥାନ ନେଇଛନ୍ତି ।

Twin sisters married twin brothers in West Bengal
ଅଜବ ବିବାହ: ଯାଆଁଳା ଭଉଣୀଙ୍କୁ ମିଳିଗଲେ ଯାଆଁଳା ଭାଇ

ଯାଆଁଳା ଭଉଣୀଙ୍କ ଇଛା ପୂରଣ ହେଲା। ବିବାହକୁ ନେଇ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ବାସ୍ତବ ହେଲା। ଗୋଟିଏ ଘରେ ବିବାହ କରିବାକୁ ଚାହୁଁଥିଲେ, ହେଲେ ମିଳିଗଲେ ଯାଆଁଳା ଭାଇ। ଖବର ଏବେ ଚର୍ଚ୍ଚାରେ…

This ATM in Hyderabad dispenses gold
ଟଙ୍କା ବଦଳରେ ATMରୁ ବାହାରୁଛି ସୁନା ! ମାତ୍ର ଅଳ୍ପ ସେକେଣ୍ଡରେ ପାଇବେ ଶୁଦ୍ଧ ସୁନା

ଗୋଲ୍ଡସିକ୍କା ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ଫିନ୍‌ଟେକ୍‌ କମ୍ପାନୀ ହାଇଦ୍ରାବାଦରେ ଏକ ଏଟିଏମ୍‌ ଖୋଲିଛି। ହେଲେ ଏହି ଏଟିଏମ୍‌ରୁ ଟଙ୍କା ବଦଳରେ ସୁନା ବାହାରୁଛି।

Kerala movie theatre creates sound proof crying room for parents
ଏବେ ଛୋଟ ପିଲାଙ୍କୁ ନେଇ ଦେଖିପାରିବେ ଫିଲ୍ମ; ଏହି ହଲ୍‌ କଲା ସୁବିଧା

ଆପଣଙ୍କର ହଲ୍‌କୁ ଯାଇ ଫିଲ୍ମ ଦେଖିବାକୁ ଭାରି ଇଛା ଥିବ। କିନ୍ତୁ ଘରେ ଛୋଟ ପିଲା ଥିବାରୁ ଆପଣ ଯାଇ ପାରୁ ନଥିବେ। କାରଣ ପିଲାମାନେ ହଲ୍‌ରେ କାନ୍ଦନ୍ତି। ହେଲେ ଏବେ ଆଉ ଏ ଅସୁବିଧା ହେବନି। ଏହି ସିନେମା ହଲ୍‌ ତିଆରି କରିଛି ସାଉଣ୍ଡ୍‌ ପ୍ରୁଫ୍ 'କ୍ରାଇଙ୍ଗ୍‌ ରୁମ୍'। ଜାଣନ୍ତୁ ଏହା କେଉଁଠି…

Sleaze Video Of Rajasthan Minister Video Goes Viral
ମନ୍ତ୍ରୀଙ୍କ ଆପତ୍ତିଜନକ ଭିଡିଓ Viral ! ମନ୍ତ୍ରୀ ପଦରୁ ହଟାଇବା ପାଇଁ ଦାବି

ମନ୍ତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ୍‌ ପରେ ହଇଚଇ ସୃଷ୍ଟି ହୋଇଛି। ସମ୍ପୃକ୍ତ ମନ୍ତ୍ରୀଙ୍କୁ ମନ୍ତ୍ରୀ ପଦରୁ ହଟାଇବା ପାଇଁ ବିଜେପି ଦାବି କରିଛି।

Today Gujarat And Himachal Pradesh Election Results To Be Declared
ଗୁଜରାଟରେ କଂଗ୍ରେସକୁ ଧୂଳି ଚଟାଇଲା ବିଜେପି, ହିମାଚଳରେ କଡ଼ା ଟକ୍କର...

ଯଦି ଆମେ ପ୍ରାରମ୍ଭିକ ଟ୍ରେଣ୍ଡ୍‌କୁ ଦେଖିବା, ତା’ହେଲେ ଗୁଜରାଟରେ ବିଜେପି ଏହାର ଶାସନ ବଜାୟ ରଖିବାକୁ ଯାଉଛି। କାରଣ ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁସାରେ ବିଜେପିକୁ ଅନ୍ୟ ଦଳ ଠାରୁ ଅଧିକ ଭୋଟ୍‌ ମିଳିଥିବା ଦେଖିବାକୁ ମିଳିଛି।

padampur gujarat himachal pradesh election results
ପଦ୍ମପୁର ଜିତିଲା ବିଜେଡି

ଆସିଲା ଗୁଜରାଟ ଓ ହିମାଚଳ ପ୍ରଦେଶର ରେଜଲ୍ଟ । ଏହି କ୍ରମରେ ପଦ୍ମପୁର

Bride dressed as groom father carries out her baraat
ବର ବେଶ ହେଲା ଝିଅ… ଘୋଡା ପିଠିରେ ବସିଲା… ଶାଶୁଘର ଗଲା

ଦେଖାଯାଇଛି ଏକ ନିଆରା ବିବାହ ଶୋଭାଯାତ୍ରା। ଝିଅକୁ ବର ବେଶରେ ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ସେ ଘୋଡାରେ ବସିଛି ଆଉ ଶାଶୁଘରକୁ ଯାଇଛି। ଆସନ୍ତୁ ଜାଣିବା ଭାରତରେ କେଉଁଠି ଦେଖିବାକୁ ମିଳିଛି ଏହି ନିଆରା ଦୃଶ୍ୟ…

Benefits of government jobs
Career: ଆଜିର ଯୁବପିଢି କାହିଁକି ସରକାରୀ ଚାକିରି ପାଇଁ ପାଗଳ… ଜାଣନ୍ତୁ ଏହାର କାରଣ

ଆଜିକାଲି ସମସ୍ତେ ସରକାରୀ ଚାକିରି ପଛରେ ଦୌଡୁଛନ୍ତି। ଏନେଇ ବର୍ଷ ବର୍ଷ ମଧ୍ୟ ପରିଶ୍ରମ କରୁଛନ୍ତି। ଅନେକ ମଧ୍ୟ ଖାଇବା ପିଇବା ଭୁଲି ଯାଉଛନ୍ତି। କ’ଣ ରହିଛି ଏହାର କାରଣ? ଏଥିରୁ କ’ଣ ମିଳୁଛି ଲାଭ? ଆସନ୍ତୁ ଜାଣିବା।

Dharmendra’s strugglefull life in bollywood industry
Happy Birth Day: ଆଜି ସେ ବଲିଉଡ୍‌ର ‘ହୀମ୍ୟାନ୍’; ଦିନେ ଭୋକ ଉପାସରେ କରୁଥିଲେ ସଂଘର୍ଷ

୭୦ ଦଶକର ସବୁଠାରୁ ହ୍ୟାଣ୍ଡସମ ହିରୋ ଥିଲେ ଧର୍ମେନ୍ଦ୍ର। ଚଳଚ୍ଚିତ୍ରରେ ତାଙ୍କ ନିଷ୍ଠା ତାଙ୍କୁ କରିଦେଲା ‘ହୀମ୍ୟାନ୍‌’। ଏଠି ପହଞ୍ଚିବା ପାଇଁ ତାଙ୍କୁ କିନ୍ତୁ କମ କଷ୍ଟ କରିବାକୁ ପଡିନି। ଏମିତି କି ଭୋକ ଶୋଷରେ ଦିନ କାଟିବାକୁ ପଡିବାରୁ ନିରାଶ ହୋଇ ଘରକୁ ଫେରିଆସିବାକୁ ମଧ୍ୟ ସ୍ଥିର କରି ନେଇଥିଲେ। ହେଲେ ଏମିତି କ’ଣ ହେଲା…

Rescue operation
ଆଓ୍ୱାଜ୍ ଦେଉନି ୫୫ ଫୁଟ୍ ତଳେ ଫସିଥିବା ୮ ବର୍ଷୀୟ ତନ୍ମୟ

ମାତ୍ର ୬ ମାସ ତଳେ ସାରା ଦେଶରେ ଚହଳ ପକାଇ ଦେଇଥିଲା ଛତିଶଗଡ଼ର ବୋରୱେଲ୍ ଟ୍ରାଜେଡି। 

first transgender member of the MCD
ଦିଲ୍ଲୀ ନଗର ନିଗମକୁ ମିଳିଲା ପ୍ରଥମ କିନ୍ନର କର୍ପୋରେଟର୍

ଏମସିଡି ବିଜୟ ପରେ ଆପ୍ ପକ୍ଷରୁ ଜୋରଦାର ସେଲିବ୍ରେସନ କରାଯାଇଛି। 

Indian navy agniveer ssr mr recruitment
୧୦ମ, ୧୨ଶ ପାଶ୍‌ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ନୌସେନାରେ ପାଇପାରିବେ ଚାକିରି

ନୌସେନାରେ ଚାକିରି ପାଇବାର ଏକ ସୁବର୍ଣ୍ଣ ସୁଯୋଗ। ବିଶେଷ କରି ଏହି ନିଯୁକ୍ତି ପାଇଁ ୧୦ମ, ୧୨ଶ ପାଶ୍ ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ। ଏଭଳି ପରିସ୍ଥିତିରେ, ସମୟ ନଷ୍ଟ ନକରି ଆବେଦନ ପାଇଁ ତୁରନ୍ତ ପ୍ରସ୍ତୁତ ହୋଇଯାଆନ୍ତୁ।

North korea people to give kids patriotic names like bomb and gun
ସରକାରୀ ନିର୍ଦ୍ଦେଶ; ପିଲାମାନଙ୍କ ନାଁ ‘ବୋମା’ ‘ବନ୍ଧୁକ’ ନ ରଖିଲେ ଦଣ୍ଡ

ଉତ୍ତର କୋରିଆରୁ ଆସିଛି ତାନାଶାହା ଶାସନର ଆଉ ଏକ ନମୁନା। ପିଲାମାନଙ୍କ କ୍ରୁର ନାଁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ‘ବୋମା’ ‘ବନ୍ଧୁକ’ ଆଦି ନାଁ ରଖିବାକୁ କୁହାଯାଇଛି। ନିୟମ ନ ମାନିଲେ ଦିଆଯିବ ଦଣ୍ଡ।

market in Delhi where T-shirts are available for Re 1 and pants for Re 10
ଏଇ ମାର୍କେଟ୍‌ରେ ବଡ଼ ଅଫର: ୧ ଟଙ୍କାରେ ଟି-ସାର୍ଟ, ୧୦ ଟଙ୍କାରେ ପ୍ୟାଣ୍ଟ

ଯଦି ଆପଣଙ୍କ ପାଖରେ ଡ୍ରେସ୍‌ କିଣିବାକୁ ଅଧିକ ଟଙ୍କା ନାହିଁ, ତାହାହେଲେ ଚିନ୍ତା କରନ୍ତୁନି।

Imdb most popular Indian celebs top 10 list of 2022
IMDB ଟପ୍‌ ୧୦ ତାଲିକା; ପ୍ରଥମ ଧନୁଷ, ଦ୍ୱିତୀୟ ଆଲିଆ ଭଟ୍ଟ

IMDB ୨୦୨୨ର ସବୁଠାରୁ ଅଧିକ ଲୋକପ୍ରିୟ ଭାରତୀୟ ତାରକାଙ୍କ ତାଲିକା ଘୋଷଣା କରିଛି। ଏହି ତାଲିକାରେ ସାଉଥ୍ ଷ୍ଟାର୍ ଧନୁଷ ଟପ୍‌ରେ ଅଛନ୍ତି। ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଆଲିଆ ଭଟ୍ଟ। ଜାଣନ୍ତୁ ଅନ୍ୟମାନେ କିଏ, କେଉଁ ସ୍ଥାନରେ ଅଛନ୍ତି।

Elon Musk
କର୍ମଚାରୀଙ୍କ ପାଇଁ ଅଫିସ୍‌ ରୁମ୍‌କୁ ବେଡ୍‌ରୁମ୍‌ ଭଳି ସଜାଇଲେ ଏଲନ୍‌.. ଜାଣନ୍ତୁ କାରଣ..

ସାନ୍‌ଫ୍ରାନସିସ୍‌କୋରେ ଥିବା ଟ୍ୱିଟର ହେଡ୍‌ ଅଫିସ୍‌ର ଅଧିକାଂଶ ଫ୍ଲୋରକୁ ବେଡ୍‌ରୁମ୍‌ ଭଳି ସଜାଇଛନ୍ତି ଏଲନ୍ ।

Fraud Allegation Against Youtuber Namra Qadir
ପ୍ରଥମେ ପ୍ରେମ, ପରେ ହନିଟ୍ରାପ୍‌...ବ୍ୟବସାୟୀଙ୍କୁ ହୋଟେଲ୍‌ ନେଇ ଫସେଇ ଦେଲେ ସୁନ୍ଦରୀ ୟୁଟ୍ୟୁବର

ସୁନ୍ଦର ଚେହେରା, ହେଲେ କାରନାମା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଧନୀକ ଶ୍ରେଣୀର ଲୋକଙ୍କୁ ମିଠା ମିଠା କଥା କହି ନିଜ ପ୍ରେମ ଜାଲରେ ଫସାଉ ଥିଲେ, ଶେଷରେ ହନିଟ୍ରାପ୍‌ କରି ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ ମହିଳା ୟୁଟ୍ୟୁବର ନାମରା କାଦିର୍‌।

RBI hikes repo rate
ଜନତାଙ୍କୁ ଝଟ୍‌କା ! ମହଙ୍ଗା ହେବ ଲୋନ୍‌, EMI

ପୁଣି ରେପୋ ରେଟ୍‌ ବୃଦ୍ଧି ପରେ ଜନତାଙ୍କୁ ଝଟ୍‌କା ଲାଗିଛି। ରେପୋ ରେଟ୍ ବୃଦ୍ଧି ପରେ ମହଙ୍ଗା ହେବ ଋଣ। ହୋମ୍‌ ଲୋନ୍‌(Home Loan), ଗାଡ଼ି ଲୋନ୍‌ ସମେତ ସମସ୍ତ ପ୍ରକାରର ଋଣ ମହଙ୍ଗା ହେବ।

Rescue Operation Underway To Save 8-Year-Old Boy In Madhya Pradesh
୬୦ ଫୁଟ ତଳେ ଫସିଛି କୁନି ପୁଅ, ପାଇପ୍ ଯୋଗେ ପଠାଯାଉଛି ଅମ୍ଲଜାନ...

ବୋର୍‌ୱେଲରେ ଫସି ରହିଥିବା ବାଳକ ନିକଟକୁ ପାଇପ୍ ଯୋଗେ ଅମ୍ଲଜାନ ପଠାଯାଉଛି। ୮ ବର୍ଷର ବାଳକ ତନ୍ମୟ ସାହୁ କ୍ଷେତରେ ଖେଳୁଥିଲେ। ଏହି ସମୟରେ କିଛି ଦିନ ପୂର୍ବେ ସେହି କ୍ଷେତରେ ଖୋଳାଯାଇଥିବା ବୋର୍‌ୱେଲ ଭିତରେ ଅଚାନକ ଖସି ପଡିଥିଲେ।

Delhi Civic Polls Result Today
ବିଜେପି ହାତରୁ ଦିଲ୍ଲୀ ମହାନଗର ନିଗମକୁ ଛଡ଼ାଇ ନେବ କି AAP ? କିଏ କରିବ ରାଜ୍‌...

ଆଜି ଦିଲ୍ଲୀ ମହାନଗର ନିଗମ(MCD) ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଗତ ୧୫ ବର୍ଷ ହେବ ଦିଲ୍ଲୀ ମହାନଗର ନିଗମରେ ବିଜେପିର ଶାସନ ଚାଲିଛି।

Elderly woman was selling guavas on the road
Viral: ରାସ୍ତା କଡରେ ପିଜୁଳି ବିକୁଥିଲେ ବୁଢୀ ମାଉସୀ; ପୋଲିସ୍ କଲେ ଏମିତି

ଖରାରେ ବସି ରାସ୍ତା କଡରେ ପିଜୁଳି ବିକୁଥିଲେ ବୁଢୀ ମାଉସୀ। ଏହି ସମୟରେ ତାଙ୍କ ପାଖରେ ପହଞ୍ଚିଲେ ଜଣେ ପୋଲିସ୍ କର୍ମଚାରୀ। ଜାଣନ୍ତୁ ସେ ବୁଢୀ ମାଉସୀ ସହ କ’ଣ କଲେ।

India 3rd most porn watching country in the world
ପର୍ଣ୍ଣ ଭିଡିଓ ଦେଖିବାରେ ଭାରତ ବିଶ୍ୱରେ ତୃତୀୟ, ପାକିସ୍ତାନ ପ୍ରଥମ

ସାରା ଦୁନିଆ ପର୍ଣ୍ଣ ଭିଡିଓ ଦେଖୁଥିବା ବେଳେ ପାକିସ୍ତାନ ଏକ ଶୀର୍ଷ ଦେଶ ଭାବରେ ଉଭା ହୋଇଛି। ଚୀନ୍ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଭାରତ ୩ୟ ସ୍ଥାନରେ ରହିଛି।

BoreWell
ଫସିଲା ଜୀବନ, ୫୫ ଫୁଟ୍ ତଳକୁ ଖସିଲା ୮ ବର୍ଷର ପୁଅ

ଫସି ରହିଥିବା ଶିଶୁ ନିକଟକୁ ଅମ୍ଲଜାନ ପଠାଇବାର ବ୍ୟବସ୍ଥା କରାଯାଉଛି ।