• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Cuttack (କଟକ)

Pratap jena
ବଢ଼ିଲା ପ୍ରତାପଙ୍କ ଅଡ଼ୁଆ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୁଣି ଖୋଲିବ ଫାଇଲ୍

ମାହାଙ୍ଗା ଡବଲ ମର୍ଡର: ପ୍ରୋଟେଷ୍ଟ ପିଟିସନ୍ ଅନୁମତି । ଅନୁମତି ମିଳିବା ନେଇ ଆଇନଜୀବୀ ପ୍ରବୀଣ କାନୁନଗୋଙ୍କ ସୂଚନା ।

Cold Wave
ପାରଦ ଖସୁଛି, ଆଗକୁ ୧୩ ଜିଲ୍ଲାରେ କଲବଲ କରିବ କୁହୁଡ଼ି !

ଆସନ୍ତା ୨ରୁ ୩ ଦିନ ଯାଏ ପାଗ ଶୁଖିଲା ରହିବା ସହ ପାଣିପାଗରେ ପରିବର୍ତ୍ତନ ନଥିବା କହିଛି ପାଣିପାଗ କେନ୍ଦ୍ର ।

jio true 5g
ଫେବ୍ରୁଆରି ସୁଦ୍ଧା ଓଡ଼ିଶାର ଆଉ ୫ ସହରକୁ ଜିଓ ଟ୍ରୁ-5G ସେବା

ଜିଓ ପକ୍ଷରୁ ଏହି ସୁବିଧାଗୁଡ଼ିକ ଓଡ଼ିଶାର ଲୋକମାନଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ।

Love for mother drags girl adopted by Australian couple to Odisha
୧୫ ବର୍ଷ ପରେ ମାଆକୁ ଖୋଜୁଛି ଝିଅ

ସେ ଜଣେ ମହାନ ମାଆ, ମୁଁ ଏବେ ତାକୁ ଭେଟିବାକୁ ପାଗଳ।

Makar Sankranti
ଆଗକୁ ମକର ସଂକ୍ରାନ୍ତି : ଆରମ୍ଭ ହୋଇଗଲାଣି ଗୁଡ଼ି ବିକ୍ରି, ଖୁସି ଭିତରେ ଜୀବନ ଯିବା ଭୟ

ବ୍ୟାନ୍ ହୋଇଥିବା ସତ୍ତ୍ୱେ ମାଂଜା ସୂତା ବି ଦେଖିବାକୁ ମିଳୁଛି ମାର୍କେଟରେ ।

5g
ରାଜ୍ୟରେ ଫାଇଭ୍‌-ଜି ସେବାର ଦର କେତେ ରହିବ ? ସ୍ପଷ୍ଟ କଲେ କେନ୍ଦ୍ରମନ୍ତ୍ରୀ

ଫାଇବର କେବୁଲ ବିଛାଇବା ପାଇଁ ପ୍ରଧାନମନ୍ତ୍ରୀ ୧୧ଶହ କୋଟି ଟଙ୍କା ଦେଇଛନ୍ତି ।

5G Services Rolls Out In Odisha
ଓଡ଼ିଶାରେ 5G ସେବା ଆରମ୍ଭ: 4G ତୁଳନାରେ ୧୦ ଗୁଣା ଅଧିକ ସ୍ପିଡ୍ ହେବ ଇଣ୍ଟରନେଟ୍...

ଆଜିଠୁ ଓଡ଼ିଶାରେ 5G ସେବା ଆରମ୍ଭ ହୋଇଛି। ଆଖି ପିଛୁଳାକେ ଡାଉନଲୋଡିଂ, ଆଉ ବିଜୁଳି ବେଗରେ ସର୍ଫିଂ ହେବ। 

Bus Overturns After Collision With Hyva Truck On Cuttack-Chandbali Road
ଭୁବନେଶ୍ୱର ଆସୁଥିବା ବେଳେ ଓଲଟି ପଡ଼ିଲା ବସ୍‌, ଗାଡ଼ିରେ ଥିଲେ ୭୦ ଯାତ୍ରୀ...

ବସ୍‌ଟି ଚାନ୍ଦବାଲିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ଗାଡ଼ିଟି କଟକ-ଚାନ୍ଦବାଲି ରାସ୍ତାର ଛପୋଲିଆ ନିକଟରେ ରାସ୍ତା ତଳକୁ ଓଲଟି ପଡିଥିଲା।

Duping Money On Pretext Of Providing Govt Jobs
ଏ ସଂସ୍ଥା ଏଡ଼େ ଠକ ? ଚାକିରି ଲୋଭ ଦେଖାଇ ଖାଇଗଲେ ଲକ୍ଷାଧିକ ଟଙ୍କା...

ଯୁବକ, ଯୁବତୀଙ୍କୁ ଚାକିରି ଦେବା ନାଁରେ ଏକ ପ୍ଲେସ୍‌ମେଣ୍ଟ୍‌ ଏଜେନ୍ସି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। 

Doctor Subhashree Kar
ରହସ୍ୟ ଘେରରେ ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁ; ଏକ୍ସ ବୟଫ୍ରେଣ୍ଡର ଫୋନ୍ ସ୍ୱିଚ୍‌ ଅଫ୍‌

ଜିରୋ ନାଇଟ୍‌କୁ ଜବରଦସ୍ତ ସେଲିବ୍ରେସନ କରିଥିଲେ ଶୁଭଶ୍ରୀ ।

Zero Night
ଜୋରଦାର ହେବ ସେଲିବ୍ରେସନ ! ଜିରୋ ନାଇଟ୍ ପାଇଁ ସବୁଠି ସଜବାଜ...

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିବେ ଦର୍ଶକ । ନବବର୍ଷ ପାଳନ ପାଇଁ ସଭିଙ୍କ ମନରେ ଉତ୍ସାହ ।

Today Gold Price
Today Gold Price 30th Dec 2022: ବଢିଲା ସୁନା ଦର, ସୁନା କିଣିବାକୁ ଯିବା ପୂର୍ବରୁ ଜାଣିନିଅନ୍ତୁ କେତେ ଅଛି ଦାମ୍‌

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୪,୯୫୦ ଟଙ୍କା ରହିଛି ।

New Year celebrations
ଜିରୋ ନାଇଟ୍ ସେଲିବ୍ରେସନ ପାଇଁ କାଉଣ୍ଟଡାଉନ୍ :ସଜେଇ ହେଲାଣି ବିଭିନ୍ନ ହୋଟେଲ୍ ଓ କ୍ଲବ୍

ଚିକମିକ୍ ଲାଇଟ୍ ଓ ବେଲୁନରେ ଚାଲିଛି ସାଜସଜା, ଓଲିଉଡ ଓ ବଲିଉଡ କଳାକାରଙ୍କ ସହ ଝୁମିବେ ଦର୍ଶକ

SI Exam
SI ପରୀକ୍ଷାରେ ଅନିୟମିତତା ! DG ଅଫିସ ନିକଟରେ ଆଶାୟୀଙ୍କ ବିକ୍ଷୋଭ

ପୋଲିସ ଡିଜିଙ୍କୁ ଭେଟି ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି ।

Covid 19
'ଲକ୍ଷଣ ଦେଖିଲେ ନିଜକୁ ନିଜେ ଆଇସୋଲେଟ୍‌ କର'

କେନ୍ଦ୍ର ଓ ରାଜ୍ୟ ଆଣିଲେ ନୂଆ କୋଭିଡ୍‌ ଆଡଭାଇଜରି।

tragic story
ସ୍ୱାମୀ ଚାଲିଯାଇଥିଲେ, ଏବେ ପୁଅ ଚାଲିଗଲା ! କେମିତି ଜଣେ ମା’ ନିଜକୁ ସମ୍ଭାଳିବ

ସ୍ୱାମୀ ଚାଲିଯାଇଥିଲେ, ଏବେ ପୁଅ ଚାଲିଗଲା । ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣାରେ ଜୀବନ ହରାଇଥିବା ଯୁବକଙ୍କ କୁନି ପୁଅ ବି ଏବେ ଅଫେରା ଦୁନିଆରେ . . .

Varsha - Anubhav
ବର୍ଷା-ଅନୁଭବ ପାରିବାରିକ ବିବାଦ: ଅନୁଭବଙ୍କ ଓକିଲଙ୍କ ପ୍ରଶ୍ନ ଉପରେ ଆପତ୍ତି ଉଠାଇଲେ ବର୍ଷା 

ନାରୀର ମଯର୍ୟାଦା ପ୍ରତି ଆଞ୍ଚ ଭଳି ପ୍ରଶ୍ନ କରାଯାଇପାରିବନି । ବର୍ଷା କେଉଁ ଭାଷାରେ ଉତ୍ତର ଦେବେ ତାକୁ ନେଇ ବିବାଦ ।

Baranga Police ASI Deadbody Found Hanging
ଘର ଭିତରୁ ମିଳିଲା ASIଙ୍କ ଝୁଲନ୍ତା ମୃତଦେହ

କଟକ ବାରଙ୍ଗ ଥାନା ASI ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କେଉଁ କାରଣ ପାଇଁ ତାଙ୍କର ମୃତ୍ୟୁ ହେଲା ତାହା ଜଣାପଡ଼ିନି।

Temple Lifting With Jacks
ସାଢେ ୩ ଫୁଟ୍ ଉପରକୁ ଉଠୁଛି ୪୦ ବର୍ଷର ଶିବ ମନ୍ଦିର 

ଅତ୍ୟାଧୁନିକ ଜ୍ଞାନକୌଶଳରେ ଉଚ୍ଚତାକୁ ଉଠୁଛି ମନ୍ଦିର। କଟକ ସହରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମନ୍ଦିର ସୁରକ୍ଷା ଲାଗି ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି।

Fake Medicine
ଓଡିଶାରେ କେମିତି ପଶୁଛି ନକଲି ମେଡିସିନ୍ ? ସତ ସାମ୍ନାକୁ ଆଣିଲେ ଡ୍ରଗ୍ସ କଣ୍ଟ୍ରୋଲର

ମୁନାଫାଖୋର ବ୍ୟବସାୟୀଙ୍କ ପାଇଁ ବଢୁଛି ନକଲି ମେଡିସିନ କାରବାର । ଟେଲ୍ମା-୪୦ ପରେ କ୍ଲାଭାମ୍-୬୨୫ର ନକଲି ମେଡିସିନ୍‌କୁ ନେଇ ଚିନ୍ତା ।

murder
ଡାହାଣୀ ସନ୍ଦେହରେ ମହିଳାଙ୍କ ବେକ କାଟି ହତ୍ୟା

ଅଭିଯୋଗ ପରେ ସାଇନଣ୍ଟିଫିକ ସହ ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।

Gold
Today Gold Price 14th Dec 2022 : ବିବାହ ଋତୁରେ ସୁନା ଦରରେ ନିଆଁ

ଆଜି ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିଛି ।

Advocate Protest
ଓକିଲଙ୍କୁ ଲାଗିଲା ବଡ଼ ଝଟ୍‌କା ! ଆନ୍ଦୋଳନ ସ୍ଥଗିତ-ଲାଇସେନ୍ସ ବାତିଲ-ଗିରଫ

ସମ୍ବଲପୁର କୋର୍ଟରୁମ୍‌ରେ ଭଙ୍ଗାରୁଜା ଘଟଣାରେ ୧୬ ଗିରଫ ।

High Court Bench
ସୁପ୍ରିମ୍‌କୋର୍ଟରେ ହାଇକୋର୍ଟଙ୍କ ସତ୍ୟପାଠ ! ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ କରୁଥିବା ଓକିଲଙ୍କୁ ଲାଗିଲା ଝଟ୍‌କା

ସୁପ୍ରିମକୋର୍ଟରେ ଦାୟର ସତ୍ୟପାଠକୁ ନେଇ ଅଡୁଆ, ଭର୍ଚୁଆଲ୍ ଆକ୍ସେସ୍ ବ୍ୟବସ୍ଥା କଲେ ଆବଶ୍ୟକ ପଡିବନି ସ୍ଥାୟୀ ବେଞ୍ଚ ।