• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Cuttack (କଟକ)

Elephant Death
ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ଭୟାନକ ସତ ! ମୃତଦେହକୁ ପୋଡ଼ି ଅବଶେଷକୁ ପାଣିରେ ଭସାଇଥିଲେ ବନ କର୍ମଚାରୀ

ସମସ୍ତ ଘଟଣାକୁ ମାନିଲେ ୩ ଅଭିଯୁକ୍ତ ବନ କର୍ମଚାରୀ । ଅନ୍ୟ ଜଣେ କର୍ମଚାରୀ ବିଷପିଇ ଅାତ୍ମହତ୍ୟା ଉଦ୍ୟମ ଅଭିଯୋଗ ।

Indian Army aspirant dies during swimming practice in Cuttack
ମହାନଦୀରେ ବୁଡ଼ିଗଲା ସ୍ୱପ୍ନ: ଅଧୁରା ରହିଗଲା ଦେଶ ସେବା ସ୍ୱପ୍ନ, ଅଭ୍ୟାସ ବେଳେ ଚାଲିଗଲା ଜୀବନ

ମହାନଦୀରେ ପହଁରା ଅଭ୍ୟାସ ବେଳେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମହାନଦୀରେ ପହଁରା ଅଭ୍ୟାସ କରୁଥିବା ବେଳେ ଛାତ୍ର ଜଣକ ବୁଡ଼ି ଯାଇଥିଲେ। ପ୍ରାୟ ଅଢ଼େଇ ଘଣ୍ଟାର ପରିଶ୍ରମ ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।

Youth Dies While Learning Swimming In Mahanadi River
କାଳ ହେଲା ପହଁରା ଶିଖା, ମହାନଦୀରେ ବୁଡ଼ି ଯୁବକ ମୃତ

ମହାନଦୀରେ ବୁଡ଼ି ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କଟକ ଯୋବ୍ରା ବ୍ୟାରେଜ୍‌ରେ ସୁଇମିଂ ଶିଖୁଥିବା ବେଳେ ଯୁବକ ଜଣକ ନିଖୋଜ ହୋଇଯାଇଥିଲେ।

Murder
ଟଙ୍କା ଓ ସୁନା ପାଇଁ ଜେଜେବାପାଙ୍କୁ ମାରିଦେଲା ନାତି

ଯାହାକୁ ନିଜର ଭାବି ଘରେ ରଖିଥିଲେ, ପାଳି ପୋଷି ବଡ଼ କରିଥିଲେ ଶେଷରେ ସିଏ ହିଁ ଚୋଟ ମାରିଲା। ସମ୍ପର୍କର ମାନେ ବୁଝିଲାନି ସମ୍ପର୍କୀୟ ନାତି। ସାମାନ୍ୟ ସୁନା, ଟଙ୍କା ପାଇଁ ପାଳିପୋଷି ବଡ଼ କରିଥିବା ସମ୍ପର୍କୀୟ ଜେଜେବାପା, ଜେଜେମା’ଙ୍କୁ ରାସ୍ତାରୁ ସଫା କରିବାକୁ ଯୋଜନା କଲ। ।

Bullets being fired from nowhere ; Athagarh residents scared
କିଏ ମାରୁଛି ଗୁଳି, କେଉଁଠୁ ଆସୁଛି ଗୁଳି...କେହି କିଛି ବି ଜାଣି ପାରୁ ନାହାନ୍ତି

ଗାଁରେ ପଡୁଛି ମେଞ୍ଚା ମେଞ୍ଚା ଗୁଳି। ଛକ, ବଜାର ଠାରୁ ଆରମ୍ଭ କରି ଲୋକଙ୍କ ଘରେ ମଧ୍ୟ ଗୁଳି ପଡୁଛି। ଗୁଳି ମାଡ଼ ଏତେ ଅଧିକ ରହିଛି ଯେ, ଘରର ଆଜବେଷ୍ଟସ୍‌ କଣା ହୋଇଯାଇଛି। ଏହାସହ ଲୋକମାନେ ଆହତ ମଧ୍ୟ ହୋଇଛନ୍ତି।

Cremation
ପୁଅ ଯିବାର ୮ବର୍ଷ ପରେ ବି ଶ୍ମଶାନ ଛାଡ଼ୁନି ବାପା

ପୁଅ ଚାଲିଯିବାର ୮ ବର୍ଷ ହେଲାଣି, ହେଲେ ବାପାର ମନ ମାନୁନି। ପୁଅ ଯେଉଁଠି ପୋଡା ହୋଇଥିଲା ଆଜି ବି ସେଇଠି ବସି ପୁଅ ଫେରିବା ବାଟକୁ ଚାହିଁରହିଛି ବାପା..ଯେତେ ଡାକିଲେ ବି ଘରକୁ ଆସୁନାହାନ୍ତି, ବେଳେବେଳେ ପୁଅ ନାଁ ଧରି ଡାକୁଛନ୍ତି..

OTM
ଯଥାଶୀଘ୍ର ଅକ୍ତିଆରକୁ ନିଅ OTM, ନଚେତ୍ ଜରିମାନା ଦେବ

ବିଭିନ୍ନ ଆଳ ଦେଖାଇ ଓଟିଏମ୍‌କୁ ରାଜ୍ୟ ସରକାର ନିଜ ଦଖଲକୁ ନେଉନାହାନ୍ତି ବୋଲି ଅଫିସିଆଲ୍ ଲିକ୍ୟୁଡେଟର ଅଭିଯୋଗ କରିଥିଲେ ।

 Odia actress Jharana Das
ମନଛୁଆଁ ସ୍ୱର ହିଁ ଥିଲା ଝରଣା ଦାସଙ୍କ ସ୍ୱତନ୍ତ୍ର ପରିଚୟ

ବେତାରରେ ଝରଣା ଦାସଙ୍କର ସ୍ୱତନ୍ତ୍ର ପରିଚୟ, ଝୁରୁଛି ସିନେ ଜଗତ

Big decision on Odisha ASO exams 2022
ASO ପରୀକ୍ଷାକୁ ନେଇ ହାଇକୋର୍ଟ ଦେଲେ ବଡ଼ ରାୟ

ASO ପରୀକ୍ଷାକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି। 

 Jharana Das
ବର୍ଷିୟାନ୍‌ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ

ମଲାଜହ୍ନ, ଅମଡ଼ା ବାଟ ଆଦି ଥିଲା ତାଙ୍କର ଚର୍ଚ୍ଚିତ ସିନେମା ।

Mother Tortured
ପୁଅ-ବୋହୂ ନିର୍ଯାତନା ଦେଲେ, କୋର୍ଟରୁ ଅର୍ଡର ଆଣି ଘରୁ ବାହାର କରିଦେଲା ମାଆ..

ଏହି ଘଟଣା ଏବେ ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତେ ଏହାକୁ ନେଇ ଆଲୋଚନା କରୁଛନ୍ତି । ଅନେକ ଲୋକ ମାଆର ଏଭଳି ନିଷ୍ପତ୍ତିକୁ ସ୍ୱାଗତ ମଧ୍ୟ କରିଛନ୍ତି ।

Actress Rani Panda's car kills biker
‘ପ୍ରୋଗ୍ରାମ ଲେଟ୍‌ ହୋଇଯିବ ବୋଲି ରାନୀ ପଣ୍ଡାଙ୍କ ଗାଡ଼ି ବହୁତ ସ୍ପିଡ୍‌ରେ ଯାଉଥିଲା’

‘କୌଣସି ଏକ ସ୍ଥାନରେ ରାନୀ ପଣ୍ଡାଙ୍କ ପ୍ରୋଗ୍ରାମ ଥିଲା। କାଳେ ପ୍ରୋଗ୍ରାମ ବିଳମ୍ବ ହୋଇଯିବ, ତେଣୁ ତାଙ୍କ କାର୍ ବହୁତ ସ୍ପିଡ୍‌ରେ ଆସୁଥିଲା। ମୋ ପୁତୁରା ହାଇୱା ଡ୍ରାଇଭର।’

Jatra Actress Rani Panda's car hits two-wheeler, youth dies
ରାନୀ ପଣ୍ଡାଙ୍କ କାର୍‌ ଧକ୍କାରେ ଯୁବକ ମୃତ, ଥାନାରେ ଅଭିନେତ୍ରୀ ଅଟକ

ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ବସିଥିବା କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏକ ବାଇକ୍ ସହ ତାଙ୍କ କାର୍ ଧକ୍କା ହୋଇଥିଲା। ଏଥିରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି।

Archana Nag
ଅର୍ଚ୍ଚନା ନାଗଫାଶ ମାମଲା: ED ଜାଲରେ କଲବଲ ପ୍ରଭାବଶାଳୀ, BJD ବିଧାୟକଙ୍କ ଭାଇଙ୍କୁ ଜେରା

ବିଜେଡି ବିଧାୟକ ସୁଧୀର ସାମଲଙ୍କ ବ୍ୟବସାୟୀ ଭାଇ ଗଙ୍ଗାଧର ସାମଲଙ୍କୁ ଜେରା । ୩୦ ଲକ୍ଷ ଟ୍ରାଞ୍ଜାକ୍ସନ୍ ସତ ଜାଣିବାକୁ ଘାଣ୍ଟୁଛି ଇଡି ।

Special story
ଦୁଇ ଦିନ ହେଲା ଦାଣ୍ଡରେ ପଡ଼ିଛି ଶବ ! ଶ୍ମଶାନ ଜମି ବିବାଦ ପାଇଁ . . .

ଦାହ ନହେବାରୁ ଦୁଆର ମୁହଁରେ ପଡ଼ି ରହିଛି ରହିଛି ବୃଦ୍ଧାଙ୍କ ଶବ, ଆଉ ଜଗି ବସିଛନ୍ତି ଆତ୍ମୀୟ ସ୍ୱଜନ

Orissa High Court Stays Auction Of Sarala Realcon Properties
ଶାରଳା ରିୟଲକନ୍‌ର ସମ୍ପତ୍ତି ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ

ଚିଟ୍‌ଫଣ୍ଡ ସଂସ୍ଥା ଶାରଳା ରିୟଲକନ୍‌ର ସମ୍ପତ୍ତି ନିଲାମ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ପ୍ରାୟ ୧୬ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ନିଲାମ ଉପରେ ଏହି ରହିତାଦେଶ ଜାରି ହୋଇଛି। 

IIC Transfered
ମହଙ୍ଗା ପଡ଼ିଲା ବଟି; ଭିଡିଓ ଭାଇରାଲ ହେବାର ୩ଘଣ୍ଟା ମଧ୍ୟରେ ଡିସିପି ଅଫିସକୁ IICଙ୍କ ବଦଳି

କଟକରେ ବଟି ଆଦାୟ କରୁଛି କମିସନରେଟ ପୋଲିସ । ବାଲିଯାତ୍ରାରେ ଥିବା ବ୍ୟବସାୟୀଙ୍କ ଠାରୁ ଜୋର ଜବରଦସ୍ତ ବଟି ଆଦାୟ କରୁଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ।

Bhagabata Melan
ବିମାନରେ ଜଗନ୍ନାଥଙ୍କ ସହ ଭାଗବତ, ଏକାଠି ହୁଅନ୍ତି ସବୁ ଗାଁର ଠାକୁର

ଠାକୁରଙ୍କ ସାମ୍ନାରେ ହାଣ୍ଡି ହାଣ୍ଡି ଭୋଗରାଗ ସଜେଇ ରଖାଯାଇଥାଏ । ଧାଡ଼ିକି ଧାଡ଼ି ବିମାନ ଦଣ୍ଡାୟମାନ ।

Row Over Odisha Bali Jatra
ବାଲିଯାତ୍ରା ବିବାଦ: ପ୍ରଶାସନର କାର୍ଯ୍ୟଶୈଳୀକୁ ସୌମ୍ୟ ବି କଲେ ସମାଲୋଚନା

ମଞ୍ଚରେ ହେ ନବୀନ ବାବୁ ଆମେ ତମ ଫ୍ୟାନ ଗୀତ ପରିବେଷଣ ପ୍ରସଙ୍ଗକୁ ରାଜନୀତି କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

Prabhat Tripathy
ଜିଲ୍ଲା ପ୍ରଶାସନକୁ ପ୍ରଭାତଙ୍କ ନାଲି ଆଖି; କହିଲେ, ବାଲିଯାତ୍ରାରେ ହୋଇଛି ବ୍ୟାପକ ଦୁର୍ନୀତି

କଟକର ଐତିହାସିକ ବାଲିଯାତ୍ରା ସରିବାର ଠିକ୍ ପରଦିନ ମହାନଗର ପୂଜା କମିଟି ସଂପାଦକ ତଥା ବରିଷ୍ଠ ବିଜେଡି ନେତା ପ୍ରଭାତ ତ୍ରିପାଠୀଙ୍କ ଅଭିଯୋଗ ସୃଷ୍ଟି କରିଛି ବିସ୍ଫୋରଣ । ପ୍ରଭାତ ସିଧାସଳଖ ଏଥିପାଇଁ ଜିଲ୍ଲା ପ୍ରଶାସନ ଆଡ଼କୁ ଅଙ୍ଗୁଳି ଉଠାଇ କହିଛନ୍ତି ।

Pravat Tripathy
ବାଲିଯାତ୍ରା ମଞ୍ଚରେ ନବୀନ ବନ୍ଦନା ଠିକ୍‌ ନୁହେଁ: ପ୍ରଭାତ ତ୍ରିପାଠୀ

ମଞ୍ଚରେ ହେ ନବୀନ ବାବୁ ଆମେ ତୁମ ଫ୍ୟାନ୍ ଗୀତ ଗାଇଥିଲେ ଅବିନାଶ । ଯାହାକୁ ନେଇ ବିବାଦ ଉପୁଜିଥିଲା ।

Balijatra
ବେପାର ଓ ଗହଳିରେ ବାଲିଯାତ୍ରାର ରେକର୍ଡ, ୧୦ ଦିନରେ ୨ଶହ କୋଟି ବ୍ୟବସାୟ..!

ମନ ଛୁଇଁଲା ଲେଜର ସୋ ଓ କଟକ ଇନ୍ କଟକ ଥିମ୍ । ପାଣି ବୋତଲରେ କ୍ୟୁଆର କୋଡ୍ ଯୋଜନା ଫେଲ୍ ।

Balijatra
ବାଲିଯାତ୍ରା ମଞ୍ଚରେ ଛାତ୍ର ନେତାଙ୍କ ନବୀନ ବନ୍ଦନା ଗାନ, ଜିଲ୍ଲାପାଳ କହିଲେ ମୁଁ ଜାଣିନି !

ସରକାରୀ ମଞ୍ଚରେ ଦଳୀୟ ନେତାଙ୍କ ନବୀନ ବନ୍ଦନା ଗାନକୁ ନେଇ ଏବେ ଉଠିଛି ପ୍ରଶ୍ନ । କଟକ ଜିଲ୍ଲା ପ୍ରଶାସନ ଓ ସିଏମ୍‌ସିର ମିଳିତ ଆୟୋଜନରେ ଚାଲିଛି ବାଲିଯାତ୍ରା ।

SC warning against protest for HC bench
ଲାଇସେନ୍ସ ରଦ୍ଦ ଚେତାବନୀ ପରେ ନରମିଲେ ଓକିଲ ସଂଘ

ଓକିଲମାନେ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର ନକଲେ ସେମାନଙ୍କ ଲାଇସେନ୍ସ ରଦ୍ଦ ପାଇଁ ଚେତାବନୀ ଦିଆଯାଇଥିଲା।

Balijatra
Breaking News : ଐତିହାସିକ ବାଲିଯାତ୍ରା ଦିନଟେ ବଢ଼ିଲା

ଗୋଟିଏ ଦିନ ବୃଦ୍ଧି ନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।