କଟକ ଜିଲ୍ଲା ସାଲେପୁର ବ୍ଲକ ସତ୍ୟଭମାପୁର ଗାଁରେ ମଧୁବାବୁଙ୍କ ଜନ୍ମ। ସ୍ଥାନୀୟ ଅଂଚଳର ଅନେକ ସ୍ମୃତି ଏବେ ମଧୁବାବୁଙ୍କ କଥା ମନେପକାଏ। ମଧୁ ପୁଷ୍କରିଣୀ, ଅଭ୍ୟର୍ଥନା ଗୃହ, ମଧୁବାବୁଙ୍କ ଏନ୍ତୁଡ଼ିଶାଳ ସବୁକିଛି ଅଛି। ମଧୁବାବୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ବି ଅଛି
ଦୁର୍ଘଟଣା ପରେ ଜୀଅନ୍ତା ଜଳିଗଲେ ୨ ଯୁବକ। ରାସ୍ତାକଡ଼ରେ ଛିଡ଼ା ହୋଇଥିବା କଂକ୍ରିଟ ମିକ୍ସର ମେସିନ ସହ ବାଇକ୍ ଧକ୍କା ହୋଇଥିଲା।
ଅନ୍ୟଦାବି ନେଇ ବିଜେପି କର୍ପୋରେଟରମାନେ ମଧ୍ୟ ହୋହାଲ୍ଲା କରିଥିବା ଦେଖିବାକୁ ମିଳିଥିଲା ।
OHRC ସଦସ୍ୟ ପଦରୁ ଜଷ୍ଟିସ ରଘୁବୀର ଦାସଙ୍କ ଇସ୍ତଫା । ଜଷ୍ଟିସ ଶତ୍ରୁଘନ ପୂଜାହାରୀ OHRC ଅଧ୍ୟକ୍ଷ ନିଯୁକ୍ତ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ମୋଟ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।
ପୋଷ୍ଟର ଲଗାଇଥିବା ବ୍ୟକ୍ତିଙ୍କ ବିରୋଧରେ ଚାଉଳିଆଗଞ୍ଜ ଥାନାରେ ଏତଲା ଦିଆଯାଇଛି ।
ଆଜି ରାଜ୍ୟର ଏଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ କୁହୁଡିର ଘନ ଆସ୍ତରଣ ଦେଖିବାକୁ ମିଳିଛି।
କଟକ ଆଠଗଡ଼ ବନ ବିଭାଗ ହେପାଜତରେ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ୍। କାଳରାତିର କାହାଣୀ ବଖାଣିଛନ୍ତି ମାଡ଼ରେ ଲହୁଲୁହାଣ ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି।
୫ ଲକ୍ଷ କ୍ଷତିପୂରଣ ସହ ଜଣଙ୍କୁ ଚାକିରି ପ୍ରତିଶ୍ରୁତି ।
ବିଜେଡି ନେତା ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପାଇଁ ବଢ଼ିଲା ଅଡୁଆ। ସିସୋର ଚିଟ୍ଫଣ୍ଡ ଲିଙ୍କ୍ ମାମଲାରେ ଖାରଜ ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଛନ୍ତି।
ହାତୀ ଶିକାର ଅଭିଯୋଗରେ ବନ ବିଭାଗ ଦ୍ୱାରା ଅଟକ ବ୍ୟକ୍ତିଙ୍କ ହେପାଜତ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାକୁ ନେଇ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକୋ କରାଯାଇଛି।
ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟାଳୟରେ କରିଛନ୍ତି କିଚେନ୍ ଗର୍ଡେନ ଠାରୁ ଆରମ୍ଭ କରି ଅନେକ କିଛି... ଦେଖିଲେ ଆପଣଙ୍କ ଆଖି ଲାଗିଯିବ
ଶେଷରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଥିବା ମନମାଳିନ୍ୟର ଅନ୍ତ ଘଟାଇ ପୁଣି ଏକାଠି ରହିବା ପାଇଁ ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ନିଷ୍ପତ୍ତି ନେଇଛନ୍ତି।
ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟାଙ୍କ ପାରିବାରିକ ବିବାଦ ମାମଲାର ସମାଧାନ ହୋଇଛି। ବିବାଦର ସମାଧାନ ଓ ଆପୋଷ ବୁଝାମଣା ହୋଇଥିବା ହ୍ୟୁମାନ କହିଛନ୍ତି।
ନିର୍ଦ୍ଦିଷ୍ଟ ସମୟରେ ନକଲି ଡାକ୍ତରଙ୍କ ଯାଞ୍ଚ ଶେଷ କର। ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ସ୍ଥିର ରହିଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୭,୨୭୦ ଟଙ୍କା ରହିଛି ।
ପରଲୋକରେ ଅଭିନେତା ସ୍ୱର୍ଗତଃ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସ। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।
ସବୁ ବ୍ଲକ୍ରେ ଆନ୍ଦୋଳନ ପୂର୍ବରୁ କିଛି ସ୍ଥାନରେ ପଦ୍ମଦଳର ଟ୍ରେଲର । ରାଜ୍ୟ ସରକାରଙ୍କୁ ନିଶାନା କଲେ ବିଜେପି ସାଂସଦ ଅପରାଜିତା ।
ଫେବ୍ରୁଆରୀ ୨୦ ତାରିଖରେ ପରୀକ୍ଷା ପାଇଁ ନିର୍ଦ୍ଦେଶ ଜାରି । ୪୭୯୦ କନଷ୍ଟେବଲ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି ।
ପ୍ରଥମେ ଏକ ବାଇକକୁ ଧକ୍କା ଦେବାରୁ ଦୁଇ ଜଣ ଯାତ୍ରୀ ଛିଟିକି ଯାଇ ଗୁରୁତର ହୋଇଥିଲେ।
ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ଵାଧୀନତା ଦେବି ଆହ୍ଵାନରେ ସାରା ଭାରତକୁ ଏକଜୁଟ କଲେ।
ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହେଉଛନ୍ତି ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା।
କଟକରେ ଗୋଟିଏପରେ ଗୋଟିଏ ନକଲି ଜିନିଷ ଠାବ ହେଉଥିବା ବେଳେ ଏବେ ନକଲି ଆକ୍ୱାଗାର୍ଡ ଗୋଦାମ ଠାବ ହୋଇଛି।
ଗାୟକ ହ୍ୟୁମାନ ସାଗର ଓ ଶ୍ରୀୟାଙ୍କ ପାରିବାରିକ ବିବାଦ ମାମଲା ନୂଆ ମୋଡ଼ ନେଇପାରେ। ଆଜି ପ୍ରେସ୍ମିଟ୍ କରି ଅଧିକ ଖୁଲାସା କରିପାରନ୍ତି ଶ୍ରୀୟା।