• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Doctor Problem

Medical Issue
ଏଇ ମେଡିକାଲକୁ ଯିଏ ଆସିବ, ସିଏ ନିଶ୍ଚୟ...

ଏଇ ମେଡିକାଲକୁ ଯିଏ ଆସିବ, ସିଏ ହଇରାଣ ହେବା ସୁନିଶ୍ଚିତ । ଯନ୍ତ୍ରପାତି ନାହିଁ କି ଡାକ୍ତର ନାହାନ୍ତି...ଗୋଟିଏ ଘରେ ସବୁ ଚାଲିଛି

Medical Issue
ଏଇ ମେଡିକାଲକୁ ଯିଏ ଆସିବ, ସିଏ ନିଶ୍ଚୟ...

ଏଇ ମେଡିକାଲକୁ ଯିଏ ଆସିବ, ସିଏ ହଇରାଣ ହେବା ସୁନିଶ୍ଚିତ । ଯନ୍ତ୍ରପାତି ନାହିଁ କି ଡାକ୍ତର ନାହାନ୍ତି...ଗୋଟିଏ ଘରେ ସବୁ ଚାଲିଛି

Malkangiri Health Problem
ସ୍ୱାସ୍ଥ୍ୟସେବା ସଙ୍ଗୀନ...ଟଙ୍କା ଥିଲେ ମେଡିକାଲ ଯାଅ, ନହେଲେ ଗୁଣିଆର ଶରଣରେ ରୁହ !

ନାହିଁନାହିଁରେ ଚାଲିଛି ସ୍ୱାସ୍ଥ୍ୟସେବା । ମେଡିକାଲରେ ଚିକିତ୍ସା ସେବା ନପାଇବାରୁ ବାଧ୍ୟ ହୋଇ ଗୁଣିଆ ପାଖକୁ ଧାଉଁଛନ୍ତି ଲୋକେ । ମାଲକାନଗିରି ଜିଲ୍ଲାରେ ଭୁଶୁଡି ପଡିଲାଣି ସ୍ୱାସ୍ଥ୍ୟସେବା । ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ଡାକ୍ତରୀ ପଦବୀ ଖାଲିଥିବା ବେଳେ ସଦର ମହକୁମା ଚିକିତ୍ସାଳୟରେ ୭୦ ପ୍ରତିଶତ ଡାକ୍ତର ନାହାନ୍ତି ।

Jodum Medical Issue
ନାହିଁନାହିଁରେ ଚାଲିଛି ମେଡିକାଲ: ଯିଏ ଆସିଲା, ତାଙ୍କୁ ରେଫର କରିଦେଉଛନ୍ତି ଫାର୍ମାସିଷ୍ଟ

ନରସିଂହପୁରରେ ଦେବୀଙ୍କର ୨୮ ବର୍ଷ ଶାସନ ହେଲାଣି କିନ୍ତୁ ମେଡିକାଲକୁ ନେଇ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ। ସ୍ଥିତି ଏମିତି ହେଲାଣି ଯେ ଡାକ୍ତରଖାନାରେ ଡାକ୍ତର ବି ନାହାନ୍ତି। ଯାହାର ଯାହା ହେଲା ଯଦି ମେଡିକାଲକୁ ଗଲେ ତେବେ ସାଙ୍ଗେ ସାଙ୍ଗେ ସେମାନଙ୍କୁ ଯୋଡୁମ୍‌ରୁ ନରସିଂହପୁରକୁ ରେଫର କରିଦେଉଛନ୍ତି ଫାର୍ମାସିଷ୍ଟ। ୫ ପଂଚାୟତର ୪୦ ହଜାରରୁ ଅଧିକ ଲୋକ ଏଇ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି।

Jajpur
ଯାଜପୁରରେ ସ୍ୱାସ୍ଥ୍ୟ ସେବା ଢିଲା: ହାଡ଼ ରୋଗୀଙ୍କୁ ଦେଖୁଛନ୍ତି ମେଡ଼ିସନ୍‌ ଡାକ୍ତର

ବର୍ଷ ବର୍ଷ ଧରି ଚିକିତ୍ସାଳୟରେ ଆବଶ୍ୟକୀୟ ଡାକ୍ତର ପଦବୀ ଖାଲି ପଡିଛି। ମୁଖ୍ୟ ଚିକିତ୍ସାଳୟଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଦେଇଛି ଡାକ୍ତର ଅଭାବୀ