ଔଷଧର ଦାମ ମାତ୍ର ଶହେ ଟଙ୍କା । କିନ୍ତୁ ବିକ୍ରି ହୋଇଛି ଦୁଇ ଲକ୍ଷ ଟଙ୍କାରେ । ସାମାନ୍ୟ ଫଙ୍ଗସ ମେଡିସିନକୁ କ୍ୟାନସର ମେଡିସିନ କହି ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଛି । ଏପରି ଏକ ଘଟଣାର ପର୍ଦାଫାସ କରିଛି ଦିଲ୍ଲୀ ପୋଲିସ ।
ଡାକ୍ତରଖାନାରେ ସଂକ୍ରମଣ ହେତୁ ୯ ରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି।
ପୁରୀଘାଟ ଥାନା ଟାଉନ ହଲ୍ ରୋଡ୍ ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ପାଖରୁ ଏହି ମେଡିସିନ ଜବତ ହୋଇଥିବା ଜଣାପଡ଼ିଛି । ଡିଷ୍ଟ୍ରିବ୍ୟୁଟର ମାଲିକ ବିଜୟ ଅଗ୍ରୱାଲଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଛି । ଡ୍ରଗ୍ସ କଣ୍ଟ୍ରୋଲ ଓ ପୁରୀଘାଟ ପୋଲିସ ପକ୍ଷରୁ ମିଳିତ ଭାବେ ରେଡ୍ ବେଳେ ୨ ଲକ୍ଷ ଟଙ୍କାର ନକଲି ମେଡିସିନ୍ ଜବତ ହୋଇଛି ।
ମୁନାଫାଖୋର ବ୍ୟବସାୟୀଙ୍କ ପାଇଁ ବଢୁଛି ନକଲି ମେଡିସିନ କାରବାର । ଟେଲ୍ମା-୪୦ ପରେ କ୍ଲାଭାମ୍-୬୨୫ର ନକଲି ମେଡିସିନ୍କୁ ନେଇ ଚିନ୍ତା ।
ଟିକା ବ୍ୟବହାର ପୂର୍ବରୁ ଉତ୍ପାଦ ଓ ସପ୍ଲାଇ ଚେନ୍ ପ୍ରତି ସତର୍କ ଦୃଷ୍ଟି ଦେବାକୁ କୁହାଯାଇଛି। ଘରୋଇ ହସ୍ପିଟାଲର ପାଖରେ ଟିକାକରଣ ଅଭିଯାନ ପ୍ରତି ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମିତି କିଛି ନଜରକୁ ଆସିଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ACS ନିର୍ଦ୍ଦେଶ ଦେଇଛନ୍ତି।
ଭୂବନେଶ୍ୱର: ଫିଟିଲା ନକଲି ଔଷଧର ଗୁମର । ବନ୍ଧା ହେଲେ ଭେଜାଲ୍ ଔଷଧ କାରବାରର କାର୍ପଟଦାର । କଟକ ମେଡିଲଏଡ୍ ମେଡିକେମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ର ଜଣେ ନିର୍ଦ୍ଦେଶିକାଙ୍କ ସମେତ ୩ ଜଣଙ୍କୁ ଜେଲ୍ ପଠାଇଛି କ୍ରାଇମବ୍ରାଞ୍ଚ୍ । ଏମାନେ ମାତ୍ର ୬୫…