ଜାଗରରେ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଆସନ୍ତାକାଲି ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ଅନୁଷ୍ଠିତ ହେବ।
ଚଳଚଞ୍ଚଳ ହୋଇଉଠିଛି ଶୈବପୀଠ । ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳୁଛନ୍ତି ଅଗଣିତ ଭକ୍ତ । ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ସବୁଠି ଭକ୍ତ ମାନେ ମହାଦୀପକୁ ଅପେକ୍ଷା କରିଥିବା ବେଳେ ଲିଙ୍ଗରାଜଙ୍କ ମହାଦୀପ ଉଠିଛି ।
ଆଜି ପବିତ୍ର ମହାଶିବରାତ୍ରୀ। ଚଳଚଞ୍ଚଳ ହୋଇଉଠିଛି ଶୈବପୀଠ। ଶିବ ଆରାଧନାରେ ମଗ୍ନ ସାରା ଜଗତ। ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳୁଛନ୍ତି ଅଗଣିତ ଭକ୍ତ। ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ସବୁଠି ଭକ୍ତର ଅପେକ୍ଷା ମହାଦୀପ ଦର୍ଶନର ସେ ମହାର୍ଘ ମୂହୁର୍ତ୍ତକୁ।
ମହାଶିବରାତ୍ରୀର ପବିତ୍ର ଦିନରେ ଶିବ ଆରାଧନାରେ ମଗ୍ନ ସାରା ଜଗତ। ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳୁଛନ୍ତି ଅଗଣିତ ଭକ୍ତ। ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ସବୁଠି ଭକ୍ତର ଅପେକ୍ଷା ମହାଦୀପ ଦର୍ଶନର ସେ ମହାର୍ଘ ମୂହୁର୍ତ୍ତକୁ।
ଆଜି ମହାଶିବରାତ୍ରୀ। ଦେବଦେବ ମହାଦେବଙ୍କ ଦ୍ୱାରା ଏହିଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି।
କଟକ ଆଠଗଡ ଧବଳେଶ୍ୱର ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଝୁଲାପୋଲ କିମ୍ବା ଡଙ୍ଗା ଉପରେ ଭକ୍ତମାନଙ୍କ ଯିବା ଆସିବା ବାରଣ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ମହାନଦୀ ଭିତରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି ।
ଜାଣିରଖନ୍ତୁ ମହାଦେବଙ୍କୁ କେମିତି କରିବେ ପ୍ରସନ୍ନ ?
ଭଗବାନ ଶିବଙ୍କ ଜୀବନ୍ତ ଚେହେରା କଥା ମନକୁ ଆସିଲେ ଆପେ ଆପେ ଆସିଯାଏ 'ଓମ୍ ନମଃ ଶିବାୟ'ର କଳାକାର ସମର ଜୟ ସିଂହଙ୍କ ଚେହେରା। ଲୋକେ ତାଙ୍କ ଫଟୋ ରଖି ପୂଜା କରୁଛନ୍ତି ତେବେ ଶିବଙ୍କ ଭୂମିକାରେ ଅଭିନୟ କରି ଆହୁରି ଅନେକ କଳାକାର ମଧ୍ୟ ପୂଜା ପାଉଛନ୍ତି। କିଏ ସେମାନେ ଆସନ୍ତୁ ଜାଣିବା।
ପ୍ରତିବର୍ଷ ଫାଲଗୁନ୍ ମାସର କୃଷ୍ଣ ପକ୍ଷର ଚତୁର୍ଦଶୀରେ ମହାଶିବରାତ୍ରୀ ପାଳନ କରାଯାଏ। ଏହାକୁ ଜାଗର ରାତ୍ରୀ ମଧ୍ୟ କୁହାଯାଏ। ଏହା ପଛରେ ରହିଛି ୪ଟି ବଡ଼ କାରଣ ଅଛି। ଆସନ୍ତୁ ଜାଣିବା…
ମହାଶିବରାତ୍ରୀରେ ଆପଣ ନିଶ୍ଚିତ ଶିବଲିଙ୍ଗରେ ବେଲପତ୍ର ଚଢେଇବେ। ଏହା ପୂର୍ବରୁ ଜାଣି ନେବା ଜରୁରୀ ଯେ ବେଲପତ୍ର କିପରି ଛିଡାଯାଏ ଓ ଶିବଲିଙ୍ଗରେ କିପରି ଚଢାଯାଏ। ଜାଣନ୍ତୁ ଏହାର ଫାଇଦା କ’ଣ..