• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Cuttack

Cuttack SCB Medical Staff Drinking Alcohol In Ticket Counter Video Goes Viral
SCB ମେଡିକାଲ୍‌ ଟିକେଟ୍‌ କାଉଣ୍ଟରରେ ମଦ ପିଇଲେ କର୍ମଚାରୀ, ଭିଡିଓ ଭାଇରାଲ୍‌

SCB ମେଡିକାଲ୍‌ ଟିକେଟ୍‌ କାଉଣ୍ଟର ଭିତରେ ଜଣେ କର୍ମଚାରୀ ମଦ ପିଇବା ଭିଡିଓ ଭାଇରାଲ ହୋଇଥିଲା। ମାମଲାର ତନାଘନା ପରେ ଲିଫ୍ଟ ଅପରେଟର ତଥା ଠିକା କର୍ମଚାରୀ ସନ୍ତୋଷ ଦାସଙ୍କୁ ନିଲମ୍ବନ କରାଯାଇଛି।

Self Kill Attempt
କାଠଯୋଡ଼ି ବ୍ରିଜରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ କାଠଯୋଡ଼ି ନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି ।

highcourt
ଏଣିକି ନଥିପତ୍ର ଜଞ୍ଜାଳରୁ ମୁକ୍ତ ହେବ ଜିଲ୍ଲା ଜଜ୍ କୋର୍ଟ

ପେପରଲେସ୍ ହେବ ରାଜ୍ୟର ସମସ୍ତ ଜିଲ୍ଲା ଜଜ୍ କୋର୍ଟ । ଯୋଜନାର ଶୁଭାରମ୍ଭ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ।

Crime Against Women
ଯୌନ ନିର୍ଯାତନା ମାମଲାର ଫୈସଲା ଚିନ୍ତା ! ରାଜ୍ୟରେ ୧୯ ହଜାରରୁ ଅଧିକ ମାମଲା ପେଣ୍ଡିଂ

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି । ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ କୋର୍ଟ ବସେଇବାକୁ ଉଲ୍ଲେଖ ।

Duplicate Medicine
ଆସିଲା ଲାବୋରେଟୋରି ରିପୋର୍ଟ; ଖୋଲିଲା ନକଲି ମେଡିସିନ୍‌ର ଗୁମର

କଟକରୁ ଜବତ ମେଡିସିନ୍ ନକଲି ବୋଲି ସ୍ପଷ୍ଟ ହୋଇଛି ।

Fast food stalls raided in Cuttack
ଖାଦ୍ୟ ନାଁରେ ବିକ୍ରି ହେଉଛି ବିଷ: ‘ସସ୍‌ ବୋତଲର ବ୍ରାଣ୍ଡ୍ ଗୋଟିଏ, ହେଲେ ଭିତରେ ଅଲଗା ସସ୍‌’

ଦୋକାନରେ ବିକ୍ରି ହେଉଥିବା ଖାଦ୍ୟର ନମୁନା ପରୀକ୍ଷା କରାଯାଇଥିଲା। ଏହି ସମୟରେ ଖାଦ୍ୟରେ ରଙ୍ଗର ପରିମାଣ ଅଧିକ ବ୍ୟବହୃତ ହେଉଥିବା ସ୍ୱାସ୍ଥ୍ୟ ବିଭାଗ ଟିମ୍ ଦେଖିବାକୁ ପାଇଥିଲେ।

School
ଛଣ ଛପର ସ୍କୁଲ-ଗୋବର ଲିପା ଚଟାଣ-ଜରିପାଲ କାନ୍ଥ ! ଏମିତି ଚାଲିଛି ସ୍କୁଲ..

ସରକାର ଯାହା କହୁଛନ୍ତି ବାସ୍ତବରେ ତାର ଚିତ୍ର କିନ୍ତୁ ଭିନ୍ନ ରହୁଛି । ଲୋକଙ୍କୁ ବିଜ୍ଞାପନ ମାଧ୍ୟମରେ ସରକାର କେବଳ ଗୋଲାପୀ ଚିତ୍ର ଦେଖାଉଛନ୍ତି ।

Special story
ହସ୍ପିଟାଲ୍‌ରେ ଅତ୍ୟାଧୁନିକ ସୁବିଧା...ହେଲେ ଆସୁନାହାଁନ୍ତି ରୋଗୀ, ଚାରିଆଡ ଖାଁ ଖାଁ

୧୦୦ ଶଯ୍ୟା ବିଶିଷ୍ଟ ଏହି ଅତ୍ୟାଧୁନିକ ହସ୍ପିଟାଲରେ ଜଣେ ବି ରୋଗୀ ନାହାନ୍ତି ।

Muslim Devotee
ମୁସଲିମ୍‌ ଭକ୍ତଙ୍କ ମୁହଁରେ ଜଗନ୍ନାଥ ଭଜନ

ଇଏ ବି ଜଣେ ସାଲବେଗ। ମହାପ୍ରଭୁ ଜଗନ୍ନାଥଙ୍କ ଏମିତି ଭଜନ ଗାଉଛନ୍ତି ଯେ ଥରେ ଶୁଣିଲେ ବାରମ୍ବାର ଶୁଣିବାକୁ ହେବ ଇଚ୍ଛା। ବିନା କୌଣସି ତାଲିମରେ ଜଗାର ଭଜନ ଗାଉଛନ୍ତି ମେହେରବାନ୍‌।

Youth Jumps Into Mahanadi River From Mundali Bridge In Cuttack
ବ୍ରିଜ୍‌ ଉପରେ ବାଇକ୍‌ ରଖି ମହାନଦୀକୁ ଡେଇଁଲେ ଯୁବକ, ଖୋଜାଖୋଜି ପରେ...

ଗତକାଲି ବିଳମ୍ବିତ ରାତିରେ ଯୁବକ ଜଣକ ମୁଣ୍ଡଳୀ ବ୍ରିଜ୍‌ରୁ ମହାନଦୀକୁ ଡେଇଁ ପଡ଼ିଥିଲେ। ତେବେ ଆଜି ସକାଳୁ ସୁରକ୍ଷିତ ଭାବେ ତାଙ୍କୁ ଉଦ୍ଧାର କରାଯାଇଛି। 

Bathroom Door
ମେୟରଙ୍କୁ ବାଥରୁମ୍‌ କବାଟ ଗିଫ୍ଟ ଦେଲା କଂଗ୍ରେସ୍‌

‘ମୁଁ ବାଥ୍‌ରୁମ୍ ଗଲେ କବାଟ ଧରିକି ଯାଉଛି। କାରଣ ମୁଁ ଅଫିସ୍‌ରେ ବସୁଛି, ବାଥ୍‌ରୁମ୍ କବାଟ ଭାଙ୍ଗି ପଡ଼ିଛି।’ କଟକ ମେୟର ସୁବାସ ସିଂ ଗତକାଲି ସିଏମସି କାଉନସିଲ ବୈଠକରେ ଏହି ବକ୍ତବ୍ୟ ଦେଇଥିଲେ। ଆଜି କଟକ ଜିଲ୍ଲା କଂଗ୍ରେସ କଂଗ୍ରେସ୍ ପକ୍ଷରୁ ସୁବାସ ସିଂହଙ୍କ ଉଦ୍ଦେଶ୍ୟରେ କଟକ ମହାନଗର ନିଗମ କମିଶନରଙ୍କୁ ଏକ କବାଟ ଭେଟି ଦିଆଯାଇଛି।

Fire Mishap
ପରୀକ୍ଷା ପାଇଁ ଯାଇଥିଲେ ସିକନ୍ଦରାବାଦ, ହୋଟେଲରେ ଲାଗିଗଲା ନିଆଁ ! ଚାଲିଗଲା ଜୀବନ

ଗତ ରାତିରେ ଲଜ୍ ତଳେ ଥିବା ଇଲେକ୍ଟ୍ରିକ୍‌ ସ୍କୁଟି ସୋରୁମ୍‌ରେ ଲାଗିଥିଲା ନିଆଁ ।

CMC council meeting
CMC କାଉନ୍‌ସିଲ୍‌ ମିଟିଂରେ ମେୟରଙ୍କୁ କଳା ପତାକା ପ୍ରଦର୍ଶନ

CMC କାଉନସିଲ ବୈଠକରେ ମେୟରଙ୍କୁ ଟାର୍ଗେଟ କଲେ ବିଜେପି କର୍ପୋରେଟର୍‌ । ବୈଠକ ଚାଲିଥିବାବେଳେ କଳା ପତାକା ପ୍ରଦର୍ଶନ କରିବା ସହ ହଲ୍ ମଝିକୁ ଆସି ବିଜେପି କର୍ପୋରେଟରମାନେ ବିଭିନ୍ନ ସମସ୍ୟାକୁ ନେଇ ମେୟରଙ୍କୁ ବିରୋଧ କରିଛନ୍ତି ।

Smart School
ଧନ୍ୟ ଆମ ସ୍ମାର୍ଟସ୍କୁଲ ବ୍ୟବସ୍ଥା ! ଆଲମିରା ସାଜିଛି ଏଠି କଳାପଟା

ସାଲେପୁରରେ ଶିବ ମନ୍ଦିରରେ ପାଠ ପଢୁଛନ୍ତି ପିଲା । ସ୍କାର୍ଟସ୍କୁଲ୍ ନାଁରେ ଭେଳିକି ଦେଖାଉଛନ୍ତି କି ରାଜ୍ୟ ସରକାର?

Cricket Legends
ବାରବାଟୀରେ ଖେଳିବେ କ୍ରିକେଟ୍ ଲିଜେଣ୍ଡସ୍‌

କଟକ ବାରବାଟୀ ମୈଦାନରେ ଭେଟେରାନଙ୍କୁ ଆକ୍ସନରେ ଦେଖିବାକୁ ମିଳିବ ।

medicine
ନକଲି ମେଡିସିନ୍ କାରବାର ମାମଲା : ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

କଟକ ପୁରୀଘାଟ ଥାନାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

Durga Puja
ସୁନା ଚାନ୍ଦି ମେଢ଼ରେ ଝଟକିବେ ଜଗଜ୍ଜନନୀ ମାଆ ଦୁର୍ଗା

ପୂଜା ଯେତିକି ଯେତିକି ପାଖେଇ ଆସୁଛି ସେହି ଅନୁସାରେ ପୂଜା ମଣ୍ଡପଗୁଡିକରେ ମଧ୍ୟ ଜୋରସୋରରେ ଚାଲିଛି ପ୍ରସ୍ତୁତି।

Cuttack Durga Puja
ଜୋରସୋର୍‌ରେ ଚାଲିଛି ପୂଜା ପ୍ରସ୍ତୁତି, କଲେଜ ଛକ ଦୁର୍ଗା ମେଢ଼ରେ ଲାଗିବ ୩ କ୍ୱିଣ୍ଟାଲ ଚାନ୍ଦି

କଟକର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଚାନ୍ଦି ମେଢ଼ ସଫାସଫି ପାଇଁ କାରିଗରଙ୍କ ହାତକୁ ବି ଫୁରସତ ନାହିଁ ।

Duplicate Medicines Allegedly Supplying In Cuttack
କଟକରେ ବିକ୍ରି ହେଉଛି ନକଲି ମେଡିସିନ୍ !

ପୁରୀଘାଟ ଥାନା ଅଞ୍ଚଳରେ ୨ଟି ଷ୍ଟକିଷ୍ଟ ଉପରେ ଚଢ଼ାଉ ହୋଇଥିଲା। ବେଙ୍ଗାଲୁରୁର ଏକ ବ୍ରାଣ୍ଡ୍‌ କମ୍ପାନୀର ମେଡିସିନ୍‌କୁ ଡୁପ୍ଲିକେଟ୍ କରିବା ଅଭିଯୋଗରେ ରେଡ୍ ହୋଇଥିଲା।

Cuttack Judge Death Case
ଆସିଲା ଜଜ୍‌ଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ରଶି ଲଗାଇ ଝୁଲି ପଡ଼ିବାରୁ ବିଚାରପତି ସୁବାସଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Cuttack Durga Puja
ଏଥର କଟକ ଦୁର୍ଗା ଭସାଣୀ ବେଳେ ଲାଗିବ GPS

ଏହି ନୂଆ ନିଷ୍ପତ୍ତି ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ବୈଠକ ସରିବା ପରେ ସେ ଏହା କହିଛନ୍ତି ।

2 Members Of A Family Killed Reportedly Consuming Stale Food
ବିଷାକ୍ତ ଖାଦ୍ୟ ପାଇଁ ଉଜୁଡ଼ିଗଲା ପରିବାର ! ପୁଅ, ଝିଅ ଚାଲିଗଲେ, ବାପା-ମା’ ହସ୍ପିଟାଲ୍‌ରେ ଭର୍ତ୍ତି

ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୪ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ଏଥିରେ ବାପା,ମା’ଙ୍କ ଜୀବନ ଚାଲି ଯାଇଥିବା ବେଳେ ପୁଅ ଓ ଝିଅଙ୍କ ମୃତ୍ୟୁ ଘଟିଛି। 

Judge
ପକ୍ସୋ କୋର୍ଟ ଜଜ୍‌ଙ୍କ ମୃତ୍ୟୁ ଘଟଣାରେ ଆସିଲା ଟ୍ୱିଷ୍ଟ, ଆତ୍ମହତ୍ୟା ନୁହେଁ ହତ୍ୟା !

ସୁବାସଙ୍କ ମୃତଦେହ ତାଙ୍କୁ ଦେଖିବାକୁ ଦିଆଯାଇ ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।