ଅପରେସନ ସିନ୍ଦୂରର ୨ ଘଣ୍ଟା ପୂର୍ବରୁ ସୁରକ୍ଷା ଏଜେନ୍ସିକୁ ଏନେଇ ସୂଚନା ଦେଇଥିଲେ ଅଜିତ ଡୋଭାଲ । ଅପରେସନ ନେଇ ସମସ୍ତ ତଥ୍ୟକୁ ଟପ୍ ସିକ୍ରେଟ ରଖିଥିଲେ NSA ।
ଭାରତ ଖୁବ୍ଶୀଘ୍ର ବିଶ୍ୱର କିଛି ବଛା ବଛା ଦେଶମାନଙ୍କ ସହ ସାମିଲ ହେବାକୁ ଯାଉଛି। ଯେଉଁମାନଙ୍କ ପାଖରେ ସ୍ୱଦେଶୀ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ରହିଛି। ଭାରତର ନିଜସ୍ୱ ଜ୍ଞାନକୌଶଳରେ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ତିଆରି କରୁଛି।
ପଞ୍ଜାବର ଆଦମପୁର ଏୟାରବେସରେ ସେନା ଯବାନଙ୍କୁ ଭେଟି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜବାବୀ ହମଲା ନେଇ ମୋଦିଙ୍କୁ ସବିଶେଷ ତଥ୍ୟ ଦେଇଛନ୍ତି ଏୟାରଫୋର୍ସ ଅଧିକାରୀ ।
କୌଣସି ସାଧାରଣ ଲୋକଙ୍କୁ ଟାର୍ଗେଟ୍ ନ କରି ପାକିସ୍ତାନର ବାୟୁସେନା ଘାଟିକୁ କରିଥିଲା ସିଧା ନିଶାନା।
'ଅପରେସନ ସିନ୍ଦୂର' ଓ ତତପରେ ଗତକାଲି ପାକିସ୍ତାନ ସହ ଅସ୍ତ୍ରବିରତି ସହମତି ପରେ ନୂଆଦିଲ୍ଲୀରେ ବସିଛି ବେଶ୍ ଗୁରୁତ୍ବପୂର୍ଣ୍ଣ ବୈଠକ । ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଆବାସରେ ଚାଲିଛି ଏହି ବୈଠକ ।
'ଅପରେସନ ସିନ୍ଦୂର' ଓ ତତପରେ ଗତକାଲି ପାକିସ୍ତାନ ସହ ଅସ୍ତ୍ରବିରତି ସହମତି ପରେ ନୂଆଦିଲ୍ଲୀରେ ବସିଛି ବେଶ୍ ଗୁରୁତ୍ବପୂର୍ଣ୍ଣ ବୈଠକ । ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଆବାସରେ ଚାଲିଛି ଏହି ବୈଠକ ।
ପାକିସ୍ତାନ ଓ ପାକିସ୍ତାନ ଅଧିକୃତ ଜମ୍ମୁ ଓ କାଶ୍ମୀରରେ ଭାରତୀୟ ଯବାନ ମାନେ ଯେଉଁ ଭଳି ବୀରତ୍ବର ସହ ଷ୍ଟ୍ରାଇକ କରିଛନ୍ତି ତାହା ପ୍ରଶଂସାର ପାତ୍ର ବୋଲି ରାଜନାଥ କହିଛନ୍ତି। ଯିଏ ଆମ ସହିତ ଲାଗିବ ସେ ମରିବ ବୋଲି ରାଜନାଥ କହିଥିଲେ।
ଆକ୍ରମଣ ପରେ ପାକିସ୍ତାନର ସୂଚନା ମନ୍ତ୍ରୀ ଅତାଉଲା ତରାର ସ୍କାଏ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ। ସାକ୍ଷାତକାର ସମୟରେ ଅତାଉଲା ଆତଙ୍କବାଦୀ ଆକ୍ରମଣକୁ ମାନୁ ନ ଥିବା ବେଳେ ନ୍ୟୁଜ ଆଙ୍କର ୟାଲଦା ହକିମ ତାଙ୍କୁ ଧୋଇଥିଲେ।
ଏକକାଳୀନ ୯ଟି ଆତଙ୍କବାଦୀଙ୍କ ବେସ ଉପରେ ହୋଇଥିଲା ଆକ୍ରମଣ। ଏହି ଆକ୍ରମଣରେ ଜୈଶ ଏ ମହମ୍ମଦର ମୁଖ୍ୟ ମାସୁଦ ଆଜହରର ସମ୍ପୂର୍ଣ୍ଣ ପରିବାର ନିପାତ ହୋଇଛି।
୧୯୭୧ ଯୁଦ୍ଧ ପରେ ପ୍ରଥମ କରି ପାକିସ୍ତାନ ଭିତରେ ପଶି ଆକ୍ରମଣ କରିଛି ଭାରତ । ତେବେ ପାକିସ୍ତାନର କୌଣସି ସାମରିକ ବ୍ୟବସ୍ଥାକୁ ଟାର୍ଗେଟ କରାଯାଇନି ।ପହଲଗାମ ହମଲାର ବଦଲା ନେଲା ଭାରତ । ପକିସ୍ତାନ ଛାତିରେ ଭାରତର ଏୟାର ଷ୍ଟ୍ରାଇକ ।
ବୁଧବାର ରାତି ସମୟରେ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିଛି ଭାରତ । ପାକିସ୍ତାନର ସମୁଦାୟ ୯ଟି ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ ହୋଇଛି ।
ଏୟାର ଫୋର୍ସ ସଂପୂର୍ଣ୍ଣ ସଜାଗ ଓ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ ପାଇଁ ରାଫେଲ ତୟାର ଥିବା ପିଏମଙ୍କୁ ସୂଚନା ଦେଇଛନ୍ତି ବାୟୁସେନା ମୁଖ୍ୟ ।
୨୪ ଘଣ୍ଟା ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେଣି ଦୁଇ ଦୁଇ ସେନା ମୁଖ୍ୟ। ଗତକାଲି ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ କେ. ତ୍ରିପାଠୀଙ୍କ ସହ ମୋଦି ନିଜ ବାସଭବନରେ ଘଣ୍ଟାଏ ଧରି ଗୁପ୍ତ ବୈଠକ କରିବା ପରେ, ଆଜି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଅମରପ୍ରୀତ ସିଂଙ୍କ ସହ ମଧ୍ୟ କରିଛନ୍ତି ୱାନ୍-ଅନ୍-ୱାନ୍ ମିଟିଂ।
ସିନ୍ଧୁ ଚୁକ୍ତି ରଦ୍ଦ କରି ୱାଟର୍ ଷ୍ଟ୍ରାଇକ୍ ଏବଂ ସୋସିଆଲ ମିଡିଆ ଆକାଉଣ୍ଟ୍ ବ୍ୟାନ କରି ଡିଜିଟାଲ୍ ଷ୍ଟ୍ରାଇକ୍ ପରେ ପାକିସ୍ତାନ ଉପରେ ଆଉ ଏକ ଷ୍ଟ୍ରାଇକ୍ କରିପାରେ ଭାରତ । ଦୁଇ ଦୁଇଟି ଫାଇନାନ୍ସିଆଲ୍ ଷ୍ଟ୍ରାଇକ୍ ବା ଆର୍ଥିକ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି କେନ୍ଦ୍ର ସରକାର ।
ସିନ୍ଧୁ ଚୁକ୍ତି ରଦ୍ଦ କରି ୱାଟର୍ ଷ୍ଟ୍ରାଇକ୍ ଏବଂ ସୋସିଆଲ ମିଡିଆ ଆକାଉଣ୍ଟ୍ ବ୍ୟାନ କରି ଡିଜିଟାଲ୍ ଷ୍ଟ୍ରାଇକ୍ ପରେ ପାକିସ୍ତାନ ଉପରେ ଆଉ ଏକ ଷ୍ଟ୍ରାଇକ୍ କରିପାରେ ଭାରତ । ଦୁଇ ଦୁଇଟି ଫାଇନାନ୍ସିଆଲ୍ ଷ୍ଟ୍ରାଇକ୍ ବା ଆର୍ଥିକ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି କେନ୍ଦ୍ର ସରକାର ।
ଭାରତ-ପାକିସ୍ତାନ ଟେନସନ ଭିତରେ ଭାରତୀୟ ବାୟୁସେନା ଆରମ୍ଭ କରିଛି ଜୋରଦାର ଯୁଦ୍ଧାଭ୍ୟାସ । ଯୁଦ୍ଧାଭ୍ୟାସରେ ସାମିଲ ହୋଇଛନ୍ତି IAFର ଟପ୍ ଗନ ପାଇଲଟ୍ ।
ପହଲଗାମ ଆତଙ୍କୀ ଆକ୍ରମଣରେ ଜଣେ ଏୟାରପୋର୍ସ ଅଧିକାରୀଙ୍କ ଜୀବନ ଯାଇଛି । ମୃତକ ହେଲେ ବାୟୁସେନା କର୍ପୋରାଲ ତେଗ୍ ହେଲାଙ୍ଗ । ତେଗଙ୍କ ଘର ଅରୁଣାଚଳପ୍ରଦେଶ ଲୋୟର ଶୁଭନସିରିର ତଜାଙ୍ଗ ଗାଁରେ ବୋଲି ଜଣାପଡିଛି ।
୨୦୧୬ରେ ଏନ୍ଡିଏ ପରୀକ୍ଷାରେ ପାସ୍ କରିବା ପରେ ତିନି ବର୍ଷର କଠୋର ତାଲିମ ନେଇଥିଲେ ସିଦ୍ଧାର୍ଥ । ଦୁଇ ବର୍ଷ ଚାକିରି ପରେ ତାଙ୍କର ପ୍ରମୋସନ ହୋଇଥିଲା ଏବଂ ତାଙ୍କୁ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଭାବେ ଦାୟିତ୍ୱ ମିଳିଥିଲା ।
ପୁଣି ଥରେ ଭାରତରେ ଘଟିଛି ବିମାନ ଦୁର୍ଘଟଣା । ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ବାୟୁସେନାର ଯୁଦ୍ଧ ବିମାନ ‘ମିରାଜ-୨୦୦୦’ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ବାୟୁସେନା AFCAT ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ଭାରତୀୟ ବାୟୁସେନା ୮ ଅକ୍ଟୋବର ୧୯୩୨ରେ ପ୍ରତିଷ୍ଠା ହୋଇଥିଲା, ସେହି ଦିନଠାରୁ ପ୍ରତିବର୍ଷ ୮ ଅକ୍ଟୋବରରେ ଏହି ଦିନ ପାଳନ କରାଯାଏ। ଏୟାର ମାର୍ଶଲ ସୁବ୍ରତ ମୁଖାର୍ଜୀ ଭାରତୀୟ ବାୟୁସେନାର ପ୍ରତିଷ୍ଠାତା ବୋଲି ବିବେଚନା କରାଯାଏ।
ଏବେ ବାୟୁ ସେନା ମୁଖ୍ୟ ଅଛନ୍ତି ଏୟାର ମାର୍ଶଲ ବିବେକ ରାମ ଚୌଧୁରୀ ।
ପାଟି ଭିତରେ ଥିଲା AK-47 ବନ୍ଧୁକ, ଆଖି ଥିଲା ଟ୍ରିଗର ଆଙ୍ଗୁଠି ଉପରେ । ମୃତ୍ୟୁ ମୁହଁରେ ସାଢ଼େ ତିନିଦିନ । କାର୍ଗିଲ ଯୁଦ୍ଧ ହିରୋ ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଗ୍ରୁପ କ୍ୟାପଟେନ୍ କେ ନଚିକେତା ରାଓଙ୍କ ଲୋମଟାଙ୍କୁରା କାହାଣୀ...
ଆଜି ଭାରତ ପାଇଁ ଏକ ସ୍ମରଣୀୟ ତଥା ଐତିହାସିକ ଦିନ। ୨୫ ବର୍ଷ ତଳେ ଯୁଦ୍ଧଭୂମିରେ ଶତ୍ରୁକୁ ଧୂଳି ଚଟାଇ, ଅସୀମ ଶୌର୍ଯ୍ୟ ଓ ପରାକ୍ରମର ପରିଚୟ ଦେଇଥିଲା ଭାରତୀୟ ସେନା।
ଭାରତୀୟ ବାୟୁସେନାରେ(IAF) ଚାକିରି ନେଇ ସ୍ୱପ୍ନ ଦେଖୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ IAF ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆପଣ ଯଦି ଏହି ଚାକିରି କରିବାକୁ ଚାହାନ୍ତି ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।