ଭିଣ୍ଟେଜ୍ କାର୍ରେ ଏଣ୍ଟ୍ରି ମାରିଲେ ଅନୁଭବ । ବାଜୁଥିଲା ବାଜା... ଫୁଟୁଥିଲା ବାଣ... ନାଚିନାଚି କନ୍ୟା ପକ୍ଷଙ୍କ ନିକଟରେ ପହଞ୍ଚିଲା ବାରାତ୍ । ଆଉ ତା’ ପରେ ରୀତିନୀତି ଅନୁଯାୟୀ ଦ୍ୱିତୀୟ ଥର ପାଇଁ ପୁଣି ପଡ଼ିଲା ଅନୁଭବଙ୍କ ହାତଗଣ୍ଠି ।
ଅଭିନେତ୍ରୀ ବର୍ଷାଙ୍କୁ ପ୍ରଥମ ବିବାହ କରିଥିଲେ ଅନୁଭବ। ତେବେ ତାଙ୍କ ସହ ଛାଡ଼ପତ୍ର ହେବା ପରେ ବାନ୍ଧବୀ ଜାଗୃତୀ ଶୁକ୍ଳାଙ୍କୁ ଦ୍ବିତୀୟ ବିବାହ କରିଛନ୍ତି ଅନୁଭବ ମହାନ୍ତି ।
ବର୍ଷାଙ୍କ ପୂର୍ବ ଅଭିଯୋଗ ଗୁଡ଼ାକ ଏବେ କୁଆଡ଼େ ସତ ପାଲଟି ଯାଇଥିବା ପ୍ରଶଂସକ ମାନେ ସୋସିଆଲ ମିଡିଆରେ ଚର୍ଚ୍ଚା କରୁଛନ୍ତି ।
ଆଉ କେଇଟା ଦିନ ପରେ ଅନୁଭବ ଓ ଜାଗୃତିଙ୍କ ହାତଗଣ୍ଠି ପଡ଼ିବାକୁ ଯାଉଛି । ସେପଟେ ବର୍ଷାଙ୍କୁ ନେଇ ବି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଲାଣି। ଛାଡପତ୍ର ପରେ ଅନୁଭବଙ୍କ ବିବାହ ହେବାକୁ ଯାଉଥିବାରୁ ବର୍ଷାଙ୍କ ବିବାହ କେବେ ବୋଲି ଫ୍ୟାନ୍ସ ମାନେ ପ୍ରଶ୍ନ କଲେଣି ।
ଆଉ କେଇଟା ଦିନ ପରେ ଅନୁଭବ ଓ ଜାଗୃତିଙ୍କ ହାତଗଣ୍ଠି ପଡ଼ିବାକୁ ଯାଉଛି । ଦିନେ ଏହି ଯୋଡ଼ି ଓଲିଉଡ୍ର ସୁପର ଯୋଡ଼ି ଭାବେ ବେଶ୍ ଜଣାଶୁଣା ଥିଲେ। ସିନେମା ହଲରେ ବର୍ଷା-ଅନୁଭବଙ୍କ ଅଭିନୀତ ଫିଲ୍ମ ଦେଖିବାକୁ ଖଚାଖଚ ଭିଡ଼ ଜମୁଥିଲା ।
ଏମିତି କିଛି ଖୋଲାଖୋଲି ନକହିଲେ ବି ସୋସିଆଲ ମିଡିଆ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରି ନିର୍ବନ୍ଧ ଓ ବିବାହକୁ ସିଗ୍ନାଲ ଦେଇଛନ୍ତି ଜାଗୃତି । ପରିବାର ଓ ବନ୍ଧୁମାନଙ୍କ ସମର୍ଥନକୁ ନେଇ ସେ ବେଶ୍ ଖୁସି ଅଛନ୍ତି ।
ଏମିତି କିଛି ଖୋଲାଖୋଲି ନକହିଲେ ବି ସୋସିଆଲ ମିଡିଆ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରି ନିର୍ବନ୍ଧ ଓ ବିବାହକୁ ସିଗ୍ନାଲ ଦେଇଛନ୍ତି ଜାଗୃତି । ପରିବାର ଓ ବନ୍ଧୁମାନଙ୍କ ସମର୍ଥନକୁ ନେଇ ସେ ବେଶ୍ ଖୁସି ଅଛନ୍ତି ।
ସୁପରଷ୍ଟାର୍ ଅନୁଭବ ମହାନ୍ତିଙ୍କ ବିବାହ, ବିଚ୍ଛେଦ ଓ ଅଫେୟାର ଚର୍ଚ୍ଚା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଖୁବଶୀଘ୍ର ହାତକୁ ଦି ହାତ ହେବେ ଅନୁଭବ। ମାର୍ଚ୍ଚ ୧୧ରେ ଜାଗ୍ରତି ଶୁକ୍ଳାଙ୍କୁ ସାତ ଜନମର ସାଥୀ କରିବେ ଅନୁଭବ। ତ ଆଉ କିଏ କହୁଛି ଆସନ୍ତା ଏପ୍ରିଲ ୧ରେ ୱେଡିଂ ପକ୍କା।
ଅନୁଭବଙ୍କ ଜୀବନୀ ଉପରେ ଏକ ପୁସ୍ତକ ଉନ୍ମୋଚନ ସମୟରେ କିଛି ଗ୍ରୀନ ସିଗ୍ନାଲ ଦେଇଛନ୍ତି ବାନ୍ଧବୀ ଜାଗୃତି ଶୁକ୍ଳା । ସାମ୍ବାଦିକମାନେ ରଖିଥିବା ପ୍ରଶ୍ନର ସିଧା ସିଧା ଉତ୍ତର ଦେଇଥିଲେ ମଧ୍ୟ ଅନୁଭବଙ୍କ ସହ ବିବାହକୁ ନେଇ ସେ ବୁଲାଇ ବଙ୍କାଇ ଗ୍ରୀନ୍ ସିଗନାଲ ଦେଇଛନ୍ତି ।
ଜାଗୃତିଙ୍କୁ ସାମ୍ବାଦିକଙ୍କ ପ୍ରଶ୍ନ ଥିଲା, ସୋସିଆଲ ମିଡିଆରେ ଆପଣ ଓ ଅନୁଭବଙ୍କ ଭିଡିଓ ପୋଷ୍ଟ କରାଗଲେ ଫ୍ୟାନ୍ସ ମାନେ ଆପଣଙ୍କୁ ଭାଉଜ ବୋଲି ସମ୍ବୋଧନ କରୁଛନ୍ତି । ଆଉ ଏହାର ଉତ୍ତରରେ ଜାଗୃତି କହିଥିଲେ, ଅନୁଭବ ନିଶ୍ଚୟ ଫ୍ୟାନ୍ସମାନଙ୍କ ଉଚ୍ଛା ପୂରଣ କରିବେ ।
ପୁରୀଘାଟ ଥାନାରେ ରୁଜୁ ମାମଲାରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା । ଚାର୍ଜଫ୍ରେମ୍ ପାଇଁ ହାଜର ନ ହୋଇ ବାରମ୍ବାର ସମୟ ମାଗୁଥିଲେ ଅନୁଭବ। ଚାର୍ଜଫ୍ରେମ୍ ପାଇଁ ହାଜର ନ ହେବାରୁ NBW ଜାରି କଲେ କୋର୍ଟ ।
ପଦ୍ମ ଧରିଲେ ଅନୁଭବ ମହାନ୍ତି । ୨ ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ । କିଛି ମାସ ହେଲା ବିଜେଡିର ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିଲେ ।
ବିଜେଡିରୁ ଖାଲି ହୋଇଯିବେ କି କ୍ରାଉଡପୁଲର ? ଗତ ୪ ଦିନରେ ଶଙ୍ଖ ଦଳଠୁ ସଂପର୍କ ଛିନ୍ନ କଲେଣି ଚାରି ଚାରି ଜଣ ଓଲିଉଡ ଷ୍ଟାର। ଅରିନ୍ଦମ ଓ ସିଦ୍ଧାନ୍ତଙ୍କ ପରେ ଆଜି ବିଜେଡିକୁ ଅଲବିଦା କହିଛନ୍ତି ଅନୁଭବ ଓ ଆକାଶ।
ବିଜେଡିରୁ ଖାଲି ହୋଇଯିବେ କି କ୍ରାଉଡପୁଲର ? ଗତ ୪ ଦିନରେ ଶଙ୍ଖ ଦଳଠୁ ସଂପର୍କ ଛିନ୍ନ କଲେଣି ଚାରି ଚାରି ଜଣ ଓଲିଉଡ ଷ୍ଟାର। ଅରିନ୍ଦମ ଓ ସିଦ୍ଧାନ୍ତଙ୍କ ପରେ ଆଜି ବିଜେଡିକୁ ଅଲବିଦା କହିଛନ୍ତି ଅନୁଭବ ଓ ଆକାଶ।
ଚକଲେଟ ହିରୋ ତଥା ପୂର୍ବତନ ବିଧାୟକ ଆକାଶ ବି ଛାଡ଼ିଲେ । ୨ ଦିନ ତଳେ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଦଳ ଛାଡ଼ିଥିଲେ । ଷ୍ଟାଇଲିସ୍ ହିରୋ ଅରିନ୍ଦମ ରାୟ ବି ନିକଟରେ ବିଜେଡି ଛାଡ଼ିଥିଲେ ।
ଏକ ଲମ୍ବା ଫାଇଟ୍ ପରେ ଶେଷରେ ଏ ପ୍ରେମ ବିବାହରେ ପଡ଼ିଲା ପୂର୍ଣ୍ଣଚ୍ଛେଦ.. ସତ କହିବାକୁ ଗଲେ କୋର୍ଟଙ୍କ ନିର୍ଦ୍ଦେଶର ବହୁ ପୂର୍ବରୁ ବର୍ଷା ଅନୁଭବ ମାନସିକ ସ୍ତରରେ ହିଁ ଦୂରେଇ ଯାଇଥିଲେ.. ବାକି ଯାହା ରହିଯାଇଥିଲା ବିବାହ ବନ୍ଧନରୁ ମୁକ୍ତି ଲାଗି ଅନୁମତି..ସେତକ ବି ମିଳିଗଲା..
ଛିଣ୍ଡିଲା ଦୀର୍ଘବର୍ଷର ନ୍ୟାୟିକ କଳି, ତୁଟିଲା ୧୦ ବର୍ଷର ସମ୍ପର୍କ । ରିଲ୍ ଲାଇଫରୁ ରିୟଲ୍ ଲାଇଫ୍ ଯାଏଁ ପତି-ପତ୍ନୀ ବନିଥିବା ସେଲିବ୍ରିଟି ଯୋଡ଼ି ଅନୁଭବ-ବର୍ଷାଙ୍କ ଦାମ୍ପତ୍ୟ ଜୀବନରେ ପଡ଼ିଛି ପୂର୍ଣ୍ଣଛେଦ ।
ଗତ ୧୦ ବର୍ଷ ଧରି ମିଛ ବିବାହ ବନ୍ଧନ, ହୃଦୟହୀନ ସମ୍ପର୍କ ଏବଂ କଷ୍ଟଦାୟକ ବର୍ଷ ଏସବୁ ଥିଲା। ଏବେ ଖୁସି ପାଇଁ ପ୍ରାର୍ଥନା କରନ୍ତୁ ବୋଲି ଅନୁଭବ ଲେଖିଛନ୍ତି।
ତା’ସହ ରାଜନୀତି କ୍ୟାରିୟର ଉପରେ ବି ମନ୍ତବ୍ୟ ରଖିଛନ୍ତି ଅନୁଭବ । ଆଗକୁ ଲୋକ ଯଦି ଚାହିଁବେ ତେବେ ରାଜନୀତି ମାଧ୍ୟମରେ ସେବା କରିବି ବୋଲି କହିଛନ୍ତି ।
ଓଲିଉଡ୍ କଳିରେ ପଲିଟିକାଲ ଏଣ୍ଟ୍ରିକୁ ନେଇ ତେଜିଛି ବୟାନବାଜି। ଅଭିନେତା ଶ୍ରୀତମ ଦାସ କହିଛନ୍ତି, ପଶ୍ଚିମ ଓଡିଶାରୁ ଆସି ଏଠି ବହୁ କଳାକାର ନମ୍ବର ୱାନ ହୋଇଛନ୍ତି। ଏହା ଆମ ପରିବାରର କଳି। ଏହାକୁ ନେଇ କେହି ରାଜନୀତି କରିବା ଅନୁଚିତ।
ଫ୍ୟାମିଲି କୋର୍ଟ ତାଙ୍କ ଆବେଦନକୁ ଖାରଜ କରିବା ପରେ ସୋସିଆଲ୍ ମିଡିଆରେ ପୁଣି ଭିଡିଓ ଛାଡ଼ି ଛାଡ଼ପତ୍ର ସ୍ୱୀକାର କରିବାକୁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ।
ଆଜି ସକାଳେ ସୋସିଆଲ୍ ମିଡିଆରେ ନୂଆ ଭିଡ଼ିଓ ଛାଡ଼ିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ବର୍ଷାଙ୍କ ଚରିତ୍ର ସଂହାର କରିବା ମୋ ଉଦ୍ଦେଶ୍ୟ ନୁହେଁ ବୋଲି ଅନୁଭବ କହିବା ସହ କୋର୍ଟଙ୍କ ଐତିହାସିକ ରାୟକୁ ଆମେ ଚ୍ୟାଲେଞ୍ଜ କରିବୁ ବୋଲି ସେ କହିଛନ୍ତି ।
ସୋସିଆଲ ମିଡିଆ ଏକ୍ସରେ ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ବନ୍ଧୁତାର ସନ୍ଦେଶ ଦେଇଛନ୍ତି। ‘ମୁଁ ତୁମକୁ ହୃଦୟର ଗଭୀରତାରୁ ଭଲ ପାଇଥିଲି’ ବୋଲି ଅନୁଭବ ବର୍ଷାଙ୍କୁ କହିଛନ୍ତି।
ନ୍ୟାୟପାଳିକା ସବୁଠୁ ଊର୍ଦ୍ଧ୍ୱରେ । ତେବେ ଏଇଠି କଥା ସରିନି । ସମାନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଆଜି ପୁଣି ବର୍ଷା ଛାଡ଼ିଛନ୍ତି ଏକ ବିରାଟ ବିବୃତି । ତେବେ ସଂକ୍ଷେପରେ କହିଲେ, ବର୍ଷା ଲେଖିଛନ୍ତି- ଦୀର୍ଘ ୩ ବର୍ଷର ଲଢ଼େଇ ଓ ମାନସିକ ଯନ୍ତ୍ରଣା ପରେ, ଶେଷରେ ସତ୍ୟର ଜୟ ହେଲା । ହୀନ ଉଦ୍ଦେଶ୍ୟ ନେଇ ଛାଡ଼ପତ୍ର ପାଇଁ ଆବେଦନ କଲେ ତାହା ଧରାପଡ଼େ ଓ ନ୍ୟାୟପାଳିକା ଦ୍ବାରା ଖାରଜ ହୋଇ ସଫଳ ହୁଏ ନାହିଁ ।
ନ୍ୟାୟପାଳିକା ସବୁଠୁ ଊର୍ଦ୍ଧ୍ୱରେ । ତେବେ ଏଇଠି କଥା ସରିନି । ସମାନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଆଜି ପୁଣି ବର୍ଷା ଛାଡ଼ିଛନ୍ତି ଏକ ବିରାଟ ବିବୃତି । ତେବେ ସଂକ୍ଷେପରେ କହିଲେ, ବର୍ଷା ଲେଖିଛନ୍ତି- ଦୀର୍ଘ ୩ ବର୍ଷର ଲଢ଼େଇ ଓ ମାନସିକ ଯନ୍ତ୍ରଣା ପରେ, ଶେଷରେ ସତ୍ୟର ଜୟ ହେଲା । ହୀନ ଉଦ୍ଦେଶ୍ୟ ନେଇ ଛାଡ଼ପତ୍ର ପାଇଁ ଆବେଦନ କଲେ ତାହା ଧରାପଡ଼େ ଓ ନ୍ୟାୟପାଳିକା ଦ୍ବାରା ଖାରଜ ହୋଇ ସଫଳ ହୁଏ ନାହିଁ ।