• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Mo Bus
କାଲି ୧୫ ହଜାର ଆଜି ୨ ମୋବାଇଲ୍‌ ; କେତେ ସୁରକ୍ଷିତ ‘ମୋ ବସ୍‌’ ?

ଗତକାଲି ରାଜଧାନୀ ଭୁବନେଶ୍ୱରରେ ‘ମୋ ବସ୍‌’ରୁ ଜଣେ ଯାତ୍ରୀଙ୍କ ଠାରୁ ୧୫ ହଜାର ଟଙ୍କା ଲୁଟ୍ ହୋଇଥିବା ବେଳେ ଆଜି ଦୁଇ ଜଣ ଛାତ୍ରୀଙ୍କ ମୋବାଇଲ୍ ଚୋରି ହୋଇଯାଇଛି।

CHOR
ମିଛରେ ଚିତ୍କାର କଲେ ‘ବନ୍ଧୁକ ଆଣ.. ବନ୍ଧୁକ ଆଣ’, ଜୀବନ ବିକଳରେ ପଳାଇଲା ଚୋର... ଦେଖନ୍ତୁ ଭିଡିଓ

ଆଜି ଆପଣଙ୍କୁ ଆମେ ଯେଉଁ ଘଟଣା ସମ୍ପର୍କରେ କହିବୁ ତାହା ମିଛ ଉପରେ ଆଧାରିତ । ଜଣେ ବ୍ୟକ୍ତି ମିଛ କହି କିଭଳି ଲାଭ ପାଇଲେ ଏବଂ ଏକ ବଡ଼ ବିପଦରୁ ବର୍ତ୍ତିଗଲେ ତାହା ଆମେ ଆପଣଙ୍କୁ ଜଣାଇବୁ ।

Cinema Day
ସିନେମା ଡେ‘ ! ସବୁ ହଲ୍‌ରେ ଟିକେଟ୍‌ ରେଟ୍‌ ଫିକ୍ସ, ମାତ୍ର ୭୫ ଟଙ୍କା..

ସିନେ ପ୍ରେମୀ ସବୁ ବେଳେ ସିନେମା ହଲକୁ ଯାଇ ଫିଲ୍ମ ଦେଖେ। ବହୁ ବର୍ଷ ଧରି ଅନେକ ସିନେମା ଦର୍ଶକ ଥିଏଟରରେ ଦେଖିଛନ୍ତି। ତେଣୁ ଦର୍ଶକଙ୍କୁ ଧନ୍ୟବାଦ ଜଣାଇବାକୁ ହଲ୍ ମାଲିକ ମାନେ ଏପରି ନିଷ୍ପତି ନେଇଛନ୍ତି।

durga puja
ଆସୁଛନ୍ତି ମାଆ, ସଜେଇ ହେଲାଣି ରାଜଧାନୀର ପୂଜା ମଣ୍ଡପ

ଦୁର୍ଗାପୂଜା ପାଖେଇ ଆସୁଥିବା ବେଳେ ମଣ୍ଡପରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ମାଆଙ୍କ ମୂର୍ତ୍ତି ନିର୍ମାଣଠୁ ଆରମ୍ଭ କରି ତୋରଣ ଏବଂ ସାଜସଜା କାମ ଆଗେଇ ଚାଲିଛି । ଚଳିତ ବର୍ଷ ରାଜଧାନୀରେ କେଉଁ ମଣ୍ଡପ କେଉଁ ଥିମ୍‌ରେ ହେଉଛି ଚାଲନ୍ତୁ ଜାଣିବା ।

Mo Bus
ଲୁଟେରାଙ୍କ ହବ୍‌ ମୋ ବସ୍‌ ! ଲଗାତର ହେଉଛି ଚୋରି, ଯାତ୍ରା କରିବାକୁ ଭୟ କରୁଛନ୍ତି ଯାତ୍ରୀ

ମୋ ବସ୍‌ରେ ବଢୁଛି ଚୋରି । କ୍ୟାନସର ରୋଗୀଙ୍କଠୁ ଲୁଟିନେଲେ ୧୫ ହଜାର ।

IAS Officer's Property
IAS ବାବୁଙ୍କ କେତେ ରହିଛି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, କାହିଁକି ଲୁଚାଉଛନ୍ତି ତଥ୍ୟ ? ଆସନ୍ତୁ ଜାଣିବା..

ବାବୁ କାହିଁକି ଲୁଚାଉଛନ୍ତି ଅସ୍ଥାବର ସମ୍ପତ୍ତି ତାଲିକା ? ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପାଇଁ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ ।

NMA Srimandir
ଧର୍ମର ଜୟ କହିଲେ ଅପରାଜିତା, ଏକାମ୍ର-କୋଣାର୍କ ସୌନ୍ଦର୍ଯ୍ୟକରଣକୁ NMAର ଅନୁମତି

ଅଧା ପ୍ରକଳ୍ପର ଡିପିଆର ସଂଶୋଧନ ନିର୍ଦ୍ଦେଶ । ନିୟନ୍ତ୍ରିତ ଅଞ୍ଚଳରେ ହେବ ଅନନ୍ତ ବାସୁଦେବ ରୋଷଘର  ।

Arindam Das Scholarship
ପ୍ରଥମ ଅରିନ୍ଦମ ଦାସ ସ୍ମାରକୀ ସ୍କଲାର୍‌ଶିପ୍ ପ୍ରଦାନ କଲା ଓଟିଭି

ଅମ୍ଲାନଙ୍କ କଲେଜ୍ ଫି ଓ ବାର୍ଷିକ ହଷ୍ଟେଲ୍ ଫି ବାବଦ ସମସ୍ତ ରାଶି ଦିଆଯାଇଛି ।

DCP Pratik Singh
ସାଇବର ଠକଙ୍କଠାରୁ କେମିତି ବର୍ତ୍ତିବେ ସାଧାରଣ ଲୋକ ? ଟ୍ରିକ୍‌ କହିଲେ ଭୁବନେଶ୍ୱର DCP

କେତେବେଳେ ପୁରସ୍କାର ତ କେତେବେଳେ ଲଟେରୀ ଆଦିର ମଧ୍ୟ ଅଫର ଦେଇପାରନ୍ତି ଠକମାନେ । ତେଣୁ ଏଥିପ୍ରତି ସାବଧାନ ରୁହନ୍ତୁ ଲୋକେ । ତେବେ ଏମିତି କିଛି ଅଫର ଦେଖାଇ ସାଇବର ଠକ ପ୍ରଥମେ OTP ମାଗିପାରନ୍ତି ।

Bhubaneswar MP Aparajita Sarangi
ସରକାରଙ୍କୁ ଅପରାଜିତାଙ୍କ ଗୁଗ୍‌ଲି ! କହିଲେ ଆଗରୁ ନିୟମ ମାନିଥିଲେ ଏମିତି ସ୍ଥିତି ଆସିନଥାନ୍ତା

ଏହାର ଉଚ୍ଚତା ମଧ୍ୟ କମ କରିବାକୁ ଏନ୍ଏମ୍ଏ ପ୍ରସ୍ତାବ ଦେଇଛି । ଏନ୍ଏମ୍ଏର ସୁପାରିଶ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ୱସ୍ତି ଦେଇଛି ।

Passenger alleges loot of Rs 15,400 in Mo Bus in Bhubaneswar
‘ମୋ ବସ୍‌’ରୁ ଯାତ୍ରୀଙ୍କ ଠାରୁ ଚୋରି

‘ମୋ ବସ୍‌’ରେ ଜଣେ କ୍ୟାନ୍ସର ରୋଗୀଙ୍କଠାରୁ ୧୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏମ୍ସ ହସ୍ପିଟାଲ୍‌ରୁ କଟକ OMP ଛକ ଯାଉଥିବା ୧୯ ନମ୍ବର ‘ମୋ ବସ୍‌’ରେ ଏହି ଚୋରି ହୋଇଛି।

In the sundang there was a local brewery
ମଦ ତିଆରିର ଗୁପ୍ତ କୋଠରୀ ଖୁଲାସା; ସୁଡ଼ଙ୍ଗ ଭିତରେ ଥିଲା ଦେଶୀ ମଦ ଭାଟି

ରାଜଧାନୀରେ ମଦ ତିଆରିର ଗୁପ୍ତ କୋଠରୀ ଖୁଲାସା। ସାଲିଆସାହି ଇଡ୍କୋ ବସ୍ତିରେ ସୁଡ଼ଙ୍ଗ ଭିତରେ ଚାଲିଥିଲା ଦେଶୀ ମଦ ଭାଟି। ଚଢ଼ାଉ କରି ଖୁଲାସା କଲା କମିଶନରେଟ ପୋଲିସ। ହଜାର ହଜାର ଲିଟର ମଦ ସହ ପୋଚ ଜବତ ହୋଇଛି।

Bhubaneswar Traffic
କମିଶନରେଟ୍ ପୋଲିସକୁ ଘାରିଲାଣି ଚିନ୍ତା, ପୂଜାରେ କେମିତି ହେବ ଟ୍ରାଫିକ୍‌ କଣ୍ଟ୍ରୋଲ ?

ରାଜଧାନୀର ଅଧିକାଂଶ ମଣ୍ଡପ ରାଜପଥ କଡ଼ରେ ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବାରୁ ଭିଡ଼ ନିୟନ୍ତ୍ରଣ କରିବା କମିଶନରେଟ୍ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିବ ।

Hanging Deadbody
ବନ୍ଦ ଘର ଭିତରୁ ଇଂଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ରାଜଧାନୀରେ ଛାତ୍ର ଓ ଛାତ୍ରୀ ମୃତ୍ୟୁ ବଢ଼ିବା ନେଇ ବିଭିନ୍ନ ସ୍ତରରେ ଉଦ୍‌ବେଗ ବଢ଼ି ଚାଲିଛି।

Accident In Bhubaneswar
ଭୁବନେଶ୍ୱରରେ ମଦ୍ୟପ ଡ୍ରାଇଭରଙ୍କ ଆତଙ୍କ: ଜୋର୍‌ରେ ଗାଡ଼ି ଚଲାଇ ଆସିଲେ, ନେତାଙ୍କ ଘର ପାଚେରି ଭାଙ୍ଗିଲେ

ଗାଡ଼ିର ସ୍ପିଡ୍‌ ଏତେ ଅଧିକ ଥିଲା ଯେ, ବିଜେଡି ନେତାଙ୍କ ଘରର ପାଚେରି ଭାଙ୍ଗି କ୍ୟାମ୍ପସ ଭିତରକୁ କାର୍‌ ପଶି ଯାଇଥିଲା। 

Number Plate
ପହିଲାରୁ ଜୋରଦାର ହେବ ଚେକିଂ, ନମ୍ବର ପ୍ଲେଟ୍‌ ନଥିଲେ ପଠାଯିବ ଇ-ଚାଲାଣ

ଖାଲି ଚେକିଂ ହେବ ତାହା ନୁହେଁ ବରଂ ଯେଉଁମାନେ ନିୟମ ଖିଲାପ କରିଥିବେ ସେମାନଙ୍କ ପାଖରୁ ମୋଟା ଅଙ୍କର ଫାଇନ୍‌ କଟାଯିବ ।

Congress
୨୪ ଲଢ଼େଇ ପାଇଁ କଂଗ୍ରେସର ଜୋରଦାର ପ୍ରସ୍ତୁତି, ହେଲେ ସେପଟେ ଅସ୍ତ୍ର ତ୍ୟାଗ କଲେଣି ବିଧାୟକ

ଭୁବନେଶ୍ୱରରେ ଦିଗବିଜୟ ସିଂହ ଓ ଜୟରାମ ରମେଶ । ଭାରତ ଯୋଡ଼ୋ ଅଭିଯାନର ରୂପରେଖ ପ୍ରସ୍ତୁତ ହେବ  ।

Heavy Rain
ପୁଣି ବର୍ଷା ! ୯ ଜିଲ୍ଲାକୁ ସତର୍କ ଘଣ୍ଟି, ୨୦ରୁ ଲଘୁଚାପ

୨୦ ବେଳକୁ ଲଘୁଚାପରେ ପରିଣତ ହୋଇପାରେ ଘୂର୍ଣ୍ଣିବଳୟ । ୨୦ ଓ ୨୧ରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ।

Crime Against Women
ଯୌନ ନିର୍ଯାତନା ମାମଲାର ଫୈସଲା ଚିନ୍ତା ! ରାଜ୍ୟରେ ୧୯ ହଜାରରୁ ଅଧିକ ମାମଲା ପେଣ୍ଡିଂ

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି । ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ କୋର୍ଟ ବସେଇବାକୁ ଉଲ୍ଲେଖ ।

 Lady Don Ranju’s House Demolition at Narayani Slum Of Bhubaneswar
ଚୁନା ହେଲା ଲେଡି ଡନ୍‌ ରଞ୍ଜୁ ଘର

ଭୁବନେଶ୍ୱର ନାରାୟଣୀ ବସ୍ତିରେ ଥିବା ଲେଡି ଡ୍ରଗ୍ସ ମାଫିଆ ରଞ୍ଜୁର ଘର ଆଜି ପୋଲିସ୍‌ ଭାଙ୍ଗି ଦେଇଛି। ହାତୁଡ଼ିରେ ପିଟି ଡ୍ରୋଜର ଚଢ଼ାଇ ପୋଲିସ୍‌ ରଞ୍ଜୁର ଘର ଭାଙ୍ଗିଛି। 

BJP
ମିଶନ୍ ୨୪ ପାଇଁ ହୁଙ୍କାର ! ସନ୍ତୋଷଙ୍କ ଫର୍ମୁଲା, ଅସମ୍ଭବ ନୁହେଁ ନବୀନଙ୍କୁ ଗାଦିଚ୍ୟୁତ

ଏକ ହୋଇ ଲଢ଼ିବାକୁ ସୁରେଶଙ୍କ ଟ୍ବିଟ୍‌କୁ ନେଇ ଚର୍ଚ୍ଚା । ନବୀନଙ୍କ ୨୫ ବର୍ଷ ସେବାର ବାର୍ତ୍ତା ପହଞ୍ଚାଇବାକୁ ଶଙ୍ଖର ଯୋଜନା।