ସ୍ଥାନ ପାଇବ ହକିରେ ଯୋଗ ଦେଇଥିବା ୧୬ଟି ଦେଶର ଖାଦ୍ୟପାନୀୟ । ବଲିଉଡ ଗାୟକ ଓ କଳାକାରଙ୍କ କଳାର ଯାଦୁରେ କମ୍ପିବ ଭୁବନେଶ୍ୱର ।
ପ୍ରତି ଓ୍ୱାର୍ଡରେ ମଧ୍ୟ ଏଲଇଡି ସ୍କ୍ରିନ୍ର ବ୍ୟବସ୍ଥା ହୋଇଛି ।
୨୭ ଲକ୍ଷ ୨୪ ହଜାର ୯୯୪ ଗାଡ଼ିରେ HSRP ଲଗାଯାଇ ସାରିଛି ।
ରାଜ୍ୟ ସରକାରଙ୍କ ଶ୍ରେୟ ଉଦ୍ୟମକୁ ବିଜେପିର କାଉଣ୍ଟର । SHGଙ୍କୁ ଛାଡ଼ ହୋଇଥିବା ୧୧% ସୁଧରୁ ରାଜ୍ୟର ଭାଗ ମାତ୍ର ୪% ।
ମଣ୍ଡିରେ କଟନିଛଟନୀ ସମସ୍ୟାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ମୁଣ୍ଡ ଟେକିଛି ଆନ୍ଦୋଳନ।
କଏନ୍ ଅଚଳ ପ୍ରସଙ୍ଗ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ରଖିଲା ସ୍ପଷ୍ଟୀକରଣ।
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଡ୍ୟାନ୍ସ ବାର୍ରେ କିଛି ଦୁର୍ବୃତ୍ତ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଗତ ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱରରେ ଏହି ଘଟଣା ଘଟିଛି।
ଭୁବନେଶ୍ୱରରେ ନବ ନିର୍ମାଣ କୃଷକ ସଂଗଠନର ଜୋରଦାର ଆନ୍ଦୋଳନ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ନବୀନ ନିବାସ ଯିବା ବାଟରେ ପୋଲିସ୍ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।
ସୁନ୍ଦରଗଡ଼ ବଣାଇରେ ମଧ୍ୟ ଶୀତ ଲହରୀ । ପ୍ରବଳ ଶୀତ ସହ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳୁଛି । ସକାଳୁ ସକାଳୁ ଶୀତର ପ୍ରକୋପ ବଢ଼ୁଥିବାରୁ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଛି ।
ହକି ନାଁ କହି ସବୁ ଭାଙ୍ଗିଦେଲେ। ନା ହକି ପାଇଁ କିଛି ସୌନ୍ଦର୍ଯ୍ୟକରଣ କଲେ ନା ଲୋକଙ୍କ ରୋଜଗାର ଫେରାଇ ଦେବା ପାଇଁ କୌଣସି ବ୍ୟବସ୍ଥା କଲେ।
ଭୁବନେଶ୍ୱରରେ ପଥୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ନାଚ ଗୀତ ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଛି।
ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ଦିଲ୍ଲୀରୁ ଭର୍ଚୁଆଲ୍ରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ବିମାନ ସେବାର ଉଦ୍ଘାଟନ କରିଛନ୍ତି। ଆସନ୍ତା ୧୨ ତାରିଖରୁ ଭୁବନେଶ୍ୱର-ରାଉରକେଲା ରୁଟିନ୍ ଉଡ଼ାଣ ଆରମ୍ଭ ହେବ।
ରାୟପୁରରୁ ୪ ଜଣ ଡକାୟତଙ୍କୁ ଗିରଫ କଲା ସ୍ୱତନ୍ତ୍ର ସ୍କ୍ୱାଡ୍ ।
ଦେଶବାସୀ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିଲେ, ଭାଇରସ୍କୁ ଭୟର କରିବାର କିଛି କାରଣ ନାହିଁ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ ଏଭଳି କହିଛନ୍ତି।
ମାଆ ଓ ଶାବକଙ୍କ ଗତିବିଧିକୁ ସିସିଟିଭି ଜରିଆରେ ନଜରରେ ରଖାଯାଇଛି।
ଅର୍ଚ୍ଚନା ଓ ସହଯୋଗୀ ଖଗେଶ୍ୱରଙ୍କ ୨ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହାଜର ।
ପୁଣି ଧାନ କିଣାରେ ଅବ୍ୟବସ୍ଥା ! ଗ୍ରାଉଣ୍ଡ ଜିରୋରୁ ସାମନାକୁ ଆସିଲା ଚାଷୀଙ୍କ ବିକଳ ଚିତ୍ର ।
ଆସନ୍ତା ୨ରୁ ୩ ଦିନ ଯାଏ ପାଗ ଶୁଖିଲା ରହିବା ସହ ପାଣିପାଗରେ ପରିବର୍ତ୍ତନ ନଥିବା କହିଛି ପାଣିପାଗ କେନ୍ଦ୍ର ।
ଜିଓ ପକ୍ଷରୁ ଏହି ସୁବିଧାଗୁଡ଼ିକ ଓଡ଼ିଶାର ଲୋକମାନଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ।
ଭୁବନେଶ୍ୱରରେ ମହିଳା ପୋଲିସ ଏସ୍ଆଇଙ୍କୁ ଗାଳିଗୁଲଜ ସହ ଆକ୍ରମଣ ଉଦ୍ୟମ ଘଟଣାର ପର୍ଦ୍ଦାଫାସ ହୋଇଛି
ରାଜଧାନୀ ଭୁବନେଶ୍ୱରରେ ପାଳିତ ହେଲା ବିଶ୍ୱ ବ୍ରେଲ୍ ଦିବସ।
ପଥରରେ ସୁକ୍ଷ୍ମ କାରୁକାର୍ଯ୍ୟ। କେଉଁଠି ହକି ଷ୍ଟିକ୍ ତ କେଉଁଠି ଭଗବାନ ବୁଦ୍ଧଙ୍କ ଷ୍ଟାଚ୍ୟୁ । ଆଉ କେଉଁଠି ପଥର ଓ ବିଭିନ୍ନ ଧାତୁରେ ନିର୍ମିତ ସୁନ୍ଦର ତୋରଣ . .
ଫାଇବର କେବୁଲ ବିଛାଇବା ପାଇଁ ପ୍ରଧାନମନ୍ତ୍ରୀ ୧୧ଶହ କୋଟି ଟଙ୍କା ଦେଇଛନ୍ତି ।