• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Dakota

DAKOTA
ପୁନର୍ଜନ୍ମ ପାଇଲା ବିଜୁ ବାବୁଙ୍କ ଡାକୋଟା ବିମାନ

ବିଜୁ ବାବୁଙ୍କ ସନ୍ତକ ଓ ଅପାସୋରା ସ୍ମୃତି ବି ଜଡ଼ିତ ଡାକୋଟା ବିମାନକୁ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଟର୍ମିନାଲ ୱାନ୍ ସମ୍ମୁଖରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ।

DAKOTA
ପୁନର୍ଜନ୍ମ ପାଇଲା ବିଜୁ ବାବୁଙ୍କ ଡାକୋଟା ବିମାନ

ବିଜୁ ବାବୁଙ୍କ ସନ୍ତକ ଓ ଅପାସୋରା ସ୍ମୃତି ବିଜଡ଼ିତ ଡାକୋଟା ବିମାନକୁ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଟର୍ମିନାଲ ୱାନ୍ ସମ୍ମୁଖରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ।

CM Naveen Patnaik unevil’s Biju Patnaik's iconic ‘Dakota’ aircraft
ନୂଆ ରୂପରେ ବିଜୁ ବାବୁଙ୍କ ଡାକୋଟା, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବହୁ ଦିନ ପ୍ରତୀକ୍ଷାର ଅନ୍ତ ହେବା ସହ ଶେଷରେ ବିଜୁ ବାବୁଙ୍କ ସ୍ମୃତି ବହନ କରୁଥିବା ‘ଡାକୋଟା’ ବିମାନ ଲୋକାର୍ପିତ ହୋଇଛି। 

Dakota
ବିଜୁ ଜୟନ୍ତୀରୁ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ !

କୋଲକାତା ବିମାନ ବନ୍ଦରରେ ଦୀର୍ଘ ବର୍ଷ ହେଲା ଖତ ଖାଉଥିବା ଡାକୋଟାକୁ ଗତ ଜାନୁଆରୀ ୧୮ ତାରିଖରେ ୩ଟି ଟ୍ରେଲର୍ ସହାୟତାରେ ଭୁବନେଶ୍ୱର ଏୟାରପୋର୍ଟ ଆଣିଥିଲେ ରାଜ୍ୟ ସରକାର । ସେଠାରେ ଷ୍ଟେଟ୍ ହ୍ୟାଙ୍ଗରେ ଆରମ୍ଭ ହୋଇଥିଲା ଡାକୋଟାର ପୁନରୁଦ୍ଧାର କାମ । ଏରୋସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ ସେଣ୍ଟରର ଏକ ୩୦ ଜଣିଆ ଟିମ୍ ଏହି କାମରେ ଲାଗିଛନ୍ତି ।

Dakota
ବିଜୁ ଜୟନ୍ତୀରୁ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ !

କୋଲକାତା ବିମାନ ବନ୍ଦରରେ ଦୀର୍ଘ ବର୍ଷ ହେଲା ଖତ ଖାଉଥିବା ଡାକୋଟାକୁ ଗତ ଜାନୁଆରୀ ୧୮ ତାରିଖରେ ୩ଟି ଟ୍ରେଲର୍ ସହାୟତାରେ ଭୁବନେଶ୍ୱର ଏୟାରପୋର୍ଟ ଆଣିଥିଲେ ରାଜ୍ୟ ସରକାର । ସେଠାରେ ଷ୍ଟେଟ୍ ହ୍ୟାଙ୍ଗରେ ଆରମ୍ଭ ହୋଇଥିଲା ଡାକୋଟାର ପୁନରୁଦ୍ଧାର କାମ । ଏରୋସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ ସେଣ୍ଟରର ଏକ ୩୦ ଜଣିଆ ଟିମ୍ ଏହି କାମରେ ଲାଗିଛନ୍ତି ।

Dakota
ନୂଆ ରୂପରେ ଝଲସିବ ଡାକୋଟା, ମାର୍ଚ୍ଚ ୫ରୁ ଆତ୍ମପ୍ରକାଶ କରିବ ବିଜୁଙ୍କ ପ୍ରିୟ ବିମାନ

ମରାମତି ଓ ନବୀକରଣ ପରେ ପ୍ରଦର୍ଶିତ ହେବ ଡାକୋଟା । ଭୁବନେଶ୍ୱର ବିମାନବନ୍ଦର ଟର୍ମିନାଲ୍-୧ରେ ଇନ୍‌ଷ୍ଟଲେସନ୍ ଯୋଜନା ।

 DAKOTA aircraft
ଭୁବନେଶ୍ୱରରେ ବିଜୁଙ୍କ ପ୍ରିୟ ଡାକୋଟା !୩ଟି ଟ୍ରେଲରରେ କୋଲକାତାରୁ ଆସିଲା ବିମାନ

ବିମାନକୁ ବାଟ ସାରା ବିପୁଳ ସମ୍ବର୍ଦ୍ଧନା, ଡାକୋଟାକୁ ୨୭ମାସ ଉଡ଼ାଇଥିଲେ ପ୍ରବାଦପୁରୁଷ

 Dakota aircraft leaves Kolkata airport
ଓଡ଼ିଶା ଆସୁଛି ବିଜୁଙ୍କ ପ୍ରିୟ ଡାକୋଟା ବିମାନ

ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଏହି ବହୁ ଚର୍ଚ୍ଚିତ ବିମାନ।

Dakota
ପୁଣି ଡାକୋଟା ଚର୍ଚ୍ଚାରେ ! ଓଡ଼ିଶା ଆସିବା ନେଇ ବାରମ୍ବାର ଆରମ୍ଭ ହେଉଛି ପ୍ରକ୍ରିୟା

ଡାକୋଟାକୁ ଭୁବନେଶ୍ୱର ଆଣିବା ପରେ ଏହାକୁ ସଂଗ୍ରାହଳୟରେ ସଂରକ୍ଷିତ କରି ରଖାଯିବାକୁ ଯୋଜନା ରଖାଯାଇଛି । ଏବେ କୋଲକାତା ବିମାନ ବନ୍ଦରର ଏକ ଅଗମ୍ୟ ସ୍ଥାନରେ ପଡ଼ି ରହିଛି ଡାକୋଟା । 

gh
ଓଡ଼ିଶା ଆସିବ ବିଜୁ ପଟ୍ଟନାୟକଙ୍କ 'ଡାକୋଟା' ବିମାନ

ଭୁବନେଶ୍ୱର: ଓଡ଼ିଶା ଫେରିବ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅତି ପ୍ରିୟ ସାଥୀ ‘ଡାକୋଟା’। ଏଥିପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଚିଠି ଲେଖାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ର। ବିଜୁବାବୁଙ୍କ କଳିଙ୍ଗ ଏୟାରଲାଇନ୍ସର ଡାକୋଟା ବିମାନ ଏବେ କୋଲକାତାର ନେତାଜୀ ବିମାନ ବନ୍ଦରରେ ଜରାଜୀର୍ଣ୍ଣ ଅବସ୍ଥାରେ ଡମ୍ପିଂୟାର୍ଡରେ ଖତ ଖାଉଛି। ଏହାକୁ ଓଡ଼ିଶା ଆଣିବା ପାଇଁ ଆଜି ଲୋକସେବା […]

biju
ଡାକୋଟାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ବିଜୁ ବାବୁଙ୍କ ବହୁଚର୍ଚ୍ଚିତ ଡାକୋଟା ବିମାନ ନିଲାମ ଉଦ୍ୟମକୁ ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ କରିଛନ୍ତି। କୋଲକତା ବିମାନ ବନ୍ଦରରେ ଦୀର୍ଘ ବର୍ଷ ଧରି ପଡ଼ି ରହିଥିବା ଏହି ବିମାନକୁ ଓଡ଼ିଶା ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର। ହେଲେ ଏବେ ଏହାକୁ ଲୁହା ଦରରେ ନିଲାମ ପାଇଁ ଏୟାରପୋର୍ଟ ଅର୍ଥରିଟି ଅଫ୍ ଇଣ୍ଡିଆ ବିଜ୍ଞପ୍ତି ଜାରି କରିଛି। ଏହାକୁ ନେଇ ଧର୍ମେନ୍ଦ୍ର ନବୀନ ସରକାରଙ୍କ ଉପରେ ବର୍ଷିବା ସହ ବିଜେଡିର […]

ଡାକୋଟା ଆଣିବାକୁ ଟଣା ଓଟରା
ଡାକୋଟା ଆଣିବାକୁ ଟଣା ଓଟରା

ଡାକୋଟା ଆଣିବାକୁ ଟଣା ଓଟରା

dacokta
ଏୟାରପୋର୍ଟର ଡମ୍ପିଂୟାର୍ଡରେ ଅଛି ବିଜୁଙ୍କ ଡାକୋଟା, ଆସିବ ତ ଓଡ଼ିଶା ?

ଭୁବନେଶ୍ୱର: କୋଲକାତା ଏୟାରପୋର୍ଟର ଡମ୍ପିଂୟାର୍ଡରେ ଡାକୋଟା । ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରିୟ ବିମାନ । ଯେଉଁଥିରେ ଡଚ୍‌ଙ୍କ କବଳରୁ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଦେଶରୁ ଭାରତକୁ ଉଡ଼ାଇ ଆଣିଥିଲେ, ୧୯୪୭ରେ ଶ୍ରୀନଗରରୁ-ପାକ୍ ଶତ୍ରୁ ସେନା ବଳୟରୁ ଭାରତୀୟ ସେନାଙ୍କୁ ଏୟାରଲିଫ୍ଟ…

Capture 9
ପୁଣି ମନେପଡ଼ିଲା ବିଜୁ ବାବୁଙ୍କ ଡାକୋଟା କଥା, ଖୁବ୍‌ଶୀଘ୍ର ଆସିବ ଓଡ଼ିଶା

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ବିଜୁ ବାବୁଙ୍କ ଡାକୋଟା । ଖୁବ୍‌ଶୀଘ୍ର ଓଡ଼ିଶା ଆସିବ ବିଜୁବାବୁଙ୍କ ଡାକୋଟା ବିମାନ । ଡାକୋଟା ଫେରାଇ ଆଣିବାକୁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।…