• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Archana Nag

Lady blackmailer Archana Nag gets permission for law exam
ପରୀକ୍ଷା ଦେବେ ହନିଟ୍ରାପ୍ କ୍ୱିନ୍‌ ଅର୍ଚ୍ଚନା ନାଗ

ପରୀକ୍ଷା ପୂର୍ବରୁ ଫର୍ମ ଫିଲପ୍ ପାଇଁ ହନିଟ୍ରାପ୍ କ୍ୱିନ୍‌ ଅର୍ଚ୍ଚନା ନାଗଙ୍କୁ ଅନୁମତି ମିଳିଛି। ଜେଲ୍‌ ମାନୁଆଲ୍‌ ଅନୁସାରେ ପରୀକ୍ଷା ପାଇଁ ମଧ୍ୟ ଅନୁମତି ମିଳିପାରେ।

Film producer Pramod Swain gave Rs 33 lakh to accused Archana Nag
ମାମଲା ରଫାଦଫା ପାଇଁ ୩୩ ଲକ୍ଷ ଡିଲ୍‌ ! ED ଚାର୍ଜସିଟ୍‌ ଖୋଲିଲା ପ୍ରଡ୍ୟୁସରଙ୍କୁ ବ୍ଲାକ୍‌ମେଲିଂ ପଛର ସତ

ହନିଟ୍ରାପ୍‌ କ୍ୱିନ୍‌ ଅର୍ଚ୍ଚନା ନାଗ ସିନେ ପ୍ରଯୋଜକ ପ୍ରମୋଦଙ୍କୁ କେମିତି ଯୌନ ନିର୍ଯାତନା ଜାଲରେ ଛନ୍ଦି ଟଙ୍କା ଆଦାୟ କରିଥିଲେ ତା’ର ଗୁମର ଖୋଲିଛି ଇଡି। ନାଗ ଦମ୍ପତିଙ୍କୁ ସିନେ ପ୍ରଯୋଜକ ୩୩ ଲକ୍ଷ ଟଙ୍କା ଦେଇଥିଲେ।

Archana Nag Case
ନୟାଗଡ଼ର କେଉଁ ନେତାଙ୍କୁ ବ୍ଲାକମେଲିଂ କରୁଥିଲେ ଅର୍ଚ୍ଚନା ନାଗ ?

ବିଦେଶକୁ ମଧ୍ୟ ଲମ୍ବିଥାଇପାରେ ଅର୍ଚ୍ଚନାର ଟଙ୍କା କାରବାର ଚେର।

 accused Archana Nag's luxury bungalow
ଜବତ ହେଲା ଅର୍ଚ୍ଚନାଙ୍କ ଆଲିସାନ୍ କୋଠା

କିଛି ଦିନ ତଳେ ଇଡି ସେହି କୋଠାକୁ ଯାଇ ମାପଚୁପ କରିଥିଲା। 

Archana Nag
ଇଡିରେ ଅର୍ଚ୍ଚନାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, କେଉଁଠୁ ଆସୁଥିଲା ଟଙ୍କା କରିବ ଖୋଳତାଡ଼

ଅର୍ଚ୍ଚନା ଓ ସହଯୋଗୀ ଖଗେଶ୍ୱରଙ୍କ ୨ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହାଜର ।

Archana Nag
ଅର୍ଚ୍ଚନା ନାଗ ମାମଲା: ଆସିଲା ମୋବାଇଲ-ପେନ୍‌ଡ୍ରାଇଭ୍‌ ଯାଞ୍ଚ ରିପୋର୍ଟ, ରହିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ନୟାପଲ୍ଲୀ ଥାନା ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାରେ ୫୦୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ପୋଲିସ ।

archana nag
ଅର୍ଚ୍ଚନା ନାଗ ବିରୋଧରେ ୫୦୧ ପୃଷ୍ଠାର ଚାର୍ଜସିଟ୍

ପ୍ରଡ୍ୟୁସର ଅକ୍ଷୟ ପରିଜା ବ୍ଲାକମେଲ ମାମଲାରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି ।

jagabandhu
ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କଲା ଇଡି

ମନି ଲଣ୍ଡରିଂ ମାମଲାରେ ପ୍ରମାଣ ପାଇବା ପରେ ଗିରଫ କଲା ଇଡି

Archana Nag
ଅର୍ଚ୍ଚନା ରିମାଣ୍ଡ ସରିବା ପରେ ଆସିଲା ଡିଜିଟାଲ ଫରେନସିକ୍ ରିପୋର୍ଟ, ଖୋଲିବ କି ଗୁମର ?

ଇଡିକୁ ମିଳିଛି ଅର୍ଚ୍ଚନା ନାଗ ମାମଲାର ଡିଜିଟାଲ ଫରେନସିକ୍ ରିପୋର୍ଟ । ପ୍ରଥମ ପର୍ଯ୍ୟାୟରେ ୧୨ଟି ସାମ୍ପଲ ରିପୋର୍ଟ ଦିଆଯାଇଥିବା ଜଣାପଡିଛି । ଏହା ମଧ୍ୟରେ ରହିଛି ଅର୍ଚ୍ଚନାର ମୋବାଇଲ, ଲାପଟପ୍, ପେନଡ୍ରାଇଭ ଓ ଟାବ୍ । ପଚରାଉଚରା ବେଳେ ଅର୍ଚ୍ଚନା ସହଯୋଗ କରୁନଥିବାରୁ ଡିଜିଟାଲ ଏଭିଡେନ୍ସ ତଥ୍ୟ ମାଗିଥିଲା ଏନ୍‌ଫୋର୍ସମେଣ୍ଟ ଡିରେୋକ୍ଟରେଟ୍ । ଏପରିକି ଜାଣିଶୁଣି ବିଳମ୍ବ କରାଯାଉଥିବା ନେଇ କୋର୍ଟଙ୍କୁ ଜଣାଇଥିଲା ଇଡି । ତଥାପି ରିପୋର୍ଟ ଆସିବାରେ ବିଳମ୍ବ ହୋଇଥିଲା ।

Archana Nag
ଅର୍ଚ୍ଚନା ରିମାଣ୍ଡ ସରିବା ପରେ ଆସିଲା ଡିଜିଟାଲ ଫରେନସିକ୍ ରିପୋର୍ଟ, ଖୋଲିବ କି ଗୁମର ?

ଅର୍ଚ୍ଚନା ଥିବା ବେଳେ ମାଗି ମାଗି ଦେଲେନି, ଏବେ ଆସିଲା ଡିଜିଟାଲ ଫରେନସିକ୍ ରିପୋର୍ଟ

Archana Nag
ଇଡି ଆଗରେ ସତ ଓଗାଳୁଛି ଅର୍ଚ୍ଚନା ! ଶ୍ରଦ୍ଧାଞ୍ଜଳି-ଜଗବନ୍ଧୁ-ଅର୍ଚ୍ଚନାକୁ ମୁହାଁମୁହିଁ ଜେରା 

ଇଡି ଆଗରେ ଅର୍ଚ୍ଚନା ମୁହଁ ଖୋଲିଥିବା ସୂଚନା । ଗାଡ଼ି, ଘର ପରେ ଏବେ ସୁନା କିଣାର ଚାଲିଛି ଖୋଳତାଡ଼ ।

Archana
ଇଡି ଖୁଆଡରେ ଶ୍ରଦ୍ଧାଞ୍ଜଳି

ଇଡି ଖୁଆଡରେ ଶ୍ରଦ୍ଧାଞ୍ଜଳି। ହେଲେ ଅର୍ଚ୍ଚନା ତଦନ୍ତରେ କରୁନି ସହଯୋଗ...ସତ ସାମ୍ନାକୁ ଆସିବ କେମିତି?

Archana Nag
ED ହାତରେ ଅର୍ଚ୍ଚନା ନାଗ୍‌ଙ୍କ ଡାଏରୀ, ଲେଖା ଅଛି ଅନେକ ବଡ଼ ବଡ଼ିଆଙ୍କ ନାଁ

କଣ ପାଇଁ ଫୋରେନ୍‌ସିକ୍ ଟିମ୍ ଡିଜିଟାଲ ଏଭିଡେନ୍ସ ଦେବାରେ ବିଳମ୍ବ କରୁଛି, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Archana Nag
ପୁଣି ଅର୍ଚ୍ଚନାକୁ ରିମାଣ୍ଡରେ ନେଲା ED, ଜଗବନ୍ଧୁ ବି ରିମାଣ୍ଡରେ; ଏଥର ସାମ୍ନା-ସାମ୍ନି ଜେରା

ପ୍ରଥମଥର ପାଇଁଁ ମୁହଁ ଖୋଲିଲେ ଅର୍ଚ୍ଚନାର ବାପା । ଝିଅକୁ ଫସାଇ ଦିଆଯାଇଥିବା ଅଭିଯୋଗ ଆଣିଲେ ।

Archana Nag
ED ଅଫିସ୍‌ରେ ପୁଣି ପହଞ୍ଚିଲେ ଅର୍ଚ୍ଚନା ! ଫଟୋରେ ଦେଖନ୍ତୁ କିଭଳି କରୁଛନ୍ତି ରିଆକ୍ଟ...

ରିମାଣ୍ଡରେ ଯିବେ ଅର୍ଚ୍ଚନା ନାଗ ଏବଂ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଉଭୟଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଲେ ଜିଲ୍ଲା ଜଜ୍ କୋର୍ଟ । ଅର୍ଚ୍ଚନାଙ୍କୁ ଆଉ ୬ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି । ଜଗବନ୍ଧୁ ଚାନ୍ଦଙ୍କୁ ୯ ଦିନ ରିମାଣ୍ଡରେ ନେବାକୁ ମଧ୍ୟ ଅନୁମତି ।

Archana Nag
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଗିରଫ କଲା ଇଡି

ମନି ଲଣ୍ଡରିଂ ଆକ୍ଟରେ ତାଙ୍କୁ ଗିରଫ କରାଯାଇଛି ।

Shradhanjali Behera
ଶ୍ରଦ୍ଧାଞ୍ଜଳି ମୁହଁରେ ନାଗଫାଶ ଗୁମର

ବ୍ଲାକମେଲ କ୍ୱିନ୍‌ର କଳା କାରବାରର ଚାଞ୍ଚଲ୍ୟକର ତଥ୍ୟ..ରାଜଧାନୀରେ କେମିତି ଚାଲୁଥିଲା ସେକ୍ସ ସ୍କାଣ୍ଡାଲ, କିଭଳି ଫଶୁଥିଲେ ବଡ଼ ବଡ଼ିଆ..ଆଉ କିଏ ହେଉଥିଲେ ମାଲାମାଲ୍?

Shradhanjali Behera
କେମିତି ଚାଲୁଥିଲା ସେକ୍ସ ସ୍କାଣ୍ଡାଲ..କିଭଳି ଫଶୁଥିଲେ ବଡ଼ ବଡ଼ିଆ? ଗୁମର ଖୋଲିଲା ଶ୍ରଦ୍ଧାଞ୍ଜଳି..

ଶ୍ରଦ୍ଧାଞ୍ଜଳି ମୁହଁରେ ନାଗ ସାମ୍ରାଜ୍ୟର ଗୁମର । ସହଯୋଗୀ ଖୋଲିଦେଲେ ବ୍ଲାକମେଲ କ୍ୱିନ୍‌ର କଳା ଧନ୍ଦାର ପୁରା ପୋଲ ।

Archana Nag
ନାଗ ଚାଲ୍‌: ମିଡ଼ିଆ ଆଗରେ ଫଁ, ଇଡ଼ି ପାଖରେ ସନିପାତ

ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ୍ ମାମଲାରେ ଡବଲ୍ ଗେମ୍ ଖେଳୁଛିି କି ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ? ୩୦ ମିନିଟ୍‌ର ଏକ୍ସକ୍ଲୁସିଭ୍ ତଥ୍ୟ ଦେଇ ରାଜ୍ୟରେ କମ୍ପନ ସୃଷ୍ଟି କରାଇବାର ଚେତାବନୀ ଶୁଣାଇଥିବା ଲେଡ଼ି ବ୍ଲାକମେଲର୍ ଇଡ଼ି ଆଗରେ ଚୁପ୍ କାହିଁକି ? ୭ ଦିନିଆ ରିମାଣ୍ଡରେ ଥିବା ଅର୍ଚ୍ଚନା ଆଜିକୁ ୫ ଦିନ ହେଲା, ଇଡ଼ିକୁ କୌଁଣସି ସହଯୋଗ କରୁନଥିବା କୁହାଯାଉଛି

Archana Nag
ନାଗ ଚାଲ୍‌: ମିଡ଼ିଆ ଆଗରେ ଫଁ, ଇଡ଼ି ପାଖରେ ସନିପାତ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ତଦନ୍ତରେ ଆଦୌ ସହଯୋଗ କରୁନି ଅର୍ଚ୍ଚନା । ଫଳରେ ଆର୍ଥିକ ଦିଗରେ ଖୋଳତାଡ଼ କରିବା ପାଇଁ ଅଡୁଆ ପରିସ୍ଥିତି ଉପୁଜିଛି ।

Archana Nag
‘ମତେ ଇଡି ଅଫିସ୍‌ରେ ଭାରି ଏକୁଟିଆ ଲାଗୁଛି, ଜେଲ୍ ଭଲ ଥିଲା’

ଜେଲ୍‌ରେ ଭଲ ଲାଗୁଥିଲା, ଇଡି ଅଫିସ୍‌ରେ ଭଲ ଲାଗୁନି। ଅଧ ରାତିରେ ମହିଳା କନେଷ୍ଟବଳଙ୍କୁ ଏମିତି କହିଲେ ଅର୍ଚ୍ଚନା..

Archana
ବଡ଼ ବଡ଼ିଆଙ୍କ ଛାତି ଧଡ଼ଧଡ଼

ଅର୍ଚ୍ଚନା ନାଗଙ୍କ ବିଶାଳ ଆର୍ଥିକ ସାମ୍ରାଜ୍ୟ ପଛର ରହସ୍ୟ କଣ? କେମିତି ପରିଚାଳିତ ହେଉଥିଲା ତାଙ୍କ ବ୍ଲାକ୍ ସିଣ୍ଡିକେଟ୍?

Special Story | I will not spare anyone, says lady blackmailer Archana Nag
ଅର୍ଚ୍ଚନାଙ୍କ ୩ ରୂପ : ଇମୋସନାଲ ହେଲେ, ଆଟାକ୍ ପୁଣି ଟାର୍ଗେଟ୍

୩ ରୂପ ଦେଖାଇଲେ ହନିଟ୍ରାପ୍‌ କତୱିନ୍‌ ଅର୍ଚ୍ଚନା ନାଗ। ଫାଷ୍ଟ ଇମୋସନାଲ ହେଲେ, ପରେ ଆଟାକ୍ ଆଉ ଶେଷରେ ଟାର୍ଗେଟ୍ କଲେ। ଆଉ ମୁହଁ ଖୋଲିଲେ ରାଜ୍ୟ ଦୋହଲିବ ବ ବୋଲି କହିଦେଲେ।

Archana
ଅର୍ଚ୍ଚନାଙ୍କ ଚେତାବନୀ ! ୩୦ ମିନିଟ୍ ଦିଅ ସବୁ ପ୍ରମାଣ ଦେବି, ନେତା କି ମନ୍ତ୍ରୀ ସବୁ କହିବି

ପୁଣି ନାଗର ବିଷୋଦ୍‌ଗାର । ପୁଣି ବୟାନରେ ବିସ୍ଫୋରଣ । ପୋଲିସ୍‌କୁ ଟାର୍ଗେଟ୍ । ସୋ-କଲ୍ଡ ଭିିକ୍ଟିମ୍‌ଙ୍କୁ ବି ନିଶାନା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୭ ଦିନିଆ ରିମାଣ୍ଡରେ ନେବା ପୂର୍ବରୁ ଆଜି କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଆସିଥିବା ବ୍ଲାକମେଲିଂ ଅଭିଯୁକ୍ତ ଅର୍ଚ୍ଚନା ନାଗ ଗଣମାଧ୍ୟମ ଆଗରେ ମୁହଁ ଖୋଲି ପୁଣି ସୃଷ୍ଟି କରିଛନ୍ତି ବିସ୍ଫୋରଣ । କହିଛନ୍ତି ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ । ହେଲେ ସେଥିପାଇଁ ମୋତେ ଦରକାର ସଫିସିଏଣ୍ଟ ଟାଇମ୍- ୩୦ ମିନିଟ୍ । ମୋତେ ଫସାଇ ଦେଇଛନ୍ତି ନେତା, ମନ୍ତ୍ରୀ କି ଆଉ କିଏ, ସବୁ ପ୍ରମାଣ ଏକ୍ସକ୍ଲୁସିଭ୍‌ଲି ଦେଖାଇବି ।

Archana Nag
ପୋଲିସ୍‌କୁ ଅର୍ଚ୍ଚନାର ନିଶାନା ! ୬୦ ଘଣ୍ଟା ଥାନାରେ ଅଟକ ରଖି ଦେଇଥିଲେ ମାନସିକ ଚାପ

କମିଶନରେଟ୍ ପୋଲିସ ଉପରକୁ ନାଗ ଫଁ । ଇଡିକୁ ରିମାଣ୍ଡରେ ଯିବା ପୂର୍ବରୁ ପୋଲିସ ବିରୋଧରେ ବିଷୋଦ୍‌ଗାର । ସାଙ୍ଘାତିକ ଅଭିଯୋଗ । ଗିରଫଦାରୀକୁ ନେଇ ପ୍ରଶ୍ନବାଣ । ଥାନାରେ ଅଟକ ରଖି ମାନସିକ ଚାପର ଅଭିଯୋଗ ଆଣି କମିଶନରେଟ୍ ପୋଲିସ ବିରୋଧରେ ବର୍ଷିଛି ଅଭିଯୁକ୍ତ ଅର୍ଚ୍ଚନା । କହିଛି, ୬୦ ଘଣ୍ଟା ଧରି ବାଲିଅନ୍ତା ଥାନାରେ ଆଣି ଅଟକ ରଖିଲା ପୋଲିସ । ୬ ଦିନ ଯାଏଁ କଣ ସବୁ ଘଟୁଥିଲା ମୁଁ ଜାଣିପାରିନଥିଲି । ଏପରିକି ପରିବାର ଲୋକଙ୍କୁ ବି ନଜର ଅନ୍ଦାଜ କରି ରଖାଯାଇଥିଲା । କିନ୍ତୁ ଜେଲ୍ ଭିତରକୁ ଆସିବା ପରେ ଜଣାପଡ଼ିଥିଲା ଗିରଫଦାରୀର କାରଣ । ଏମିତିକି ଅଭିଯୋଗକାରୀ କିଏ ମୁଁ ଜାଣିପାରିନଥିଲି ବୋଲି କହିଛି ଅର୍ଚ୍ଚନା ନାଗ୍ ।