• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bmc

house
Sahadeb Nayak Murder Case: ସହଦେବ ନାୟକ ହତ୍ୟାକାଣ୍ଡ ମାମଲା, ମାଟିରେ ମିଶିଲା ଅଭିଯୁକ୍ତଙ୍କ ଘର

ବିଏମସି ସ୍କ୍ବାଡ ଘର ଭାଙ୍ଗିବା ପାଇଁ ପହଞ୍ଚିଥିବା ବେଳେ ରାଜାର ପରିବାର ଲୋକ ଘରୁ ବାହାରି ନ ଥିଲେ। ପରେ ପୋଲିସ ସହାୟତାରେ ସେମାନଙ୍କୁ ବାହାର କରାଯିବା ପରେ ଘରକୁ ମାଟିରେ ମିଶା ଯାଇଥିଲା।

bmc
BMC କର୍ମଚାରୀଙ୍କୁ ଚାପୁଡା ମାରିଲେ କର୍ପୋରେଟର

ଭୁବନେଶ୍ୱର ୱାର୍ଡ ନମ୍ବର 44 ଅଂଚଳରେ ଉଛେଦ ପାଇଁ ଯାଞ୍ଚ ବେଳେ BMC ଏନ୍ଫୋର୍ସମେଣ୍ଟ ସ୍କ୍ୱାୟାର୍ଡ଼ଙ୍କ ମାଆ-ଭଉଣୀଙ୍କୁ ଗାଳି ଦେବା ସହ ଥାପଡ୍ ମାରିଲେ BJD କର୍ପୋରେଟର୍ ଅଜିତ୍ ବେହେରା

Bhubaneswar Corporator Attacks BMC Enforcement Squad During Eviction Drive in Ward 44
ସୁଲୋଚନାଙ୍କୁ ଘେରିଲେ ଏନଫୋର୍ସମେଣ୍ଟ ସ୍କ୍ବାଡ

ଭୁବନେଶ୍ୱର ୱାର୍ଡ ନମ୍ବର 44 ଅଂଚଳରେ ଉଛେଦ ପାଇଁ ଯାଞ୍ଚ ବେଳେ ବିଏମସିର ସ୍କ୍ୱାର୍ଡ଼ଙ୍କୁ କର୍ପୋରେଟରଙ୍କ ଆକ୍ରମଣ ଘଟଣା। ବିଏମସି ଅଫିସରେ ପହଂଚି ବିଏମସି ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ଼ଙ୍କ ପାଟିତୁଣ୍ଡ ଏବଂ ଗଣ୍ଡଗୋଳ।

ମିଥୁନଙ୍କ ଘରେ ଚାଲିବ ବୁଲଡୋଜର
Mithun Chakraborty's Illegal Construction: ମିଥୁନଙ୍କ ଉପରେ ହେବ ବୁଲଡୋଜର୍ ଆକ୍ସନ୍, BMC ପଠାଇଲା କାରଣ ଦର୍ଶାଅ ନୋଟିସ୍‌

ନଗର ନିଗମ ଅଧିକାରୀଙ୍କ ଅନୁଯାୟୀ, ନୋଟିସ୍ ପାଇବା ପରେ, ତାଙ୍କୁ ୧ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ପଡିବ । ମିଥୁନଙ୍କୁ ବୁଝାଇବାକୁ ପଡିବ ଯେ ନିର୍ମାଣ କାର୍ଯ୍ୟକୁ କାହିଁକି ଭାଙ୍ଗି ଦିଆଯିବ ନାହିଁ ।

ORERA Cracks Down on Real Estate Firm Using Railway Land
Real Estate Project Controversy:ବେଆଇନ ଆପାର୍ଟମେଣ୍ଟ ନିର୍ମାଣକାରୀ ବିଲ୍‌ଡରଙ୍କୁ ଓରେରାର ବଡ଼ ଛାଟ

ରେଲୱେ ଜମିକୁ ରାସ୍ତା କରି ଆପାର୍ଟମେଣ୍ଟ ପ୍ରୋଜେକ୍ଟ ! ବିଲଡର ସଂସ୍ଥା ଉପରେ ପଡ଼ିଲା ରେରା ଛାଟ। ଗୋଟିଏ ପ୍ରକଳ୍ପର ପଞ୍ଜୀକରଣ ପ୍ରତ୍ୟାହୃତ। ଆଉ ଗୋଟିଏର ବିକ୍ରିବଟା ଉପରେ ଅଙ୍କୁଶ।

BMC Holding Tax Defaulters
BMC Holding Tax Defaulters: ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ନୂଆ ତାଲିକା କେବେ ଛାଡ଼ିବ BMC

ବିବାଦ ସେତେବେଳେ ଆରମ୍ଭ ହେଲା, ଯେତେବେଳେ ବିଏମସି ତରଫରୁ ୧୧ ମାର୍ଚ୍ଚ ୨୦୨୫ରେ ୩୧ଟି ପ୍ରମୁଖ ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀ ସଂସ୍ଥାଙ୍କର ଏକ ତାଲିକା ଏହାର ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ଛାଡ଼ିଲା। ଏହି ୩୧ ଖିଲାପକାରୀଙ୍କ ମଧ୍ୟରୁ ୧୬ଟି ସଂସ୍ଥାର ବାକିଆ ଟଙ୍କା ୧ କୋଟିରୁ ଅଧିକ ଲେଖାଏଁ ଟଙ୍କା ହୋଇଥିବା ବେଳେ, ୧୫ଟି ସଂସ୍ଥାଙ୍କର ବାକିଆ ୫୦ ଲକ୍ଷରୁ ୧ କୋଟି ଟଙ୍କା ମଧ୍ୟରେ ରହିଥିଲା।

BMC
BMC-BDA Rift: ବିଡିଏ-ବିଏମସି ବିବାଦ, ସାଧାରଣ ଲୋକେ ହନ୍ତସନ୍ତ

ଭୁବନେଶ୍ବରରେ ଘରଟିଏ କରିବାକୁ ହେଲେ ପ୍ରଥମେ ଅନୁମୋଦନ ଆଣିବାକୁ ପଡେ। ତେବେ ଘର ତିଆରି ପାଇଁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ନା ଭୁବନେଶ୍ବର ମହାନଗର ନିଗମ କିଏ ଅନୁମୋଦନ ଦେବ ଏହାକୁ ନେଇ ଦ୍ବନ୍ଦ୍ବରେ ସାଧାରଣ ଜନତା।

Jaga Mission
ଥିଲାବାଲାଙ୍କୁ ଜାଗା ମିଶନରେ ମିଳିଛି ପଟ୍ଟା

ମିଳିଥିବା ତଥ୍ୟ ଅନୁସାରେ ୨୦୨୩ ମସିହାରେ BMC ପକ୍ଷରୁ ଜାରି ହୋଇଥିଲା ୪୯ ନମ୍ବର ୱାର୍ଡ ଫୁଲେଶ୍ୱରୀ ବସ୍ତି ପାଇଁ ଜାଗା ମିଶନ ହିତାଧିକାରୀଙ୍କ ତାଲିକା। ଯେଉଁ ତାଲିକାର ୧ ନମ୍ବର ସ୍ଥାନରେ ରହିଛନ୍ତି ସବିତା ସାହୁ।

Jaga Mission
Jaga Mission: ଥିଲାବାଲାଙ୍କୁ ଜାଗା ମିଶନରେ ମିଳିଛି ପଟ୍ଟା; ବିଏମ୍‌ସିରେ ଖୋଲୁଛି ଗୁମର

ଭୁବନେଶ୍ୱର ମହାନଗର ନିଗମ(BMC) କର୍ତ୍ତୃପକ୍ଷ ପୂର୍ବରୁ ଜାଗା ମିଶନରେ ପଟ୍ଟା ଯୋଗାଇଥିବା ଲୋକଙ୍କୁ ଆବାସ ଯୋଜନାରେ ସାମିଲ ପାଇଁ ନିଷ୍ପତ୍ତି ନେଇଛି। କିନ୍ତୁ ଜାଗା ମିଶନରେ ଚୟନ ହୋଇଥିବା କିଛି ଅଯୋଗ୍ୟ ହିତାଧିକାରୀ ଏବେ ହାତେଇବାକୁ ବସିଛନ୍ତି ଆବାସ ଯୋଜନାରେ ଘର।

ରାଜଧାନୀରେ କୁକୁର ଗଣନା
Dog Census: ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ହେବ କୁକୁର ଗଣନା

2 ବର୍ଷ ପୂର୍ବରୁ ମଧ୍ୟ କୁକୁର ଗଣନା ପାଇଁ ଅଣ୍ଟା ଭିଡ଼ିଥିଲା ଭୁବନେଶ୍ୱର ମହାନଗର ନିଗମ। ମାତ୍ର ବିଭିନ୍ନ କାରଣରୁ ଗଣନା କାଠ କେବଳ ଯୋଜନାରେ ହ୍ୱିଇଁ ସୀମିତ ରହିଯାଇଥିଲା। ତେବେ ଏବେ ପୁଣିଥରେ କୁକୁରଙ୍କ ଦୋୖରତ୍ମ୍ୟରୁ ସହରୀ ଲୋକଙ୍କୁ ରକ୍ଷା କରିବା ପାଇଁ କୁକୁର ବନ୍ଧ୍ୟାକରନା ପୂର୍ବରୁ ହେବ କୁକୁର ଗଣନା।

Big Blow to Urban Majestic After BMC Ordering Halt
ଅର୍ବାନ ମାଜେଷ୍ଟିକକୁ ବଡ଼ ଝଟକା

ରାଜଧାନୀରେ ୫ ଏକରର ସରକାରୀ ଲିଜ୍ ଜାଗାରେ ମୁଣ୍ଡ ଟେକୁଥିବା ବିଶାଳ ଆପାର୍ଟମେଣ୍ଟ ଅର୍ବାନ ମାଜେଷ୍ଟିକକୁ ବଡ଼ ଝଟକା । ବେଆଇନ ଭାବେ ଲିଜ୍ ଜମିର କିସମ ପରିବର୍ତ୍ତନ କରାଯାଇଥିବା ଦର୍ଶାଇ ନିର୍ମାଣ କାମ ବନ୍ଦ ରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଛି BMC । 

Big Blow to Urban Majestic After BMC Ordering Halt
Urban Majestic: ‘ଅର୍ବାନ ମ୍ୟାଜେଷ୍ଟିକ’କୁ BMCର ବଡ଼ ଝଟ୍‌କା; ଶିଳ୍ପ ନାଁରେ ଜମି ନେଇ ଗଢୁଥିଲା ବିଶାଳ ଆପାର୍ଟମେଣ୍ଟ

ମହଙ୍ଗା ପଡ଼ିଲା ଶିଳ୍ପ ଜମିରେ ବହୁତଳ ଆପାର୍ଟମେଣ୍ଟ ନିର୍ମାଣ । ପଟିଆସ୍ଥିତ ଅର୍ବାନ ମାଜେଷ୍ଟିକ୍ ଆପାର୍ଟମେଣ୍ଟ ନିର୍ମାଣରେ ଲାଗିଲା ରୋକ୍ ।

Vaikunth Dham Ashram
Odisha Kalki Avatar Puja Incident: ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ

ବୈକୁଣ୍ଠ ଧାମ ଆଶ୍ରମ ଭିତରେ ଆସର ବସୁଥିଲା, ଲୋକେ ଦୂର ଦୂରାନ୍ତରୁ ଆସୁଥିଲେ । ବାବା ଗାଦିକୁ ଆସୁଥିଲେ ଆଉ ତାଙ୍କୁ ଦେଖିବାକୁ ଭିଡ଼ ଜମୁଥିଲା ।

Shocking Protest
ପରିସ୍ରା କରି ଭସେଇଦେଲେ ଅଫିସ୍‌ ଚାମ୍ବର

ବାରମ୍ବାର ବିଏମ୍‌ସି ଅଫିସକୁ ଦୌଡି ନିରାଶ ହେବା ପରେ ଶେଷରେ ଅଫିସ୍ ଚାମ୍ବର ଭିତରେ ପରିସ୍ରା କରି ପ୍ରତିବାଦ ଜଣାଇଛନ୍ତି ୪୫ ନମ୍ବର ୱାର୍ଡର ଶବର ସାହି ବାସିନ୍ଦା ।

Shocking Protest
ଗୁହାରି ଶୁଣିଲାନି ବିଏମସି, ପରିସ୍ରା କରି ଭସେଇଦେଲେ ଅଫିସ୍‌ ଚାମ୍ବର

ବାରମ୍ବାର ବିଏମ୍‌ସି ଅଫିସକୁ ଦୌଡି ନିରାଶ ହେବା ପରେ ଶେଷରେ ଅଫିସ୍ ଚାମ୍ବର ଭିତରେ ପରିସ୍ରା କରି ପ୍ରତିବାଦ ଜଣାଇଛନ୍ତି ୪୫ ନମ୍ବର ୱାର୍ଡର ଶବର ସାହି ବାସିନ୍ଦା ।

BMC Office
ଡ୍ରେନ୍‌ କାମ କଲାନି BMC, ଅଫିସ୍‌ ଭିତରେ ପଶି ପରିସ୍ରା କଲେ ଲୋକେ

ଦୀର୍ଘ ଦିନ ହେଲା ସେମାନଙ୍କ ସାହିରେ ଡ୍ରେନ୍ କାମ ଅଧାରେ ଅଟକିଛି। ପାଖାପାଖି ୬୦୦ ମିଟର ଡ୍ରେନର କାମ ଅଧରେ ଅଟକିଛି । ଅଫିସରଙ୍କ ଅବହେଳା ପାଇଁ ହୋଇପାରୁନାହିଁ ଡ୍ରେନ କାମ ।

Holiday
‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ: ୧୭ରେ BMC ଅଞ୍ଚଳର ସବୁ ସ୍କୁଲ, କଲେଜ ଛୁଟି

୧୭ ତାରିଖରେ BMC ଅଞ୍ଚଳର ସବୁ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି । ଭୁବନେଶ୍ବରରେ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ଛୁଟି ହୋଇଛି ।

Illega Apartment
ବେଆଇନ୍ କୋଠାବାଡ଼ି, ୧୯୧ ଆପାର୍ଟମେଣ୍ଟରେ ଚାଲିବ ବୁଲ୍‌ଡୋଜର

୧୯୧ ମାମଲାରେ ନିର୍ମାଣ ଭାଙ୍ଗିବାକୁ ସରକାରଙ୍କ ନିର୍ଦ୍ଦେଶ । ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା ପରେ ଚିନ୍ତାରେ ଗ୍ରାହକ, ସ୍କାନରରେ ବିଲ୍ଡର ।

Bhubaneswar BJD
ଭୁଶୁଡୁଛି ଭୁବନେଶ୍ୱର BJD ! BJPରେ ମିଶିଲେ କର୍ପୋରେଟର୍ ବନ୍ଦିତା, ଲାଇନ୍‌ରେ ଅନେକ...

ଆଗକୁ ବିଜେପି ଯାଇପାରନ୍ତି ଆହୁରି ବହୁ କର୍ପୋରେଟର ! ମଧ୍ୟ ଭୁବନେଶ୍ବରରେ ତେଜୁଛି ଶଙ୍ଖ ଦଳରେ ଅସନ୍ତୋଷ ।

AIIMS
ଭୁବନେଶ୍ବର ଏମ୍ସ ପାଇଁ ନୂଆ ଯୋଜନା; ୪ଟି ବିଭାଗରେ ଖୋଲିବ ସେଣ୍ଟର ଅଫ୍ ଏକ୍ସିଲେନ୍ସ ...

ଭୁବନେଶ୍ବର ଏମସ ପାଇଁ ନୂଆ ଯୋଜନା । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପାୟୀଙ୍କ ଷଷ୍ଠ ପୂଣ୍ୟ ତିଥି ଅବସରରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । 

BJD
ଭୁବନେଶ୍ବର ବିଜେଡିରେ ଫାଟ ! 'ଦଳବଦଳ କରିପାରନ୍ତି କର୍ପୋରେଟର'

ବିଜେଡିରେ ଫାଟ ଆଶଙ୍କା । ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ଇଙ୍ଗିତ ପରେ ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି।

Double blow for BJD
ବିଜେଡିରେ ତେଜୁଛି ଗୋଷ୍ଠୀ ବିବାଦ

ସାଧାରଣ ନିର୍ବାଚନରେ ବିଜେଡି ପରାଜୟ ପରେ ଦଳରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ। ଆଗରୁ ଭିତରେ ଭିତରେ ହେଉଥିଲା ଏବେ ଖୋଲାଖୋଲି। ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମ କମିଟି ନିର୍ବାଚନରେ ସାମ୍ନାକୁ ଆସିଛି ଦଳ ଭିତରେ ବିବାଦ।

Double blow for BJD
ବିଜେଡିରେ ତେଜୁଛି ଗୋଷ୍ଠୀ ବିବାଦ; କନ୍ଦଳ ପାଇଁ CMCରେ ଗଲା ୨ଟି କମିଟି ଅଧ୍ୟକ୍ଷ ପଦ

ସାଧାରଣ ନିର୍ବାଚନରେ ବିଜେଡି ପରାଜୟ ପରେ ଦଳରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ। ଆଗରୁ ଭିତରେ ଭିତରେ ହେଉଥିଲା ଏବେ ଖୋଲାଖୋଲି। ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମ କମିଟି ନିର୍ବାଚନରେ ସାମ୍ନାକୁ ଆସିଛି ଦଳ ଭିତରେ ବିବାଦ।

Drain Tragedy
ଡ୍ରେନ୍‌ ଟ୍ରାଜେଡି: ବ୍ୟାରିକେଡ୍ କାହିଁକି ହୋଇନି, ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ସକାଳୁ ୟୁନିଟ-୩ ମସଜିଦ୍ କଲୋନୀରେ ପହଞ୍ଚିଥିଲେ ମନ୍ତ୍ରୀ । ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଥିଲେ । ଡ୍ରେନ୍ ପାଖରେ ବ୍ୟାରିକେଡ୍ କାହିଁକି ହୋଇନି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି ।

sanitation workers
ସଫେଇ କର୍ମଚାରୀଙ୍କ ଦାବି ଶୁଣିଲା ବିଏମସି, ୩ ଦିନ ଭିତରେ ଘୋଷଣା ହେବ ବର୍ଦ୍ଧିତ ଦରମା

ଦୁଇ ଦିନର ଆନ୍ଦୋଳନ ପରେ ସଫେଇ କର୍ମଚାରୀଙ୍କ ଦାବି ଶୁଣିଛି ବିଏମସି। ୩ ଦିନ ଭିତରେ ବର୍ଦ୍ଧିତ ଦରମା ଘୋଷଣା ହେବ ବୋଲି କହିଛନ୍ତି ବିଏମ୍‌ସି ମେୟର ।