• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Heavy Rain
ଉପାନ୍ତରୁ ଉପକୂଳ ନିର୍ଧୁମ ଛେଚୁଛି ! ଭୁଶୁଡ଼ିଲା ଘର, ଉପୁଡ଼ିଲା ଗଛ..

ଭୁବନେଶ୍ୱର, କଟକ ସମେତ ଉପକୂଳରେ ଜୀବନଯାତ୍ରା ଅସ୍ତବ୍ୟସ୍ତ । ଆହୁରି ୩ ଦିନ ଯାଏଁ ୧୦ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ ।

Naveen Patnaik
ନବୀନଙ୍କ ଉତ୍ତରାଧିକାରୀ କିଏ ? ସାକ୍ଷାତକାରରେ ବଡ଼ ସଙ୍କେତ ଦେଲେ BJD ସୁପ୍ରିମୋ

ଇଂରାଜୀ ପତ୍ରିକାକୁ ସାକ୍ଷାତକାର ଦେଇ କହିଲେ ମୁଖ୍ୟମନ୍ତ୍ରୀ । ତା’ପରେ ରାଜ୍ୟ ରାଜନୀତିରେ ହଲ୍‌ଚଲ ।

U-17 Womens's Fifa World Cup
ଆସନ୍ତା ୧୧ରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଫାଇଟ୍; ବିଶ୍ୱକପ୍ ଲାଗି ଘୋଷଣା ହେଲା ୨୧ ଜଣିଆ ଭାରତୀୟ ଦଳ

ଆସନ୍ତା ୧୧ ତାରିଖରୁ ଆରମ୍ଭ ହେଉଛି ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ ।

Raavan Effigies
ବର୍ଷା ଧୋଇଦେଲା ରାବଣପୋଡ଼ି ଉତ୍ସବ

ବାଲିଯାତ୍ରା ତଳ ପଡ଼ିଆରେ ହଜାର ହଜାର ଲୋକ ଉପସ୍ଥିତ ରହି ରାବଣପୋଡି ଉତ୍ସବ ଦେଖିବାପାଇଁ ଅପେକ୍ଷା କରିଥିଲେ । ହେଲେ ବର୍ଷା ହେବା ପରେ କିଏ ଜରି ପାଲ ତଳେ ରହିଥିଲେ ତ କିଏ ମୁଣ୍ଡରେ ଚେୟାର ରଖି ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରିଥିଲେ ।

Idol immersion procession
ଆଜି ଧରାପୃଷ୍ଠରୁ ମେଲାଣି ନେବେ ଜଗତଜନନୀ ମାଆ ଦୁର୍ଗା

ଭସାଣି ପାଇଁ ରାଜଧାନୀରେ ମୁତୟନ ହୋଇଛନ୍ତି ୧୭ ପ୍ଲାଟୁନ ପୋଲିସ ଫୋର୍ସ

Ravan Podi
ବିଜୟା ଦଶମୀରେ ରାବଣପୋଡ଼ି, ରାଜଧାନୀର ବିଭିନ୍ନ ସ୍ଥାନରେ ବିରାଟ ଆୟୋଜନ

ରାଜଧାନୀର ବରମୁଣ୍ଡାରେ ଏଥର ଜଳିବ ୮୦ ଫୁଟର ରାବଣ । ଏଥିସହ ରଙ୍ଗାରଙ୍ଗ ଆତସବାଜୀର କାର୍ଯ୍ୟକ୍ରମ ବି ରହିଛି ।

Dussehra
ପୂଜାକୁ ପାଣିଚିଆ କରିଦେଲା ବର୍ଷା ! ଭାଙ୍ଗିଲା ତୋରଣ, ଭକ୍ତ ନାରଖାର..

ଭୁବନେଶ୍ୱର, ଆଠଗଡ଼, ବ୍ୟାସନଗରରେ ଭାଙ୍ଗିଲା ତୋରଣ । ଭଦ୍ରକ ମେଡ଼ିକାଲ ଭିତରେ ପଶିଲା ପାଣି ।

Land, Property
ଜମିଜମା ବିବାଦରେ ପଡ଼ିବ କି ପୂର୍ଣ୍ଣଚ୍ଛେଦ ? ସହଜ ହେବ କି ଉତ୍ତରାଧିକାରୀଙ୍କୁ ସତ୍ତ୍ୱ ହସ୍ତାନ୍ତରଣ ?

ସତ୍ତ୍ୱ ହସ୍ତାନ୍ତରଣ ପାଇଁ ରାଜସ୍ୱ ବିଭାଗର ନୂଆ ଉଦ୍ୟମ । କ୍ୟାମ୍ପ କୋର୍ଟ ଜରିଆରେ ସମାଧାନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ।

Escort Service Fraud
ସାବଧାନ ! ସୁନ୍ଦରୀ ଯୁବତୀ ଯୋଗାଇଦେବେ କହି ଲୁଟିଲେଣି ସାଇବର ଲୁଟେରା..

ଯୁବକ ଜଣକ ହୋଟେଲରେ ପହଞ୍ଚିବା ବେଳକୁ ତାଙ୍କ ନାଁରେ କୌଣସି ରୁମ୍ ବୁକ୍ ହୋଇନାହିଁ କି ସୁନ୍ଦରୀ ଯୁବତୀଙ୍କ ଦେଖା ବି ନାହିଁ ।

Escort Service
ଏସ୍କର୍ଟ ସର୍ଭିସ୍‌ ଦେବେ କହି ଠକୁଥିଲେ, ଏବେ ଧରିଲା ପୋଲିସ

ଲକ୍ଷାଧିକ ଟଙ୍କା ଠକେଇର ମାଷ୍ଟରମାଇଣ୍ଡ ସମେତ ୫ ଗିରଫ । ଗିରଫ ୫ ଜଣଙ୍କ ମଧ୍ୟରେ ଜଣେ ଯୁବତୀ ଥିବା ସୂଚନା ।

Pramila Mallik
କହୁ କହୁ କହିଦେଲେ ପ୍ରମିଳା, ‘ବିଜେପିର ଫୁଟିବନି କି କଂଗ୍ରେସ ଉଠିବନି’

କଂଗ୍ରେସ କ’ଣ ଶୋଇ ପଡିଛି, ସେ ଆଉ ଉଠିବ ? ବିଜେପି କ’ଣ କଢ଼, ସେ ଆଉ ପୁଟିବ ?

Pandal Gate Of Damana Puja Committee In Bhubaneswar Collapses
ଭାଙ୍ଗିଲା ଡମଣା ପୂଜା ମଣ୍ଡପ ତୋରଣ

ପ୍ରବଳ ବର୍ଷା ଯୋଗୁ କେଉଁଠି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି ତ ଆଉ କେଉଁଠି ଯାତାୟତ ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତିରେ ପ୍ରବଳ ବର୍ଷାରେ ଭୁବନେଶ୍ୱରର ଡମଣା ପୂଜା ମଣ୍ଡପ ତୋରଣ ଭାଙ୍ଗି ଯାଇଛି।

Weather Update
ଆସୁଛି ବଡ଼ ବର୍ଷା; ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

୧୧ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Traffic Jam Issues
ଟ୍ୱିନ୍‌ସିଟିରେ କଲବଲ ସ୍ଥିତି; ୧ କିଲୋମିଟର ଅତିକ୍ରମ ପାଇଁ ଲାଗୁଛି ଘଣ୍ଟାଏରୁ ଅଧିକ ସମୟ

ଟ୍ୱିନସିଟିରେ ପୂଜା ବଜାର ଗରମ । ତେଣେ ରାସ୍ତାଘାଟରେ ଅସମ୍ଭାଳ ଟ୍ରାଫିକ୍ ଜାମ୍ । ସ୍ଥିତି ଏଭଳି ହେଉଛି ଯେ, ରାସ୍ତାରେ ଆମ୍ବୁଲାନ୍ସକୁ ବି ବାଟ ମିଳୁନି ।

Maha Saptami rituals begin across Odisha
ଆଜି ଜଗତ ଜନନୀ ଦେବୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା

ଆଜି ଜଗତ ଜନନୀ ଦେବୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଲାଗି ସଜେଇ ହୋଇଛି ପୂଜା ମଣ୍ଡପ। ପୂଜାକୁ ନେଇ ସବୁଠି ବ୍ୟାପକ ଆୟୋଜନ କରାଯାଇଛି। 

Sexual Harassment Allegation Against Producer Akshay Parija
‘ଜବରଦସ୍ତ ମୋ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି, ନ୍ୟୁଡ୍‌ ଫଟୋ ରଖି ବ୍ଲାକ୍‌ମେଲିଂ କରୁଛନ୍ତି’

ଅଭିନେତ୍ରୀ କରାଇବା ଆଳରେ ପ୍ରଯୋଜକ ଅକ୍ଷୟ ପରିଜା ଯୌନ ନିର୍ଯାତନା ଦେଉଥିବା ନେଇ ଜଣେ ଯୁବତୀ ଅଭିଯୋଗ କରିଛନ୍ତି।

Kalpit Not Found
ଏମିତି ଦୁଃଖ ଭଗବାନ କାହାକୁ ନ ଦିଅନ୍ତୁ ! ତିନିତିନି ଜଣଙ୍କ ଜୀବନ ଗଲା, ଏବେ ସ୍ୱାମୀ ବି ଗାୟବ

ତିନିତିନି ଜଣଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଥିଲେ କଳ୍ପିତ । ଏମିତିକି ୪ ମାସ ହେଲା କାହା ସହ ଠିକ୍‌ରେ କଥା ହେଉନଥିଲେ କି ଔଷଧ ଖାଉନଥିଲେ ।

BJD Power Show In Bhubaneswar
ରାଜଧାନୀରେ ବିଜେଡିର ପାଓ୍ୱାର ସୋ ! ‘ନଡ୍ଡାଙ୍କ ଗସ୍ତବେଳେ ନବୀନଙ୍କ ଅନୁପସ୍ଥିତିରେ ସମ୍ମିଳନୀ’

ସମାନ୍ତରାଳ କାର୍ଯ୍ୟକ୍ରମକୁ ନେଇ ବର୍ଷିଲେ ଅପରାଜିତା । ୨୦ ବର୍ଷର ଶାସନ ପରେ ବି ଡର ଲାଗୁଛି କି ପଚାରିଲେ ଅପରାଜିତା  ।

BJD
ଅଜବ ଦୃଶ୍ୟ ! ବିଜେଡି ସମ୍ମିଳନୀରେ ଉଠ୍‌ବସ୍‌ ହେଲେ ଯୁବ-ଛାତ୍ର ନେତା, ହେଲେ କାହିଁକି ?

ବିଜେଡି କର୍ମୀଙ୍କୁ ଲିଡରସିପ୍ ଜ୍ଞାନ ଦେବାବେଳେ ଏହି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା ।

Jayanarayan Mishra
ସରଗରମ ରାଜ୍ୟ ରାଜନୀତି ! ‘୧୯୯୭ ଭଳି ପରିବର୍ତ୍ତନର ପଦଧ୍ୱନୀରେ ଓଡ଼ିଶାବାସୀ’

ସରକାରକୁ ଓପାଡ଼ି ଫୋପାଡ଼ି ଦେବାକୁ ହେବ । ତାପରେ ଯାଇ ରାଜ୍ୟର ଉନ୍ନତି ହେବ ।

Aparajita Sarangi
BJP ମିଟିଂରେ BJD କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ କଲେ ଅପରାଜିତା, କହିଲେ ଡରୁଛି କି ଦଳ ?

ବିଜେପିକୁ ଏତେ ଭୟ କାହିଁକି ପଚାରିଲେ ଅପରାଜିତା । ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱରରେ ଦଳୀୟ କାର୍ଯ୍ୟକ୍ରମ କାହିଁକି ?

Mohammed Moquim
ବଡ଼ ଖବର ! ମୋକିମ୍‌ଙ୍କୁ ୩ ବର୍ଷ ଜେଲ୍‌

ମୋକିମ୍‌ଙ୍କ ସହ ପୂର୍ବତନ IAS ବିନୋଦ କୁମାରଙ୍କୁ ମଧ୍ୟ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଭିଜଲାନ୍ସ କୋର୍ଟ ।