ଗର୍ଭ ଯନ୍ତ୍ରଣାରେ ଛଟପଟ କିରାଣୀଙ୍କୁ ଡାକ୍ତରଖନା ଛାଡ଼ିଲେନି ସିଡିପିଓ । ଚାଲିଗଲା ମହିଳା କିରାଣୀଙ୍କ ଗର୍ଭରେ ଥିବା ନିଷ୍ପାପ ଶିଶୁର ଜୀବନ ।
କର୍ମଚାରୀମାନେ ନିଜର ଯୋଗ୍ୟତା ମାନଦଣ୍ଡକୁ ପୂରଣ କରି ପଦୋନ୍ନତି ପାଇଁ ବିବେଚିତ ହେବା ସେମାନଙ୍କ ଅଧିକାର । କୌଣସି କର୍ମଚାରୀଙ୍କର ପଦୋନ୍ନତି ନକରିବା ତାହା ତାଙ୍କର ମୌଳିକ ଅଧିକାରକୁ କ୍ଷୂର୍ଣ୍ଣ କରେ ।
ଚାକିରି ଛାଡ଼ିଲେ... ଖୁସିରେ ନାଚିଲେ... ବସ୍ଙ୍କ ସାମ୍ନାରେ ଢ଼ୋଲ ବଜେଇ କମ୍ପାନୀରୁ ନେଲେ ବିଦାୟ । ସାଧାରଣତଃ ଚାକିରି ଛାଡ଼ିବେଳେ କଷ୍ଟ ଲାଗିଥାଏ । କେହି କେହି କ୍ୟାରିଅରରେ ଆଗକୁ ବଢ଼ିବାକୁ ଚାକିରି ଛାଡ଼ି ଥାଆନ୍ତି, ଆଉ କେହି କେହି ପରିସ୍ଥିତିରେ ପଡ଼ି ।
କଥାଟି ଜାଣିବା ପରେ ଆପଣଙ୍କୁ ନିଶ୍ଚୟ ଚକିତ ଲାଗୁଥିବ । ଜଣେ କର୍ମଚାରୀଙ୍କ ଠାରୁ ୯ଲକ୍ଷ ଟଙ୍କା ଜରିମାନା ଆଦାୟକରିବା ନିଶ୍ଚୟ ଆପଣ ଅସମ୍ଭବ କଥା ଭାବୁଥିବେ । ହେଲେ କଥାଟି ସମ୍ପୂର୍ଣ୍ଣ ସତ ।
ମେଟା ପକ୍ଷରୁ ୧୦ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯିବା ନେଇ କୁହାଯାଇଛି । ଫଳରେ କର୍ମଚାରୀମାନଙ୍କୁ ଶକ୍ତ ଝଟକା ଲାଗିଛି । ଦିଆଯାଇଥିବା ସୂଚନା ଅନୁସାରେ ଦ୍ୱିତୀୟ ଥର ପାଇଁ ମେଟା ଏହିପରି ପଦକ୍ଷେପ ନେବାକୁ ଯାଉଛି ।
ଫେବ୍ରୁଆରୀ ୨୦ ତାରିଖରେ ପରୀକ୍ଷା ପାଇଁ ନିର୍ଦ୍ଦେଶ ଜାରି । ୪୭୯୦ କନଷ୍ଟେବଲ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି ।
ଅନେକ କର୍ମଚାରୀ କହିଛନ୍ତି ଏହାଦ୍ୱାରା ମାନସିକ ସ୍ଥିତି ଭଲ ରହିବ । କାମ ଭଲରେ ହେବ । ଖାଲି ସେତିକି ନୁହେଁ ଏହା ଅର୍ଥ ବ୍ୟବସ୍ଥାକୁ ମଧ୍ୟ ବାଲାନ୍ସ କରିବ ।
କର୍ମଚାରୀଙ୍କ କାମରେ ଖୁସ୍ ହୋଇଗଲେ ମାଲିକ। ଦେଇଦେଲେ ମର୍ସିଡିଜ୍ର କାର୍... ଫିତା କଟାଇଲେ, ମିଠା ଦେଇ କାର ଚାବି ଦେଲେ... ସୋସିଆଲ ମିଡ଼ିଆରେ ଭିଡ଼ିଓ ହେଉଛି ଭାଇରାଲ…
ନୂଆ ଆଇନ ଅନୁସାରେ ଯେଉଁ କର୍ମଚାରୀମାନେ ସପ୍ତାହକୁ ୧୨ ଘଂଟା କାମ କରିବେ ସେମାନଙ୍କୁ ସପ୍ତାହକୁ ୩ ଦିନର ଛୁଟି ମିଳିବ। କିନ୍ତୁ ଯେଉଁମାନେ ଦୈନିକ ୮ ଘଂଟା କାମ କରୁଥିବେ ସେମାନେ ପ୍ରତି ସପ୍ତାହରେ ଗୋଟିଏ ଦିନ ଅର୍ଥାତ୍ ମାସକୁ ୪ କିମ୍ବା ୫ ଟି ଛୁଟି ପାଇବେ ବୋଲି କୁହାଯାଇଛି