• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Two Killed In Road Accident
ଅନ୍ତିମ ସଂସ୍କାର ସାରି ସ୍ୱର୍ଗଦ୍ୱାରରୁ ଫେରୁଥିଲେ, ନିଜେ ଶବ ପାଲଟିଗଲେ

ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ସାରି ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲିଯାଇଛି।

Odisha Politics
କି ଅଜବ ବ୍ୟବସ୍ଥା; ରାଜ୍ୟରେ ଚାଷୀଙ୍କ ନାଁରେ ବିଦେଶ ଯାଉଛନ୍ତି ସଚିବ !

ରାଜ୍ୟର ୪ ସଫଳ ଚାଷୀଙ୍କ ସହ ଚାଲବାଜି । ନେଦରଲାଣ୍ଡସ୍ ଆନ୍ତର୍ଜାତିକ କୃଷି କାର୍ଯ୍ୟକ୍ରମରୁ ଚାଷୀ ବାଦ୍ ।

BJD’s welcome ceremony for CM
ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଆଳରେ ବିଜେଡିର ପାଓ୍ୱାର ସୋ’, ହଜାର ହଜାର କର୍ମୀଙ୍କୁ ଠୁଳ କଲା ଦଳ

୨୪ ନିର୍ବାଚନ ପ୍ରସ୍ତୁତିର ଭିତ୍ତି ପକାଇଲା କି ବିଜେଡି ? ମିଳିଥିବା ସମ୍ମାନକୁ କିଣା ଆଓ୍ୱାର୍ଡ କହିଲେ ବିରୋଧୀ ।

Traffic Congestion in Bhubaneswar
ଏପଟେ BJDର ଶକ୍ତିପ୍ରଦର୍ଶନ, ସେପଟେ ଗଣ୍ଡାଗଣ୍ଡା ଆମ୍ବୁଲାନ୍ସରେ ଛଟପଟ ରୋଗୀ

ଅସମ୍ଭାଳ ଭିଡରେ ୭ ଘଣ୍ଟା ଅଣନିଶ୍ୱାସୀ ଜନତା । ରାଜଧାନୀର ପ୍ରମୁଖ ରାସ୍ତାରେ ସାଂଘାତିକ ଟ୍ରାଫିକ ଜାମ୍ ।

Thousands People Gather to welcome CM Naveen at Bhubaneswar airport
ନବୀନଙ୍କ ପାଇଁ ରାଜଧାନୀରେ ଟ୍ରାଫିକ୍‌ ଜାମ୍‌ : ନାକେଦମ୍‌ ସାଧାରଣ ଜନତା

ରାଜଧାନୀରେ ବିଜେଡି ସମର୍ଥକଙ୍କ ଭିଡ, ଚାରିଆଡ଼େ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି

Dead nursing student was insomniac
ନିଦ ନ ହେବାରୁ ଜୀବନ ହାରିଲେ ନର୍ସିଂ ଛାତ୍ରୀ ! ହାତଲେଖା ଚିଠି ମିଳିବା ପରେ ସମସ୍ତେ ସ୍ତବ୍ଧ 

ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟଣା ଏବେ କମିଶନରେଟ ପୋଲିସ ପାଇଁ ଚିନ୍ତା ବଢାଇଛି।

Nursing Student Death
ଲେଖି ଦେଇଗଲେ ଶେଷ ଚିଠି, କହିଲେ ‘ମୋ ମୃତ୍ୟୁ ପାଇଁ ମୁଁ ଦାୟୀ’

ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଜାମୁକୋଳି ନିକଟରେ ଥିବା ଏକ ନର୍ସିଂ କଲେଜର ହଷ୍ଟେଲ୍ ରୁମ୍‌ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହେବା ପରେ ଏକ ଚିଠି ମିଳିଛି ।

Nursing student death in Bhubaneswar
‘ନିଦ ହେଉନଥିବାରୁ ବହୁତ କଷ୍ଟ ଲାଗୁଛି, ଭଗବାନ ମୋତେ ନେଇଯାଅ...’

ମୃତଦେହ ଉଦ୍ଧାର ହୋଇଥିବା ହଷ୍ଟେଲ୍‌ ରୁମ୍‌ରୁ ହାତଲେଖା ଚିଠି ମିଳିଛି। ଯେଉଁଥିରେ ଲେଖା ହୋଇଛି ଯେ, ‘ନିଦ ହେଉନଥିବାରୁ ବହୁତ କଷ୍ଟ ଲାଗୁଛି। ଭଗବାନ ମୋତେ ନେଇଯାଅ Sorry, Sorry।’

Body of nursing girl student found hanging in college hostel in Bhubaneswar
ଭୁବନେଶ୍ୱରରେ ଚାଞ୍ଚଲ୍ୟ: ହଷ୍ଟେଲରୁ ମିଳିଲା ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ହଷ୍ଟେଲ୍‌ରୁ ଜଣେ ଘରୋଇ ନର୍ସିଂ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କେଉଁ ପରିସ୍ଥିତିରେ ସେ ଏଭଳି ଚରମ ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ।

Truck
ଛତିଶଗଡ଼ରୁ ଡାଲି-ଗହମ ଲୁଟ୍ କରି କାକଟପୁରରେ ଧରାପଡ଼ିଲା ଟ୍ରକ୍

୧୮ ଲକ୍ଷ ଟଙ୍କା ମୂଲ୍ୟର ଡାଲି ଓ ଗହମ ବୋଝେଇ ଟ୍ରକ୍ ଆସୁଥିଲା । କାକଟପୁର ଅଞ୍ଚଳରୁ ଟ୍ରକ୍ ଜବତ, ୨ ଗିରଫ  ।

Special OJEE
୨୮ଟି ସହରରେ ୩୮ଟି ପରୀକ୍ଷା କେନ୍ଦ୍ର, କୋଲକତା-ରାଞ୍ଚି-ପାଟନାରେ ବି ପିଲା ଦେବେ ପରୀକ୍ଷା

ଚଳିତବର୍ଷ ୨୮ ହଜାର ୬୦୦ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । କମ୍ପ୍ୟୁଟର ବେସଡ୍ ଟେଷ୍ଟ ମାଧ୍ୟମରେ ଦୈନିକ ୪ଟି ସିଫ୍ଟରେ ପରୀକ୍ଷା  ।

Subhashree
ଶୁଭଶ୍ରୀ ମୃତ୍ୟୁ ଘଟଣାରେ ଟ୍ୱିଷ୍ଟ ! ହତ୍ୟା ନୁହେଁ ଆତ୍ମହତ୍ୟା କହୁଛି ରିପୋର୍ଟ, ପୁରୁଷ ବନ୍ଧୁଙ୍କୁ ନେଇ ବଢ଼ୁଛି ସନ୍ଦେହ

ହତ୍ୟା ନୁହେଁ ଏହା ଆତ୍ମହତ୍ୟା ବୋଲି ରିପୋର୍ଟରୁ ଅନୁମାନ କରାଯାଉଛି । ମୃତଦେହ ପ୍ରଥମେ ଝୁଲନ୍ତା ଅବସ୍ଥାରେ ଥିଲା । ଏହାକୁ କଢ଼ାଯାଇ ବେଡ୍ ଉପରେ ରଖାଯାଇଥିଲା ।

BJD
ବିଜେଡିର ମିଶନ୍ ୨୦୨୪, ମହିଳା ହେବେ କି ମାଧ୍ୟମ ? ଛାତ୍ର ଓ ଯୁବ ପରେ ୩୯୩ ଜଣିଆ ଜୁମ୍ବୋ ଟିମ୍

ମହିଳା ଅସଦାଚରଣ ପ୍ରସଙ୍ଗରେ ଘେରିଲା ବିଜେପି । କଂଗ୍ରେସ କହିଲା ତୁଷ୍ଟୀକରଣ ରାଜନୀତି ।

Crime
ଶୁଭଶ୍ରୀ ହତ୍ୟା ମାମଲାରେ ଟ୍ୱିଷ୍ଟ ! ମୃତ୍ୟୁ ପୂର୍ବରୁ ନୟାଗଡ଼ ଯୁବକଙ୍କୁ କରିଥିଲେ ୭ ଥର କଲ, କ’ଣ ଥିଲା ସମ୍ପର୍କ ?

ହତ୍ୟାର ଠିକ୍ ଅଧ ଘଣ୍ଟାଏ ପୂର୍ବରୁ ଶୁଭଶ୍ରୀ କରିଥିବା ଶେଷ କଲ୍‌ର ଅବଧି ଥିଲା ୨୭ ସେକେଣ୍ଡ । ଆଉ ତା ପରେ ହିଁ ଘଟିଥିଲା ହତ୍ୟାକାଣ୍ଡ । 

Cyber Crime
ସାଇବର ପର୍ଣ୍ଣ ଓ ମର୍ଫିଂ ଚକ୍ରବ୍ୟୁହରେ ଓଡ଼ିଶା ମହିଳା, ଭିଡିଓ-ଫଟୋକୁ ମର୍ଫିଂ କରି ଶୋଷଣ କରୁଛନ୍ତି ସାଇବର ଠକ

ବଢୁଥିବା ମାମଲାରେ ଓଡ଼ିଶା ଦେଶରେ ପ୍ରଥମ । ସଚେତନତା ଅଭାବକୁ ଦାୟୀ କଲେ ବିଶେଷଜ୍ଞ ।

Subhashree Death Case: Police Get Big Clue
ଶେଷ କଲ୍‌ ୨୭ ସେକେଣ୍ଡ ! ମୃତ୍ୟୁର ଅଧ ଘଣ୍ଟା ପୂର୍ବରୁ ଶୁଭଶ୍ରୀଙ୍କ ଫୋନ୍‌ ନମ୍ବରରୁ ଯାଇଥିଲା କଲ୍‌

ମୃତ୍ୟୁର ଅଧ ଘଣ୍ଟା ପୂର୍ବରୁ ଶୁଭଶ୍ରୀଙ୍କ ଫୋନ୍‌ ନମ୍ବରରୁ ସମ୍ପୃକ୍ତ ଯୁବକଙ୍କ ପାଖକୁ ଶେଷ କଲ୍ ଯାଇଥିଲା। ଏହି କଲ୍‌ର ଅବଧି ମାତ୍ର ୨୭ ସେକେଣ୍ଡ ଥିଲା।

Ganesh Puja
ଟ୍ୱିନ୍‌ ସିଟିରେ ୫୦ ଫୁଟ୍‌ର ଗଜାନନ, ମୁଖ୍ୟ ଆକର୍ଷଣ ମୁମ୍ବାଇର ଲାଲ୍‌ବାଗରାଜା ଗଣେଶ

ଟ୍ୱିନ୍ ସିଟି ସାଙ୍ଗକୁ ଜଟଣୀ ଓ ତାଳଚେରରେ ବ୍ୟାପକ ଆୟୋଜନ । ଅଗ୍ରପୂଜ୍ୟଙ୍କ ଆଗମନରେ ଉତ୍ସବମୁଖର ପୁରପଲ୍ଲୀ । ୧୨ ଦିନିଆ ମହୋତ୍ସବକୁ ନେଇ ଉଠୁଛୁ ପଡ଼ୁଛି ମୁମ୍ବାଇ ।

JP Nadda
ବିଜେପି ଫୋକସ୍‌ରେ ଓଡ଼ିଶା, ଶାହଙ୍କ ଗସ୍ତର ମାସେ ପରେ ଆସୁଛନ୍ତି ନଡ୍ଡା ! କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଅଗଷ୍ଟରେ ଆସିଥିଲେ ଶାହା । ଏବେ ଆସିବେ ନଡ୍ଡା । ୨୦୨୪ରେ କ୍ଷମତା ଦଖଲ ଲାଗି ରଣନୀତି ପ୍ରସ୍ତୁତ କରିବ ବିଜେପି ।

OJS-OAS
ବଡ଼ ସମସ୍ୟା, ଚିନ୍ତାରେ ପରୀକ୍ଷାର୍ଥୀ ! OCS-OJS ପରୀକ୍ଷା ଖାତା ଦେଖିବାକୁ ନାହାନ୍ତି ଏକ୍‌ଜାମିନର..

ପରୀକ୍ଷାର ୮ମାସ ପରେ ବି ବାହାରିପାରୁନି OCS ଓ OJS ଫଳ । ମୂଲ୍ୟାୟନକାରୀ ନଥିବାରୁ ଉଚ୍ଚଶିକ୍ଷା ବିଭାଗକୁ OPSCର ଚିଠି  ।

NCRB
NCRB ଦେଲା ସାଂଘାତିକ ତଥ୍ୟ ! ରାଜ୍ୟରେ ବର୍ଷକରେ ହଜିଲେଣି ୪,୧୩୩ ଶିଶୁ, କୁଆଡ଼େ ଯାଉଛନ୍ତି ପତ୍ତା ନାହିଁ

ରାଜ୍ୟରେ ଦିନକୁ ଗାଏବ୍ ହେଉଛନ୍ତି ୧୧ ଶିଶୁ, ବର୍ଷକରେ ଶିଶୁ ନିଖୋଜ ଘଟଣାରେ ୪୨% ବୃଦ୍ଧି ।

Odisha Crime
ରାଜଧାନୀରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ପୁଅ ଯେତେ ଚୁଟି ଭିଡ଼ିଲେ ବି ଉଠିଲାନି ମାଆ..

ଘରୁ ଭିତରୁ କେମିତି ମିଳିଲା ମୃତଦେହ ? ପୁଅକୁ ଟ୍ୟୁସନରେ ଛାଡିବା ପରେ ଘରେ କେମିତି ହେଲା ମୃତ୍ୟୁ ? କଣ ରହିଛି କାରଣ ?

Ganesh Chaturthi
ଚିନ୍ତାରେ ପୂଜା କମିଟି ! ତିଆରି ସରିଛି ୫୦ ଫୁଟ୍‌ ଲେଖାଏଁ ଗଣେଶ ମୂର୍ତ୍ତି, ହେଲେ ନିୟମ କହୁଛି ଅନୁମତି ନାହିଁ

ଏଥର ବିନା କୋଭିଡ୍ କଟକଣାରେ ଗଣେଶ ପୂଜା ଅଗ୍ରପୂଜ୍ୟଙ୍କ ଆରାଧନା । ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ ବିଘ୍ନ ବିନାଶକଙ୍କ ପୂଜାକୁ ନେଇ ସରୁନି ବିବାଦ ।

Farmers
ଚାଷୀଙ୍କୁ ସାର ଚିନ୍ତା ! କଳାବଜାରୀ ଦାମ ଭାଙ୍ଗିଦେଉଛି ମେରୁଦଣ୍ଡ, ଷ୍ଟକ୍‌ ଥାଇ ବି ମିଳୁନି ସାର

ପଶ୍ଚିମରୁ ପୂର୍ବ, ଦକ୍ଷିଣରୁ ଉତ୍ତର । ରାଜ୍ୟ ବ୍ୟାପି ସାରର ସଙ୍କଟ ଜନକ ସ୍ଥିତି । ବର୍ଷାକୁ ଦେଖି ଚାଷୀ ରୁଆ ବେଉଷଣ ସିନା କରୁଛି, ହେଲେ ମନକୁ ଘାରୁଛି ରିହାତି ସାରର ଅଭାବ ।