କାଲି ସୁଦ୍ଧା ରିପୋର୍ଟ ମାଗିଲା ଉଚ୍ଚଶିକ୍ଷା ବିଭାଗ । ଇଣ୍ଟରନେଟ୍ ସମସ୍ୟାକୁ ଦୋଷ ଲଦି ଖସିିବାକୁ ଉଦ୍ୟମ ।
ସ୍ପଟ୍ ଆଡମିଶନରେ ସ୍ଲାଇଡିଂ ବ୍ୟବସ୍ଥା ଯୋଗୁ ପୂରଣ ହୋଇପାରୁନି କଲେଜ ଓ ୟୁନିଭର୍ସିଟିର ପିଜି ସିଟ୍ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ।