ଗୋଟିଏ ମିନିଟରେ ପ୍ରସ୍ତୁତ ହେଉଛି ଶହଶହ ରୁଟି । ଅତି ସହଜରେ ଅଟା ମଧ୍ୟ ହୋଇଯାଉଛି ଗୋଳାଇ ।
ଏହି ସବୁ ଚାକିରି ପାଇଁ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ଅନ୍ୟୁନ ୧୮ ରୁ ୨୬ ବର୍ଷ ମଧ୍ୟ ହୋଇଥିବା ଆବଶ୍ୟକ ।
ଫେବ୍ରୁଆରୀ ୨୦ ତାରିଖରେ ପରୀକ୍ଷା ପାଇଁ ନିର୍ଦ୍ଦେଶ ଜାରି । ୪୭୯୦ କନଷ୍ଟେବଲ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି ।
CMIE ସର୍ଭେ ରିପୋର୍ଟରେ ଆସିଛି ଗୋଲାପି ତଥ୍ୟ । ବିରୋଧୀ କହିଲେ ପ୍ରାୟୋଜିତ ରିପୋର୍ଟ, ଜବାବ ରଖିଲା ବିଜେଡି ।
ଦୀର୍ଘ ଦିନ ହେବ ଅସ୍ଥାୟୀ ଭାବେ କାମ କରୁଥିବାବେଳେ କାହିଁକି ସେମାନଙ୍କୁ ଏହି ପ୍ରଥାରୁ ବାଦ ଦିଆଗଲା ନାହିଁ।
ଠିକା ନିଯୁକ୍ତିର ଯୁଗ ଶେଷ। ଗଲାକାଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଜି ବାହାରିଲା ସରକାରୀ ବିଜ୍ଞପ୍ତି। ୨୦୧୩ରୁ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଥିବା କର୍ମଚାରୀ ଏବେ ଖୁସିରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା କେକକୁ କାଟି ଗ୍ରାଣ୍ଡ ସେଲିବ୍ରେସନ୍ କରିଛନ୍ତି। ରବିବାର ଛୁଟି ଦିନରେ ବି ନାଚ ଗୀତରେ କମ୍ପିଛି ଭୁବନେଶ୍ୱର ନଅ ତାଲା ଅଞ୍ଚଳ। ଏପଟେ ଇଏ ଭିନ୍ନ ଏକ ଦୃଶ୍ୟ ସମସ୍ତଙ୍କ ମୁହଁରେ ନିରାଶା ଓ ହତାଶାର ଛାଇ।
ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦକୁ ନେଇ ରାଜନୀତି ବି ସରଗରମ। ବିରୋଧୀଙ୍କ ଯୁକ୍ତି ଶାସକ ବିଜେଡ଼ିର ଇଏ ଆଉ ଏକ ଧୂଆଁବାଣ।
ରାଜଧାନୀରେ ଠିକା କର୍ମଚାରୀଙ୍କ ଏ ବିଶାଳ ଜନସମାବେଶ ଏବଂ ବାରମ୍ବାର ଦାବି ପରେ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ବିରୋଧୀ।
ରାଜ୍ୟରେ ୧୦ ଲକ୍ଷ ନିଯୁକ୍ତି ପ୍ରଦାନ କରିବ ବରଂ ଆଉ ୧୦ ଲକ୍ଷ ଲୋକଙ୍କୁ ମଧ୍ୟ ରୋଜଗାର ପ୍ରଦାନ କରିବ। ଅର୍ଥାତ୍ ୨୦ ଲକ୍ଷ ଲୋକଙ୍କୁ ଚାକିରି ଓ ରୋଜଗାର ପ୍ରଦାନ କରାଯିବ। ସ୍ୱାଧୀନତା ଦିବସ ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ବଡ଼ ଘୋଷଣା କରିଛନ୍ତି।
ନିୟମିତ ହେବା ଦୂର କଥା, ଚାକିରି ରହିବା ନେଇ ଦ୍ୱନ୍ଦ୍ୱ । ଏଜେନ୍ସି ଦ୍ୱାରା ହେବ ଡାଟା ଏଣ୍ଟ୍ରି , ତ୍ରୁଟି କଲେ ଜରିମାନା ।