ସମୁଦ୍ରରେ ଭାରତୀୟ ତଟରକ୍ଷୀ ବାହିନୀର ସାହସିକ ରେସକ୍ୟୁ ଅପରେସନ୍। ପାକିସ୍ତାନ ସାମୁଦ୍ରିକ ବାହିନୀର ଘେରାବନ୍ଦୀରେ ଥିବା ୭ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ଭାରତୀୟ କୋଷ୍ଟଗାର୍ଡ।
ଭାରତୀୟ ତଟରକ୍ଷୀ ବାହିନୀର ALH ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ୩ ସଦସ୍ୟ ନିଖୋଜ ।
କୋଷ୍ଟଗାର୍ଡ ଡିଜି ରାକେଶ ପାଲଙ୍କ ପରଲୋକ। ହୃଦଘାତରେ ଚେନ୍ନାଇରେ ଆଖି ବୁଜିଛନ୍ତି ରାକେଶ ପାଲ୍।
ବାଂଲାଦେଶରେ ରାଜନୈତିକ ଅସ୍ଥିରତା ପରେ, ଭାରତ ଭିତରକୁ ବଢ଼ିଛି ଅନୁପ୍ରବେଶ ଆଶଙ୍କା । ସ୍ଥଳପଥ ଅପେକ୍ଷା ଜଳପଥ ସହଜ ଅନୁପ୍ରବେଶର ମାଧ୍ୟମ ହୋଇଥିବାରୁ, ବାଂଲା ଅନୁପ୍ରବେଶକାରୀଙ୍କ ଟାର୍ଗେଟରେ ଓଡ଼ିଶା।
ସେହିପରି ସବୁ ସାମୁଦ୍ରିକ ଥାନାକୁ ଅଧିକ ଷ୍ଟାଫ୍ ଓ ସହଯୋଗ ଯୋଗାଇ ଦିଆଯାଇଛି । ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି ଏବଂ ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା କହିଛନ୍ତି ପୋଲିସ ଡିଜି ।
ସ୍ୱାଧୀନତା ଦିବସ ଅବସରରେ ସାରା ଦେଶରେ ଫରଫର ହୋଇ ଉଡୁଛି ଜାତୀୟ ପତାକା । ଆଉ ଏହାରି ଭିତରେ ପାଣି ଭିତରେ ବି ପତାକା ଉତ୍ତୋଳନ କରାଯାଇଛି । ତାମିଲନାଡୁର ରାମେଶ୍ୱରମ୍ ପାଖରେ ସମୁଦ୍ର ଭିତରେ କରାଗଲା ପତାକା ଉତ୍ତୋଳନ
ମଝି ସମୁଦ୍ରରେ ଫସିଥିବା ମିଆଁମାରର ଜଣେ ନାବିକଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ଉଦ୍ଧାର କରି ଭୁବନେଶ୍ୱର ଏକ ହସ୍ପିଟାଲ୍ରେ ଭର୍ତ୍ତି କରିଛନ୍ତି।
ଡ୍ରଗ୍ସ କାରବାରକୁ ଆକାଶ ମାର୍ଗରୁ ନଜର ରଖିବ କୋଷ୍ଟଗାର୍ଡ ।