• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Iskcon
ଅଦିନିଆ ରଥଯାତ୍ରା ଜିଦରେ ଅଟଳ ଇସ୍କନ, ବିଦେଶ ଯାଏଁ ଶୁଭିଲାଣି ବିରୋଧର ସ୍ୱର

କେତେ ବିରୋଧ, କେତେ ଆପତ୍ତି । ତଥାପି ନଭେମ୍ବର ୯ ଅଦିନିଆ ରଥଯାତ୍ରା ଆୟୋଜନ ଜିଦ୍ ଛାଡୁନି ଇସ୍କନ ।

America Election
US Presidential Elections 2024: କିଏ ରଚିବ ଇତିହାସ! ଡୋନାଲ୍ଡ ଟ୍ରମ୍ପ ନା କମଳା ହାରିସ୍; କାହାର ହେବ ହ୍ୱାଇଟ୍ ହାଉସ

କାହାର ହେବ ହ୍ୱାଇଟ୍ ହାଉସ । ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶର ନେତା ବାଛିବାକୁ କାଲି ଭୋଟ୍ ଦେବ ଆମେରିକା ।

Canada cops 'punching' Hindus
Canada Hindu Temple Attack: କାନାଡ଼ାରେ ପୁଣି ହିନ୍ଦୁ ମନ୍ଦିରକୁ ଖଲିସ୍ତାନୀଙ୍କ ଆକ୍ରମଣ; ଶ୍ରଦ୍ଧାଳୁଙ୍କୁ କଲେ ମାରପିଟ୍...

ବ୍ରାମ୍ପଟନ ଓ ସରେରେ ହିନ୍ଦୁ ସଭା ମନ୍ଦିର ଉପରେ ହମଲା କରିଛନ୍ତି ଖଲିସ୍ତାନ ସମର୍ଥକ । ବହୁ ସଂଖ୍ୟାରେ ଖଲିସ୍ତାନୀ ସମର୍ଥକ ମାନେ ପହଞ୍ଚି ହିନ୍ଦୁ ମନ୍ଦିର ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । 

Sell Newborn On Facebook
ଜନ୍ମକଲା ପିଲାକୁ ବିକ୍ରି ପାଇଁ ଫେସବୁକ୍‌ରେ ଆଡ୍ ଦେଲା ମା’; ବାନ୍ଧିଲା ପୋଲିସ

ଜନ୍ମକଲା ପିଲାକୁ ଫେସବୁକ୍‌ରେ ବିକ୍ରି ଉଦ୍ୟମ କରି ମା’ ଗିରଫ। ଆମେରିକାର ଟେକ୍ସାସର ଜଣେ ୨୧ ବର୍ଷିୟା ମହିଳା ଦ୍ରବ୍ୟ ପରି ନିଜ ପିଲାକୁ ବିକ୍ରି କରିବାକୁ ଚାହୁଁଥିଲେ। ଏଥିପାଇଁ ଆଡ୍ ମଧ୍ୟ ଦେଇଥିଲେ।

China Issues Rare Rebuke To Pakistan
PAK-CHINA CONFLICT : ପାକିସ୍ତାନ ଉପରେ ଚୀନ ଖପ୍ପା; ଆତଙ୍କୀ ଆକ୍ରମଣକୁ ଆଦୌ ବରଦାସ୍ତ କରାଯିବନି

ପାକିସ୍ତାନକୁ କଡ଼ା ଚେତାବନୀ ଦେଇ ଚୀନ୍ କହିଛି, ନାଗରିକଙ୍କ ପ୍ରତି ହେଉଥିବା ଆତଙ୍କୀ ଆକ୍ରମଣକୁ ଆଦୌ ବରଦାସ୍ତ କରାଯିବନି। ଚୀନ ଏହି ଆକ୍ରମଣକୁ ନିନ୍ଦା କରୁଛି ।

Russia Fines Google
ଚକିତ କଲା ଭଳି ଘଟଣା; ଗୁଗଲ୍‌ ଉପରେ ଲାଗିଲା ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାର ଜୋରିମାନା

ବିଶ୍ୱର ମୋଟ ସମ୍ପତ୍ତି ଠାରୁ ବି ଅଧିକ ଜୋରିମାନା । ଏମିତି ଜୋରିମାନା ଲାଗିଛି ଗୁଗଲ୍‌ ଉପରେ । ଜୋରିମାନାର ପରିମାଣକୁ ଆପଣ ସହଜରେ ବି ଗଣି ପାରିବେନି । 

Leopard Attacks
ବାଘକୁ ବିଲେଇ ଭାବୁଥିଲେ..ତା..ପରେ....

ପିକ୍‌ନିକ୍‌ ଯାଇଥିଲେ । ବାଘକୁ ଦେଖି ପାଖକୁ ଡାକୁଥିଲେ । ହଠାତ୍‌ ବାଘ ଦୌଡ଼ି ଆସିଲା ଆଉ ଆକ୍ରମଣ କଲା । ଦେଖନ୍ତୁ ଏ ଭିଡିଓକୁ... ଆଉ ଶୁଣନ୍ତୁ କ’ଣ କହୁଛନ୍ତି ଯୁବକ ଜଣକ ।

TRUMP
ନିର୍ବାଚନ ଜିତିବାକୁ ଟ୍ରମ୍ପଙ୍କ ନୂଆ ଫର୍ମୁଲା; ଅଳିଆ ଗାଡ଼ି ଚଲାଇ କଲେ ପ୍ରଚାର

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଚାର ସେତେ ଜୋର୍‌ଦାର ହେଉଛି। ନିର୍ବାଚନରେ ​​ଜିତିବା ପାଇଁ ଡୋନାଲ୍ଡ ଟ୍ରମ୍ପ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ଟ୍ରମ୍ପ ଏବଂ ତାଙ୍କ ଟିମ୍ ୨୦୧୯ ଲୋକସଭା ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମେ ଭି ଚକିଦାର' ଫର୍ମୁଲା ଆପଣେଇଛନ୍ତି।

Tropical Storm Trami
ତାଣ୍ଡବ ରଚୁଛି ‘ଟ୍ରାମି’, ଏବେ ଯାଏଁ ଗଲାଣି ୧୩୬ ଜୀବନ

ପ୍ରକୃତି ଯେବେ ତଣ୍ଡବ ରଚେ ସବୁଠି ପଡ଼ିଯାଏ ହାହାକାର । ସମସ୍ତେ ଜୀବନ ବଞ୍ଚାଇବାକୁ ଏମିତି ଚିତ୍କାର କରନ୍ତି । ଏ ଦୃଶ୍ୟ କେତେ ଯେ ଭୟଙ୍କର ଆପଣ ନିଶ୍ଚୟ ଅନୁମାନ କରୁଥିବେ । ଏ ଲୋକମାନଙ୍କ ଛାତିରେ ଯନ୍ତ୍ରଣା କେତେ ଯେ ଥିବ ତା’ ଆପଣ ଏ ଦୃଶ୍ୟ ଦେଖି ବେଶ୍‌ ବୁଝିପାରୁଥିବେ ।

Japan village
ଏମିତି ଗାଁ...୨୦ ବର୍ଷ ପରେ ଜନ୍ମ ହେଲା ପିଲା; ସଙ୍କଟରେ ଜନସଂଖ୍ୟା...

 ଏମିତି ଗାଁ ଯେଉଁଠି ୨୦ ବର୍ଷ ପରେ ଜନ୍ମ ହୋଇଛି ଜଣେ ପିଲା । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । 

Oxford University
PhD ପାଇଁ କୋଟିଏ ଖର୍ଚ୍ଚ କଲେ ଭାରତୀୟ ଛାତ୍ରୀ; ବିଦା କରିଦେଲା ଅକ୍ସଫୋର୍ଡ ୟୁନିଭରସିଟି

ବିଦେଶରୁ ଉଚ୍ଚଶିକ୍ଷାର ସ୍ୱପ୍ନ ଦେଖିବା ଯେତିକି ସହଜ, ଏହାକୁ ସଫଳ କରିବା ମଧ୍ୟ ସେତିକି କଷ୍ଟସାଧ୍ୟ । ତାମିଲନାଡୁର ଝିଅ ଲକ୍ଷ୍ମୀ ବାଲାକ୍ରିଷ୍ଣନଙ୍କ ସହ ଯାହା ଘଟିଛି ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।

iran isrel war
ଯୁଦ୍ଧ ନେଇ ବଢ଼ିଲା ଚିନ୍ତା; ଶାନ୍ତି ଓ ସ୍ଥିରତା ବଜାୟ ପାଇଁ ଭାରତର ଆହ୍ୱାନ

ଇରାନ ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କଲା ଭାରତ। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଉଭୟ ପକ୍ଷକୁ ଯୁଦ୍ଧରୁ ବିରତ ରହି କୂଟନୈତିକ ସ୍ତରରେ ଆଲୋଚନା କରିବାକୁ ପ୍ରସ୍ତାବ ଦିଆଯାଇଛି।

ISKCON
ପୁଣି ଅଦିନରେ ରଥଯାତ୍ରା ଆୟୋଜନକୁ ନେଇ ବିବାଦରେ ଇସ୍କନ

ପୁଣି ଅଦିନରେ ରଥଯାତ୍ରା ଆୟୋଜନ। ଏଥର ଦେଶ ନୁହେଁ, ବିଦେଶରେ। ଆମେରିକାର ହ୍ୟୁଷ୍ଟନରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନର ଅପଚେଷ୍ଟା।

ISKCON
ଶ୍ରୀଜଗନ୍ନାଥ ସଂସ୍କୃତିକୁ ବେଖାତିର୍; ଅବେଳାରେ ରଥଯାତ୍ରା କରିବ ଇସ୍କନ୍ !

ପୁଣି ଅଦିନରେ ରଥଯାତ୍ରା ଆୟୋଜନ। ଏଥର ଦେଶ ନୁହେଁ, ବିଦେଶରେ। ଆମେରିକାର ହ୍ୟୁଷ୍ଟନରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନର ଅପଚେଷ୍ଟା।

world's largest building
ପଛରେ ପଡିଯିବ ବୁର୍ଜ ଖଲିଫା; ସାଉଦିରେ ନିର୍ମାଣ ହେଉଛି ଦୁନିଆର ସବୁଠୁ ବଡ଼ ବିଲ୍ଡିଂ

ସାଉଦି ଆରବରେ ନିର୍ମାଣ କରାଯାଉଛି ଦୁନିଆର ସବୁଠୁ ବଡ ନଭଶ୍ଚୁମ୍ଭୀ କୋଠା ‘ମୁକାବ ଟାୱାର’। ଏହା ଏତେ ବଡ ଯେ ୨୦ଟି ସାମ୍ରାଜ୍ୟର ଷ୍ଟେଟ୍ ବିଲଡିଂ ଏହା ଭିତରେ ରଖିବାର କ୍ଷମତା ରଖେ। ଏହାର ଉଚ୍ଚତା ରହିଛି ୧୩୦୦ ଫୁଟ ଓ ଚଉଡା ୧୨୦୦ ଫୁଟ ।

US deported Indians
ଲୁଚିଛପି ଯାଇଥିଲେ ବିଦେଶ; ଚାଟାର୍ଡ ଫ୍ଲାଇଟ୍‌ରେ ବିଦା କଲା ଆମେରିକା

ଫିଲ୍ମରେ ନୁହେଁ ବରଂ ରିୟଲରେ ବେଆଇନ ଭାବରେ ରହୁଥିବା ଭାରତୀୟଙ୍କ ବିରୋଧରେ ଆମେରିକା ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେମାନଙ୍କୁ ଏକ ସ୍ୱତନ୍ତ୍ର ଫ୍ଲାଇଟ୍ ଯୋଗେ ଭାରତକୁ ପଠାଇ ଦିଆଯାଇଛି।

ISKON
ବିବାଦରେ ଇସ୍କନ୍; ଅଦିନିଆ ରଥଯାତ୍ରା ଆୟୋଜନ, ଜଗନ୍ନାଥ ପ୍ରେମୀଙ୍କ ତୀବ୍ର ପ୍ରତିକ୍ରିୟା

ପୁଣି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନର ଅପଚେଷ୍ଟା । ଆମେରିକାର ହ୍ୟୁଷ୍ଟନ ସହରରେ ଅଦିନିଆ ସ୍ନାନ ଯାତ୍ରା ଓ ରଥଯାତ୍ରା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଇସ୍କନର ହ୍ୟୁଷ୍ଟନ ଶାଖା ।

India China
LACରୁ ହଟିବେ ଭାରତ-ଚୀନ୍ ସେନା ! ମୋଦି-ଜିନପିଙ୍ଗ ଭେଟ ପରଠୁ ବଦଳୁଛି ଚିତ୍ର

ଭାରତ-ଚୀନ୍ ସୀମାରେ ଫେରୁଛି ଶାନ୍ତି । ଉଭୟ ଦେଶ ମଧ୍ୟରେ ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ୍-LACରେ ପାଟ୍ରୋଲିଂକୁ ନେଇ ସହମତି ପରେ, ସୈନ୍ୟ ଅପସାରଣ ପାଇଁ ହେଲା ବଡ଼ ନିଷ୍ପତ୍ତି ।

Scientists want to inject 5 million tons of diamond
ଦୂର ହେବ ଗ୍ଲୋବାଲ୍ ୱାର୍ମିଂ ସମସ୍ୟା, ପୃଥିବୀକୁ ଥଣ୍ଡା କରିବ ହୀରାଗୁଣ୍ଡ; ଜାଣନ୍ତୁ କେତେ ଖର୍ଚ୍ଚ ହେବ

ବଢୁଛି ବିଶ୍ୱ ତାପନ। ଯାହାକୁ ନେଇ ଚିନ୍ତାରେ ବୈଜ୍ଞାନିକ। ଜିଓଫିଜିକାଲ୍ ରିସର୍ଚ୍ଚ ଲେଟର୍ସରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ବାୟୁମଣ୍ଡଳରେ ହୀରାଗୁଣ୍ଡ ଇଞ୍ଜେକ୍ଟ କରିବା ଦ୍ୱାରା ପୃଥିବୀ ଥଣ୍ଡା ହୋଇଯିବ।

Bangladesh
ବାଂଲାଦେଶରେ ପୁଣି ଉତ୍ତେଜନା: ରାଷ୍ଟ୍ରପତିଙ୍କ ବହିଷ୍କାର ଦାବିରେ ଛାତ୍ର ବିକ୍ଷୋଭ

ପୁଣି ଅଶାନ୍ତ ବାଂଲାଦେଶ। ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ତେଜିଛି ବିବାଦ। ରାଷ୍ଟ୍ରପତିଙ୍କ ବହିଷ୍କାର ଦାବି କରିବା ସହ ଢାକାରେ ବିକ୍ଷୋଭ କରିଛନ୍ତି ହଜାର ହଜାର ବିକ୍ଷୋଭକାରୀ।

PM Modi meets Chinese President
ବ୍ରିକ୍ସ ସମ୍ମିଳନୀ: ଦୀର୍ଘ ୫ ବର୍ଷ ପରେ ମୋଦି-ଜିନ୍ ପିଙ୍ଗ ଭେଟ 

ଚୀନ୍ ରାଷ୍ଟ୍ରପତି ସି-ଜିନ ପିଙ୍ଗଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘ ୫ ବର୍ଷ ପରେ ଉଭୟ ଶୀର୍ଷ ନେତାଙ୍କ ସାକ୍ଷାତ ହୋଇଛି ।

Sunita Williams
କ୍ରୁ-୮ ମିଶନ ସ୍ଥଗିତ, ଘୂର୍ଣ୍ଣିବଳୟ ପାଇଁ ଅଟକିଲା ସୁନୀତାଙ୍କ ଘର ବାହୁଡ଼ା

ମହାକାଶରୁ କେବେ ଫେରିବେ ସୁନୀତା ୱିଲିୟମ୍ସ ? ସୁନୀତା ଓ ତାଙ୍କ ସାଥିଙ୍କୁ ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ପାଇଁ ଅନେକ ଚେଷ୍ଟା କରାଯାଉଥିଲେ ସୁଦ୍ଧା ଏଥିରେ ବିଳମ୍ୱ ଘଟୁଛି। ମାତ୍ର ଫ୍ଲୋରିଡାରେ ଭୀଷଣ ଝଡ଼ ତୋଫାନ ଓ ଘୂର୍ଣ୍ଣିବଳୟ କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି।

Durga Puja Celebrated
Special Story: ଇଂଲଣ୍ଡରେ ଓଡ଼ିଆ ସଂସ୍କୃତିର ଝଲକ୍; ଧୂମଧାମରେ ପାଳନ ହେଲା ନବରାତ୍ରୀ...

ଶାରଦୀୟ ଦୁର୍ଗାପୂଜାରେ ମା’ଙ୍କ ଆବାହନ ପରେ ଉତ୍ସବମୁଖର ହୋଇ ଉଠିଥିଲା ଇଂଲଣ୍ଡର ବାଥ୍ ସହରରେ ଥିବା ଜଗନ୍ନାଥ ମନ୍ଦିର । 

organ donation
ବ୍ରେନଡେଡ୍‌ ପରେ ହେଉଥିଲା ଅଙ୍ଗଦାନ; ହଠାତ୍ ଥରିଲା ଶରୀର, ଉଠି ବସିଲେ ଯୁବକ !

ଜଣେ ବ୍ରେନ୍‌ ଡେଡ୍ ଘୋଷିତ ରୋଗୀ ଅଂଗଦାନ ପ୍ରସ୍ତୁତି ଚାଲିଥିବା ବେଳେ ଉଠି ଚାଲିବାକୁ ଲାଗିଲେ। ଏହି ଘଟଣା ଏବେ ଆଲୋଚନାର ବିଷୟ ପାଲଟିଛି।

Hamas chief goes viral
Special Story: ଭାଇରାଲ ହେଉଛି ହମାସ ମୁଖ୍ୟର ଭିଡ଼ିଓ, ବଙ୍କରରେ କରୁଛି ଅଏସ୍

ଭାଇରାଲ ହେଉଛି ହମାସ ମୁଖ୍ୟର ଭିଡ଼ିଓ। ଇସ୍ରାଇଲକୁ ଆକ୍ରମଣ କରିବା ପୂର୍ବରୁ ସ୍ତ୍ରୀ, ପିଲାଛୁଆଙ୍କୁ ଧରି ବଙ୍କରରେ କରୁଥିଲା ଅଏସ୍। ଦେଖନ୍ତୁ ଦୃଶ୍ୟ ।