ମେ ମାସରୁ ଚୀନର ରାଜନୈତିକ ଦୃଶ୍ୟପଟ୍ଟରୁ ସି ଜିନପିଙ୍ଗ ଯେପରି ଅଦୃଶ୍ୟ ହୋଇଯାଇଛନ୍ତି । ସେ କୌଣସି ପରେଡରେ ଯୋଗ ଦେଉନାହାଁନ୍ତି। ସେ କୌଣସି ଭାଷଣ ଦେଉନାହାଁନ୍ତି କିମ୍ବା ସରକାରୀ ଗଣମାଧ୍ୟମରେ ଦେଖାଯାଉନାହାଁନ୍ତି। ଚୀନର ଶୀର୍ଷ ଗୁଇନ୍ଦା ଅଧିକାରୀମାନଙ୍କ ସୂତ୍ର ଅନୁସାରେ, ସି ଜିନପିଙ୍ଗଙ୍କ ଅନୁପସ୍ଥିତିରେ କିଛି ଅସ୍ୱାଭାବିକତା ନାହିଁ ।
ଏମିତି ଉତ୍ତେଜନା ପୂର୍ଣ୍ଣ ସ୍ଥିତିରେ ରାଷ୍ଟ୍ରପତି ଟ୍ରମ୍ପ ଆଉ ଏକ ଝଟକା ଦେଇଛନ୍ତି । ସେ କହିଛନ୍ତି, ଖୁବ ଶୀଘ୍ର ଫାର୍ମାସ୍ୟୁଟିକାଲ ପ୍ରଡକ୍ଟ ଉପରେ ବଡ ଧରଣର ଟାରିଫ ଲାଗୁ କରାଯିବ । ସେ ଆହୁରି କହିଛନ୍ତି, ମୋର କାମ ହେଉଛି ଆମେରିକାର ସ୍ୱପ୍ନକୁ ପୂରଣ କରିବା । ଆମେରିକା ନାଗରିକଙ୍କ ସୁରକ୍ଷା ମୋର ଦାୟିତ୍ୱ । ଟ୍ରମ୍ପ ଯଦି ଏହି ଫାର୍ମା ଟାରିଫ ଘୋଷଣା କରନ୍ତି ତେବେ ଭାରତ ପାଇଁ ସମସ୍ୟା ସୃଷ୍ଟି ହେବ ।
ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ ନାଁରେ ଦୁଇ ଦେଶ ଏକପ୍ରକାର ମାଇଣ୍ଡ ଗେମ ଖେଳୁଛନ୍ତି । ଚୀନ ଭଲ ଭାବେ ଜାଣିଛି, ଆମେରିକା ପକ୍ଷରୁ ଯଦି କିଛି ନୂଆ ତାରିଫ ଲଗାଯାଏ ତେବେ ତାର ଆର୍ଥିକ ବ୍ୟବସ୍ଥା ବିପୁଳ କ୍ଷତିର ସାମ୍ନା କରିବ ।
ଚୀନ୍ ରାଷ୍ଟ୍ରପତି ସି-ଜିନ ପିଙ୍ଗଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘ ୫ ବର୍ଷ ପରେ ଉଭୟ ଶୀର୍ଷ ନେତାଙ୍କ ସାକ୍ଷାତ ହୋଇଛି ।
ସ୍କୁଲ ବହିରେ କାର୍ଟୁନକୁ ନେଇ ମାତ୍ରାଧିକ ଉତ୍କ୍ଷିପ୍ତ ଚୀନ୍ ସରକାର। ଏହି ଖବର ପ୍ରଚାରିତ ହେବା ପରେ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଉପରେ ଏବେ ସମଗ୍ର ବିଶ୍ୱ ହସୁଛି। ଛପା ଯାଇଥିବା କାର୍ଟୁନ୍କୁ ନେଇ ଚୀନ୍ ସରକାର ଏତେ ମାତ୍ରାରେ ବ୍ୟସ୍ତ ବିବ୍ରତ ହେବାର କାରଣ କ’ଣ ଜାଣିବା ପାଇଁ ପଢନ୍ତୁ।
ଦାବି ହେଉଛି ଯେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ଗିରଫ କରାଯାଇଛି। ଏଥସହ ବରିଷ୍ଠ ବିଜେପି ନେତା ତଥା ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟମ ସ୍ୱାମୀ ଏ ବିଷୟରେ ଟୁଇଟ୍ କରି ଏକ ସମ୍ବେଦନଶୀଳତା ସୃଷ୍ଟି କରିଛନ୍ତି।
ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଗୁଜବ ଖବର ଶୁଣିବାକୁ ମିଳୁଛି। ଗତ କିଛିମାସ ହେବ ସେ ବିଦେଶ ଭ୍ରମଣ କରୁ ନଥିବା ସୂଚନା ମିଳିଛି। ତେଣୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ଥାଇପାରେ ବୋଲି ଚର୍ଚ୍ଚା ହେଉଛି।