• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Medical Miracle
ଲିଭିଯାଇଥିଲା ଜୀବନ ଦୀପ ! ସମସ୍ତଙ୍କ ପ୍ରଶ୍ନ, କେମିତି ଥିଲା ମୃତ୍ୟୁର ସେହି ୨୪ ମିନିଟ...

ଗତ କିଛି ସପ୍ତାହ ମଧ୍ୟରେ ଯାହା କିଛି ଘଟିଥିଲା ସେ ସବୁ ଭୁଲିଯାଇଥିଲେ । ଏକଥା ସେହି ମହିଳା ସୁସ୍ଥ ହୋଇ ଘରକୁ ଫେରିବା ପରେ ନିଜେ ବଖାଣିଛନ୍ତି ।

  • Thursday, 14 December 2023
  • CPR
Pakistan
ପାକିସ୍ତାନ ଆର୍ମିବେସ୍‌ରେ ଆତ୍ମଘାତୀ ବିସ୍ଫୋରଣ; ଚାଲିଗଲା ୨୩ ସୈନିକଙ୍କ ଜୀବନ

ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ, ଶୋଇଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା । ତେଣୁ ସମସ୍ତେ ସାଧା ପୋଷାକ ପିନ୍ଧିଥିଲେ । ହେଲେ ସମସ୍ତ ମୃତକମାନେ ସାମରିକ କର୍ମଚାରୀ ବୋଲି ଅନୁମାନ କରାଯାଉଛି ।

World's Largest ICE Berg
ବିଶ୍ୱର ସବୁଠାରୁ ବଡ଼ ବରଫ ଖଣ୍ଡ ଅତିକ୍ରମ କଲା ବ୍ରିଟେନ ଜାହାଜ

ସେମାନେ ଖୁବ୍‌ ଭାଗ୍ୟବାନ ଯେ, ରିସର୍ଚ୍ଚ କରିବା ପାଇଁ ସେଠାରୁ ସେମାନେ ଜଳ ନମୁନା ସଂଗ୍ରହ କରିବାରେ ସଫଳ ହୋଇଛନ୍ତି ।

  • Sunday, 10 December 2023
  • UK
Tomato found in space
୮ ମାସ ପରେ ମିଳିଲା ମହାକାଶରେ ହଜିଥିବା ଟମାଟୋ

ଏହି ଲାଇଭଷ୍ଟ୍ରିମ୍‌ ISSର ୨୫ ତମ ବାର୍ଷିକୀ ଅବସରରେ ଅନୁଷ୍ଠିତ ହୋଇଥିଲା। ତେବେ ୮ ମାସ ପରେ ମିଳିଥିବା ଏହି ଟମାଟୋ କେଉଁଠାରେ ଏବଂ କେଉଁ ଅବସ୍ଥାରେ ମିଳିଲା ସେ ନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ।

Pulwama Attack
ପୁଲୱାମା ଆତଙ୍କୀ ହମ୍‌ଲାର କାର୍ପଟଦାରକୁ ପାକିସ୍ତାନରେ ଅପହରଣ !

ଏହି ଘଟଣା ସେତେବେଳେ ଘଟିଲା ଯେତେବେଳେ ସେ ଡେରା ହାଜି ଗୁଲାମରେ ଏକ ପରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲା ।

Captain Stuck
ବିମାନରୁ ଅଚାନକ୍‌ ଖସିପଡ଼ିଲେ ପାଇଲଟ; ମାଡ଼ ହୋଇ ହାତଗୋଡ଼ ଚୂନା..!

୧୭ ହଜାର ଫିଟ୍‌ ଉପରେ ବିମାନ ଉଡ଼ୁଥିବା ବେଳେ କକ୍‌ପିଟ୍‌ ଝରକାରୁ ଖସିପଡ଼ିଲେ ପାଇଲଟ୍‌ । ଦେବଦୂତ ସାଜିଲେ ବିମାନର ଆଟେଣ୍ତାଣ୍ଟ ।

Kim Jong Un
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକଙ୍କ ଆଖିରେ ଲୁହ, ଜାଣନ୍ତୁ କାହିଁକି କାନ୍ଦିଲେ କିମ୍‌ ଜଙ୍ଗ୍-ଉନ୍‌ ?

ବିଶ୍ୱର ବଡ଼ ବଡ଼ ଶକ୍ତିଶାଳୀ ଦେଶକୁ ପାଣି ପିଆଇ ଦେଉଥିବା ଏହି ନିଷ୍ଠୁର ଶାସକ ଆଖିରେ ଏବେ ଲୁହ। ଏହା ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏହା ସତ। ଏବେ କାନ୍ଦୁଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍-ଉନ୍‌।

Ukrainian Sniper
ୟୁକ୍ରେନ ସ୍ନାଇପରଙ୍କ ବିଶ୍ୱ ରେକର୍ଡ, ୩.୮ କିମି ଦୂରରୁ ଗୁଳି କରି କଲେ ହତ୍ୟା

ଆମେରିକାର ୱାଲ ଷ୍ଟ୍ରିଟ ଜର୍ଣ୍ଣାଲକୁ ସାକ୍ଷାତକାର ଦେଇ କୋଭାଲସ୍କି କହିଛନ୍ତି, ଋଷ ଜାଣୁ ୟୁକ୍ରେନବାସୀ କ’ଣ କରିପାରନ୍ତି । ଘରେ ବସି ସେମାନେ ଆମକୁ ଡରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି କୋଭାଲସ୍କି ।

iPhone Thief
ଚୋର ବି ମେଣ୍ଟେନ୍‌ କରନ୍ତି କ୍ଲାସ୍, ଶସ୍ତା ଜିନିଷ କରୁନାହାନ୍ତି ଚୋରି !

ଆମେ ବି ଯେତେବେଳେ ଏମିତି ଖବରଟିଏ ଶୁଣିଲୁ ଆମକୁ ବି ସହଜରେ ବିଶ୍ୱାସ ହୋଇନଥିଲା । ଆଉ ଖୁବ୍‌ ହସ ଲାଗିଥିଲା । ଏମିତି ଘଟଣା ଦେଖିବାକୁ ମିଳିଛି ‘ୱାଶିଂଟନ୍‌ ଡିସି’ରେ ।

  • Tuesday, 05 December 2023
  • Comedy
Plan Crash
କୋହ ଭରା କାହାଣୀ; ପେଟ ପାଇଁ ମୃତ ପ୍ରିୟଜନଙ୍କ ମାଂସ ହେଲା ସାହାରା

୧୯୭୨ ଆଣ୍ଡେସ୍ ମାଉଣ୍ଟେନ୍ ବିମାନ ଦୁର୍ଘଟଣା। ମୃତ ପ୍ରିୟଜନଙ୍କ ମାଂସ ଖାଇ ବଞ୍ଚାଉଥିଲେ ଜୀବନ।

Pneumonia In America
ଚୀନ୍‌ ପରେ ଏବେ ଆମେରିକାରେ ନିମୋନିଆ ଆତଙ୍କ

ଚୀନରେ ଶିଶୁଙ୍କଠାରେ ଶ୍ୱାସକ୍ରିୟା ସଂପର୍କିତ ରୋଗ ବ୍ୟାପୁଥିବା ଖବର ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଥିଲା ।

Israel-Hamas War
ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୭ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ୍‌

ପୂର୍ବରୁ ୭ ଜଣ ଥାଇ ନାଗରିକଙ୍କୁ ହମାସ ଛାଡ଼ିପାରେ ବୋଲି କୁହାଯାଉଥିଲା। ମାତ୍ର ଏବେ କେବଳ ୪ ଜଣ ଥାଇ ନାଗରିକଙ୍କୁ ମୁକ୍ତ କରିଛି ହମାସ । ଥାଇଲାଣ୍ଡ ନାଗରିକଙ୍କୁ ଛାଡ଼ିବା ଲାଗି ହମାସ ଇସ୍ରାଏଲ ସହ ଅଲଗା ସନ୍ଧି କରିଛି।

Israel Hamas War
ଯୁଦ୍ଧ ଶେଷ ନେଇ ନୂଆ ଆଶା, ୨୫ ପଣବନ୍ଦୀଙ୍କୁ ମୁକ୍ତ କଲା ହାମାସ

ହାମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧକୁ ୪୫ ରୁ ଅଧିକ ଦିନ ବିତି ଗଲାଣି । ବର୍ତ୍ତମାନ ସୁଦ୍ଧା ଉତ୍ତର ଗାଜାରେ ପ୍ରାୟ ୧୨ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ, ୧୫ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇ ସାରିଲେଣି । ହମାସର ପ୍ରାୟ ସମସ୍ତ ସେଣ୍ଟର ଧ୍ୱଂସ ହୋଇ ସାରିଲାଣି ।

  • Saturday, 25 November 2023
  • War
pneumonia
ଚୀନରେ ରହସ୍ୟମୟ ନିମୋନିଆ, ହସ୍ପିଟାଲରେ ବଢ଼ୁଛି ରୋଗୀଙ୍କ ସଂଖ୍ୟା

କୋରନା ପରେ ଏବେ ଚୀନରେ ରହସ୍ୟମୟ ନିମୋନିଆ ବ୍ୟାପୁଛି। ଏଥିରେ ହଜାର ହଜାର ପିଲା ଆକ୍ରାନ୍ତ ହେଉଛନ୍ତି। ଅସୁସ୍ଥ ଶିଶୁଙ୍କ ନେଇ ହସ୍ପିଟାଲ ମଧ୍ୟ ଭର୍ତ୍ତି ହୋଇଯାଇଛି।

Crude Oil Becomes Cheaper
ଦର ହ୍ରାସ ସତ୍ତ୍ବେ କମୁନି ତୈଳ ଦର; ଚିନ୍ତାରେ ଗ୍ରାହକ

ଦେଶରେ କମୁନି ପେଟ୍ରୋଲ ଡିଜେଲ ଦର । ଗତ କିଛି ଦିନ ହେବ ଅଶୋଧିତ ତୈଳ ବଜାରରେ ଦର ହ୍ରାସ ଜାରି ରହିଛି । ଏହା ସତ୍ତ୍ବେ ଦେଶରେ ଦର କମିବାର ନାଁ ଗନ୍ଧ ନାହିଁ ।

Bill Gates
‘ସପ୍ତାହକୁ ୩ ଦିନ କାମ କଲେ ବି ଯଥେଷ୍ଟ, ମଣିଷର ସ୍ଥାନ ନେଇପାରିବନି AI...’

ଆମକୁ ଖାଦ୍ୟ ରାନ୍ଧିବାକୁ ବି ପଡ଼ିବ ନାହିଁ । ମେସିନ୍‌ ସବୁ କିଛି କରିପାରିବ । କିନ୍ତୁ ଏଥିରେ ସାମାନ୍ୟ ରିସ୍କ ଅଛି ।

World's Largest Cemetery
ବିଶ୍ୱର ସବୁଠାରୁ ବଡ଼ ସମାଧି ସ୍ଥଳ, ଯେଉଁଠି ପୋତାଯାଇଛି ୬୦ ଲକ୍ଷ ମରଶରୀର

UNESCOର ୨୦୨୧ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଏହା ନିଜର ବାସ୍ତବ ଆକାରର ଦୁଇଗୁଣା ଅଞ୍ଚଳକୁ ବ୍ୟାପି ସାରିଛି ।

  • Wednesday, 22 November 2023
  • Unesco
Ship Hijacked
ହମାସକୁ ହାଉତିର ସମର୍ଥନ, ହାଇଜାକ କରିନେଲେ ଜାହାଜ

ହାଇଜାକ ହୋଇ ଯାଇଛି ଭାରତକୁ ଆସୁଥିବା ଜାହାଜ । ଇସ୍ରାଏଲର ଭାବି ଏହାକୁ ହାଇଜାକ କରା ଯାଇଛି । ଏନେଇ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଭିଡିଓ ଜାରି ପରେ ବଢିଛି ଉତ୍ତେଜନା ।

India Bound Ship Hijacking By Yemen Houthi Rebels
ଭାରତ ଆସୁଥିବା ଜାହାଜ ମଝି ସମୁଦ୍ରରୁ ହାଇଜାକ, ଜାରି ହେଲା ଭିଡିଓ...

ପୂର୍ବରୁ ହାଉଥି ବିଦ୍ରୋହୀମାନେ ଧମକ ଦେଇଥିଲେ ଯେ, ଲୋହିତ ସାଗରରେ ଚଳାଚଳ କରୁଥିବା ଇସ୍ରାଏଲର ଜାହାଜକୁ ଟାର୍ଗେଟ କରାଯିବ ।

  • Tuesday, 21 November 2023
China's position on the Israel-Hamas conflict raises several questions
୪୦ ଦିନରେ ଇସ୍ରାଏଲ ଓ ହମାସ ଯୁଦ୍ଧ, ଯୁଦ୍ଧ ପଛରେ ଚୀନ!

ସରୁନି ଯୁଦ୍ଧ, ଥମୁନି ଯନ୍ତ୍ରଣା .. ୪୦ ଦିନ ବିତିଲାଣି । ହମାସକୁ ନିର୍ମୂଳ କରିବା ପାଇଁ ଇସ୍ରାଏଲର ଶପଥ । ବଳି ପଡ଼ୁଛନ୍ତି ସାଧାରଣ ଜନତା, ସର୍ବନାଶ ହେଉଛି ଦେଶର ସମ୍ପତ୍ତି ।

  • Monday, 20 November 2023
Xi Jinping-Joe Biden meeting
ବାଇଡେନ-ଜିନପିଙ୍ଗଙ୍କ ମଧ୍ୟରେ ବୈଠକ, ଔପଚାରିକ ନା ଏଥିରେ ରହିଛି ଆନ୍ତରିକତା ?

ବାଇଡେନ-ଜିନପିଙ୍ଗ ବୈଠକକୁ ନେଇ ପ୍ରଶ୍ନ...ଜିନପିଙ୍ଗକୁ ପୁଣି ଏକଛତ୍ରବାଦୀ ଶାସକ କହିଲେ ବାଇଡେନ୍

Israel finds Hamas terrorists hide out weapons at  hospital
ପର୍ଦ୍ଦଫାସ ! ମେଡିକାଲରେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିଲେ ହମାସ ଆତଙ୍କବାଦୀ !

ମେଡିକାଲ୍‌ ଭିତରେ ଲୁଚି ରହି ହମାସ ଆତଙ୍କବାଦୀ ତାଙ୍କ କାର୍ଯ୍ୟକଳାପ ଚଳାଇଥିଲେ । ଯାହାର ପର୍ଦ୍ଦଫାସ କରିଛି ଇସ୍ରାଏଲ ସେନା ।

  • Thursday, 16 November 2023
Taliban-Pakistan
କାହିଁକି ବନ୍ଧୁ ତାଲିବାନର ଶତ୍ରୁ ପାଲଟିଲା ପାକିସ୍ତାନ ? ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା..

 ଟିଟିପିର କ୍ରମାଗତ ଆକ୍ରମଣରେ କ୍ଷୁବ୍ଧ ଇସଲାମାବାଦ...ପାକିସ୍ତାନ ସେନାକୁ ‘ତେହରିକ-ଏ-ତାଲିବାନ’ର ଟାର୍ଗେଟ...ଟିଟିପି’ର କ୍ରମାଗତ ଆକ୍ରମଣରେ କ୍ଷୁବ୍ଧ ଇସଲାମାବାଦ....

Gang War
କାନାଡାରେ ପୁଣି ଗ୍ୟାଙ୍ଗୱାର, ହାଇପ୍ରୋଫାଇଲ୍ ଡ୍ରଗସ୍ ମାଫିଆ ପରମବୀରକୁ ହତ୍ୟା

ପୂର୍ବରୁ ୪୧ ବର୍ଷିୟ ଭାରତୀୟ ବଂଶୋଦ୍ଭବ ହରପ୍ରୀତ ସିଂହ ଉତ୍ପଳ ଏବଂ ତା’ର ୧୧ ବର୍ଷର ପୁଅକୁ ଗୁଳି କରି ହତ୍ୟା ପରଠୁ ଲାଗିରହିଥିବା ଗ୍ୟାଙ୍ଗୱାର ଉଗ୍ରରୂପ ନେଇଛି

  • Tuesday, 14 November 2023
Earthquake
ଭୂକମ୍ପ ପରେ ଜରୁରୀ ସ୍ଥିତି ଘୋଷଣା, ଆଗ୍ନେୟଗିରି ଉଦ୍‌ଗିରଣ ଆଶଙ୍କା

ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଏଭଳି ଭୂକମ୍ପ ସଂଘଟିତ ହେବ ବୋଲି ଆଇସଲାଣ୍ଡ ପାଣିପାଗ ବିଭାଗ ତରଫରୁ କୁହାଯାଇଛି ।