ସପୋର୍ଟ ଷ୍ଟାଫ୍ ଭାବେ ଚାକିରି ପାଇଁ ଭାରତୀୟମାନଙ୍କୁ ରୁଷ ଡକାଯାଇଥିଲା। ମାତ୍ର ସେଠାରେ ସେମାନଙ୍କୁ ଯୁଦ୍ଧକୁ ପଠାଯାଇଥିଲା।
ବିମାନରେ ୟୁକ୍ରେନର ସେହି ଲୋକମାନେ ଥିଲେ ଯେଉଁମାନଙ୍କୁ ଯୁଦ୍ଧବନ୍ଦୀ ରୂପେ ଅପହରଣ କରାଯାଇଥିଲା।
ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଖୋଲାଖୋଲି ବିଦ୍ରୋହ ଘୋଷଣା କରି ଚର୍ଚ୍ଚାକୁ ଆସିଥିବା ଶକ୍ତିଶାଳୀ ଘରୋଇ ମିଲିଟାରୀ ସଂସ୍ଥା ୱାଗନର ମୁଖ୍ୟ ୟେଭଗେନି ପ୍ରିଗୋଝିନଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।
ଆମେରିକାର ଏହି ଘୋଷଣା ପରେ ପୁଟିନ୍ ଚିନ୍ତାରେ ପଡ଼ିଛନ୍ତି । ସେପଟେ ଖାଲି ରୁଷିଆ ନୁହେଁ ଜର୍ମାନୀ, ଇଂଲଣ୍ଡ, ସ୍ପେନ୍ ଏବଂ ଇଟାଲୀ ମଧ୍ୟ ଚିନ୍ତିତ ରହିଛନ୍ତି । ନାଟୋ ସଦସ୍ୟମାନେ କ୍ଲଷ୍ଟର ବୋମା ବ୍ୟବହାରକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ।
ରୁଷିଆର ଏକ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାକୁ ୟୁକ୍ରେନ ତରଫରୁ ଏହି ମିସାଇଲ ଛଡ଼ା ଯାଇଥିଲା । ତାହା ପୋଲାଣ୍ଡ ସୀମାରେ ପଡ଼ିଥିଲା ।
ୟୁକ୍ରେନ ଯୁଦ୍ଧ ଆରମ୍ଭ ପର ଠାରୁ ଋଷ ବାୟୁସେନାକୁ ବିପୁଳ କ୍ଷତି ସହିବାକୁ ପଡ଼ୁଥିବା ସୂଚନା ମିଳିଛି ।
ଭାରତୀୟ ନାଗରିକ ତୁରନ୍ତ ୟୁକ୍ରେନ୍ ଛାଡନ୍ତୁ । ଭାରତୀୟ ଦୂତାବାସ ପକ୍ଷରୁ ଜାରି ହୋଇଛି ଏଭଳି ଆଡଭାଇଜରୀ । ୟୁକ୍ରେନରେ ପୁଣିଥରେ ଯୁଦ୍ଧସ୍ଥିତି ଗମ୍ଭୀର ହେଉଥିବାରୁ ନାଗରିକଙ୍କୁ ଅତିଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦେଇଛି ଭାରତ।
ୟୁକ୍ରେନ-ରଷିଆ ଯୁଦ୍ଧ ଶେଷ ହୋଇ ନ ଥିବାବେଳେ ପୁଟିନଙ୍କ ଆଣବିକ ଯୁଦ୍ଧ ଧମକ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି। ସତରେ ଯଦି ଆଣବିକ ଯୁଦ୍ଧ ହୁଏ ତେବେ କ’ଣ ହେବ ସ୍ଥିତି ? ଅବଶ୍ୟ ଯୁଦ୍ଧ ବିଧ୍ୱସ୍ତ ହିରୋସୀମା ଆଉ ନାଗାସାକିର ସ୍ଥିତି ଦେଖିବା ପରେ ଏପରି ଭୟ ମନକୁ ଆସିବା ସ୍ୱାଭାବିକ। ହେଲେ ଏହି ଯୁଦ୍ଧ ଧମକ ଶୁଣି ଛାନିଆ ହୋଇ ପଡ଼ିଛନ୍ତି ଜଣେ ଆମେରିକୀୟ ମହିଳା।
ଥମିବାରେ ନା ନେଉନି ଯୁଦ୍ଧ। ଋଷର ଭୟଙ୍କର ଆକ୍ରମଣରେ ପ୍ରାଣ ହରାଉଛନ୍ତି ନୀରିହ ଜନତା...ହେଲେ ଟିକିଏ ବି ଶୁଣୁନାହାନ୍ତି ପୁଟିନ୍, ଆଉ କେତେ ଦିନ ଯୁଦ୍ଧ ଦେଖିବ ବିଶ୍ୱ?