• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Russia Ukran War

External Affairs Ministry
ଯୁଦ୍ଧ ଘନଘଟା ଭିତରେ ରୁଷରେ ଫସିଛନ୍ତି ୨୦ଭାରତୀୟ; ଉଦ୍ଧାର ପାଇଁ ଚାଲିଛି ପ୍ରୟାସ

ସପୋର୍ଟ ଷ୍ଟାଫ୍ ଭାବେ ଚାକିରି ପାଇଁ ଭାରତୀୟମାନଙ୍କୁ ରୁଷ ଡକାଯାଇଥିଲା। ମାତ୍ର ସେଠାରେ ସେମାନଙ୍କୁ ଯୁଦ୍ଧକୁ ପଠାଯାଇଥିଲା।

Plane Crash
ଏବେ ବି ଥମିନି ୱାର୍ ! ପ୍ଲେନ୍‌ କ୍ରାସରେ ୬୫ ଯୁଦ୍ଧବନ୍ଦୀଙ୍କ ଚାଲିଗଲା ଜୀବନ

ବିମାନରେ ୟୁକ୍ରେନର ସେହି ଲୋକମାନେ ଥିଲେ ଯେଉଁମାନଙ୍କୁ ଯୁଦ୍ଧବନ୍ଦୀ ରୂପେ ଅପହରଣ କରାଯାଇଥିଲା।

Yevgeny Prigozhin
ବିମାନ ଦୁର୍ଘଟଣାରେ ଓ୍ୱାଗନର ମୁଖ୍ୟ ୟେଭଗେନୀଙ୍କ ମୃତ୍ୟୁ; ପୁତିନଙ୍କ ବିରୁଦ୍ଧରେ ଗର୍ଜୁଥିଲେ

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଖୋଲାଖୋଲି ବିଦ୍ରୋହ ଘୋଷଣା କରି ଚର୍ଚ୍ଚାକୁ ଆସିଥିବା ଶକ୍ତିଶାଳୀ ଘରୋଇ ମିଲିଟାରୀ ସଂସ୍ଥା ୱାଗନର ମୁଖ୍ୟ ୟେଭଗେନି ପ୍ରିଗୋଝିନଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

russia ukraine war
ଚିନ୍ତାରେ ରୁଷ ରାଷ୍ଟ୍ରପତି ! ୟୁକ୍ରେନ୍‌ ପ୍ରୟୋଗ କରିପାରେ କ୍ଲଷ୍ଟର ବୋମା; ଭାରତ ପାଖରେ ଅଛି କି ଏହି ବୋମା ?

ଆମେରିକାର ଏହି ଘୋଷଣା ପରେ ପୁଟିନ୍‌ ଚିନ୍ତାରେ ପଡ଼ିଛନ୍ତି । ସେପଟେ ଖାଲି ରୁଷିଆ ନୁହେଁ ଜର୍ମାନୀ, ଇଂଲଣ୍ଡ, ସ୍ପେନ୍ ଏବଂ ଇଟାଲୀ ମଧ୍ୟ ଚିନ୍ତିତ ରହିଛନ୍ତି । ନାଟୋ ସଦସ୍ୟମାନେ କ୍ଲଷ୍ଟର ବୋମା ବ୍ୟବହାରକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

Missile Attack
ବାପ୍‌ରେ ବାପ୍‌ ! ଋଷ-ୟୁକ୍ରେନ୍‌ ଯୁଦ୍ଧ ଚାଲିଛି, ମିସାଇଲ ମାଡ଼ ପୋଲାଣ୍ଡ ଖାଉଛି

ରୁଷିଆର ଏକ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାକୁ ୟୁକ୍ରେନ ତରଫରୁ ଏହି ମିସାଇଲ ଛଡ଼ା ଯାଇଥିଲା । ତାହା ପୋଲାଣ୍ଡ ସୀମାରେ ପଡ଼ିଥିଲା ।

Russia-Ukraine War
ଜଟିଳ ହେଉଛି ଋଷ-ୟୁକ୍ରେନ ଯୁଦ୍ଧ ସ୍ଥିତି : ବ୍ୟାକଫୁଟରେ ଥିବା ଋଷିଆର ପୁଣି ଆକ୍ରମଣ

ୟୁକ୍ରେନ ଯୁଦ୍ଧ ଆରମ୍ଭ ପର ଠାରୁ ଋଷ ବାୟୁସେନାକୁ ବିପୁଳ କ୍ଷତି ସହିବାକୁ ପଡ଼ୁଥିବା ସୂଚନା ମିଳିଛି ।

indian citizens advised to leave ukraine
ଗମ୍ଭୀର ହେଉଛି ସ୍ଥିତି; ତୁରନ୍ତ ୟୁକ୍ରେନ ଛାଡ଼ିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ

ଭାରତୀୟ ନାଗରିକ ତୁରନ୍ତ ୟୁକ୍ରେନ୍ ଛାଡନ୍ତୁ । ଭାରତୀୟ ଦୂତାବାସ ପକ୍ଷରୁ ଜାରି ହୋଇଛି ଏଭଳି ଆଡଭାଇଜରୀ । ୟୁକ୍ରେନରେ ପୁଣିଥରେ ଯୁଦ୍ଧସ୍ଥିତି ଗମ୍ଭୀର ହେଉଥିବାରୁ ନାଗରିକଙ୍କୁ ଅତିଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦେଇଛି ଭାରତ।

bunker for nuclear war
ଆଣିବିକ ଯୁଦ୍ଧ ପୂର୍ବରୁ ବଙ୍କର ତିଆରି କଲେ ମହିଳା, ରଖିଲେ ୨ ବର୍ଷ ପାଇଁ ସାମଗ୍ରୀ

ୟୁକ୍ରେନ-ରଷିଆ ଯୁଦ୍ଧ ଶେଷ ହୋଇ ନ ଥିବାବେଳେ ପୁଟିନଙ୍କ ଆଣବିକ ଯୁଦ୍ଧ ଧମକ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି। ସତରେ ଯଦି ଆଣବିକ ଯୁଦ୍ଧ ହୁଏ ତେବେ କ’ଣ ହେବ ସ୍ଥିତି ? ଅବଶ୍ୟ ଯୁଦ୍ଧ ବିଧ୍ୱସ୍ତ ହିରୋସୀମା ଆଉ ନାଗାସାକିର ସ୍ଥିତି ଦେଖିବା ପରେ ଏପରି ଭୟ ମନକୁ ଆସିବା ସ୍ୱାଭାବିକ। ହେଲେ ଏହି ଯୁଦ୍ଧ ଧମକ ଶୁଣି ଛାନିଆ ହୋଇ ପଡ଼ିଛନ୍ତି ଜଣେ ଆମେରିକୀୟ ମହିଳା।

russia ukran war
ଥମୁନି ଯୁଦ୍ଧ...ଋଷ ଆକ୍ରମଣରେ ଥରହର ୟୁକ୍ରେନ୍‌

ଥମିବାରେ ନା ନେଉନି ଯୁଦ୍ଧ। ଋଷର ଭୟଙ୍କର ଆକ୍ରମଣରେ ପ୍ରାଣ ହରାଉଛନ୍ତି ନୀରିହ ଜନତା...ହେଲେ ଟିକିଏ ବି ଶୁଣୁନାହାନ୍ତି ପୁଟିନ୍‌, ଆଉ କେତେ ଦିନ ଯୁଦ୍ଧ ଦେଖିବ ବିଶ୍ୱ?