• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Drone Attack

Drone Attack
ଆମେରିକାର ଚାଞ୍ଚଲ୍ୟକର ତଥ୍ୟ; ଡ୍ରୋନ୍ ଆଟାକ ପଛରେ ଇରାନ!

ଇରାନରୁ ଏହି ଡ୍ରୋନ୍ ଆକ୍ରମଣ କରାଯାଇଥିବା ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ ପକ୍ଷରୁ କୁହାଯାଇଛି ।

Drone Attack
ଜାହାଜ ଉପରେ ଡ୍ରୋନ ଆକ୍ରମଣ; ଫସିଛନ୍ତି ୨୦ ଭାରତୀୟ

ଆକ୍ରମଣରେ ଜାହାଜଟିରେ ଆଂଶିକ ଭାବେ ନିଆଁ ଲାଗିଯାଇଥିଲା । ହେଲେ ପରେ ଏହାକୁ ଆୟତ୍ତ କରାଯାଇଛି । ଡ୍ରୋନ ଆକ୍ରମଣରେ କ୍ଷତିଗ୍ରସ୍ତ ଜାହାଜ ହେଉଛି ଏମଭି ଚେମ୍ ପ୍ଲଟୋ ।

drone attack
ଋଷ ଉପରେ ୟୁକ୍ରେନ୍‌ର ବଡ଼ ଡ୍ରୋନ୍ ଆକ୍ରମଣ, ବନ୍ଦ କରାଗଲା ମସ୍କୋ ଏୟାରପୋର୍ଟ

ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣରେ ଋଷର ୨ଟି କୋଠା ନଷ୍ଟ ହୋଇଯାଇଛି ।

Drone
ଚୁଟକିରେ ଅଚଳ ହୋଇଯିବ ଶତ୍ରୁପକ୍ଷର ଡ୍ରୋନ୍

ଗୁଳି ଫୁଟିବନି କି ଶବ୍ଦ ହେବନି..ଅଚଳ ହୋଇଯିବ ଶତ୍ରୁପକ୍ଷର ଡ୍ରୋନ୍ । ବହୁ ଦୂରରୁ ଅକାମୀ କରିଦେବ ଜାମର୍ ।

Drone Attack At Abu Dhabi Airport
ଆବୁଧାବି ଅନ୍ତାର୍ଜାତୀୟ ବିମାନବନ୍ଦର ଡ୍ରୋନ୍ ଆକ୍ରମଣ ! ୩ ତେଲ ଟ୍ୟାଙ୍କରକୁ ଡ୍ରୋନ୍‌ ମାଡ଼

ଆବୁଧାବି ଅନ୍ତାର୍ଜାତୀୟ ବିମାନବନ୍ଦର ନିକଟରେ ଡ୍ରୋନ୍ ଆକ୍ରମଣ । ଏୟାରପୋର୍ଟ ନିକଟରେ ଥିବା ୩ଟି ତେଲ ଟ୍ୟାଙ୍କର ଉପରେ ଆକ୍ରମଣ । ବିସ୍ଫୋରଣ ପରେ ତେଲ ଟ୍ୟାଙ୍କରରେ ବଡ଼ ଧରଣର ଅଗ୍ନିକାଣ୍ଡ । ବିସ୍ଫୋରଣରେ ୨ ଭାରତୀୟ ଏବଂ ଜଣେ ପାକିସ୍ତାନୀ ନାଗରିକ ମୃତ । ବିସ୍ଫୋରଣରେ ଆଉ ୬ ଜଣ ଗୁରୁତର ହୋଇଥିବା ମଧ୍ୟ ସୂଚନା ।

Drone Attack
ଆତଙ୍କବାଦୀଙ୍କ ହାତ ! ୩ ତେଲ ଟ୍ୟାଙ୍କରକୁ ଡ୍ରୋନ୍‌ ମାଡ଼, ଅନ୍ତର୍ଜାତୀୟ ବିମାନବନ୍ଦରରେ ବଡ଼ ଧରଣର ବିସ୍ଫୋରଣ

ବିସ୍ଫୋରଣରେ ୨ ଭାରତୀୟ ଏବଂ ଜଣେ ପାକିସ୍ତାନୀ ନାଗରିକ ମୃତ । ବିସ୍ଫୋରଣରେ ଆଉ ୬ ଜଣ ଗୁରୁତର ହୋଇଥିବା ମଧ୍ୟ ସୂଚନା । ଏହାସହ ଅନ୍ୟ କ’ଣ ସବୁ କ୍ଷୟକ୍ଷତି ହୋଇଛି ସେନେଇ କୌଣସି ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନାହିଁ ।

drones spotted jammu and kashmir
ଜମ୍ମୁ-କଶ୍ମୀର: ଘଣ୍ଟାକରେ ୩ ସ୍ଥାନରେ ଉଡିଲା ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ

ଜମ୍ମୁ-କଶ୍ମୀର ଆକାଶରେ ପୁଣି ଦେଖିବାକୁ ମିଳିଛି ସନ୍ଦଗ୍ଧ ଡ୍ରୋନ। ଗୁରୁବାର ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀରର ସମ୍ବା ଜିଲ୍ଲାରେ ତିନ ଭିନ୍ନ ଭିନ୍ନ ସ୍ଥାନରେ ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା।

Drone
ପାକିସ୍ତାନର ଷଡଯନ୍ତ୍ର : ଡ୍ରୋନ୍ ଦ୍ୱାରା ଆକ୍ରମଣ ଉଦ୍ୟମ

ଭାରତ-ପାକ୍ ସୀମାରେ ଡ୍ରୋନ୍ ଦ୍ୱାରା ପକାଯାଇଥିବା IED ଜାମ୍ମୁ ଅଞ୍ଚଳରେ ଏକ ଜନଗହଳିପୂର୍ଣ୍ଣ ବଜାରକୁ ବିସ୍ଫୋରଣ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଏହା ଦର୍ଶାଉଛି ଯେ ଫେବୃଆରୀରେ ସ୍ୱାକ୍ଷରିତ ହୋଇଥିବା ଅସ୍ତ୍ରବିରତି ଚୁକ୍ତି କାରଣରୁ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀ ସହିତ ନିଜର ଯୋଗାଣ ଶୃଙ୍ଖଳା ବଜାୟ ରଖିବା ନେଇ ପାକିସ୍ତାନ ଏଭଳି ଚେଷ୍ଟା କରୁଛି।

drone
ଶ୍ରୀନଗରରେ ବ୍ୟାନ୍ ହେଲା ଡ୍ରୋନ୍ ଉଡ଼ାଣ, ରଖି ପାରିବେନି-କିଣି ପାରିବେନି-ବିକି ପାରିବେନି

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଉଡ଼ନ୍ତା ଆତଙ୍କକୁ ରୋକିବାକୁ କାର୍ଯ୍ୟାନୁଷ୍ଠାନ । ଶ୍ରୀନଗରରେ ବ୍ୟାନ୍ ହେଲା ଡ୍ରୋନ୍ ଉଡ଼ାଣ । କେବଳ ଉଡ଼ାଣ ନୁହେଁ, ଡ୍ରୋନ୍ ରଖିବା, ବିକାକିଣା ଓ ପରିବହନ ଉପରେ ବି ନିଷେଧା ଦେଶ ଲାଗିଛି । ଯେଉଁମାନଙ୍କର…