ମୁମ୍ୱାଇ ବୋଟ୍ ଟ୍ରାଜେଡିର ଉଦ୍ଧାରକାରୀ ଟିମର ହିରୋ ସିଆଇଏସଏଫ୍ ଯବାନ ଅମୋଲ୍ ସାୱନ୍ତଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ସେ ଚିଲିକା ହ୍ରଦରେ ନେଇଥିଲେ ସ୍ୱତନ୍ତ୍ର ମେରାଇନ୍ ଟ୍ରେନିଂ । ସମୁଦ୍ର ପାଣିରୁ ଛାଣି ଆଣିଲେ ଜୀବନ ।
ଦୁର୍ଗମ ଅଞ୍ଚଳରେ ଡଙ୍ଗାରେ ଅତ୍ୟଧିକ ଭିଡ଼ ଜମିଥାଏ। ଭଲ ରାସ୍ତା ଅଭାବରୁ ଅନେକ ଲୋକଙ୍କର ବିକଳ୍ପ ରାସ୍ତା ହେଉଛି ନଦୀ ଓ ବୋଟ୍ । ଏହାପୂର୍ବରୁ ଅକ୍ଟୋବର ମାସରେ ପୂର୍ବ କଙ୍ଗୋରେ ଏକ ଓଭରଲୋଡ୍ ଡଙ୍ଗା ବୁଡ଼ିଯିବା ପରେ ପ୍ରାୟ ୭୮ ଜଣଙ୍କର ମୃତ୍ୟୁ ହୋଇଥିଲା।
ଓଡ୍ରାଫ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରହିଛି ।
ଝେଲମ ନଦୀରେ ଡଙ୍ଗା ପାର ହେଉଥିଲେ ଛାତ୍ରଛାତ୍ରୀ। ହଠାତ୍ ସ୍ରୋତ ପ୍ରଖର ହେବା ପରେ ଡଙ୍ଗାଟି ବୁଡିଯାଇଥିଲା। ତେବେ ଚାଳକ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରାଣ ପଣେ ଉଦ୍ୟମ କରିଥିଲେ।
ଆଜି ଦିନ ତମାମ କୋରାପୁଟ ଓଡ୍ରାଫ, ନନ୍ଦପୁର ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ମିଶି ଉଦ୍ଧାର କାର୍ଯ୍ୟ ଜୋରଦାର କରିଥିଲେ । ତେବେ ବହୁ ଖୋଜାଖୋଜି ପରେ ନିଖୋଜ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା
ପାରାଦୀପ ମୁହାଣରେ ବୋଟ୍ ଓଲଟିବା ଘଟଣା। ଏବେ ବି ୩ ଜଣ ମତ୍ସ୍ୟଜୀବୀ ନିଖୋଜ। କୋଷ୍ଟଗାର୍ଡ ହେଲିକପ୍ଟର୍ରେ ଖୋଜାଖୋଜି ସତ୍ତ୍ୱେ ମିଳୁନି ପତ୍ତା।
ଏବେ ମରି ମରି ବଞ୍ଚୁଛନ୍ତି ଆଳି ବ୍ଲକ ଏକମାଣିଆର ସୁଦର୍ଶନ ସ୍ୱାଇଁଙ୍କ ବିଧବା ପତ୍ନୀ ଓ ପୁଅ ।
ପଶ୍ଚିମବଙ୍ଗର ସାଗର ଦ୍ୱୀପ ଠାରୁ ୯୦ ନଟିକାଲ୍ ମାଇଲ୍ ଦୂର ଗଭୀର ସମୁଦ୍ରରେ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କ ଡଙ୍ଗା ବୁଡ଼ି ଯାଇଥିଲା। ବାତ୍ୟା ‘ସିତ୍ରାଙ୍ଗ’ ଯୋଗୁ ସମୁଦ୍ର ଅଶାନ୍ତ ଥିବାରୁ ଏଭଳି ପରିସ୍ଥିତିରେ ପହଁରିବା ସମ୍ଭବପର ନଥିଲା।
ଏବେ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇସାରିଛି । ଆଜି ସକାଳୁ ୫ ଜଣଙ୍କର ମୃତଦେହ ପାଇଥିଲା NDRF ଟିମ୍ ।
ଡଙ୍ଗାଟି ପାରାଦୀପରୁ ମହାକାଳପଡ଼ା ବାହାକୁଦ ଘାଟ ଅଭିମୁଖେ ଆସୁଥିଲା ।