କିଙ୍ଗ ଚାର୍ଲସ ମା’ କୁଇନ ଏଲିଜାବେଥ ତୃତୀୟଙ୍କ ମୃତ୍ୟୁ ପରେ ବିଶ୍ୱର ସବୁଠାରୁ ବିଶାଳ ସମ୍ପତ୍ତିର ମାଲିକ ହୋଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏତେ ସମ୍ପତ୍ତି ଥାଇ ବି ବି ସେ ଏହାର ବ୍ୟକ୍ତିଗତ ମାଲିକ ନୁହଁନ୍ତି । ଯେତେଦିନ ଯାଏ ସେ ରାଜା ରହିବେ ସେତେଦିନ ଯାଏ ଏହି ସମ୍ପତ୍ତର ମାଲିକାନା ତାଙ୍କ ହାତରେ ରହିବ । ଇନସାଇଡର ଏବଂ କେତେକ ୱେବସାଇଟ ତଥ୍ୟରୁ ଜଣାଯାଏ, ପ୍ରିନ୍ସ ଚାର୍ଲସ ସାରା ବିଶ୍ୱର ୬.୬ ଅରବ ଏକର ଜମି ଓ ସମ୍ପତ୍ତିର ମାଲିକ ।
ନନ୍ଦପୁରର ପ୍ରସିଦ୍ଧ ବତ୍ରୀଶ ସିଂହାସନ, ଏହା ମନ୍ଦିର ନୁହେଁ ଏକ ଶକ୍ତି ପୀଠ। ୩୨ ପାହାଚରେ ରହିଛନ୍ତି ୬୪ ଯୋଗିନୀ। ଆଉ ପୀଠରେ ପୂଜା ପାଆନ୍ତି କନ୍ଧୁଣି ଦେବୀ ଓ କନକ ଦୁର୍ଗା।
ନିଜର ସୁରକ୍ଷା ଦାବି କରି ରାଜ ପରିବାରର ବୋହୂ ଅଦ୍ରିଜା ମଞ୍ଜରୀ ବଲାଙ୍ଗିର ଟାଉନ୍ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ଅର୍କେଶ ନାରାୟଣ ସିଂଦେଓଙ୍କ ପତ୍ନୀ ହେଉଛନ୍ତି ଅଦ୍ରିଜା ମଞ୍ଜରୀ ।