• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Sheikh Hasina on surviving ‘conspiracy to kill her’ in Bangladesh
Sheikh Hasina on Survive From Conspiracy: ଫେସବୁକ୍ ପେଜ୍‌ରେ ବଡ଼ ଖୁଲାସା କଲେ ଶେଖ ହସିନା, କହିଲେ...

ପଦ ଯିବା ପରେ ଶେଖ ହସିନା ଓ ତାଙ୍କ ଭଉଣୀ ରେହାନା ଯଦି ଆଉ ମାତ୍ର ୨୦-୨୫ ମିନିଟ୍ ବାଂଲାଦେଶରେ ରହିଥାନ୍ତେ ତେବେ ନିଶ୍ଚିତ ଭାବରେ ଷଡ଼ଯନ୍ତ୍ରର ଶିକାର ହୋଇ ମୃତ୍ୟୁବରଣ କରିଥାନ୍ତେ । ଏହାକୁ ନେଇ ବଡ଼ ଖୁଲାସା କରିଛନ୍ତି ଶେଖ ହସିନା।

ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ କିଏ ଯୋଗଦେବେ
Donald Trump Swearing in Ceremony: କିଏ କିଏ ଯୋଗଦେବେ, କ’ଣ ରହିଛି କାର୍ଯ୍ୟସୂଚୀ, କେତେବେଳେ ଆରମ୍ଭ ହେବ କାର୍ଯ୍ୟକ୍ରମ ?

ନିମନ୍ତ୍ରିତ ଅତିଥି ହୋଇଥିବା ସତ୍ତ୍ୱେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ସମାରୋହରେ ଯୋଗ ଦେବେନାହିଁ, ସେ ତାଙ୍କର ଜଣେ ପ୍ରତିନିଧୀଙ୍କୁ ପଠାଉଛନ୍ତି। ଭାରତ ପକ୍ଷରୁ ଏସ ଜୟଶଙ୍କର ଅଂଶଗ୍ରହଣ କରିବେ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ମଧ୍ୟ ଟ୍ରମ୍ପଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ଉପଦେଷ୍ଟା ଟେସଲା ଏବଂ ସ୍ପେସ୍ ଏକ୍ସର ସିଇଓ ଏଲୋନ୍ ମସ୍କ, ଆମାଜନ କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍ ଜେଫ୍ ବେଜୋସ୍ ଏବଂ ମେଟା ପ୍ଲାଟଫର୍ମର ସିଇଓ ମାର୍କ ଜୁକରବର୍ଗ ମଧ୍ୟ ଯୋଗ ଦେବେ ।

ଭାରତୀୟ ଯୁବକଙ୍କୁ ଜେଲ୍
White House Attack: ଭାରତୀୟ ଯୁବକକୁ ୮ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ ୟୁଏସ୍ ଡିଷ୍ଟ୍ରିକ୍ଟ କୋର୍ଟ

ଭାରତୀୟ ଯୁବକକୁ ୮ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ ୟୁଏସ୍ ଡିଷ୍ଟ୍ରିକ୍ଟ କୋର୍ଟ । ନିଜେ ଟ୍ରକ ଚଳାଇ ହ୍ବାଇଟ ହାଉସ ପାଚେରୀ ଭାଙ୍ଗି ପ୍ରବେଶ ଉଦ୍ୟମ କରିଥିଲା ଏହି ଭାରତୀୟ ଯୁବକ । ଉପସ୍ଥିତ ପୋଲିସ ଓ ହ୍ବାଇଟ ହାଉସ ସୁରକ୍ଷାକର୍ମୀ ଅଭିଯୁକ୍ତକୁ ତୁରନ୍ତ କାବୁ କରିବା ପରେ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମରେ ଆକ୍ରମଣ ଥିଲା ବୋଲି ନିଜେ ସ୍ୱୀକାର କରିଥିଲା ଅଭିଯୁକ୍ତ ।

ଇମ୍ରାନ୍‌ ଖାନଙ୍କୁ ୧୪ ବର୍ଷ ଜେଲ୍‌
Imran Khan: ଅଲ୍‌ କାଦିର ଟ୍ରଷ୍ଟ ଦୁର୍ନୀତି ମାମଲା: ଇମ୍ରାନ୍‌ ଖାନ୍‌ଙ୍କୁ ୧୪ ବର୍ଷ ଜେଲ୍‌

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଓ ତାଙ୍କ ପତ୍ନୀ ଅଲ୍-କାଦିର ଟ୍ରଷ୍ଟ ମାମଲାରେ ଦୋଷୀ ସାବ୍ୟସ୍ତ୍ୟ ହୋଇଛନ୍ତି । ଏହି ମାମଲା ୧୯୦ ନିୟୁତ ପାଉଣ୍ଡର ଠକେଇ ସହିତ ଜଡିତ । ଯେଉଁଥିପାଇଁ ଉଭୟଙ୍କୁ ୧୪ ଓ ୭ ବର୍ଷର ଜେଲ ଦଣ୍ଡ ଶୁଣାଯାଇଛି ।

Starship
Starship Exploded: ଫେଲ ମାରିଲା ଷ୍ଟାରସିପ ପରୀକ୍ଷଣ: ମଝି ଆକାଶରେ ବିସ୍ଫୋରଣ

ଏଲନ ମସ୍କଙ୍କ ବହୁ ପ୍ରତୀକ୍ଷିତ ଷ୍ଟାରସିପର ପରୀକ୍ଷଣ ବିଫଳ ହୋଇଛି। ଗୁରୁବାର ଷ୍ଟାରସିପର ସପ୍ତମ ପରୀକ୍ଷଣ ବିଫଳ ହୋଇଛି। ମଝି ଆକାଶରେ ଷ୍ଟାରସିପରେ ବିସ୍ଫୋରଣ ହୋଇଥିବା ବେଳେ ଶହ ଶହ ଖଣ୍ଡରେ ଏହା ପରିଣତ ହୋଇଥିଲା।

କାହାର କେତେ ନୌବାହିନୀ ଶକ୍ତି
World's Powerful Navy: ଏସିଆର ଶକ୍ତିଶାଳୀ ସାମୁଦ୍ରିକ ଯୋଦ୍ଧା କିଏ: ଭାରତ, ଚୀନ ନା ପାକିସ୍ତାନ ?

ଚୀନର ଅବସ୍ଥିତି ପ୍ରଶାନ୍ତ ମହାସାଗର ଏବଂ ଭାରତ ମହାସାଗର ମଧ୍ୟରେ ରହିଛି  । ସାମୁଦ୍ରିକ ସ୍ଥିତି ଏବଂ ଭୌଗଳିକ ଦୃଷ୍ଟିରୁ ଦେଖିଲେ, ଏହା ଏକ ପ୍ରମୁଖ ଦେଶ । ପାକିସ୍ତାନର ସାମୁଦ୍ରିକ ସୀମା ଆରବ ସାଗରକୁ ଲାଗିଛି । କରାଚି ବନ୍ଦର ପାକିସ୍ତାନର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ବନ୍ଦର ଅଟେ । ସେହିପରି ଭାରତର ସାମୁଦ୍ରିକ ଶକ୍ତି ଦୃଷ୍ଟିରୁ ଦେଖିଲେ ଏହା ଏସିଆର ଏକ ପ୍ରମୁଖ ଶକ୍ତି ବୋଲି କହିହେବ ।

Lottery
UK Man Won Lottery: ଜିତିଲେ ୮୦ କୋଟିର ଲଟେରୀ, ତା’ପରେ ଡ୍ରେନ୍ ସଫାକଲେ

କାର୍ଲସିଲେର ଗ୍ୟାସ ଟ୍ରେନି ଇଞ୍ଜିନିୟର ଜେମ୍ସ କ୍ଲାର୍କସନ ୭.୫ ମିଲିୟନ ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ୭୯.୫୮ କୋଟି ଟଙ୍କା ଜିତିବାରେ ସକ୍ଷମ ହୋଇଛନ୍ତି।

singapore President
Singapore President: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସିଙ୍ଗାପୁର ରାଷ୍ଟ୍ରପତି

ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ସନମୁଗ ରତ୍ନମ । ଦିନ ୧୧ଟା ୪୫ରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ପରେ ଅପରାହ୍ନ ୨ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।

FIRE
ଜଳିଯିବ ପୂରା ଆମେରିକା ! ନିଆଁ ମାଡ଼ି ଚାଲିଛି, ମୃତ୍ୟୁସଂଖ୍ୟା ବି ବଢ଼ି ଚାଲିଛି

ଜଳିପୋଡ଼ି ଆମେରିକା ପାଉଁଶ । ନିଆଁ ମାଡ଼ି ଚାଲିଛି, ମୃତ୍ୟୁସଂଖ୍ୟା ବି ବଢ଼ି ଚାଲିଛି । ଯେଉଁଅଡ଼େ ଦେଖିବେ ସିଅଡ଼େ ପୁଳାପୁଳା ପାଉଁଶ ଗଦା । ଆଉ ମଣିଷ ଓ ପଶୁ ପକ୍ଷୀଙ୍କ ଦରପୋଡ଼ା ଶରୀର । ବିଚକ୍ଷଣ ମଣିଷ ପାଖରେ ନିଆଁ ଲିଭାଇବାର ସବୁ ବାଟ ଯେମିତି ବନ୍ଦ ହୋଇଯାଇଛି । ଜଳୁଛି ଆମେରିକା, ଜଳଜଳ ଦେଖୁଛି ସାରା ବିଶ୍ୱ ।

ନିଆଁରେ ଜଳିଗଲା ସବୁ ସଂପତ୍ତି
Lossangeless Fire : ତିନିବର୍ଷ ପୂର୍ବେ ଯିଏ ଥିଲେ କୋଟିପତି ଆଜି ହୋଇଗଲେ ଭିକାରୀ

ଲଟେରୀ ଜିତିବା ପରେ ତାଙ୍କର ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ଭଲରେ ରହିବା ପାଇଁ ଯାହା ଦରକାର ସବୁ କରିଥିଲେ ଏଡବିନ । ପ୍ରଥମେ ସେ ହଲିଉଡ ହିଲ୍ସୂ୍ରେ ନିଜ ପାଇଁ ୨୫.୫ ମିଲିଅନ ଡଲାର ଦେଇ ଏକ ଆଲିଶାନ ବଙ୍ଗଳା କିଣିଥିଲେ । ଏହାବ୍ୟତୀତ ୪ ମିଲିଅନ ଡଲାର ଦେଇ ନିଜ ମା’ ବାପା-ମା’ଙ୍କ ପାଇଁ ଏକ ଜାପାନୀ ଷ୍ଟାଇଲରେ ଭବ୍ୟ ବଙ୍ଗଳା କିଣିଥିଲେ । ପରେ ୪୭ ମିଲିଅନ ଡଲାର ଦେଇ ବେଲ ଏୟରରେ ଏକ ଛୋଟ ଘର କିଣିଥିଲେ ।

pakistan
Death Mystery of Jinnah: ୭୪ ବର୍ଷ ପରେ ବି ଧରାପଡ଼ିଲାନି ଷଡ଼ଯନ୍ତ୍ରକାରୀ

ପାକିସ୍ତାନର ଗଭର୍ଣ୍ଣର ଜେନେରାଲଙ୍କୁ ଆମ୍ବୁଲାନ୍ସରେ ସ୍ଥାନାନ୍ତର କରିବା ସମୟରେ ପେଟ୍ରୋଲ ସରିଯିବା ଘଟଣାରୁ ହିଁ ଷଡ଼ଯନ୍ତ୍ରର ମୂଳ ଦୁଆ ପଡ଼ିଥିଲା। ଆମ୍ବୁଲାନ୍ସ ଯେଉଁ ରାସ୍ତାରେ ଅଟକିଥିଲା, ସେହି ରାସ୍ତାର ଆଖପାଖରେ ଲକ୍ଷ ଲକ୍ଷ ତମ୍ବୁ ପଡ଼ିଥିଲା। ଏହି ତମ୍ବୁରେ ସେଇମାନେ ରହୁଥିଲେ ଯେଉଁମାନେ ଭାରତ ବିଭାଜନ ପରେ ଭାରତରୁ ପାକିସ୍ତାନକୁ ଆସିଥିଲେ। ଆମ୍ବୁଲାନ୍ସ ଠିକ୍ ଠାକ ହେବା ପରେ ଗଭର୍ଣ୍ଣର ଜେନେରାଲଙ୍କ ଘର ଅଭିମୁଖେ ଚାଲିଲା। ଆମ୍ବୁଲାନ୍ସ ଠିକଣା ସ୍ଥାନରେ ପହଞ୍ଚିବା ପରେ ଡାକ୍ତର ଚିକିତ୍ସା କରିବା ଆରମ୍ଭ କରିଥିଲେ।

Photo
Donad Trump: ରାସ୍ତା କଡ଼ରେ ଖିରି ବିକୁଛନ୍ତି ଟ୍ରମ୍ପ ! ଗାଉଛନ୍ତି ପଞ୍ଜାବୀ ଗୀତ

ଭାରତ ପଡୋଶୀ ପାକିସ୍ତାନର ସାହିୱାଲ ଜିଲ୍ଲାରେ ନାଗାଗାତେ ରାସ୍ତା କଡ଼ରେ ଠେଲା ପକାଇ ଖିରି ଓ ପୁରି ବିକ୍ରି କରୁଛନ୍ତି ଜଣେ ବ୍ୟକ୍ତି। ତାଙ୍କ ନାଁ ହେଉଛି ସଲିମ୍ ବଗ୍ଗା। ସିଏ ବିଲକୁଲ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରି ଦେଖାଯାଉଛନ୍ତି। କହିବାକୁ ଗଲେ ସିଏ ନିଜକୁ ଟ୍ରମ୍ପ ପରି ସଜାଇଛନ୍ତି। ନାଲି ତକତକ ଗୋଲ ମୁହଁ, ଟ୍ରମ୍ପଙ୍କ ପରି ମୁଣ୍ଡରେ ଧଳା ଚୁଳ ଓ ଦେହରେ କଳା ସ୍ୱେଟର ପରିଧାନ କରିଛନ୍ତି।

Burj Khalifa
Burj Khalifa: ବୁର୍ଜ ଖଲିଫାର ନିର୍ମାତା କିଏ ? ଏଠାରେ ରହିବାକୁ ହେଲେ କେତେ ଭଡ଼ା ଦେବାକୁ ପଡ଼େ ?

ବୁର୍ଜ ଖଲିଫା ଏତେ ଉଚ୍ଚ ଯେ ଏହାକୁ ୧୦୦ କିଲୋମିଟର ଦୂରରୁ ଦେଖିହେବ। ଏହି ନଭଶ୍ଚୁମ୍ଭୀ ଅଟ୍ଟାଳିକାର ଇଞ୍ଜିନିୟରିଂ ଏବଂ ଡିଜାଇନ୍ ଅତୁଳନୀୟ, ଯାହା ଯୋଗୁଁ ଏହାକୁ ସ୍ଥାପତ୍ୟ ଚମତ୍କାରିତାର ପ୍ରତୀକ ଭାବରେ ସ୍ୱୀକୃତି ଦିଆଯାଇଛି। ବୁର୍ଜ ଖଲିଫା ବିଳାସପୂର୍ଣ୍ଣ ପରିବେଶ ଏବଂ କାର୍ଯ୍ୟକ୍ଷମତାର ମିଶ୍ରଣ ।

Oscars 2025 may be cancelled due to los angeles wildfires
Oscars 2025: ସଂକଟରେ ଆମେରିକା; ବାତିଲ ହେବ ଓସ୍କାର ପୁରସ୍କାର !

ଆମେରିକାରେ ଅଗ୍ନିକାଣ୍ଡ କାରଣରୁ ୨୦୨୫ ଏକାଡେମୀ ଆୱାର୍ଡସ୍‌କୁ ନେଇ ଚିନ୍ତା ବୃଦ୍ଧି ପାଇଛି। ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଅଗ୍ନିକାଣ୍ଡ ହେତୁ ୯୭ତମ ଏକାଡେମୀ ଆୱାର୍ଡସ୍‌ ବାତିଲ ହେବାକୁ ଯାଉଛି।

California fire
California wildfires- ଜଳୁଛି କାଲିଫର୍ଣ୍ଣିଆ ଜଙ୍ଗଲ, କାଳ ସାଜୁଛି ଭୟଙ୍କର ପବନ

ଏହି ଅଗ୍ନିକାଣ୍ଡ ପୂର୍ବରୁ ପ୍ରଶାନ୍ତ ମହାସାଗରୀୟ ପାଲିସାଡେସ୍‌ରେ 24,000 ଏକର ଜମି ନଷ୍ଟ କରିସାରିଛି ଏବଂ ପ୍ରାୟ 14,000 ଏକର ଆଲଟାଡେନା ସମ୍ପ୍ରଦାୟକୁ ଧ୍ୱଂସ କରିଦେଇଛି।

yoon suk
President Arrested: ଦକ୍ଷିଣ କୋରିଆ ରାଷ୍ଟ୍ରପତି ଗିରଫ

ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୋକ ୟେଓଲଙ୍କୁ ବୁଧବାର ପୋଲିସ ଗିରଫ କରିଛି। ସେନାବାହିନୀ ପାଇଁ ନୂତନ ଆଇନ ପ୍ରଣୟନ କରିବାର ଏକ ମାସ ମଧ୍ୟରେ ୟୁନଙ୍କୁ ପୋଲିସ ଗିରଫ କରିଛି।

10 Cleanest Countries in World
ବିଶ୍ୱର ୧୦ଟି ସର୍ବାଧିକ ସଫାସୁତରା ଦେଶ

10 Cleanest Countries in World- ବିଶ୍ୱର ୧୦ଟି ସର୍ବାଧିକ ସଫାସୁତରା ଦେଶ

  • Tuesday, 14 January 2025
ରକ୍ତଚାଉଳ ଚୋବାଉଛି ବାଂଲାଦେଶ ସରକାର
Sheikh Hasina: ହସିନାଙ୍କ ଭିସା ବୃଦ୍ଧି ବାଂଲାଦେଶକୁ ଅଡ଼ୁଆ, ପକାଉଛି ଚାପ

ବାଂଲାଦେଶର ଅନ୍ତରୀଣ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପାସପୋର୍ଟ ରଦ୍ଦ କରିଛନ୍ତି। ଶେଖ୍ ହସିନାଙ୍କ ବ୍ୟତୀତ ୯୬ ଜଣଙ୍କ ପାସପୋର୍ଟ ବାତିଲ୍‌ କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆୱାମୀ ଲିଗ୍ ସହ ଜଡ଼ିତ ନେତା ଓ ବ୍ୟବସାୟୀ। ଜୁଲାଇ ମାସରେ ବିକ୍ଷୋଭ ସମୟରେ ସେ ନିଖୋଜ କରିବା ଏବଂ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାସପୋର୍ଟ ରଦ୍ଦ ପରେ ଯଦି ଶେଖ୍ ହସିନା ଭାରତ ଛାଡ଼ି ବାଂଲାଦେଶ ଯିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସ୍ପଷ୍ଟ ହୋଇଛି।

Murder
Tosses Coin To Decide Kill Teen: ଜୀବନ ମରଣ ନିର୍ଦ୍ଧାରଣ କଲା ଟସ, ମୃତଶରୀର ସହ ଦୁଷ୍କର୍ମ

୧୮ ବର୍ଷୀୟା ଯୁବତୀଙ୍କୁ ହତ୍ୟା କରିବା ପରେ ମରଶରୀର ସହିତ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ତେବେ ହତ୍ୟା କରିବ କି ନାହିଁ ଏହାର ନିଷ୍ପତ୍ତି କଏନ ଟସ କରି ନେଇଥିବା ସ୍ବୀକାର କରିଛି ହତ୍ୟାକାରୀ।

Wildfire
Los Angeles Wildfire: ସର୍ବଗ୍ରାସୀ ନିଆଁରେ ଛାରଖାର ଆମେରିକା; ତ୍ରାହି ତ୍ରାହି ଡାକିଲେଣି ଲୋକେ

ଦୁନିଆର ଏକ ପ୍ରମୁଖ ସୁନ୍ଦର ସହର ଭିତରେ ଆସୁଥିବା ଲସ୍ ଆଞ୍ଜେଲସ ନିଜର ବରବାଦୀ ଦେଖୁଛି । ଜଙ୍ଗଲ ନିଆଁକୁ କାବୁ କରିବାକୁ ଅଗ୍ନିଶମ ବାହିନୀ ଅହରହ ଲାଗି ରହିଛି । ହେଲେ କୌଣସି ସୁଫଳ ମିଳିପାରୁନାହିଁ । ସରକାର ମଧ୍ୟ ଏଦିଗରେ ବ୍ୟାପକ ପଦକ୍ଷେପ ନେଉଛନ୍ତି ।

CanadA PM Race
Canada PM Race: କାନାଡ଼ା ପିଏମ୍‌ ରେସ୍‌ରୁ ଓହରିଲେ ଅନୀତା ଆନନ୍ଦ; କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ?

ପ୍ରଧାନମନ୍ତ୍ରୀ ରେସରେ ଆଗୁଆ ରହିଥିଲେ ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ। ହେଲେ ଏହି ଚର୍ଚ୍ଚାରେ ସେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସେ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ପଦରୁ ଓହରି ଯାଇଥିବା କହିଛନ୍ତି।

Ancient Timbuktu City
Ancient City Timbuktu: ଏମିତି ରାଜା.. ଯେଉଁ ସହର ଦେଇ ଯାଉଥିଲେ ସେଠାରେ କମି ଯାଉଥିଲା ସୁନା ଦର

ଏଠାରେ ଜଣେ ପ୍ରସିଦ୍ଧ ବାବା ଥିଲେ ଯାହାଙ୍କ ନାଁ ଅହମ୍ମଦ ବାବା । ସେତେବେଳେ ସେ ପ୍ରାୟ ୪୦ରୁ ଅଧିକ ପୁସ୍ତକ ଲେଖିଥିଲେ । ତାଙ୍କର ନିଜର ଏକ ଲାଇବ୍ରେରୀ ଥିଲା ଯେଉଁଥିରେ ହଜାରେ ପୁସ୍ତକ ଥିଲା । ଏଠି କହି ରଖିବୁ, ଯେତେବେଳେ ୟୁରୋପୀୟମାନେ ୧୦୦ରୁ ଅଧିକ ବହି ରଖିବାର କଳ୍ପନା କରିପାରୁ ନ ଥିଲେ ସେତେବେଳେ ଅହମ୍ମଦ ବାବା ହଜାରେ ପୁସ୍ତକ ନିଜ ଲାଇବ୍ରେରୀରେ ରଖୁଥିଲେ ।

California Los Angeles Wildfires
California wildfires: ଜଙ୍ଗଲ ନିଆଁରେ ଛାରଖାର ଆମେରିକା; ଗଲାଣି ୨୪ ଜୀବନ

ଲସ୍ ଏଞ୍ଜେଲସ ଓ ଭେଣ୍ଟୁରା-କାଉଣ୍ଟି ଅଞ୍ଚଳର ହଜାରେ ଏକରରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଛି। ପ୍ରସିଦ୍ଧ ହଲିଉଡ୍ ହିଲ୍ସ ବି ଜଳୁଛି। ତେବେ ସବୁଠୁ ଅଧିକ ଚିନ୍ତା ବଢ଼ାଇଛି ସମୁଦ୍ରକୂଳରୁ ବହୁଥିବା ପ୍ରାୟ ୧୦୦ କିଲୋମିଟର ବେଗରେ ପବନ। ଫଳରେ ନିଆଁ ଥମିବା ପରିବର୍ତ୍ତେ ଅଧିକ ବଢ଼ିବାରେ ଲାଗିଛି।

California Los Angeles Wildfires
California Los Angeles Wildfires: ବ୍ୟାପୁଛି ନିଆଁ; ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି, ୧ ଲକ୍ଷରୁ ଅଧିକ ଲୋକ ଛାଡ଼ିଲେଣି ଘର

ଲସ୍ ଏଞ୍ଜେଲସ୍‌ର ଆଉ ୨ଟି ଜଙ୍ଗଲକୁ ବ୍ୟାପିଲା ନିଆଁ । ମୋଟ୍ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଛି। ଏମିତିକି ୧ ଲକ୍ଷରୁ ଅଧିକ ଲୋକ ଘର ଛାଡ଼ିଲେଣି।

ଗ୍ରୀନ୍‌ଲାଣ୍ଡ କିଣିବେ ଟ୍ରମ୍ପ
Donald Trump: ପୁଣି ଗ୍ରୀନଲାଣ୍ଡ କିଣିବା ପ୍ରସଙ୍ଗ ଉଠାଇଲେ ଡୋନାଲ୍ଡ ଟ୍ରମ୍ପ: ଦରକାର ପଡ଼ିଲେ ଖୋଲିଦେବେ ଭଣ୍ଡାର !

ଐତିହାସିକ ତଥ୍ୟରୁ ଜଣାଯାଏ, ୧୯୪୬ ମସିହାରେ ଆମେରିକାର ରାଷ୍ଟ୍ରପତି ହ୍ୟାରି ଟ୍ରୁ ମ୍ୟାନ ୧୦ କୋଟି ଡଲାର ଦେଇ ସେତେବେଳେ ଗ୍ରୀନଲାଣ୍ଡକୁ କିଣିବା ପାଇଁ ପ୍ରସ୍ତାବ ଦେଇଥିଲେ ଯାହା ଆଜି ୧.୩ ଅରବ ଡଲାର ସଙ୍ଗେ ସମାନ । ତେବେ ଗ୍ରୀନଲାଣ୍ଡର ରଣନୀତିକ ଅବସ୍ଥାନ, ଏଠାରେ ଥିବା ଅମୂଲମୂଲ ସଂପଦ ହିଁ ଏହାର ବିଶେଷତ୍ୱକୁ ଦର୍ଶାଇଥାଏ । ଅର୍ଥନୈତିଜ୍ଞ ତଥା ଗବେଷକମାନେ ଏହାର ମୂଲ୍ୟ ଶତାଧିକ ଅରବରୁ ଅଧିକ ହେବ ବୋଲି ଅନୁମାନ କରୁଛନ୍ତି ।