କିଙ୍ଗ ଚାର୍ଲସ ମା’ କୁଇନ ଏଲିଜାବେଥ ତୃତୀୟଙ୍କ ମୃତ୍ୟୁ ପରେ ବିଶ୍ୱର ସବୁଠାରୁ ବିଶାଳ ସମ୍ପତ୍ତିର ମାଲିକ ହୋଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏତେ ସମ୍ପତ୍ତି ଥାଇ ବି ବି ସେ ଏହାର ବ୍ୟକ୍ତିଗତ ମାଲିକ ନୁହଁନ୍ତି । ଯେତେଦିନ ଯାଏ ସେ ରାଜା ରହିବେ ସେତେଦିନ ଯାଏ ଏହି ସମ୍ପତ୍ତର ମାଲିକାନା ତାଙ୍କ ହାତରେ ରହିବ । ଇନସାଇଡର ଏବଂ କେତେକ ୱେବସାଇଟ ତଥ୍ୟରୁ ଜଣାଯାଏ, ପ୍ରିନ୍ସ ଚାର୍ଲସ ସାରା ବିଶ୍ୱର ୬.୬ ଅରବ ଏକର ଜମି ଓ ସମ୍ପତ୍ତିର ମାଲିକ ।
ଆସନ୍ତା ମେ ୭ ତାରିଖରେ ବକିଙ୍ଗହମ୍ ପ୍ୟାଲେସରେ ଅନୁଷ୍ଠିତ ହେବାକୁ ଯାଉଛି କିଙ୍ଗ ଚାର୍ଲ୍ସଙ୍କ ରାଜ୍ୟାଭିଷେକ ସମାରୋହ । ଯେଉଁଥିରେ ପ୍ରିୟଙ୍କାଙ୍କ ହାତ ତିଆରି ଗୋଲାପ ଡ୍ରେସ ପିନ୍ଧିପାରନ୍ତି ରାଣୀ କାମିଲା । ଏମିତିକି କୁଇନଙ୍କ ପାର୍ଟିରେ ଯୋଗ ଦେବା ପାଇଁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ ବି ହୋଇଛି ।
ବ୍ରିଟେନ୍ ବ୍ୟାଙ୍କ ନୋଟ୍, ମୁଦ୍ରା ଓ ଡାକ ଟିକଟରେ ରହିଛି ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଫଟୋ । ତେବେ ତାଙ୍କ ଅବର୍ତ୍ତମାନରେ କଣ ହେବ ଏସବୁର ଭବିଷ୍ୟତ? ରାଣୀଙ୍କ ଫଟୋ ଥିବା ନୋଟ ଓ ମୁଦ୍ରା ଆଗକୁ ଚଳିବ ନା ନାହିଁ । ତାକୁ ନେଇ ଦେଖା ଦେଇଛି ସଂଶୟ ।
ହଜାର ହଜାର ଲୋକ ଚାହିଁ ରହିଥିଲେ। ବ୍ରିଟେନର କିଙ୍ଗ ଚାର୍ଲସ ଏକ ଉତ୍ସବରେ ଦସ୍ତଖତ କରିବେ। ହେଲେ ହଠାତ୍ ରାଗିଗଲେ ରାଜା। ରାଗିବେନି ବା କେମିତି ? ବ୍ରିଟେନର ରାଜାଙ୍କୁ ଯଦି ଦସ୍ତଖତ ପାଇଁ ଏମିତି କାଳି ଲିକ୍ କରୁଥିବା ପେନ୍ ଦିଆଯାଏ ତେବେ ଏମିତି ପ୍ରତିକ୍ରିୟା ତ ସ୍ୱାଭାବିକ। ତେବେ କିଙ୍ଗ ଚାର୍ଲସଙ୍କର ୨ ଥର ପାଇଁ ଏମିତି ରାଗ ଦେଖି ଲୋକେ ବି ସ୍ତବ୍ଧ।