• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Gurudev Sri Sri Ravishankar

Interesting story of the revival of the original Somnath Linga
Lord Somnath: ମୌଳିକ ସୋମନାଥ ଲିଙ୍ଗର ପୁନର୍ଜୀବନର ଆକର୍ଷଣୀୟ କାହାଣୀ

୧୦୨୫ ଖ୍ରୀଷ୍ଟାବ୍ଦରେ ଗଜନୀର ମହମ୍ମଦ ଘୋରି ମନ୍ଦିରକୁ ଧ୍ୱଂସ କରି ଶିବଲିଙ୍ଗକୁ ଭଙ୍ଗ କରିଦେଇଥିଲେ। ଅଗ୍ନିହୋତ୍ରୀ ବ୍ରାହ୍ମଣମାନେ, ଏହି ପବିତ୍ର ପରମ୍ପରାର ରକ୍ଷକମାନେ, ମୌଳିକ ସୋମନାଥ ଲିଂଗର ଅବଶେଷଗୁଡ଼ିକୁ ରକ୍ଷା କରି, ଏହାକୁ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ। ଆସନ୍ତୁ ଜାଣିବା ଏହାର ପୂରା କାହାଣୀ।

ଅଭିଭାଷଣ ଦେବେ ରବି ଶଙ୍କର
Sri Sri Ravi Shankar On World Meditation Day: ଧ୍ୟାନ କରିବ ବିଶ୍ୱ, ରବି ଶଙ୍କରଙ୍କ ସହ ଯୋଗ ଦେବେ ଲକ୍ଷାଧିକ ଲୋକ

ମିଳିତ ଜାତିସଂଘର ମୁଖ୍ୟାଳୟରେ ଡିସେମ୍ବର ୨୦ ତାରିଖରେ ଶ୍ରୀ ଶ୍ରୀ ରବି ଶଙ୍କର ଧ୍ୟାନ ସଂପର୍କରେ ଏକ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିବେ । ଏହି ସ୍ମାରକୀ କାର୍ଯ୍ୟକ୍ରମରେ ବିଷୟବସ୍ତୁ ରହିଛି "ବିଶ୍ୱ ଶାନ୍ତି ଏବଂ ସମନ୍ୱୟ ପାଇଁ ଧ୍ୟାନ" ।