• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Vaccine

ଆସିବ କ୍ୟାନସର ଭ୍ୟାକସିନ୍‌
Cancer Vaccine :କ୍ୟାନ୍‌ସର ଭ୍ୟାକସିନ୍‌କୁ ନେଇ ଆସିଲା ବଡ଼ ଅପଡେଟ୍‌, ୫ରୁ ୬ ମାସ ମଧ୍ୟରେ ମହିଳାଙ୍କ ପାଇଁ ଆସିବ କର୍କଟ ଟିକା

ଦେଶରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ସମସ୍ୟାର ମୁକାବିଲା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏପରି ପରିସ୍ଥିତିରେ, ସରକାରଙ୍କ ପକ୍ଷରୁ କର୍କଟ ଟିକା ସମ୍ପର୍କରେ ଏକ ବଡ଼ ଅପଡେଟ୍ ଦିଆଯାଇଛି।

ଶିଶୁଙ୍କ ସୁରକ୍ଷା କବଚ କ’ଣ ଭ୍ୟାକ୍ସିନ ?
Vaccine For Children: ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ସୁରକ୍ଷିତ ପ୍ରତିଷେଧକ ଟୀକା ? ଜାଣନ୍ତୁ ଏହା ପଛର ସତ

ଗୁହଗାଓଁ ସ୍ଥିତ ମଦରହୁଡ ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ  ସେଲି ଗୁପ୍ତା କହନ୍ତି, ଭାକ୍ସିନ ଶିଶୁର ରୋଗପ୍ରତିରୋଧକ ଶକ୍ତିକୁ ଆକ୍ଟିଭ କରିବା ସହ ଶରୀରରେ ଏକ ସୁରକ୍ଷା କବଚ ପରି କାମ କରିଥାଏ । ଏହା ଶରୀରରେ ରୋଗକୁ ନିଷ୍କ୍ରିୟ କିମ୍ବା ଦୁର୍ବଳ କରି ଦେଇଥାଏ । ସେତିକି ନୁହେଁ, ଭାକ୍ସିନର ରୋଗ ପ୍ରତିରୋଧକ ପ୍ରଣାଳୀ ପ୍ରକୃତ ରୋଗକୁ ସୃଷ୍ଟି ନ କରି କିପରି ଏହାର ବିପଦକୁ ଚିହ୍ନଟ କରିବ ଏବଂ ଏହାକୁ ପ୍ରଭାବୀ ଢଙ୍ଗରେ ପ୍ରତିକାର କରିବ ତାହା ଶିଖାଇଥାଏ ।

Cancer Vaccine
Cancer Vaccine: ରୁଷ ଆଣିଲା କ୍ୟାନସର୍‌ ଭ୍ୟାକ୍ସିନ; ଆସନ୍ତା ବର୍ଷରୁ ମାଗଣାରେ ମିଳିବ ଟିକା

୨୦୨୩ ମସିହାରେ ବ୍ରିଟେନ କର୍କଟ ଚିକିତ୍ସାର ବିକାଶ ପାଇଁ ଜର୍ମାନ ବାୟୋଟେକ୍ନୋଲୋଜି କମ୍ପାନୀ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା। ଏହା ବ୍ୟତୀତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ମୋଡର୍ନା ଏବଂ ମର୍କ ଆଣ୍ଡ କମ୍ପାନୀ ବର୍ତ୍ତମାନ ମେଲାନୋମା (ମାରାତ୍ମକ ଚର୍ମ କର୍କଟ) ଚର୍ମ କର୍କଟ ବା ସ୍କିନ କ୍ୟାନସର ଟିକା ଉପରେ କାମ କରୁଛନ୍ତି।

Mpox Vaccine
ମଙ୍କିପକ୍ସ ଭ୍ୟାକ୍ସିନକୁ WHOର ଅନୁମତି; ଜାଣନ୍ତୁ କେମିତି ନେବେ ଟିକା...

ମଙ୍କିପକ୍ସ ଭ୍ୟାକ୍ସିନକୁ ମିଳିଲା ଅନୁମତି। ଆଫ୍ରିକୀୟ ଦେଶରେ ବ୍ୟାପିଥିବା ମଙ୍କିପକ୍ସ ପାଇଁ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ-WHO ପକ୍ଷରୁ ଅନୁମତି ମିଳିଛି।

Cholesterol Vaccine
ବ୍ୟାଡ୍‌ କୋଲେଷ୍ଟ୍ରୋଲ୍‌ ହ୍ରାସ କରିବାକୁ ଆସିବ ଟିକା, ଜାଣନ୍ତୁ କେତେ ରହିଛି ପ୍ରତି ଡୋଜ୍‌ର ମୂଲ୍ୟ...

ବୈଜ୍ଞାନିକମାନେ କହିଛନ୍ତି ଯେଉଁ ପ୍ରାଣୀମାନଙ୍କୁ ଆମେ ଏହି ଟିକା ଦେଇଥିଲୁ। ସେମାନଙ୍କ ପାଖରେ କୋଲେଷ୍ଟ୍ରୋଲ ସ୍ତରରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିବାର ଦେଖିବାକୁ ମିଳିଥିଲା। ସବୁଠୁ ବଡ଼ କଥା ହେଉଛି ଏହା ହୃଦଘାତର ଆଶଙ୍କା ମଧ୍ୟ ହ୍ରାସ କରିପାରେ।

Cervical Cancer Vaccine
ଖୁବ୍‌ଶୀଘ୍ର ବଜାରକୁ ଆସୁଛି କ୍ୟାନ୍ସର ଭ୍ୟାକ୍ସିନ୍‌

ସେରମ ଇନଷ୍ଟିଚ୍ୟୁଟ୍‌ ଦେଲା ଖୁସି ଖବର

Cancer
ସର୍ଭିକାଲ କ୍ୟାନସର ପାଇଁ ଆସିଲା ସଞ୍ଜିବନୀ, ସରକାର ବାଣ୍ଟିବେ ଟିକା..

ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଲେଣି, ସର୍ଭିକାଲ କ୍ୟାନସର ଟିକା ଦିଆଗଲେ ଏହି ରୋଗରେ ଆକ୍ରାନ୍ତ କିଶୋରୀ ଓ ମହିଳା ମୃତ୍ୟୁହାରକୁ ଯଥେଷ୍ଟ କମାଇ ହେବ ।

vaccine
୨୪ ଘଣ୍ଟାରେ ୧୦ ଥର କରୋନା ଭ୍ୟାକ୍ସିନ୍ ନେଲେ ଯୁବକ, ଜୀବନ ପ୍ରତି ବିପଦ ଥିବା କହିଲେ ବିଶେଷଜ୍ଞ ଟିମ୍

ଆଶ୍ଚର୍ଯ୍ୟ ହେଲେ ବି ସତ । ଗୋଟିଏ ଦିନରେ ୧୦ ଥର କରୋନା ଭ୍ୟାକ୍ସିନ୍ ନେଲେ ଯୁବକ ।

Will produce 5 billion vaccine doses for India & world by end-2022: PM Modi at G20 meet
କୋଭିଡ ବିରୋଧରେ ମୋଦୀଙ୍କ ଆହ୍ୱାନ

G20 ବୈଠକରେ ଭାଗ ନେଇ କୋଭିଡ୍ ମହାମାରୀ ବିରୋଧରେ ଏକାଠି ଲଢେଇ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି ଆହ୍ୱାନ । ଏକ ବିଶ୍ୱ ଏବଂ ଏକ ସ୍ୱାସ୍ଥ୍ୟନୀତି ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦୀ ।

covid vaccine
ବୁଷ୍ଟର ଡୋଜ୍ ସପକ୍ଷରେ WHO

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ଚୀନର ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ମାନଙ୍କୁ କୋଭିଡର ତୃତୀୟ ଡୋଜ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୁଇଟି ଡୋଜ ପରେ ମଧ୍ୟ ଇମ୍ୟୁନିଟି ପାୱାର କମ ରହୁଥିବା କାରଣରୁ ଚୀନର ୬୦ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ତୃତୀୟ ଡୋଜ ଦେବା ପାଇଁ WHO ପକ୍ଷରୁ ସୋମବାର ପରାମର୍ଶ ଦିଆଯାଇଛି । ଏହି ବୁଷ୍ଟର ଡୋଜ ପାଇଁ ସମସ୍ତ ଦେଶ ପ୍ରସ୍ତୁତି ହେବା ପାଇଁ WHO ପକ୍ଷରୁ କୁହାଯାଇଛି ।

covaxin
ଛୋଟ ପିଲାଙ୍କୁ ଟିକାକରଣ ପାଇଁ ମିଳିନି ଅନୁମତି, ସ୍ପଷ୍ଟ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ

ଛୋଟ ପିଲାଙ୍କୁ କରୋନା ଟିକା ଦେବାକୁ ମିଳିନି ଅନୁମତି । ସ୍ପଷ୍ଟ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର । ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ ସୁପାରିସ ଘଟଣାରେ  ଭାରତୀ ପ୍ରବୀଣ ପାୱାର ନିଜର ପ୍ରତିକ୍ରିୟା ରଖିଛନ୍ତି ।

covid vaccine
ଦ୍ଵିତୀୟ ଡୋଜ ନେବାକୁ ଭୁଲି ଯାଉଛନ୍ତି କି ଲୋକେ!

କରୋନା ଟିକାକରଣ ଅଭିଯାନରେ ଶିଥିଳତା । ଆଶାନୁରୂପ ଚାଲିନି ଦ୍ୱିତୀୟ ଡୋଜ୍ ଟିକାକରଣ । ପ୍ରଥମ ଡୋଜ୍ ନେବାର ୩ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଲୋକେ ଦ୍ୱିତୀୟ ଡୋଜ୍ ନେଉ ନାହାନ୍ତି ।

covishield vaccine
କୋଭିସିଲ୍ଡକୁ ଆମେରିକାର ଗ୍ରୀନ୍ ସିଗନାଲ୍

କୋଭିସିଲ୍ଡକୁ ଆମେରିକାର ଗ୍ରୀନ୍ ସିଗନାଲ୍। କରୋନା ଭ୍ୟାକ୍ସିନ୍ କୋଭିସିଲ୍ଡ୍‌କୁ ଅନୁମତି ଦେଇଛି ଆମେରିକା। ଇଟ୍ ହାଉସ୍ ଏବେ କହିଛି ଯେଉଁ ଭାରତୀୟ ୨ଟି ଯାକ ଡୋଜ୍ ନେଇଥିବେ ସେମାନେ ଆମେରିକାରେ ପ୍ରବେଶ କରିପାରିବେ।

Johnson & Johnson
ଗୋଟିଏ ଡୋଜରେ କରୋନା ଉଭାନ୍ ! ବ୍ରିଟେନରେ ଜନସନର ସିଙ୍ଗିଲ ସଟ୍ ଟିକାକୁ ମିଳାଲା ମଞ୍ଜୁରୀ

ଲଣ୍ଡନ: ବ୍ରିଟେନ ସରକାର ଶୁକ୍ରବାର ଫାର୍ମା କମ୍ପାନୀ ଜନସନ୍ ଆଣ୍ଡ ଜନସନର ସିଙ୍ଗିଲ୍ ସଟ ଟିକାକୁ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ କହିଛନ୍ତି, ଏହି ନିଷ୍ପତ୍ତି ଦ୍ୱାରା ବ୍ରିଟେନରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଆହୁରି ଅଧିକ…

vaccine
ଏଣିକି ଏହି ଦେଶରେ ଭ୍ୟାକ୍ସିନ ନେଲେ ମିଳିବ ଲଟେରୀ ଟିକଟ ସହ ମୋଟା ଅଙ୍କର ଉପହାର..

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ କରେନା ମହାମାରୀ କାୟା ବିସ୍ତାର କରି ରଖିଛି। କରେନା ବିରୋଧ ଲଢ଼େଇରେ କେବଳ ଭ୍ୟାକ୍ସିନ ହିଁ ଏକମାତ୍ର ଅସ୍ତ୍ର ରହିଛି। ଆମେରିକା ଓ ୟୁରୋପ ଭଳି ଭାରତରେ ମଧ୍ୟ ବିସ୍ତାର ଭାବେ ଟିକାକରଣ ପ୍ରକ୍ରିୟା ଜାରି…